Big News Odisha

  • Home
  • Big News Odisha

Big News Odisha Big News Odisha aims to be one stop for news and entertainment stories in Odisha.

ପ୍ରଭୁ......
16/01/2025

ପ୍ରଭୁ......

16/01/2025

ଜୟ ମା ମଙ୍ଗଳା

16/01/2025

ଜୟ ଜଗନ୍ନାଥ

ମା ତାରା ତାରିଣୀ
14/01/2025

ମା ତାରା ତାରିଣୀ

ମହାବିନାୟକ
14/01/2025

ମହାବିନାୟକ

ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା.........
14/01/2025

ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା.........

13/01/2025

ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଙ୍କୁ ଭେଟିଲେ ନବୀନ ପଟ୍ଟନାୟକ ରାଜନୈତିକ ସଚିବ ସଂତୃପ୍ତ ମିଶ୍ର.......

ସ୍ଵାମୀ ବିବେକାନନ୍ଦଙ୍କ ଜୟନ୍ତୀରେ କୋଟି କୋଟି ପ୍ରଣାମ .....
12/01/2025

ସ୍ଵାମୀ ବିବେକାନନ୍ଦଙ୍କ ଜୟନ୍ତୀରେ କୋଟି କୋଟି ପ୍ରଣାମ .....

ଟୁଇନ ସିଟି ଇଲେକ୍ଟ୍ରିକାଲ୍ ଆସୋସିଏସନର ୩ୟ ବାର୍ଷିକ ଉତ୍ସବ : ବ୍ୟବସାୟ ସହ ମାନବିକତା ଏବଂ ଗ୍ରାହକ ସନ୍ତୁଷ୍ଟି କୁ ପ୍ରାଥମିକତା https://www....
11/01/2025

ଟୁଇନ ସିଟି ଇଲେକ୍ଟ୍ରିକାଲ୍ ଆସୋସିଏସନର ୩ୟ ବାର୍ଷିକ ଉତ୍ସବ : ବ୍ୟବସାୟ ସହ ମାନବିକତା ଏବଂ ଗ୍ରାହକ ସନ୍ତୁଷ୍ଟି କୁ ପ୍ରାଥମିକତା https://www.bignewsodisha.com/bbsr/ via News Odishaଟୁଇନ ସିଟି ଇଲେକ୍ଟ୍ରିକାଲ୍ ଆସୋସିଏସନର ୩ୟ ବାର୍ଷିକ ଉତ୍ସବ : ବ୍ୟବସାୟ ସହ ମାନବିକତା ଏବଂ ଗ୍ରାହକ ସନ୍ତୁଷ୍ଟି କୁ ପ୍ରାଥମିକତା https://www.bignewsodisha.com/bbsr/ via News Odisha

ଇନ ସିଟି ଇଲେକ୍ଟ୍ରିକାଲ୍ ଆସୋସିଏସନ କଟକ ଓ ଭୁବନେଶ୍ଵର ର ସଭ୍ୟ ,ସଭ୍ୟା, ଅଗ୍ରଣୀ ଇଲେକ୍ଟ୍ରିକାଲ୍ କମ୍ପାନୀ ମାନଙ୍କ ବରିଷ୍ଟ ଅଧିକାର....

ସୁଭଦ୍ରା ପୋର୍ଟାଲରୁ ଭୁଲରେ ନାମ ବାଦ ହୋଇଯାଇଥିଲେ କରିହେବ ପୁନଃସାମିଲଭୁବନେଶ୍ୱର, ୧୧/୦୧/୨୦୨୫ ସୁଭଦ୍ରା ପୋର୍ଟାଲରେ ନାମ ଯୋଡ଼ିବା (OPT IN) ସ...
11/01/2025

ସୁଭଦ୍ରା ପୋର୍ଟାଲରୁ ଭୁଲରେ ନାମ ବାଦ ହୋଇଯାଇଥିଲେ କରିହେବ ପୁନଃସାମିଲ

ଭୁବନେଶ୍ୱର, ୧୧/୦୧/୨୦୨୫
ସୁଭଦ୍ରା ପୋର୍ଟାଲରେ ନାମ ଯୋଡ଼ିବା (OPT IN) ସୁବିଧା ଉପଲବ୍ଧ କରାଯାଇଛି । ଏହା ଦ୍ୱାରା ଯେଉଁମାନେ ଭୁଲରେ ନାମ ବାଦ (OPT OUT) ହୋଇଯାଇଥିଲେ ସେମାନେ ପୁନର୍ବାର ସୁଭଦ୍ରାରେ ସାମିଲ ହେବାର ସୁଯୋଗ ପାଇପାରିବେ ।
ଏହି ସୁବିଧା ଉପଲବ୍ଧ ହେବା ପରେ ପ୍ରାୟ ୮୦୦୦ ରୁ ଅଧିକ ଆବେଦନକାରୀ ସୁଭଦ୍ରାରେ ପୁନଃସାମିଲ ହୋଇସାରିଛନ୍ତି । ତେଣୁ ଯେଉଁ ମାନେ ଭୁଲରେ ନାମ ବାଦ (OPT OUT) ହୋଇଯାଇଥିଲେ, ସେମାନେ ଏହାର ସୁବିଧା ନେବାକୁ ମହିଳା ଏବ ଶିଶୁ ବିକାଶ ବିଭାଗ ତରଫରୁ ସୂଚନା ଦିଆଯାଇଛି । ସେହିପରି ଖୁବ ଶୀଘ୍ର ଚତୁର୍ଥ ପର୍ଯ୍ୟାୟ ପ୍ରଥମ କିସ୍ତି ଅର୍ଥ ରାଶି ପ୍ରଦାନ କରାଯିବ । ହେଲେ ଏବେ ବି ଦୁଇ ଲକ୍ଷ ରୁ ଊଦ୍ଧ୍ୱର୍ ଆବେଦନକାରୀ ସେମାନଙ୍କର ଇ-କେୱାସି (e-KYC) କରିନାହାନ୍ତି ଅବା ଓଟିପି ମାଧ୍ୟମରେ ଇ-କେୱାସି କରିଛନ୍ତି । ଯୋଗ୍ୟ ବିବେଚିତ ହେଲେ ମଧ୍ୟ ସେମାନେ ଅର୍ଥରାଶି ପାଇବାରେ ଅସୁବିଧା ହେବ । ତେଣୁ ତୁରନ୍ତ ସେମାନେ ନିକଟସ୍ଥ ଜନସେବା କେନ୍ଦ୍ର ବା ମୋ ସେବା କେନ୍ଦ୍ର କୁ ଯାଇ ବାୟୋମେଟି୍ରକ୍‌ (bio-metric) ପଦ୍ଧତିରେ ନିଜର ଇ-କେୱାସି କରିନେବାକୁ ବିଭାଗ ତରଫରୁ ପରାମର୍ଶ ଦିଆଯାଇଛି ।

ତନୁଜା ମହାନ୍ତି
ଲୋକ ସମ୍ପର୍କ ଅଧିକାରୀ

11/01/2025

ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁମେ.........

10/01/2025

ସାଂସଦ ପ୍ରଦୀପ ପାଣିଗ୍ରାହୀ ଏମିତି ଜବାବ ଦେଲେ ବିଜେଡି ନେତା ବିକ୍ରମ ପଣ୍ଡା......

*lପ୍ରବାସୀ ଭାରତୀୟ  ସମ୍ମିଳନୀରେ ଓଡ଼ିଆ ଅସ୍ମିତାକୁ ଅପମାନ - ମହମ୍ମଦ ମୋକିମଓଡ଼ିଶାରେ ଦୁଇ ଦିନ ଧରି ପାଳନ ଚାଲିଛି ପ୍ରବାସୀ ଭାରତୀୟ ସମ୍ମିଳନ...
09/01/2025

*lପ୍ରବାସୀ ଭାରତୀୟ ସମ୍ମିଳନୀରେ ଓଡ଼ିଆ ଅସ୍ମିତାକୁ ଅପମାନ - ମହମ୍ମଦ ମୋକିମ

ଓଡ଼ିଶାରେ ଦୁଇ ଦିନ ଧରି ପାଳନ ଚାଲିଛି ପ୍ରବାସୀ ଭାରତୀୟ ସମ୍ମିଳନୀ , ପ୍ରଧାନମନ୍ତ୍ରୀ, ଅନେକ କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟ ସରକାରଙ୍କ ମନ୍ତ୍ରୀ ମାନେ ଉପସ୍ଥିତ ଅଛନ୍ତି | ସମସ୍ତଙ୍କ ଉପସ୍ଥିତିରେ ଓଡ଼ିଆ ଅସ୍ମିତାକୁ ଅପମାନ ହୋଇଛି | ଆମ ରାଜ୍ୟର ପରମ୍ପରାକୁ ଭୁଲି ଓଡ଼ିଶାକୁ ଅସମ୍ମାନ ଜଣାଇ ରାଜ୍ୟ ସଙ୍ଗୀତ ଗାନ ନକରି କାର୍ଯ୍ୟକ୍ରମ କରିବା ଓଡିଶାବାସୀଙ୍କୁ ଆଘାତ ଦେଇଛି ବୋଲି କହିଛନ୍ତି ପିସିସି ଷ୍ଟିଅରିଂ କମିଟିର ସଦସ୍ୟ ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ | ଓଡ଼ିଆ ଅସ୍ମିତାର ଦ୍ୱାହି ଦେଇ ସରକାରକୁ ଆସିଥିବା ବିଜେପି ସରକାର ଓଡ଼ିଆ ଅସ୍ମିତାକୁ ସୁରକ୍ଷା ଦେବା ପରିବର୍ତ୍ତେ ଅପମାନ କରିବା ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ମୋକିମ୍ ସୂଚନା ଦେଇଛନ୍ତି | ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସ୍ପଷ୍ଟ କରିବା ଦରକାର କାହିଁକି ରାଜ୍ୟ ସଙ୍ଗୀତ ଗାନ କରାଯାଇନାହିଁ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ମୋକିମ | ଏହି ଅପମାନ ସାରା ବିଶ୍ବରେ ଓଡ଼ିଶାକୁ ନିନ୍ଦିତ କରିଛି ଏହା ଉପରେ ମୁଖ୍ୟମନ୍ତ୍ରୀ ଉତ୍ତର ଦେବା ଉଚିତ୍ ଓ ସାଢେ଼ ଚାରି କୋଟି ଓଡ଼ିଶାବାସୀଙ୍କୁ କ୍ଷମା ମାଗିବା ଉଚିତ୍ ବୋଲି ଦାବୀ କରିଛନ୍ତି ଶ୍ରୀ ମୋକିମ |

*ଇ° ମହମ୍ମଦ ମୋକିମ୍*
*ପିସିସି ଷ୍ଟିୟରିଂ କମିଟି ସଦସ୍ୟ*
*ପୂର୍ବତନ ବିଧାୟକ*

ପ୍ରବାସୀ ଭାରତୀୟ ଦିବସ ସମ୍ମେଳନ ଅବସରରେ ‘ସମାଜ’ ପକ୍ଷରୁ ପ୍ରକାଶିତ ସ୍ବତନ୍ତ୍ର ପୁସ୍ତିକା ‘ପ୍ରଣାମ ପ୍ରବାସୀ’କୁ ଲୋକସେବା ଭବନରେ ମୁଖ୍ୟମନ୍ତ୍...
09/01/2025

ପ୍ରବାସୀ ଭାରତୀୟ ଦିବସ ସମ୍ମେଳନ ଅବସରରେ ‘ସମାଜ’ ପକ୍ଷରୁ ପ୍ରକାଶିତ ସ୍ବତନ୍ତ୍ର ପୁସ୍ତିକା ‘ପ୍ରଣାମ ପ୍ରବାସୀ’କୁ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଉନ୍ମୋଚନ କରୁଛନ୍ତି । ଉପସ୍ଥିତ ଅଛନ୍ତି ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ଡ. ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ, ସମ୍ପାଦକ ତପନ କୁମାର ମିଶ୍ର ଓ ଉପ ସମ୍ପାଦକ ଆଲୋକ ପତି।
୯ ଜାନୁଆରୀ ୨୦୨୫

କାଲି ଠୁ ଚାରିଦିନିଆ ଗସ୍ତରେ ରାଜସ୍ଥାନ ଯିବେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା  - ଉଦୟପୁର ଠାରେ ଅନୁଷ୍ଠିତ ଚିନ୍ତନ ଶିବିର କାର୍ଯ୍...
09/01/2025

କାଲି ଠୁ ଚାରିଦିନିଆ ଗସ୍ତରେ ରାଜସ୍ଥାନ ଯିବେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା

- ଉଦୟପୁର ଠାରେ ଅନୁଷ୍ଠିତ ଚିନ୍ତନ ଶିବିର କାର୍ଯ୍ୟକ୍ରମରେ ଦେବେ ଯୋଗ

ଭୁବନେଶ୍ୱର, ତା ୦୯/୦୧/୨୦୨୫ରିଖ
ଆସନ୍ତା ୧୦ତାରିଖ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ରାଜସ୍ଥାନ ଗସ୍ତ କରିବେ। ଏହି ଗସ୍ତ କାର୍ଯ୍ୟକ୍ରମରେ ସେ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ଅନୁଷ୍ଠିତ ଚିନ୍ତନ ଶିବିର କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହା ସହ ରାଜସ୍ଥାନର ପର୍ଯ୍ୟଟନ ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀଙ୍କ ସହ ପର୍ଯ୍ୟଟନ ଶିଳ୍ପର ବିକାଶ ସମ୍ବନ୍ଧରେ ଆଲୋଚନା କରିବେ।

ତନୁଜା ମହାନ୍ତି
ଲୋକ ସମ୍ପର୍କ ଅଧିକାରୀ

09/01/2025

Address


Website

Alerts

Be the first to know and let us send you an email when Big News Odisha posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Big News Odisha:

Videos

Shortcuts

  • Address
  • Alerts
  • Contact The Business
  • Videos
  • Claim ownership or report listing
  • Want your business to be the top-listed Media Company?

Share