Odisha Local News

  • Home
  • Odisha Local News

Odisha Local News ପେଶା ନୁହେଁ ନିଶା

29/02/2024

-ବଢ଼ିଲା ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ପାରିଶ୍ରମିକ
-ଅଙ୍ଗନବାଡ଼ି କର୍ମୀଙ୍କ ମାସିକ ପାରିଶ୍ରମିକ ୭୫୦୦ରୁ ୧୦ ହଜାର ଟଙ୍କାକୁ ବୃଦ୍ଧି
-ମିନି ଅଙ୍ଗନବାଡ଼ି କର୍ମୀଙ୍କ ପାରିଶ୍ରମିକ ବି ବଢ଼ିଲା
-ପାରିଶ୍ରମିକ ୫୩୭୫ ଟଙ୍କାରୁ ୭୨୫୦ ଟଙ୍କା ହେଲା
-ଅଙ୍ଗନବାଡି ସହାୟିକାଙ୍କ ପାରିଶ୍ରମିକ ୩୭୫୦ରୁ ୫୦୦୦ ହେଲା
-୨୦୨୩ ଅକ୍ଟୋବର ପହିଲାରୁ ପିଛିଲା ଭାବେ ଲାଗୁ ହେବ
-୪ ମାସର ବର୍ଦ୍ଧିତ ବକେୟା ରାଶି ମାର୍ଚ ୧୦ ସୁଦ୍ଧା ଜମା ହେବ
-ରାଜ୍ୟ ସରକାର ବର୍ଷକୁ ଖର୍ଚ୍ଚ କରିବେ ଅଧିକ ୩୫୦ କୋଟି
-ସେବା ନିବୃତ୍ତି ପ୍ରୋତ୍ସାହନ ରାଶି ବଢ଼ାଇଲେ ସରକାର
-ମୃତ୍ୟୁ ବା ସଂପୂର୍ଣ୍ଣ ଅକର୍ମଣ୍ୟ ହେଲେ ମିଳିବ ୨ ଲକ୍ଷ
-ଆଂଶିକ ଅକ୍ଷମତା ପାଇଁ ମିଳିବ ୧ ଲକ୍ଷ ଟଙ୍କା ଯାଏ ସହାୟତା
-ଅନୁକମ୍ପା ରାଶି ସୁବିଧା ଏପ୍ରିଲ ପହିଲାରୁ ଲାଗୁ ହେବ
-ଉପକୃତ ହେବେ ୧.୪୮ ଲକ୍ଷ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା
-୪୦ହଜାର ପାଉଥିଲେ ମିଳିବ ଲକ୍ଷେ ଟଙ୍କା
-୩୦ହଜାର ପାଉଥିଲେ କର୍ମୀଙ୍କୁ ମିଳିବ ୭୫ହଜାର
-୨୦ ହଜାର ପାଉଥିଲେ ମିଳିବ ୫୦ହଜାର ଟଙ୍କା
-ମୃତ୍ୟୁ ଓ ଦୁର୍ଘଟଣା କ୍ଷେତ୍ରରେ ମିଳିବ ଅନୁକମ୍ପା ରାଶି
-ଅଙ୍ଗନବାଡ଼ି କର୍ମୀ ସହାୟିକାଙ୍କୁ ମିଳିବ ସହାୟତା ରାଶି

ଲୋକାର୍ପିତ ହେଲା ସମଲେଇ ପ୍ରକଳ୍ପ
27/01/2024

ଲୋକାର୍ପିତ ହେଲା ସମଲେଇ ପ୍ରକଳ୍ପ

26/01/2024

୭୫ତମ ସାଧାରଣତନ୍ତ୍ର ଦିବସର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।

ପାହାଡ଼ ଶିଖରରେ ନୂତନ ମନ୍ଦିର ସହ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଚଳଚଞ୍ଚଳ ନୟାଗଡ଼ #ଫତେଗଡ଼     local news
22/01/2024

ପାହାଡ଼ ଶିଖରରେ ନୂତନ ମନ୍ଦିର ସହ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଚଳଚଞ୍ଚଳ ନୟାଗଡ଼
#ଫତେଗଡ଼

local news

16/01/2024

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

# Odisha Local News

15/01/2024

୧୭ରେ ଦୀପ ଜାଳିବା ଘରେ ଘରେ ଉତ୍ସବ ପାଳିବା
ଓଡ଼ିଆ ଜାତିର ଇତିହାସରେ ଏହା ଏକ ଗୌରବମୟ ମୁହୂର୍ତ୍ତ
ଆମର ପରମ ସୌଭାଗ୍ୟ ଆମେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବର ସାକ୍ଷୀ ହୋଇପାରିଛୁ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Odisha Local News

Address


Website

Alerts

Be the first to know and let us send you an email when Odisha Local News posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Odisha Local News:

Videos

Shortcuts

  • Address
  • Alerts
  • Contact The Business
  • Videos
  • Claim ownership or report listing
  • Want your business to be the top-listed Media Company?

Share