Editor_Biswa

Editor_Biswa Video Editor at Ritam Digital

18/02/2023

03/12/2022

Ek hi janam me de di status | meri heere ve Tu jug jug jeeve status | new love song 💕 status

ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡ଼ା ଲାଗି ସ୍ୱାମୀ ରାଗରେ ଅଫିସ୍  ପଳେଇ ଗଲା । ଦଶ ମିନିଟ ପରେ ସ୍ତ୍ରୀ ତା ସ୍ବାମୀ କୁ କଲ୍ କରି କହିଲା " ତମ ସଂସାର ...
02/12/2022

ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡ଼ା ଲାଗି ସ୍ୱାମୀ ରାଗରେ ଅଫିସ୍ ପଳେଇ ଗଲା ।

ଦଶ ମିନିଟ ପରେ ସ୍ତ୍ରୀ ତା ସ୍ବାମୀ କୁ କଲ୍ କରି କହିଲା " ତମ ସଂସାର ତମ ଝିଅ ପୁଅ କୁ ଛାଡ଼ି ଦେଇ ସବୁଦିନ ପାଇଁ ମୁଁ ଚାଲି ଯାଉଛି ।
ସ୍ୱାମୀ ଠିକ୍ ଅଛି ଯାଅ ବୋଲି କହି କଲ କାଟିଦେଲେ ।
କାହିଁକି ନା ତାଙ୍କର ବିଶ୍ୱାସ ଥିଲା ଯେ ସେ କୁଆଡ଼େ ବି ଯିବେନି😊

ଦ୍ୱିପ୍ରହର ରେ ଲଂଚ୍ ବ୍ରେକରେ ସ୍ୱାମୀ ଯେତେବେଳେ ଅଫିସରୁ ଘରକୁ ଫେରିଲେ ଦେଖିଲେ ଯେ ତାଙ୍କ ସ୍ତ୍ରୀ କୁଆଡ଼େ ବି ଯାଇନାହାନ୍ତି ଘରେ ହିଁ ଅଛନ୍ତି ଆଉ ରୋଷେଇ କରି ଟେବୁଲ ରେ ସଜେଇ ରଖିଛନ୍ତି ।
:- ଆଉ ଏଟା ହେଉଛି ସ୍ୱାମୀ ସ୍ତ୍ରୀ ଭିତରେ ଥିବା ଭଲ ପାଇବା

ଏହା ପରେ ଦୁଇଜଣ ଅଲଗା ରୁମରେ ଯାଇ ଶୋଇଗଲେ,
କେହି କାହା ସହ କଥା ହେଲେନି କି କେହି କାହାକୁ ଖାଇବା ପାଇଁ ବି ଡାକିଲେନି, କି ନିଜେ ବି ଖାଇଲେନି ।
:-ଆଉ ଏଟା ହେଉଛି ସ୍ୱାମୀ ସ୍ତ୍ରୀ ଙ୍କ ଭିତରେ ଥିବା ଅଭିମାନ

ସନ୍ଧ୍ୟା ବେଳେ ସ୍ତ୍ରୀ ପିଲା ମାନଙ୍କୁ ଟିଉସନ୍ ନେଇଗଲା
:-ଏଟା ହେଉଛି ସ୍ତ୍ରୀ ର ଦାଇତ୍ୱ

ଏପଟେ ବିଚରା ସ୍ୱାମୀ କୁ ପ୍ରବଳ ଭୋକ ଲାଗିଯାଇଥାଏ, ତା ପରେ ଡାଇନିଂ ରୁମ୍ କୁ ଯାଇ ଦେଖିଲା ଯେ ଟେବୁଲ ଉପରେ ଦୁଇଟା ପ୍ଲେଟ ଅଛି ଆଉ ଦୁଇ ଗ୍ଲାସ ପାଣି ଅଛି, ଆଉ ଖାଇବା ବି ସେଇ ସାଇଡ୍ ରେ ଅଛି, କିନ୍ତୁ ସେତେବେଳେ ସେ ଖାଇଲେନି ଭାବିଲେ ସ୍ତ୍ରୀ ଆସିଲେ ଏକା ସାଙ୍ଗରେ ଖାଇବା ।
ଆଉ ୟାକୁ ହିଁ କୁହନ୍ତି ଅପେକ୍ଷା ।
ତା ପରେ ସ୍ତ୍ରୀ ରୁମ୍ କୁ ଆସି ମ୍ୟାସେଜ୍ କଲେ ଯେ ତୁମେ ଯେଉଁ କାରଣ ପାଇଁ ଖାଇନ ମୁଁ ବି ସେଇ କାରଣ ପାଇଁ ଖାଇନି । ଆଉ ୟାକୁ ହିଁ କୁହନ୍ତି ପରସ୍ପର ପ୍ରତି ପ୍ରେମ ।

କେବଳ ପ୍ରେମ ଭଲ ପାଇବା ଦେଇ ସଂସାର ଚାଲେନି, ସଂସାର ଚ଼ଲେଇବା ପାଇଁ ହେଲେ ଦରକାର ବିଶ୍ୱାସ ଅଭିମାନ ଦାୟିତ୍ୱବୋଧ ଓ ଅପେକ୍ଷା ।
Thank you 🙏

Address


Website

Alerts

Be the first to know and let us send you an email when Editor_Biswa posts news and promotions. Your email address will not be used for any other purpose, and you can unsubscribe at any time.

Videos

Shortcuts

  • Address
  • Alerts
  • Videos
  • Claim ownership or report listing
  • Want your business to be the top-listed Media Company?

Share