JIT Talks

JIT Talks The purpose of this page is only to relive unknown facts about interesting things and Publish current Business news.

25/05/2022

12 boys from Kalinga Institute (KISS), Odisha with no clue about rugby, trained hard to master this beautiful sport. Not only that, within just 4 months, they became the roaring The Jungle Cats of India and went on to win the 2007 Under-14 Rugby World Cup. , coming to Lionsgate Play on 3rd June, is their inspiring story.
Watch this Beautiful Motivational Story from a Small Town..

Mr  this is your 2 failures in a row..1st  Afganistan, 2nd UkraineNow you don't deserve the status of "Super Power"
25/02/2022

Mr
this is your 2 failures in a row..
1st Afganistan, 2nd Ukraine
Now you don't deserve the status of "Super Power"

ସାକ୍ଷାତକାରରେ ରତନ ଟାଟା କହିଛନ୍ତି, ମୁ ଜଣଙ୍କୁ ଭଲ ପାଉଥିଲି କିନ୍ତୁ ପ୍ରେମକୁ ମୁଁ ବିବାହ ପର୍ଯ୍ୟନ୍ତ ପହଞ୍ଚାଇପାରିଲିନି । ଯେତେବେଳେ ମୁଁ ଆ...
30/12/2021

ସାକ୍ଷାତକାରରେ ରତନ ଟାଟା କହିଛନ୍ତି, ମୁ ଜଣଙ୍କୁ ଭଲ ପାଉଥିଲି କିନ୍ତୁ ପ୍ରେମକୁ ମୁଁ ବିବାହ ପର୍ଯ୍ୟନ୍ତ ପହଞ୍ଚାଇପାରିଲିନି । ଯେତେବେଳେ ମୁଁ ଆମେରିକାରେ ଥିଲି ସେତେବେଳେ ପ୍ରେମ ସମ୍ପର୍କକୁ ନେଇ ଅତ୍ୟଧିକ ଗମ୍ଭୀର ହୋଇଯାଇଥିଲି । କିନ୍ତୁ ପରେ ମୋତେ ଆମେରିକା ଛାଡି ଭାରତ ଆସିବାକୁ ପଡ଼ିଲା । କିନ୍ତୁ ମୋ ପ୍ରେମିକା ଭାରତ ଆସିବାକୁ ଚାହୁଁନଥିଲେ । ଶେଷରେ ମୋ ପ୍ରେମିକା ଆମେରିକାରେ ଜଣେ ବ୍ୟକ୍ତିଙ୍କ ସହ ବିବାହ କରିନେଇଥିଲେ । ଏଥିପାଇଁ ମୁଁ ବିବାହ କରିପାରିନଥିଲି । ଏହାପରେ ମୁଁ ବିବାହକୁ ନେଇ ୪ଥର ଭାବିଛି କିନ୍ତୁ କୌଣସି ନା କୌଣସି କାରଣ ପାଇଁ ପଛକୁ ହଟିଆସିଛି । ଆଉ ଏବେ ଯେତେବେଳେ ମୁଁ ପୂର୍ବକଥା ଭାବେ ମତେ ଲାଗେ ମୁଁ ଯାହା ନିଷ୍ପତ୍ତି ନେଇଛି ତାହା ଠିକ୍ ଥିଲା । ମୁଁ ବାହା ହୋଇଥିଲେ ଆଜି ସ୍ଥିତି କିଛି ଅଲଗା ହୋଇଥାନ୍ତା ।

ଗବେଷଣାରୁ ଜଣା ପଡିଛି ଯେ ଶରୀରରେ ଭିଟାମିନ ଡି କମିବା ଦ୍ୱାରା ହୃଦଘାତ ସମସ୍ୟା ଦେଖା ଦେଇଥାଏ l ଏହାର ଅର୍ଥ ଯେଉଁ ଲୋକ ମାନଙ୍କ ଶରୀରରେ ଭିଟାମି...
29/12/2021

ଗବେଷଣାରୁ ଜଣା ପଡିଛି ଯେ ଶରୀରରେ ଭିଟାମିନ ଡି କମିବା ଦ୍ୱାରା ହୃଦଘାତ ସମସ୍ୟା ଦେଖା ଦେଇଥାଏ l ଏହାର ଅର୍ଥ ଯେଉଁ ଲୋକ ମାନଙ୍କ ଶରୀରରେ ଭିଟାମିନ ଡି କମ ହୋଇଥାଏ ସେମାନଙ୍କ ନିକଟରେ ହୃଦଘାତ ସମସ୍ୟା କିମ୍ବା ହୃତ୍ପିଣ୍ଡ ଜନିତ ସମସ୍ୟା ଅଧିକ ପରିମାଣରେ ଦେଖିବାକୁ ମିଳିଥାଏ l ଗବେଷକ ମାନଙ୍କ ମତରେ ଦୈନିକ ଖାଦ୍ୟ ଦ୍ୱାରା ଏହି ଭିଟାମିନ ର ପୁରାଣ କରିବା ଆବଶ୍ୟକ l

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋ ଥିବା ଶୂନ ଟଙ୍କିଆ ନୋଟ୍ କିଛି ବର୍ଷ ତଳେ ଛପାଯାଇଥିଲା। ଏଭଳି କାହିଁକି କରାଯାଇଥିଲା, ତାହା ଜାଣିବାକୁ ...
26/12/2021

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋ ଥିବା ଶୂନ ଟଙ୍କିଆ ନୋଟ୍ କିଛି ବର୍ଷ ତଳେ ଛପାଯାଇଥିଲା। ଏଭଳି କାହିଁକି କରାଯାଇଥିଲା, ତାହା ଜାଣିବାକୁ ଆପଣ ନିଶ୍ଚୟ ଇଚ୍ଛକ ଥିବେ। ତେବେ ଦୁର୍ନୀତି ବିରୋଧରେ ଅଭିଯାନର ଏକ ଅଂଶ ଭାବରେ ଏହି ନୋଟ୍ ଛପା ଯାଇଥିଲା। ଏହି ଶୂନ ଟଙ୍କିଆ ନୋଟ୍ ଦକ୍ଷିଣ ଭାରତର ଏକ ଏନଜିଓ ଛାପିଥିଲା।୨୦୦୭ମସିହାରେ, ଏହି ନୋଟ୍ ଦୁର୍ନୀତି ବିରୋଧରେ ବଡ଼ ଅସ୍ତ୍ର ଭାବରେ ଆରମ୍ଭ ହୋଇଥିଲା। ତାମିଲନାଡୁରେ କାର୍ଯ୍ୟ କରୁଥିବା ଏହି ଏନଜିଓ ପ୍ରାୟ ୫ଲକ୍ଷ ଶୂନ ନୋଟ୍ ଛାପିଥିଲା। ଏହି ନୋଟ୍ ଗୁଡିକ ହିନ୍ଦୀ, ତେଲୁଗୁ, କନ୍ନଡ ଏବଂ ମାଲାୟାଲମ୍ ଭାଷାରେ ମୁଦ୍ରିତ ହୋଇଥିଲା ଯାହା ଲୋକଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା।

ଦୁର୍ନୀତି ବିରୋଧରେ ଏହି ନୋଟ୍ ଉପରେ ଅନେକ ବାର୍ତ୍ତା ଲେଖାଯାଇଥିଲା। ଏହି ନୋଟ୍ ଗୁଡିକରେ ଲେଖା ଯାଇଥିଲା, 'ଦୁର୍ନୀତି ଶେଷ କର', 'ଯଦି କେହି ଲାଞ୍ଚ ମାଗନ୍ତି, ତେବେ ସେମାନଙ୍କୁ ଏହି ନୋଟ୍ ଦିଅନ୍ତୁ ଏବଂ ଆମକୁ ଏହି ବିଷୟରେ କୁହନ୍ତୁ। ଏହି ନୋଟରେ ଜାତିର ପିତା ମହାତ୍ମା ଗାନ୍ଧୀ, ଏନଜିଓର ଫୋନ୍ ନମ୍ବର ଏବଂ ଇମେଲ୍ ଆଇଡି ଦିଆଯାଇଥିଲା। ଏନଜିଓ ନିଜେ ଏହି ଶୂନ ଟଙ୍କିଆ ନୋଟ୍ ଛାପି ଲାଞ୍ଚ ମାଗୁଥିବା ଲୋକଙ୍କୁ ଦେଉଥିଲା। ଶୂନ ଟଙ୍କା ନୋଟ୍ ଦୁର୍ନୀତି ବିରୋଧରେ ଏକ ପ୍ରତୀକ ଥିଲା।

କ୍ରିକେଟକୁ ଅଲବିଦା କହିଲେ ବିଶ୍ୱକପ ବିଜେତା ସ୍ପିନର ହରଭଜନ ସିଂ । ୨୩ ବର୍ଷ ଭାରତ ପାଇଁ କ୍ରିକେଟ ଖେଳିବା ପରେ ଶୁକ୍ରବାର କ୍ରିକେଟର ସମସ୍ତ ଫର...
24/12/2021

କ୍ରିକେଟକୁ ଅଲବିଦା କହିଲେ ବିଶ୍ୱକପ ବିଜେତା ସ୍ପିନର ହରଭଜନ ସିଂ । ୨୩ ବର୍ଷ ଭାରତ ପାଇଁ କ୍ରିକେଟ ଖେଳିବା ପରେ ଶୁକ୍ରବାର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି ହରଭଜନ । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ହରଭଜନ । ହରଭଜନ ହେଉଛନ୍ତି ଏମିତି ଏକ ଖେଳାଳି ଯିଏ କି ଦୁଇଟି ବିଶ୍ୱକପ ବିଜେତା ଦଳର ସଦସ୍ୟ ରହିଥିଲେ ।

୨୫ ମାର୍ଚ୍ଚ ୧୯୯୮ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟରେ ଡେବ୍ୟୁ କରିଥିଲେ ହରଭଜନ । ସେହିପରି ୧୭ ଏପ୍ରିଲ ୧୯୯୮ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆରେ ପଦାର୍ପଣ କରିଥିଲେ ସେ । ହରଭଜନ ମୋଟ ୧୦୩ଟି ଟେଷ୍ଟ ମ୍ୟାଚ ଖେଳି ୪୧୭ ଓ୍ୱିକେଟ ଅକ୍ତିଆର କରିଥିବା ବେଳେ ଦିନିକିଆରେ ୨୩୬ ମ୍ୟାଚ ଖେଳି ୨୬୯ ଓ୍ୱିକେଟ ଅକ୍ତିଆର କରିଛନ୍ତି । ସେହିପରି ଭାବରେ ୨୮ଟି ଟି-୨୦ ମ୍ୟାଚ ଖେଳି ୨୫ ଓ୍ୱିକେଟ ଅକ୍ତିଆର କରିଛନ୍ତି । ଭାରତ ପକ୍ଷରୁ ଶେଷ ଥର ପାଇଁ ହରଭଜନ ୨୦୧୬ ମସିହାରେ ୟୁଏଇ ବିପକ୍ଷରେ ଶେଷ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ ।
Source

ଫୁଲବାଣୀରେ ଗୁରୁବାର ରାତିରେ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯିବା ସହ ବୁଧବାର ରାତିରେ ୩.୬ ଡିଗ୍ରୀ ରେକର୍ଡ କରାଯାଇଥିଲା।ରାଜ୍ୟର ଅତି କମର...
24/12/2021

ଫୁଲବାଣୀରେ ଗୁରୁବାର ରାତିରେ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯିବା ସହ ବୁଧବାର ରାତିରେ ୩.୬ ଡିଗ୍ରୀ ରେକର୍ଡ କରାଯାଇଥିଲା।

ରାଜ୍ୟର ଅତି କମରେ ୧୧ ଟି ସ୍ଥାନ ଗୁରୁବାର ରାତିରେ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ତଳେ ରେକର୍ଡ କରାଯାଇଛି। ସେହିପରି ଝାରସୁଗୁଡାରେ (୮.୮), କେନ୍ଦୁଝର (୮.୬), ସୁନ୍ଦରଗଡ (୭.୫), ହୀରାକୁଦ (୯.୫), ଭବାନୀପାଟଣା (୯), କୋରାପୁଟ (୯.୬), ଟିଟଲାଗଡ (୮.୩), ସୋନପୁର (୮.୨), ଦାରିଙ୍ଗବାଡି (୭.୫) ଏବଂ ବୌଦ୍ଧରେ ତାପମାତ୍ରା (୯) ଡିଗ୍ରୀ ରହିଛି।
Source:

ଜୀ ଏଣ୍ଟରଟେନ୍‌ମେଣ୍ଟ ଏଣ୍ଟରପ୍ରାଇଜ୍‌ ଏବଂ ସୋନୀ ପିକ୍ଚରସ୍‌ ନେଟଓ୍ୱର୍କ ଇଣ୍ଡିଆର ମିଶ୍ରଣ ପାଇଁ ଏମାନଙ୍କର ବୋର୍ଡ ମଞ୍ଜୁରୀ ଦେଇଛି । ଏହି ବିଲ...
24/12/2021

ଜୀ ଏଣ୍ଟରଟେନ୍‌ମେଣ୍ଟ ଏଣ୍ଟରପ୍ରାଇଜ୍‌ ଏବଂ ସୋନୀ ପିକ୍ଚରସ୍‌ ନେଟଓ୍ୱର୍କ ଇଣ୍ଡିଆର ମିଶ୍ରଣ ପାଇଁ ଏମାନଙ୍କର ବୋର୍ଡ ମଞ୍ଜୁରୀ ଦେଇଛି । ଏହି ବିଲୟ ପରେ ସୋନୀର ୫୦.୮୬ ପ୍ରତିଶତ ଅଂଶଧନ ରହିବ । ଏହି ଦୁଇ କମ୍ପାନୀର ମିଶ୍ରଣ ପରେ ଏହା ଭାରତର ସବୁଠାରୁ ବଡ଼ ମନୋରଞ୍ଜନ କମ୍ପାନୀରେ ପରିଣତ ହେବ ।

ଏହି ମିଶ୍ରଣରେ କମ୍ପାନୀ ଅନ୍ୟ କଥା ସହ ଟିଭି କଣ୍ଟେଟ୍‌ ଡେଭଲପ୍‌ମେଣ୍ଟ, ଆଞ୍ଚଳିକ ତଥା ଅନ୍ତର୍ଜାତୀୟ ମନୋରଞ୍ଜନ ସେଟ୍‌ଲାଇନ୍‌ ଟେଲିଭିଜନ୍‌ ଚ୍ୟାନେଲ୍‌ , ଚଳଚ୍ଚିତ୍ର, ଗୀତ ର ପ୍ରସାରଣ ଏବଂ ଡିଜିଟାଲ୍‌ ସେକ୍ଟରେ ପ୍ରଭାବ ପକାଇବ । ଏହି ଦୁଇ କମ୍ପାନୀ ଭାରତର ଟିଭି କଣ୍ଟେଟ୍‌ ଡେଭଲପ୍‌ମେଣ୍ଟ, ଆଞ୍ଚଳିକ ତଥା ଅନ୍ତର୍ଜାତୀୟ ମନୋରଞ୍ଜନ ସେଟ୍‌ଲାଇନ୍‌ ଟେଲିଭିଜନ୍‌ ଚ୍ୟାନେଲ୍‌ , ଚଳଚ୍ଚିତ୍ର, ଗୀତ ର ପ୍ରସାରଣ ଏବଂ ଡିଜିଟାଲ୍‌ ସେକ୍ଟରେ ବେଶ୍‌ ପ୍ରଭାବ ବିସ୍ତାର କରିଛନ୍ତି ।

ମିଶ୍ରଣ ପରେ ଜୀ-ସୋନୀ କମ୍ପାନୀରେ ପୁନୀତ ଗୋୟଙ୍କା ଏମ୍‌ଡି ଏବଂ ସିଇଓ ଭାବେ କାର୍ଯ୍ୟ କରିବେ । ଏହାର ମିଶ୍ରଣ ଫଳରେ ଭାରତର ମନୋରଞ୍ଜନ ଦୁନିଆଁରେ ଏକ ସକରାତ୍ମକ ପ୍ରଭାବ ପବିବ ବୋଲି ଅର୍ଥନୈତିକ ବିଶ୍ଳେଷକମାନେ ମତ ଦେଇଛନ୍ତି ।

ଝିଅଙ୍କ ବିବାହ ବୟସ ୧୮ରୁ ୨୧କୁ ବୃଦ୍ଧି କରିବା ପରେ ଏହାକୁ ନେଇ ସଂସଦରେ ଚର୍ଚ୍ଚା ଆରମ୍ଭ ହୋଇଛି । ମୋଦୀ ସରକାରର ଏହି ନିଷ୍ପତ୍ତିକୁ ଅନେକ ନେତା...
22/12/2021

ଝିଅଙ୍କ ବିବାହ ବୟସ ୧୮ରୁ ୨୧କୁ ବୃଦ୍ଧି କରିବା ପରେ ଏହାକୁ ନେଇ ସଂସଦରେ ଚର୍ଚ୍ଚା ଆରମ୍ଭ ହୋଇଛି । ମୋଦୀ ସରକାରର ଏହି ନିଷ୍ପତ୍ତିକୁ ଅନେକ ନେତା ବିରୋଧ କରୁଥିବା ବେଳେ ପ୍ରୟାଗରାଜରେ ଏହାର ଜବାବ ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ବିରୋଧୀଙ୍କୁ କଡା ଜବାବ ଦେଇ ମୋଦୀ କହିଛନ୍ତି, ଝିଅ ମାନେ ବି ଚାହୁଁଥିଲେ ଯେ ସେମାନଙ୍କ ପାଠପଢା ପାଇଁ ଅଧିକ ସମୟ ମିଳୁ ।
ଆଉ ଝିଅଙ୍କ ଏହି କଥାକୁ ନେଇ ବିବାହ ବୟସ ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି ।
ଝିଅଙ୍କ ବିବାହ ବୟସ ୧୮ରୁ ୨୧କୁ ବୃଦ୍ଧି ନିଷ୍ପତ୍ତିକୁ ଅନେକ ଲୋକ ସହ୍ୟ କରିପାରୁନାହାନ୍ତି । ଆଉ ଏହି ଲୋକମାନେ କିଏ ତାହା ପୂରା ଦେଶ ଦେଖୁଛି । ଡବଲ ଇଞ୍ଜିନ ସରକାର ଉତ୍ତରପ୍ରଦେଶ ମହିଳାଙ୍କୁ ଯେଉଁଭଳି ସୁରକ୍ଷା ଓ ସମ୍ମାନ ଦେଇଛି ତାହା ବେଶ ପ୍ରଂଶସନୀୟ । ଗର୍ଭରେ କନ୍ୟାକୁ ହତ୍ୟା କରାନଯାଇ ଦୁନିଆକୁ ଅଣାଯାଉ ସେଥିପାଇଁ ମୋଦୀ ସରକାର ବେଟି ବଚାଅ, ବେଟି ପଢାଅ ଅଭିଯାନ ଆରମ୍ଭ କରିଥିଲେ । ଏହି ଅଭିଯାନ ବଳରେ ସାମାଜିକ ଚେତନା ଜାଗ୍ରତ କରିବାକୁ ପ୍ରୟାସ କରାଯାଇଥିଲା । ଯାହାର ପ୍ରଭାବ ଏବେ ଦେଖିବାକୁ ମିଳୁଛି । ସବୁକ୍ଷେତ୍ରରେ ମହିଳାଙ୍କୁ ପ୍ରାଧାନ୍ୟ ଦେବା କାରଣରୁ ଦେଶରେ କନ୍ୟା ସନ୍ତାନଙ୍କ ସଂଖ୍ୟା ମଧ୍ୟ ଅନେକ ରାଜ୍ୟରେ ବଢୁଥିବାର ଦେଖିବାକୁ ମିଳିଛି ।
Source

ନିକଟରେ ଅଭିନେତା ସୁନୀଲ ସେଟ୍ଟୀ ଫିଲ୍ମ '୮୩' ଭାବପ୍ରବଣ ହୋଇପଡିଛନ୍ତି। ସୁନୀଲ ଏକ ଟୁଇଟ ଜରିଆରେ '୮୩' ଉପରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି,...
21/12/2021

ନିକଟରେ ଅଭିନେତା ସୁନୀଲ ସେଟ୍ଟୀ ଫିଲ୍ମ '୮୩' ଭାବପ୍ରବଣ ହୋଇପଡିଛନ୍ତି। ସୁନୀଲ ଏକ ଟୁଇଟ ଜରିଆରେ '୮୩' ଉପରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ପରଦାରେ୧୯୮୩ ମସିହାରେ ଭାରତ ବିଶ୍ୱକପ ଜିତିବା ପରେ ସେ ସମ୍ପୂର୍ଣ୍ଣ ଚକିତ ହୋଇଯାଇଥିଲେ ଏବଂ ତାଙ୍କ ଆଖିରୁ ଲୁହ ଆସିଯାଇଥିଲା।
ରଣଭୀରଙ୍କୁ କୌଣସି ସ୍ଥାନରେ ଦେଖି ନ ଥିଲେ। ପରଦାରେ କେବଳ କପିଲ ଦେବ ଥିଲେ। ଅବିଶ୍ୱସନୀୟ ପରିବର୍ତ୍ତନ। କଳା ଏବଂ ଭାବନାକୁ ଦେଖି ମୁଁ ଥରି ଉଠୁଛି ଏବଂ ମୋ ଆଖିରେ ଲୁହ।
#83

Kya Fayda ese saadi ka ????
08/12/2021

Kya Fayda ese saadi ka ????

Pulsar N250 New model has lunched.
05/12/2021

Pulsar N250 New model has lunched.

Pulsar N250 in India is available with an average fuel economy of 45 KMPL. Pulsar N250 comes with 249.07 CC EngineN/A wh...
03/12/2021

Pulsar N250 in India is available with an average fuel economy of 45 KMPL. Pulsar N250 comes with 249.07 CC EngineN/A which can generate up to 24.5 PS @ 8750 rpm power.
😍

Marketing strategy 👏👌
28/11/2021

Marketing strategy 👏👌

Guess the Name !!!     The Father of ANTI-VIRUS. John McAfee, the name behind McAfee anti-virus software.and two-time pr...
25/11/2021

Guess the Name !!!
The Father of ANTI-VIRUS. John McAfee, the name behind McAfee anti-virus software.and two-time presidential candidate for president of the United States in 2016 and 2020.
🏃

आपको लग रहा होगा कि,Digital Currency बकवास है, लोग ठग रहे हैं !तो मैं आपको बता दूँ, ये एकदम लीगल है,अब विश्वभर में इसके ...
24/11/2021

आपको लग रहा होगा कि,
Digital Currency बकवास है, लोग ठग रहे हैं !
तो मैं आपको बता दूँ, ये एकदम लीगल है,
अब विश्वभर में इसके ATM लग रहे हैं !!

Did you know his name ? 📲
22/11/2021

Did you know his name ?
📲

SHARE MARKET शादी की लड्डू की तरह होता है, जो इसमें पैसा लगाता है वो भी पछताता है और जो नहीं लगाता वो भी पछताता है..    ...
20/11/2021

SHARE MARKET शादी की लड्डू की तरह होता है, जो इसमें पैसा लगाता है वो भी पछताता है और जो नहीं लगाता वो भी पछताता है..

This is the right time to take risks..
19/11/2021

This is the right time to take risks..

24/10/2021

ଯେତେବେଳେ ହେଲିୟମ୍ (Helium) ଗ୍ୟାସ୍ ପାଟି ଭିତରକୁ ଯାଏ ଏହା ବଡ ବଡ ଗାୟକଙ୍କ ସ୍ୱର ପରିବର୍ତ୍ତ କରିଦିଏ| (Kapil SharmaShow)

Announcing Something very special   Watch this space tomorrow at 11 am. iamsunnydeol
14/10/2021

Announcing Something very special
Watch this space tomorrow at 11 am.
iamsunnydeol



The picture says it all. Need all your blessings   Congratulation Deepak Chahar
07/10/2021

The picture says it all. Need all your blessings Congratulation
Deepak Chahar

Bhai ye Kaliyug he...   ***n
05/10/2021

Bhai ye Kaliyug he...
***n

The Mahindra Thar, which hit farmers in Lakhimpur Kheri, UP, is registered in the name of Union Minister of State Ajay K...
04/10/2021

The Mahindra Thar, which hit farmers in Lakhimpur Kheri, UP, is registered in the name of Union Minister of State Ajay Kumar Mishra.

In this collision 4 farmers were killed and 10 farmers were seriously injured.

#लखीमपुर_किसान_नरसंहार

NCB is questioning A***n Khan in connection with the rave party that was busted on Saturday night off the Mumbai coast. ...
03/10/2021

NCB is questioning A***n Khan in connection with the rave party that was busted on Saturday night off the Mumbai coast.
***nKhan

Address


Website

Alerts

Be the first to know and let us send you an email when JIT Talks posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to JIT Talks:

Videos

Shortcuts

  • Address
  • Alerts
  • Contact The Business
  • Videos
  • Claim ownership or report listing
  • Want your business to be the top-listed Media Company?

Share