ହରିଆଣାରେ ଘଟିଥିବା ଏକ ଛାତି ଥରିଲା ଭଳି ଦୃଶ୍ୟ
#tnewsliveodisha #odisha
କେନ୍ଦୁପତ୍ର ହିତାଧିକାରୀ ମାନଙ୍କ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦ୍ବିତୀୟ ପର୍ଯ୍ୟାୟରେ ୧୧୧ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି। ୨୦୨୨ ଫସଲ ବର୍ଷ ପାଇଁ ଏହି ସହାୟତା ମିଳିବ। ରାଜ୍ୟ ସରକାରଙ୍କ ଏହି ଘୋଷଣା ଦ୍ବାରା ୮ ଲକ୍ଷରୁ ଅଧିକ କେନ୍ଦୁପତ୍ର ହିତାଧିକାରୀ ଉପକୃତ ହେବେ। ୭.୭୫ ଲକ୍ଷ କେନ୍ଦୁପତ୍ର ତୋଳାଳୀ ଏବଂ ୪୦ ହଜାର ବନ୍ଧାଳୀ ଓ ସିଜିନାଲ ଷ୍ଟାଫଙ୍କୁ ଏହି ସହାୟତା ମିଳିବ।
ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ୮୩ କୋଟି ଟଙ୍କାର ସହାୟତା ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ଜମା କରାଯାଇଛି। ଦୁଇଟି ପର୍ଯ୍ୟାୟକୁ ମିଶାଇ କେନ୍ଦୁପତ୍ର ହିତାଧିକାରୀମାନେ ୧୯୪ କୋଟି ଟଙ୍କାର ସହାୟତା ପାଇବେ, ଯାହା କି ଗୋଟିଏ ଫସଲ ବର୍ଷରେ ଏକ ସର୍ବକାଳୀନ ରେକର୍ଡ।
ପ୍ରତ୍ୟେକ ତୋଳାଳୀଙ୍କୁ ଏକ ହଜାର ଟଙ୍କାର ଆର୍ଥିକ ସହାୟତା ସହିତ ପାଣିବୋତଲ ଓ ଚପଲ ପାଇଁ ଯଥାକ୍ରମେ ୨୦୦ ଓ ୧୬୦ ଟଙ୍କା ମିଳିବ। ସେହିପରି ପ୍ରତ୍ୟେକ ବନ୍ଧାଳୀ ଓ ସିଜିନାଲ ଷ୍ଟାଫଙ୍କୁ ଆର୍ଥିକ ସହାୟତା ଭାବରେ ୧୫୦୦ ଟଙ୍କା
ପ୍ରବାସୀ ଓଡ଼ିଆଙ୍କ ସୁବିଧା ଓ କଲ୍ଯାଣ ସୁନିଶ୍ଚିତ କରିବ 'ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ'। ଗୋଟିଏ ମଞ୍ଚରେ ସମସ୍ତ ପ୍ରବାସୀ ଓଡ଼ିଆଙ୍କୁ ଏହା ଏକତ୍ରିତ କରିବା ସହ ରାଜ୍ଯର ବିକାଶରେ ସେମାନଙ୍କ ଭାଗିଦାରୀ ବୃଦ୍ଧି କରି ଓଡ଼ିଆ ଭାଷା, କଳା ଓ ସଂସ୍କୃତିକୁ କରିବ ଆହୁରି ସୁଦୂରପ୍ରସାରୀ। #Odisha #tnewsliveodisha
ଜଣେ ବୃଦ୍ଧା ମହିଳା ଙ୍କ ମୃତ୍ୟୁ ପରେ ବି ନିଜ ଜନ୍ମିତ ପୁତ୍ର ମାନେ କିପରି ମୃତ ମା ର ଶବ ରୁ ଓକିଲ ନେଇ ଜମିବାଡ଼ି ପାଇଁ ଟିପ ଚିହ୍ନ ନେବା ସମାଜ ରେ କି ପ୍ରକାର ବାର୍ତ୍ତା ଦେଉଛି।
ଆମେ କଣ ମଣିଷ ଜୀବନ ପାଇ ଏପ୍ରକାର ସାର୍ଥକ ହେଉଚେ , ଏତେ ତଳକୁ ଖସପଡିଲେ ଆଜିର ଆଧୁନିକ ମଣିଷ ?
#TNewsLiveOdisha #viralvideo #news
ଯୁବକ କୁକୁର ଆକ୍ରମଣରେ ଗୁରୁତର ହୋଇ କୁକୁର ଭଳି ଆଚରଣ କରୁଛନ୍ତି ଆଠଗଡ଼ ଥାନା ଅନ୍ତର୍ଗତ କୁଲାଇଲୋ ପଞ୍ଚାୟତ ଉଦୟପୁର ଗ୍ରାମରେ ଦେଖନ୍ତୁ ଭିଡିଓ କିଭଳି ଆଚରଣ କରୁଛନ୍ତି।
Today BREKING NEWS
ରାସ୍ତାରେ ଅଭିନେତା ବାବୁଶାନଙ୍କ ସ୍ତ୍ରୀ ପ୍ରକୃତି ମିଶ୍ରଙ୍କୁ ମାଡ ମାରୁଛନ୍ତି ଏବଂ ମୋ ଘର ଉଜାଡିଦେଲୁ ବୋଲି ଗାଳି କରୁଛନ୍ତି
ପିକନିକ ସ୍ପଟରେ ଗ୍ୟାସ ଟାଙ୍କି ନିଆଁଲାଗିଯାଇଛି | Breaking News | T News Live Odisha | Odisha News 👇👇YouTube Link 👇👇👇👇👇👇 https://youtu.be/1I3e_YDGsrc
ପିକନିକ ସ୍ପଟରେ ଗ୍ୟାସ ଟାଙ୍କି ନିଆଁଲାଗିଯାଇଛି | Breaking News | T News Live Odisha | Odisha News
👇👇YouTube Link 👇👇👇👇👇👇
https://youtu.be/1I3e_YDGsrc
ପୋଲିସ କୁ ଗୁଳି ଚଲେଇବା ପାଇଁ ବାଧ୍ୟ କରୁଛନ୍ତି ଟ୍ରାକ୍ଟର ରାଲି ସ୍ଥିତି ଅସମ୍ଭାଳ | Big Breaking News | T News Live Odisha
ପୋଲିସ କୁ ଗୁଳି ଚଲେଇବା ପାଇଁ ବାଧ୍ୟ କରୁଛନ୍ତି ଟ୍ରାକ୍ଟର ରାଲି ସ୍ଥିତି ଅସମ୍ଭାଳ | Big Breaking News | T News Live Odisha