Discovery Hinjilikatu

  • Home
  • Discovery Hinjilikatu

Discovery Hinjilikatu 'discovery hinjilicut'is social media platform for hinjilicut

04/09/2021
ଆମ  #ହିଂଜିଳିକାଟୁ_ପୌରପରିଷଦର କାର୍ଯ୍ୟ ନିର୍ଵାହି ଅଧିକାରୀ ଶ୍ରୀ  #ମନୋରଞ୍ଜନ_ସାହୁ ( #କରୋନା_ଯୋଦ୍ଧା) ଏଇ  #କରୋନା ମହାମାରୀରେ ଆମ ସମସ୍ତଙ...
01/08/2020

ଆମ #ହିଂଜିଳିକାଟୁ_ପୌରପରିଷଦର କାର୍ଯ୍ୟ ନିର୍ଵାହି ଅଧିକାରୀ ଶ୍ରୀ #ମନୋରଞ୍ଜନ_ସାହୁ ( #କରୋନା_ଯୋଦ୍ଧା) ଏଇ #କରୋନା ମହାମାରୀରେ ଆମ ସମସ୍ତଙ୍କ ସେବାରେ ନିୟୋଜିତ ହୋଇ ନିଜେ କରୋନା ରେ #ଆକ୍ରାନ୍ତ ହୋଉଥିଲେ ମାତ୍ର କିଛିଦିନ ପରେ #ସୁସ୍ଥ ହୋଇ ଫେରିଥିଲେ । ଆଜି ନିଜ କାର୍ଯ୍ୟ ରେ ଯୋଗ ଦେଇଥାନ୍ତେ କିନ୍ତୁ ପୁଣି ଅସୁସ୍ଥ ଅନୁଭବ କରିବାରୁ ଡାକ୍ତରଖାନାରେ ଅଛନ୍ତି, ଆସନ୍ତୁ ଆମେ ସମସ୍ତେ #ପାର୍ଥନାରେ କରିବା ସେ ଜଲଦି ଠିକ ହୋଇ ପୁଣି ଥରେ କାର୍ଯ୍ୟ ରେ ଯୋଗ ଦେଇ ପାରିବେ l🙏


 #ହିଂଜିଳିକାଟୁ  #ବ୍ୟବସାୟୀ_ସଂଘ ର    #ଘେରାଉ୪ ମାସ ହେଲା ଦୋକାନ ବନ୍ଦ, ଚଳିବୁ କେମିତି, ଖାଇବୁ କ'ଣ ???ଦୋକାନ ଖୋଲିବା ଦାବି ନେଇ ଭାରପ୍ରାପ...
31/07/2020

#ହିଂଜିଳିକାଟୁ #ବ୍ୟବସାୟୀ_ସଂଘ ର #ଘେରାଉ
୪ ମାସ ହେଲା ଦୋକାନ ବନ୍ଦ, ଚଳିବୁ କେମିତି, ଖାଇବୁ କ'ଣ ???
ଦୋକାନ ଖୋଲିବା ଦାବି ନେଇ ଭାରପ୍ରାପ୍ତ ନିର୍ବାହୀ ଅଧିକାରୀଙ୍କୁ ପୁଣି ଭେଟିଲା ହିଂଜିଳି ବ୍ୟବସାୟୀ ସଂଘ ।

  .0
30/07/2020


.0

 #ରାଫେଲକୁ ଆଣି  #ଭାରତରେ  #ପହଞ୍ଚାଇଥିବା ଇଏ ସେଇ ମହାନ ବୀର  #ଯବାନ,ଆମ ଦେଶ  #ଗର୍ବ  #ପାଞ୍ଚ_ପାଇଲଟ ।🙏
29/07/2020

#ରାଫେଲକୁ ଆଣି #ଭାରତରେ #ପହଞ୍ଚାଇଥିବା ଇଏ ସେଇ ମହାନ ବୀର #ଯବାନ,ଆମ ଦେଶ #ଗର୍ବ #ପାଞ୍ଚ_ପାଇଲଟ ।🙏

29/07/2020


28/07/2020

#ଗଞ୍ଜାମ ଜିଲ୍ଲାରେ କମୁଛି ସଂକ୍ରମଣଙ୍କ ସଂଖ୍ୟା । ଭୟ ନ କରିବାପାଇଁ କହିଲେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ।

 #ସମାଜ ପ୍ରତିନିଧି ୰ #ପ୍ରିୟଦର୍ଶୀ ପଟ୍ଟନାୟକଙ୍କୁ କରୋନା  #ଯୋଦ୍ଧା ଘୋଷିତ ସହ ତାଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ ଦାବିରେ  #ହିଂଜିଳି...
28/07/2020

#ସମାଜ ପ୍ରତିନିଧି ୰ #ପ୍ରିୟଦର୍ଶୀ ପଟ୍ଟନାୟକଙ୍କୁ କରୋନା #ଯୋଦ୍ଧା ଘୋଷିତ ସହ ତାଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ ଦାବିରେ #ହିଂଜିଳି ବିଡ଼ିଓଙ୍କ ଜରିଆରେ #ମୁଖ୍ୟମନ୍ତ୍ରୀ ଓ ଜିଲ୍ଳାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କଲେ ହିଂଜିଳିକାଟୁ #ସାମ୍ବାଦିକ ସଂଘ।।

Glad to share that these are the first three patients who got Plasma & got cured in Tata Hospital. We appreciate the eff...
28/07/2020

Glad to share that these are the first three patients who got Plasma & got cured in Tata Hospital. We appreciate the efforts of our doctors. We request all cured patients to come forward for plasma donation .

  in Ganjam intensifying strict enforcement of     norms at both   of  -59 in  .
28/07/2020

in Ganjam intensifying strict enforcement of norms at both of -59 in .

27/07/2020

 #କରୋନାର_କାହାଣୀ
27/07/2020

#କରୋନାର_କାହାଣୀ

 #କୋଭିଡ_ଉପରେ  #ଗଞ୍ଜାମ_ଜିଲ୍ଲା  #ଜରୁରୀକାଳୀନ ପରିସ୍ଥିତିକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯାଇଛି ଯେ ସମସ୍ତ 108 and 104  #ଆମ୍ବୁଲାନ୍ସକ...
27/07/2020

#କୋଭିଡ_ଉପରେ #ଗଞ୍ଜାମ_ଜିଲ୍ଲା #ଜରୁରୀକାଳୀନ ପରିସ୍ଥିତିକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯାଇଛି ଯେ ସମସ୍ତ 108 and 104 #ଆମ୍ବୁଲାନ୍ସକୁ କୋଭିଡ #ସନ୍ଦିଗ୍ଧ ମାମଲାକୁ ଉପଯୁକ୍ତ ସ୍ୱାସ୍ଥ୍ୟ ସୁବିଧାକୁ ସ୍ଥାନାନ୍ତର ପାଇଁ ବ୍ୟବହାର କରାଯିବ
Shri Vijay Amrute Kulange

ଦୀପା ସାହୁଙ୍କ ଦେହାନ୍ତଅଭିନେତ୍ରୀ ଦୀପା ସାହୁଙ୍କ ପରଲୋକ । ଚିକିତ୍ସାଧୀନ ଅବସ୍ଥାରେ ଘରୋଇ ହସ୍ପିଟାଲରେ ମୃତ୍ୟୁ।   ,,,,,,, ଜୟ ଜଗନ୍ନାଥ    ...
27/07/2020

ଦୀପା ସାହୁଙ୍କ ଦେହାନ୍ତ
ଅଭିନେତ୍ରୀ ଦୀପା ସାହୁଙ୍କ ପରଲୋକ । ଚିକିତ୍ସାଧୀନ ଅବସ୍ଥାରେ ଘରୋଇ ହସ୍ପିଟାଲରେ ମୃତ୍ୟୁ। ,,,,,,, ଜୟ ଜଗନ୍ନାଥ
hinjilicut

27/07/2020

#ବ୍ରହ୍ମପୁର: #ଆଜିର_ଦୁଃଖଦ_ଘଟଣ
#ସରକାରୀ_କାନୁନ_ଆଗରେ_ହାର_ମାନିଲା_ନିରୀହ_ଜୀବନ
ରୋଗୀଣା ବାପାକୁ ଆମ୍ବୁଲାନ୍ସ ମେଡିକାଲକୁ ନେଲା ନାହିଁ! #ଆଖି_ବୁଝିଲା_ବାପା! #ହଜିଗଲା_ମାନବିକତା!
ପୁରୁଣା #ବ୍ରହ୍ମପୁରର #ପ୍ରହ୍ଲାଦ_ନଗର ଘଟଣାl

୨୯ ଜୁଲାଇ ବୁଧବାର ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ।
27/07/2020

୨୯ ଜୁଲାଇ ବୁଧବାର ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ।

 #ଗଞ୍ଜାମରେ କରୋନା ପାଇଁ  #ତାସ,  #କ୍ରିକେଟ,  #ଭଲିବଲ୍ ଖେଳିଲେ ୧୪ ଦିନ  #କ୍ବାରେଣ୍ଟାଇନ l
27/07/2020

#ଗଞ୍ଜାମରେ କରୋନା ପାଇଁ #ତାସ, #କ୍ରିକେଟ, #ଭଲିବଲ୍ ଖେଳିଲେ ୧୪ ଦିନ #କ୍ବାରେଣ୍ଟାଇନ l

27/07/2020

ଗଞ୍ଜାମ ଜିଲ୍ଲାରେ ଦୋକାନୀଙ୍କ ପାଇଁ ଜିଲ୍ଲାପାଳଙ୍କ ନିୟମ:
ଦୟା କରି ପ୍ରଶାସନ ର ନିୟମ ପାଳନ କରନ୍ତୁ ଏବଂ ସହଯୋଗ କରନ୍ତୁ :
ଦୋକାନ ସାମ୍ନାରେ ଡବଲ ବ୍ୟାରିକେଡ କରିବାକୁ ପରାମର୍ଶ
ନିଜେ ମାସ୍କ ପିନ୍ଧିବେ; ନୋ ମାସ୍କ ନୋ ଗୁଡ୍ସ ବୋର୍ଡ ମାରିବେ
ଦୋକାନ ସାମ୍ନାରେ ୨ ମିଟର ଦୂରତାରେ ସର୍କଲ କରିବେ
ସାନିଟାଇଜର ଓ ହାତ ଧୋଇବାର ବ୍ୟବସ୍ଥା କରିବେ
ଗ୍ରାହକଙ୍କ ପାଇଁ କଣ୍ଟାକ୍ଟ ଡାଏରୀ କରିବେ

ସ୍ବର୍ଗତ  #ପ୍ରିୟଦର୍ଶୀ_ପଟ୍ଟନାୟକ (ମୁନୁ)ଙ୍କ ଆଜି ବୁଧବାର ୨୨ ଜୁଲାଇ ୨୦୨୦ ମହାପ୍ରୟାଣର  #ଦ୍ବାଦଶ ଦିବସରେ ଭାବପୂର୍ଣ୍ଣ  #ଅଶ୍ରୁଳ_ଶ୍ରଦ୍ଧାଞ...
22/07/2020

ସ୍ବର୍ଗତ #ପ୍ରିୟଦର୍ଶୀ_ପଟ୍ଟନାୟକ (ମୁନୁ)ଙ୍କ ଆଜି ବୁଧବାର ୨୨ ଜୁଲାଇ ୨୦୨୦ ମହାପ୍ରୟାଣର #ଦ୍ବାଦଶ ଦିବସରେ ଭାବପୂର୍ଣ୍ଣ #ଅଶ୍ରୁଳ_ଶ୍ରଦ୍ଧାଞ୍ଜଳି।

 #ବ୍ରହ୍ମପୁର ସହର ସୀମା ସିଲ୍‌ ଘୋଷଣା କଲେ କମିଶନର, କହିଲେ ବ୍ରହ୍ମପୁର ସହର ଚାରି ଦିଗରୁ ବନ୍ଦ, ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବ୍ରହ୍ମପୁ...
14/07/2020

#ବ୍ରହ୍ମପୁର ସହର ସୀମା ସିଲ୍‌ ଘୋଷଣା କଲେ କମିଶନର, କହିଲେ ବ୍ରହ୍ମପୁର ସହର ଚାରି ଦିଗରୁ ବନ୍ଦ, ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବ୍ରହ୍ମପୁର ସହର ସବୁ ଦିଗରୁ ବନ୍ଦ ରହିବ, କୌଣସି ଲୋକ ଆସି ପାରିବେନି କି ଯାଇ ପାରିବେନି, କେବଳ ଅତ୍ୟାବଶ୍ୟକ ସେବା ପ୍ରଦାନକାରୀ କଟକଣା ମୁକ୍ତ ରହିବେ l

 #ଅତ୍ଯନ୍ତ ଦୁଃଖଦ ଖବର,  #ହିଞ୍ଜିଳିକାଟୁ ପ୍ରେସ କ୍ଲବ ସଭାପତି,  #ସମାଜ ଖବର କାଗଜର ହିଞ୍ଜିଳିକାଟୁ ପ୍ରତିନିଧି ତଥା ହିଞ୍ଜିଳିକାଟୁ ଅଞ୍ଚଳର ଖ...
11/07/2020

#ଅତ୍ଯନ୍ତ ଦୁଃଖଦ ଖବର, #ହିଞ୍ଜିଳିକାଟୁ ପ୍ରେସ କ୍ଲବ ସଭାପତି, #ସମାଜ ଖବର କାଗଜର ହିଞ୍ଜିଳିକାଟୁ ପ୍ରତିନିଧି ତଥା ହିଞ୍ଜିଳିକାଟୁ ଅଞ୍ଚଳର ଖୁବ ଜଣାଶୁଣା ସମାଜସେବା ଶ୍ରୀ #ପ୍ରିୟଦର୍ଶୀ ପଟ୍ଟନାୟକଙ୍କ (ମୁନୁ) #ଦୁଃଖଦ ପରଲୋକ। ଭଗବାନ ତାଙ୍କ #ପବିତ୍ର ଆତ୍ମାକୁ ଶାନ୍ତିରେ ରଖନ୍ତୁ l
HINJILICUT

Call or WhatsApp to Chhatrapur Sub Division for   Rules violation,   Pass and other
09/07/2020

Call or WhatsApp to Chhatrapur Sub Division for Rules violation, Pass and other

  News for  , ବ୍ରହ୍ମପୁର ଟାଟା  #କୋଭିଡ ହସ୍ପିଟାଲ ରେ ପହଁଚିଲା   Fabiflu and   Injection l
09/07/2020

News for , ବ୍ରହ୍ମପୁର ଟାଟା #କୋଭିଡ ହସ୍ପିଟାଲ ରେ ପହଁଚିଲା Fabiflu and Injection l

 #ଗଂଜାମ ଜିଲ୍ଲାପାଳ ଜାରିକଲେ   Number 8118066370 For any Home   Issue or   Covid   Issue  HINJILICUT
08/07/2020

#ଗଂଜାମ ଜିଲ୍ଲାପାଳ ଜାରିକଲେ Number 8118066370 For any Home Issue or Covid Issue
HINJILICUT

  today at  .  ୍ନାଥ
02/07/2020

today at .

୍ନାଥ

 #ଜରୁରୀ_ସୂଚନା_ପ୍ରଦାନ_କରିଲେ_ଗଞ୍ଜାମ_ଜିଲ୍ଲାପାଳ।
01/07/2020

#ଜରୁରୀ_ସୂଚନା_ପ୍ରଦାନ_କରିଲେ_ଗଞ୍ଜାମ_ଜିଲ୍ଲାପାଳ।

Address


Website

Alerts

Be the first to know and let us send you an email when Discovery Hinjilikatu posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Discovery Hinjilikatu:

Shortcuts

  • Address
  • Alerts
  • Contact The Business
  • Claim ownership or report listing
  • Want your business to be the top-listed Media Company?

Share