Kakatpur MEDIA FORUM

  • Home
  • Kakatpur MEDIA FORUM

Kakatpur MEDIA FORUM KAKATPUR MEDIA FORUM (JAGATSINGHPUR PARLIAMENT CONSTITUENCY/PURI DIST)
The VOICE OF YOUTH FOR FEARLE
(1)

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉପଲକ୍ଷେ ନିମନ୍ତ୍ରଣ ପତ୍ର୍....
27/12/2023

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉପଲକ୍ଷେ ନିମନ୍ତ୍ରଣ ପତ୍ର୍....

 #ଅସ୍ତରଙ୍ଗ_ର_ନୂଆ_ରଙ୍ଗ...ଦିନ କୁ ଦିନ ବଦଳିବାରେ ଲାଗିଛି ପର୍ଯ୍ୟଟନ ସ୍ଥଳୀ ର ରୂପରେଖ ... #ଗଙ୍ଗା_ଦେବୀ
10/12/2023

#ଅସ୍ତରଙ୍ଗ_ର_ନୂଆ_ରଙ୍ଗ...
ଦିନ କୁ ଦିନ ବଦଳିବାରେ ଲାଗିଛି ପର୍ଯ୍ୟଟନ ସ୍ଥଳୀ ର ରୂପରେଖ ...
#ଗଙ୍ଗା_ଦେବୀ

08/12/2023
ମଙ୍ଗଳା କ୍ରିକେଟ କ୍ଳବ, କାକଟପୁର ଦ୍ୱାରା ଆୟୋଜିତ ହେବାକୁ ଯାଉଛି  #ରାଜ୍ୟସ୍ତରୀୟ_୩୪_ତମ_ମଙ୍ଗଳା_କପ_୨୦୨୩
08/12/2023

ମଙ୍ଗଳା କ୍ରିକେଟ କ୍ଳବ, କାକଟପୁର ଦ୍ୱାରା ଆୟୋଜିତ ହେବାକୁ ଯାଉଛି #ରାଜ୍ୟସ୍ତରୀୟ_୩୪_ତମ_ମଙ୍ଗଳା_କପ_୨୦୨୩

04/12/2023

କୋଣାର୍କ ମହୋତ୍ସଵ ୨୦୨୪ ର କିଛି ଝଲକ ...

 #ଆରମ୍ଭ_ହେଲା_୩୪ତମ_ଆନ୍ତର୍ଜାତିକ_କୋଣାର୍କ_ମହୋତ୍ସବ_୨୦୨୩ ପ୍ରଥମ ସନ୍ଧ୍ୟାରେ ଓଡିଶୀ ନୃତ୍ୟ , ଭରତ ନାଟ୍ୟମ ଓ କୁଚୁପୁଡି  ନୃତ୍ୟର ତାଳେ ତାଳେ...
02/12/2023

#ଆରମ୍ଭ_ହେଲା_୩୪ତମ_ଆନ୍ତର୍ଜାତିକ_କୋଣାର୍କ_ମହୋତ୍ସବ_୨୦୨୩
ପ୍ରଥମ ସନ୍ଧ୍ୟାରେ ଓଡିଶୀ ନୃତ୍ୟ , ଭରତ ନାଟ୍ୟମ ଓ କୁଚୁପୁଡି ନୃତ୍ୟର ତାଳେ ତାଳେ ଝୁମିଲେ ଦେଶ ବିଦେଶର ହଜାର ହଜାର ଦର୍ଶକ ।

ବିଜୁ ଯୁବ ଜନତା ଦଳର ପୁରୀ ଜିଲ୍ଲା ସାଧାରଣ ସମ୍ପାଦକ ଭାବେ  Biswal (ଟିନା) ମନୋନୀତ।
30/11/2023

ବିଜୁ ଯୁବ ଜନତା ଦଳର ପୁରୀ ଜିଲ୍ଲା ସାଧାରଣ ସମ୍ପାଦକ ଭାବେ Biswal (ଟିନା) ମନୋନୀତ।

କାକଟପୁର ବ୍ଲକ ବିଜୁ ଯୁବ ଜନତା ଦଳ ସଭାପତି ରୂପେ Ranjan Nayak ମନୋନୀତ ...
30/11/2023

କାକଟପୁର ବ୍ଲକ ବିଜୁ ଯୁବ ଜନତା ଦଳ ସଭାପତି ରୂପେ Ranjan Nayak ମନୋନୀତ ...

କାକଟପୁର ନିର୍ବାଚନ ମଣ୍ଡଳୀ ବିଜୁ ଯୁବ ଜନତା ଦଳର ସଭାପତି ଭାବ Rutu Raja Rout  ମନୋନୀତ।
30/11/2023

କାକଟପୁର ନିର୍ବାଚନ ମଣ୍ଡଳୀ ବିଜୁ ଯୁବ ଜନତା ଦଳର ସଭାପତି ଭାବ Rutu Raja Rout ମନୋନୀତ।

ବିଜୁ ଯୁବ ଜନତା ଦଳର ପୁରୀ ଜିଲ୍ଲା ଉପସଭାପତି ରୂପେ Dash Biswajit Dipu  ମନୋନୀତ ।
30/11/2023

ବିଜୁ ଯୁବ ଜନତା ଦଳର ପୁରୀ ଜିଲ୍ଲା ଉପସଭାପତି ରୂପେ Dash Biswajit Dipu ମନୋନୀତ ।

30/11/2023

ଅସ୍ତରଙ୍ଗ ବେଳାଭୂମି ମହୋତ୍ସଵ ର ଉଦଯାପନୀ ସ°ନ୍ଧ୍ୟା ର କିଛି ଝଲକ...

28/11/2023

ରଙ୍ଗବତୀ ଗୀତର ତାଳେ ତାଳେ ନାଚିଲେ କାକଟପୁର ଯୁବ ବିଧାୟକ ତଥା ଗୃହମନ୍ତ୍ରୀ ଶ୍ରୀଯୁକ୍ତ ତୁଷାରକାନ୍ତି ବେହେରା ମହୋଦୟ ଏବଂ ପୁରୀ ଜିଲ୍ଲା ଜିଲ୍ଲାପରିଷଦ ଉପାଧକ୍ଷ୍ୟ ଶ୍ରୀଯୁକ୍ତ ସ୍ଵାଧୀନ କୁମାର ନାୟକ ମହୋଦୟ ।।
ବେଳାଭୂମି ମହୋତ୍ସବ ଅସ୍ତରଙ୍ଗ ଜାହାନିଆ

କାକଟପୁର ମା ମଙ୍ଗଳା ଙ୍କ ସିଂହ ବାହିନୀ ବେଶ ୨୦/୧୦/୨୦୨୩
21/10/2023

କାକଟପୁର ମା ମଙ୍ଗଳା ଙ୍କ ସିଂହ ବାହିନୀ ବେଶ ୨୦/୧୦/୨୦୨୩

Save Prachi - Save The Nature
02/08/2023

Save Prachi - Save The Nature

ବେଆଇନ କରତ କଳ ରେ ବିଦ୍ୟୁତ ଦୁର୍ଘଟଣା - ଶ୍ରମିକ ମୃତ lବନବିଭାଗ ଅଜାଣତରେ କଣ କାକଟପୁର ଅଞ୍ଚଳରେ ଏତେ କରତ କଳ ଚାଲିଛି?ତେବେ ଏହି ମୃତ୍ୟୁ ପାଇଁ...
01/08/2023

ବେଆଇନ କରତ କଳ ରେ ବିଦ୍ୟୁତ ଦୁର୍ଘଟଣା - ଶ୍ରମିକ ମୃତ l
ବନବିଭାଗ ଅଜାଣତରେ କଣ କାକଟପୁର ଅଞ୍ଚଳରେ ଏତେ କରତ କଳ ଚାଲିଛି?
ତେବେ ଏହି ମୃତ୍ୟୁ ପାଇଁ ଲାଞ୍ଚ ଖିଆ ବିଭାଗ ଦାୟୀ ନା ବେଆଇନ ସଂସ୍ଥା ମାଲିକ??

କାକଟପୁରର ଆଉ ଜଣେ ସୁନାପୁଅ ଦୟାନିଧି ବେହେରା lଶିକ୍ଷକତା ଜୀବନ ଭିତରେ ନିଜ ଧର୍ମ ସଂସ୍କୃତି କୁ ସର୍ବାଗ୍ରେ ରଖିଥିବା ଜଣେ ଶିକ୍ଷିତ ଯୁବକ ଆଉ ଏ...
31/07/2023

କାକଟପୁରର ଆଉ ଜଣେ ସୁନାପୁଅ ଦୟାନିଧି ବେହେରା l
ଶିକ୍ଷକତା ଜୀବନ ଭିତରେ ନିଜ ଧର୍ମ ସଂସ୍କୃତି କୁ ସର୍ବାଗ୍ରେ ରଖିଥିବା ଜଣେ ଶିକ୍ଷିତ ଯୁବକ ଆଉ ଏବେ ଅନ୍ୟ ଯୁବକ ଯୁବତୀ ମାନଙ୍କ ପାଇଁ ଉଦାହରଣ l ଓଡିଶା ପ୍ରଶାସନିକ ସେବା ପରୀକ୍ଷା ରେ କୃତକାର୍ଯ୍ୟ ହୋଇ ପିତାମାତା, ଗାଁ ତଥା ବୀରଭଦ୍ର ଉଚ୍ଚ ବିଦ୍ୟାଳୟ ର ନାମ ଉଚ୍ଚ କରିଛନ୍ତି l ଅନେକ ଅନେକ ଅଭିନନ୍ଦନ 💐💐

ଦୁଇଟି ହେଡ଼ଲାଇନ - ପ୍ରସଙ୍ଗ ଏକ - ଭିନ୍ନ ଦୃଷ୍ଟିକୋଣ  #ଅସ୍ତରଙ୍ଗ  #କାକଟପୁର
25/07/2023

ଦୁଇଟି ହେଡ଼ଲାଇନ - ପ୍ରସଙ୍ଗ ଏକ - ଭିନ୍ନ ଦୃଷ୍ଟିକୋଣ
#ଅସ୍ତରଙ୍ଗ #କାକଟପୁର

25/03/2023

#ମାମଙ୍ଗଳାମହୋତ୍ସଵ୨୦୨୩


 #ମାମଙ୍ଗଳାମହୋତ୍ସଵ୨୦୨୩
23/03/2023

#ମାମଙ୍ଗଳାମହୋତ୍ସଵ୨୦୨୩

ଆସନ୍ତା କାଲି ମା ମଙ୍ଗଳାଙ୍କର ପବିତ୍ର ଝାମୁଯାତ୍ରା ର ପ୍ରଥମ ପାଳି ମଙ୍ଗଳବାର ର କାଯ୍ୟସୂଚୀ
13/03/2023

ଆସନ୍ତା କାଲି ମା ମଙ୍ଗଳାଙ୍କର ପବିତ୍ର ଝାମୁଯାତ୍ରା ର ପ୍ରଥମ ପାଳି ମଙ୍ଗଳବାର ର କାଯ୍ୟସୂଚୀ

13/03/2023


🙏🙏🚩🚩
29/01/2023

🙏🙏🚩🚩

Address


Website

Alerts

Be the first to know and let us send you an email when Kakatpur MEDIA FORUM posts news and promotions. Your email address will not be used for any other purpose, and you can unsubscribe at any time.

Videos

Shortcuts

  • Address
  • Alerts
  • Videos
  • Claim ownership or report listing
  • Want your business to be the top-listed Media Company?

Share