Odisha News Services

  • Home
  • Odisha News Services

Odisha News Services Contact information, map and directions, contact form, opening hours, services, ratings, photos, videos and announcements from Odisha News Services, Media/News Company, .

24/07/2023

କାଉଡ଼ିଆଙ୍କ ପଦ ସେବା କଲେ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ
Suryabanshi Suraj

14/07/2023

ଚନ୍ଦ୍ରଯାନ 3 ର ସଫଳ ଉତକ୍ଷେପଣ

06/07/2023

କେନ୍ଦ୍ର ରେଳମନ୍ତ୍ରୀଙ୍କ ପକ୍ଷରୁ ବାଲେଶ୍ଵର ମେଡ଼ିକାଲ ଓ ଲାୟନସ ଆଇ ହସ୍ପିଟାଲକୁ ଅନୁଦାନ ପ୍ରଦାନ

05/07/2023

ବାଲେଶ୍ୱର କୁ ପିଛା ଛାଡ଼ୁନି ବିପଦ ରେଳ ଦୁର୍ଘଟଣା ର ମାସକ ପରେ ତମୁଳିଆ ଓଭର ବ୍ରିଜ ରେ ବସ ଦୁର୍ଘଟଣା 16 ଆହତ

16/06/2023

କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଙ୍କ ବାଲେଶ୍ୱର ଗସ୍ତ ଓ ବିଶ୍ୱ ଯୋଗ ଦିବସ ପାଲନ ଲାଗି ବିଜେପି ପକ୍ଷରୁ ବୈଠକ ଅନୁଷ୍ଠିତ

01/06/2023

ମୋନା ପକ୍ଷରୁ ପାଳନ ହେଲା ବିଶ୍ୱ ତମାଖୁ ବର୍ଜନ ଦିବସ

30/05/2023

ନିର୍ମାଣ ଶ୍ରମିକ ସଙ୍ଘ ସମୂହ ସ୍ୱାମନ୍ୱୟ ସମିତି ର ଜରୁରୀ ବୈଠକ

28/05/2023

ଶେଷରେ ଗିରଫ ହେଲା ଅନ ଟ୍ୟାଲେଣ୍ଟଟେଡ଼ ଗାୟ

27/05/2023

ଆସନ୍ତା କାଲି ଉଦଘାଟନ ହେବ ନୂତନ ସଂସଦ ଭବନ

25/05/2023

ଦୁର୍ଘଟଣାରୁ ବର୍ତ୍ତିଲା ପ୍ରଭୂଜୀ ବସ, ଅଳ୍ପକେ ବର୍ତିଲେ ଯାତ୍ରୀ

21/05/2023

ରେମୁଣା ରେ ଜାଗା ବଞ୍ଚାଓ ଅଭିଯାନ ନେଇ ସମାବେଶ

21/05/2023

ମୋନା ପକ୍ଷରୁ ଅତିରିକ୍ତ ଜିଲ୍ଲପାଳ ନିଲୁ ମହାପାତ୍ର ଙ୍କୁ ବିଦାୟ ସମ୍ବର୍ଦ୍ଧନା

16/05/2023

ବସ୍ତି ବାସିନ୍ଦା ଙ୍କୁ ଜିଲ୍ଲା ପ୍ରଶାସନ ର ଥଇଥାନ ନେଇ ରେମୁଣା ଅଞ୍ଚଳ ବାସି ଙ୍କ ବିରୋଧ ସଭା, ଯୋଗ ଦେଲେ ସର୍ବ ଦଳୀୟ ନେତୃବୃନ୍ଦ

14/05/2023

ପ୍ରଧାନମନ୍ତ୍ରୀଙ୍କ ନଅ ବର୍ଷ ଫୁର୍ତ୍ତି ଉପଲକ୍ଷେ ସ୍ୱତନ୍ତ୍ରଲୋକସମ୍ପର୍କ ଅଭିଯାନ ଲାଗି ଲୋକସଭା ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

14/05/2023

ଓଡିଶା ଉଠାଜଳସେଚନ ସଂଘର ସୁବର୍ଣ୍ଣ ଜୟନ୍ତୀ ପାଇଁ ବୈଠକ ଅନୁଷ୍ଠିତ

13/05/2023

କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଜାତୀୟ କଂଗ୍ରେସ ର ବିପୁଳ ବିଜୟ ନେଇ ବାଲେଶ୍ୱର ଜିଲ୍ଲା କଂଗ୍ରେସହେଲା ଉତ୍ସବ ମୁଖର

13/05/2023

ବାଲେଶ୍ଵର ମୁନିସିପାଲିଟି ର ସଫେଇ କର୍ମଚାରିଙ୍କ ପୋୖରାଧ୍ୟାକ୍ଷାଙ୍କ ଘର ସମ୍ମୁଖରେ ଧାରଣା

10/05/2023

ଉଠା ଜଳସେଚନ କର୍ମଚାରୀଭବନରେ ଜିଲ୍ଲାନିର୍ମାଣ ସଙ୍ଘ ସମନ୍ୱୟ ସମିତି ପକ୍ଷରୁ ସମ୍ବର୍ଦ୍ଧନା ଓ ବୈଠକ

10/05/2023

ଉଠା ଜଳସେଚନ କର୍ମଚାରୀଭବନରେ ଜିଲ୍ଲାନିର୍ମାଣ ସଙ୍ଘ ସମନ୍ୱୟ ସମିତି ପକ୍ଷରୁ ସମ୍ବର୍ଦ୍ଧନାପର୍ବ ଓ ବୈଠକ ଅନୁଷ୍ଠିତ

10/05/2023

ତାଳପଦା ଗ୍ରାମରେ ଜଗନ୍ନାଥ କମ୍ୟୁନିଟି ସେଣ୍ଟର ଓ ସାଇକ୍ଲନ ସେଣ୍ଟର ଠାରୁ ସି ବିଚ ପର୍ଯ୍ୟନ୍ତ ପକ୍କା ରାସ୍ତାର ଶିଳାନ୍ୟାସ କଲେ ରେମୁଣାବିଧାୟକ

10/05/2023

ବାଲେଶ୍ୱର ଶ୍ରମଦପ୍ତର ରେ ଭୁସୁଡ଼ିଲା ଛାତ, ଅଳ୍ପକେ ବର୍ତିଲେ ଡ଼ିଏଲସି

09/05/2023

ଜିଲ୍ଲା ବ୍ରାହ୍ମଣ ସମିତିର ବୈଠକ ଅନୁଷ୍ଠିତ

08/05/2023

ନାଚ ଏକାଡେମୀର ଗ୍ରୀଷ୍ମକାଳିନ ପ୍ରଶିକ୍ଷଣଶିବିର ଅନୁଷ୍ଠିତ

08/05/2023

ସିଭିଲ ସୋସାଇଟିର ଜରୁରୀକାଳିନ ବୈଠକ ଅନୁଷ୍ଠିତ

05/05/2023

ଜାଲ ଆଧାର କାର୍ଡ ଘଟଣା ରେ କଚେରୀ ବଜାର ରୁ ଗିରଫ ତିନି ଜଣ ଙ୍କ ଜାମିନ ଆବେଦନ ଖାରଜ

04/05/2023

ବାଲେଶ୍ୱରର ଦାମୋଦର ପୁର ଠାରେ ଚନ୍ଦନ ପୁର୍ଣିମା ରେ ମୁଖ୍ୟ ଆକର୍ଷଣ କଲିକତା ର ହାଉଡ଼ା ପୋଲୋ

03/05/2023

ଦହପଡା ଠାରେ ମହିଳା ସଶକ୍ତିକରଣ ନେଇ ବୈଠକ ଓ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ

02/05/2023

ବାଲେଶ୍ୱର ଜିଲ୍ଲାପାଳ ଙ୍କ ଅଫିସ ସମ୍ମୁଖରେ ବିଭିନ୍ନ କୁଷ୍ଠ କଲନି ବାସି ଙ୍କ ପ୍ରତିବାଦ ସଭା

02/05/2023

ରାଜ୍ୟ ସରକାରଙ୍କ ପକ୍ଷରୁ ଭୁବନେଶ୍ୱର ଠାରେ ଶ୍ରମିକ ବନ୍ଧୁ ସମ୍ମାନ ରେ ସମ୍ମାନିତ ହେଲେ ବାଲେଶ୍ଵର ବରିଷ୍ଠ ନେତା

02/05/2023

ଅଯୋଧ୍ୟାନଗରପାଟଣା,ଆର୍ମଳା ସରକାରୀ ଉଚ୍ଚବିଦ୍ୟାଳୟ ଓ ଷୋମନାଥପୁର ବାଳିକା ଉଚ୍ଚବିଦ୍ୟାଳୟ କୁ ପରିଦର୍ଶନକଲେ ବ୍ଲକ୍ ଅଧ୍ୟକ୍ଷ

01/05/2023

ବାଲେଶ୍ୱର ରେ ପାଳିତ ହେଲା ବିଶ୍ୱ ସ୍ତରୀୟ ଶ୍ରମିକ ଦିବସ

30/04/2023

ସଦର ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଶହେତମ ମନକି ବାତକାର୍ଯ୍ୟକ୍ରମ ଅନୁଷ୍ଠିତ

30/04/2023

ଶ୍ରମିକ ସଂଗଠନ ପକ୍ଷରୁ ମଇ ଦିବସ ଉପଲକ୍ଷେ ବାଲେଶ୍ୱର ସହରରେ ବାହାରିଲା ମଶାଲ ଶୋଭାଯାତ୍ରା

29/04/2023

ମହାନତା ଦେଖେଇଲେ ଯୁବ ସମାଜସେବୀ, ଆହତ ଯୁବତୀଙ୍କୁ ହସ୍ପିଟାଲ ରେ ଚିକିତ୍ସା କରାଇଲେ

28/04/2023
28/04/2023

ଉତ୍କଳ ସମ୍ମିଳନୀ ବାଲେଶ୍ୱର ଶାଖା ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସ ଜୟନ୍ତୀ ପାଳନ

26/04/2023

ଏବିଭିପି ବାଲେଶ୍ଵର ପକ୍ଷରୁ ଫକୀରମୋହନ ମହାବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଓ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

Address


Website

Alerts

Be the first to know and let us send you an email when Odisha News Services posts news and promotions. Your email address will not be used for any other purpose, and you can unsubscribe at any time.

Videos

Shortcuts

  • Address
  • Alerts
  • Videos
  • Claim ownership or report listing
  • Want your business to be the top-listed Media Company?

Share