Press Affair

Press Affair News and Magazine Web Publication

23/04/2023

ISRO ସଫଳତାର ସହିତ ସିଙ୍ଗାପୁରର ଦୁଇଟି ଉପଗ୍ରହ ନେଇ PSLV-C55 ମିଶନ୍ ଉତକ୍ଷେପଣ କଲା

ଅ।ସ୍ଥା, ବିଶ୍ବାସକୁ ନେଇ ମଣିଷ ଗତିଶୀଳ। ସେଥିପାଇଁ କୁହାଯାଇଛି ତ, ବିଶ୍ବାସେ ମିଳଇ ହରି, ତର୍କେ ବହୁଦୂର । ଅ।ସ୍ଥା ଓ ବିଶ୍ବାସ ନ ଥିଲେ ଏ ସଂସ...
08/09/2020

ଅ।ସ୍ଥା, ବିଶ୍ବାସକୁ ନେଇ ମଣିଷ ଗତିଶୀଳ। ସେଥିପାଇଁ କୁହାଯାଇଛି ତ, ବିଶ୍ବାସେ ମିଳଇ ହରି, ତର୍କେ ବହୁଦୂର । ଅ।ସ୍ଥା ଓ ବିଶ୍ବାସ ନ ଥିଲେ ଏ ସଂସାର ନଥାନ୍ତା! ବିସ୍ମୟ ଓ ଚମତ୍କାର ଏ ଜୀବନକୁ ରୋମାଂଚମୟ କରିଛି । ସେଇ ବିଶ୍ବାସ, ଅ।ସ୍ଥା ଓ ବିସ୍ମୟ କେବଳ କିଛି ଶବ୍ଦ ମାତ୍ର ନୁହଁନ୍ତି, ସେସବୁର ପ୍ରାମାଣିକତା ବି ରହିଛି । କ୍ୟାମେରାର ଲେନ୍ସରେ ସେସବୁ କଏଦ୍ ହେଇଛନ୍ତି । ବିଜ୍ଞାନର ପ୍ରଭାବ ଅ।ମକୁ ଏଥିରେ ସହାୟକ ହେଉଛନ୍ତି । ‘କ୍ୟାମେରା ଯାହା ଦେଖିଛି’ ଅ।ମେ ସେଇସବୁ ଦୃଶ୍ୟ

ଅ।ସ୍ଥା, ବିଶ୍ବାସକୁ ନେଇ ମଣିଷ ଗତିଶୀଳ। ସେଥିପାଇଁ କୁହାଯାଇଛି ତ, ବିଶ

ମୁଁ ଓ ମୋ ପ୍ରିୟତମା ସମୁଦ୍ର କୂଳେ ବସିଥିଲୁ, ଅନେକ ବେଳୁ । ସମୁଦ୍ର ଗୀତ ଗାଉଥିଲା। ମନ ଫୁଲାଣିଆ ଗୀତ। ତା’ ସୁଲୁସୁଲିଆ ପବନରେ ଆମ ତାଳୁରୁ ତଳି...
08/09/2020

ମୁଁ ଓ ମୋ ପ୍ରିୟତମା ସମୁଦ୍ର କୂଳେ ବସିଥିଲୁ, ଅନେକ ବେଳୁ । ସମୁଦ୍ର ଗୀତ ଗାଉଥିଲା। ମନ ଫୁଲାଣିଆ ଗୀତ। ତା’ ସୁଲୁସୁଲିଆ ପବନରେ ଆମ ତାଳୁରୁ ତଳିପା ଯାଏଁ ସାଉଁଳି ନେଉଥିଲା ଓ ବାଲିପଠାରେ ଲୁଚକାଳି ଖେଳ ଖେଳୁଥିଲା । ବଡ ରସିକ ତ । ଭାରି ଷ୍ଟାଇଲ ମାରୁଥିଲା । ଥରେ ଥରେ ଲୁଚି ଲୁଚି ଆସି ମୋ ପ୍ରିୟାର ଅଳତା ଭିଜା ପାଦକୁ ଗୋଟେ ଗୋଟେ ଚୁମା ଦେଇ ଚାଲିଯାଉଥିଲା। ସତରେ ଆଜି ସମୁଦ୍ରଟା ଭାରି ସେକ୍କ୍ସି ଲାଗୁଥିଲା ଅଭଦ୍ର ବି । ଦେଶ ବିଦେଶରୁ ଆସୁଥିବା ଅନେକ ପ୍ରେମିକ ପ୍ରେମିକାଙ୍କୁ ସେ

ମୁଁ ଓ ମୋ ପ୍ରିୟତମା ସମୁଦ୍ର କୂଳେ ବସିଥିଲୁ, ଅନେକ ବେଳୁ । ସମୁଦ୍ର ଗୀତ

ସାମ୍ପ୍ରତିକପରିସ୍ଥିତିର ଅବସ୍ଥାକୁ ଅବଲୋକନ କଲେ ଆମେ କରୋନାର ଭୟାବହତାକୁ ଠିକ ଭାବେ ଅନୁଭବ କରିପାରିବା । ସାରା ବିଶ୍ୱରେ ଏବେ ଗୋଟିଏ କଥାକୁ ନେ...
07/09/2020

ସାମ୍ପ୍ରତିକପରିସ୍ଥିତିର ଅବସ୍ଥାକୁ ଅବଲୋକନ କଲେ ଆମେ କରୋନାର ଭୟାବହତାକୁ ଠିକ ଭାବେ ଅନୁଭବ କରିପାରିବା । ସାରା ବିଶ୍ୱରେ ଏବେ ଗୋଟିଏ କଥାକୁ ନେଇ ଖୁବ ଚର୍ଚ୍ଚା । ସମସ୍ତଙ୍କ ଫୋକସ୍‌ରେ ସେଇ ଗୋଟିଏ କଥା । ସମ୍ପ୍ରତି ସାରା ବିଶ୍ୱରେ କାୟା ବିସ୍ତାର କରିଛି କରୋନା । ଆଜି ସବୁଆଡ଼େ କରୋନାକୁ ନେଇ ନାନା ବିତର୍କ । ସବୁ ଗଣମାଧ୍ୟମର ଶିରୋନାମା ସାଜିଛି କରୋନା । ଭୟାବହର ଆବରଣ ଭିତରେ ଫସି ରହିଛି ସମ୍ପୂର୍ଣ୍ଣ ମାନବସମାଜ । ଚୀନ , ଇଟାଲି , ଆମେରିକା ପରେ ପରେ ଭାରତ ଆଉ ଏବେ

ସାମ୍ପ୍ରତିକ ପରିସ୍ଥିତିର ଅବସ୍ଥାକୁ ଅବଲୋକନ କଲେ ଆମେ କରୋନାର ଭୟାବହ

ମହାନଦୀ ଗର୍ଭେ ଶୋଭିତ     ରମ୍ୟ ଶିଳା ପର୍ବତପ୍ରାଚୀନ ଐତିହ୍ୟ ମଣ୍ଡିତ        ସିଂହନାଥ ପୂଜିତ ।ନଦୀର ବକ୍ଷରେ ନଉକା        ଧୀରେ ଧୀରେ ସଂଚା...
06/09/2020

ମହାନଦୀ ଗର୍ଭେ ଶୋଭିତ ରମ୍ୟ ଶିଳା ପର୍ବତପ୍ରାଚୀନ ଐତିହ୍ୟ ମଣ୍ଡିତ ସିଂହନାଥ ପୂଜିତ ।ନଦୀର ବକ୍ଷରେ ନଉକା ଧୀରେ ଧୀରେ ସଂଚାଳିଅପରୂପ ଶୋଭା ରାଶିର ସ୍ମୃତି ଉଠେ ଉଚ୍ଛୁଳି ।
କଟକ ସହରରୁ ଖଣ୍ଟୁଣୀ ଆଠଗଡ ଦେଇ ନରସିଂହପୁର ଆଡକୁ ଗଲେ ବାଟରେ ପଡ଼େ ବଡମ୍ବାଗଡ । ଏହା ପୂର୍ବେ ଏକ ଗଡଜାତ ରାଜ୍ୟ ଥିଲା । ସିଂହନାଥ ଓ ଭଟ୍ଟାରିକାଙ୍କ ପାଇଁ ବଡମ୍ବା ଅଂଚଳ ଜଣାଶୁଣା । ବଡମ୍ବାଗଡ ଠାରୁ ପୂର୍ବ ଦିଗରେ ମହାନଦୀ ଆଡକୁ ପାଞ୍ଚ କିଲୋମିଟର ଗଲେ ପଡ଼େ ଗୋପୀନାଥପୁର ।

ସିଂହନାଥ ପୀଠ, ମହାନଦୀ ରେ Sep 1, 2020Sep 6, 2020 Satyabadi Baliarsingh . ମହାନଦୀ ଗର୍ଭେ ଶୋଭିତ ରମ୍ୟ ଶିଳା ପର୍ବତପ୍ରାଚୀନ ଐତିହ୍ୟ ମଣ୍ଡିତ ସିଂହନାଥ ପୂଜିତ ।....

ସର୍ପଫଣା ପରି ସୁଦୃଶ୍ୟ ମଣିନାଗ ପର୍ବତକାହିଁ କେତେ ବାଙ୍କେ ତା’ ଦେହୁ ଝର ହୁଏ ନିର୍ଗତ ।ଉତ୍‌ଫୁଲ୍ଲିତ କରେ ଚିତ୍ତକୁ ଅଶ୍ରୁମୁଖୀ ପ୍ରପାତନାନା ବ...
02/09/2020

ସର୍ପଫଣା ପରି ସୁଦୃଶ୍ୟ ମଣିନାଗ ପର୍ବତକାହିଁ କେତେ ବାଙ୍କେ ତା’ ଦେହୁ ଝର ହୁଏ ନିର୍ଗତ ।ଉତ୍‌ଫୁଲ୍ଲିତ କରେ ଚିତ୍ତକୁ ଅଶ୍ରୁମୁଖୀ ପ୍ରପାତନାନା ବନଫୁଲ ବାସନା ଛୁଟୁଥାଇ ନିରତ ।ଶିଖରୀ ଶୀର୍ଷରେ ନିର୍ମିତ କୁଟିକମ ମନ୍ଦିରେ ମାତା ମଣିନାଗ ଶୋଭିତ ଚକାଶିଳା ଉପରେ ।

ହଜାର ହଜାର ବର୍ଷ ତଳର କଥା । ସେତେବେଳେ ଆମ ରାଜ୍ୟ ବଣ ଜଙ୍ଗଲରେ ପୂରି ରହିଥିଲା । ଠାଏ ଠାଏ ଜନବସତି ମଧ୍ୟ ଥିଲା । ଲୋକମାନେ ଚାଷ ଓ ଜଙ୍ଗଲରୁ ଫଳମୂଳ ସଂଗ୍ରହ କରି ଜୀବନ ବିତାଉଥିଲେ । ସେତେବେଳେ ଜଙ୍ଗଲରେ ବାଘ,

ପୁରାଣ ପ୍ରସିଦ୍ଧ ମଣିନାଗ ର ରହସ୍ୟ ଏବଂ ନର ବଳି ପ୍ରଥା Jul 27, 2020Aug 22, 2020 Satyabadi Baliarsingh . ସର୍ପଫଣା ପରି ସୁଦୃଶ୍ୟ ମଣିନାଗ ପର୍ବତକାହିଁ କେତେ ବାଙ.....

ସାରା ପୃଥିବୀ, ସମଗ୍ର ମାନବ ସମାଜ ଅବିଶ୍ୱାସ, ଆତଙ୍କ, ଆଶଂକା ଭିତରେ । ଏ ମଣିଷର ସବୁ କଳ, ବଳ, କୌଶଳ ବାଟବଣା ହେଇଗଲା, ବୁଦ୍ଧି ହଜିଗଲା । ଏମିତ...
25/08/2020

ସାରା ପୃଥିବୀ, ସମଗ୍ର ମାନବ ସମାଜ ଅବିଶ୍ୱାସ, ଆତଙ୍କ, ଆଶଂକା ଭିତରେ । ଏ ମଣିଷର ସବୁ କଳ, ବଳ, କୌଶଳ ବାଟବଣା ହେଇଗଲା, ବୁଦ୍ଧି ହଜିଗଲା । ଏମିତି ବି ହେଇପାରେ! ମଣିଷ କ’ଣ ଭାବିଥିଲା କେବେ? ବିଜ୍ଞାନ ବି ପାରୁନି । ଅବଶ୍ୟ ସମୟ ଆସିବ, ବିଜ୍ଞାନ ତା’ ଚେଷ୍ଟାରେ ସଫଳ ହେବ । ତେବେ ଅନେକ ଜୀବନ ଚାଲିଗଲା । ପ୍ରତି ମୁହୂର୍ତରେ ଯାଉଛି । ଆଉ କେତେଯିବ, ତା’ର ଠିକଣା ନାହିଁ । ଯାହା ହେଇଗଲା, ଯାହା ହବାକୁ ଅଛି, ତାହା ଏକ ଖଣ୍ଡପ୍ରଳୟର ମାତ୍ର କିଛି ଅଂଶ । କୁହାଯାଇପାରେ କରୋନା

ବିପର୍ଯ୍ୟୟ ପରିଚାଳନାର ଚାଣକ୍ୟ Apr 25, 2020Aug 25, 2020 Samarendra Baliarsingh . ସାରା ପୃଥିବୀ, ସମଗ୍ର ମାନବ ସମାଜ ଅବିଶ୍ୱାସ, ଆତଙ୍କ, ଆଶଂକା ଭିତରେ । ଏ ମଣିଷର ....

ଗଣେଶଙ୍କୁ ଯଜ୍ଞରେ ଆହୁତି ଦେଲାବେଳେ ବ୍ରାହ୍ମଣ ମନ୍ତ୍ରପାଠ କରନ୍ତି- ‘‘ଗଣାନାଂ ତ୍ୱାଂ ଗଣପତିଗୁଁ ହବାମହେ। ପ୍ରିୟାଣାଂ ତ୍ୱାଂ ପ୍ରିୟପତିଗୁଁ ହବ...
23/08/2020

ଗଣେଶଙ୍କୁ ଯଜ୍ଞରେ ଆହୁତି ଦେଲାବେଳେ ବ୍ରାହ୍ମଣ ମନ୍ତ୍ରପାଠ କରନ୍ତି- ‘‘ଗଣାନାଂ ତ୍ୱାଂ ଗଣପତିଗୁଁ ହବାମହେ। ପ୍ରିୟାଣାଂ ତ୍ୱାଂ ପ୍ରିୟପତିଗୁଁ ହବାମହେ। ନିଧିନାଂ ତ୍ୱାଂ ନିଧିପତିଗୁଁ ହବାମହେ। ବସୋ ମମ।’ ତା’ହେଲେ ଗଣମାନଙ୍କର ପତି ହେଉଛନ୍ତି ଗଣପତି। ସେ ମଧ୍ୟ ପ୍ରିୟମାନଙ୍କର ପତି ଓ ନିଧିମାନଙ୍କର ପତି। ଗଣ କିଏ? ଗଣ ଅର୍ଥ ଦେବଗଣ, ଜନଗଣ ବା ଜୀବଗଣ। ପତି ଶବ୍ଦ ଭିତରେ ଅଛି ପା ଧାତୁ- ଅର୍ଥ ପାଳନ, ପୋଷଣ, ରକ୍ଷା। ଯିଏ ଗଣର ପାଳନ, ପୋଷଣ ଓ ରକ୍ଷା କରନ୍ତି ସେ ହିଁ ଗଣପତି ବା

ଗଣପତିଂ ହବାମହେ Aug 22, 2020Aug 22, 2020 Dolagobind Panda Representational Image ଗଣେଶଙ୍କୁ ଯଜ୍ଞରେ ଆହୁତି ଦେଲାବେଳେ ବ୍ରାହ୍ମଣ ମନ୍ତ୍ରପାଠ କରନ୍ତି- ‘‘ଗଣାନାଂ ତ୍ୱା.....

20/08/2020

Address


Alerts

Be the first to know and let us send you an email when Press Affair posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Press Affair:

Shortcuts

  • Address
  • Alerts
  • Contact The Business
  • Claim ownership or report listing
  • Want your business to be the top-listed Media Company?

Share