OdiaNews Dailylatest

  • Home
  • OdiaNews Dailylatest

OdiaNews Dailylatest We are the leading news platform in odisha. We all try to show you the latest breaking news of odish
(1)

ନୂଆ ବିବାହିତ ଦମ୍ପତିଙ୍କୁ ୨ ଲକ୍ଷ ୫୦ ହଜାର ଟଙ୍କା ଦେଉଛନ୍ତି ସରକାର: ଜାଣନ୍ତୁ କେଉଁ ଯୋଜନା ଓ କିପରି କରିବେ ଆବେଦନ ?
22/12/2022

ନୂଆ ବିବାହିତ ଦମ୍ପତିଙ୍କୁ ୨ ଲକ୍ଷ ୫୦ ହଜାର ଟଙ୍କା ଦେଉଛନ୍ତି ସରକାର: ଜାଣନ୍ତୁ କେଉଁ ଯୋଜନା ଓ କିପରି କରିବେ ଆବେଦନ ?

When an unknown printer took a galley and scrambled it to make specimen book not only five When an unknown printer took a galley.

OTET ଆବେଦନ ତାରିଖକୁ ବଢ଼ାଇଲା ମାଧ୍ୟମିକ ଶିକ୍ଷା ପରିଷଦ
19/10/2022

OTET ଆବେଦନ ତାରିଖକୁ ବଢ଼ାଇଲା ମାଧ୍ୟମିକ ଶିକ୍ଷା ପରିଷଦ

When an unknown printer took a galley and scrambled it to make specimen book not only five When an unknown printer took a galley.

ରୌପ୍ୟ ଜିତିଲେ ନୀରଜବିଶ୍ବ ଆଥଲେଟିକ୍ସ ଚାମ୍ପିଅନସିପରେ ରୌପ୍ୟ ଜିିତି ଇତିହାସ ରଚିଲେ ଗୋଲ୍ଡେନ ବୟ ନୀରଜ ଚୋପ୍ରା । ୮୮.୧୩ ମିଟର ଜାଭଲିନ୍ ଫିଙ୍...
24/07/2022

ରୌପ୍ୟ ଜିତିଲେ ନୀରଜ

ବିଶ୍ବ ଆଥଲେଟିକ୍ସ ଚାମ୍ପିଅନସିପରେ ରୌପ୍ୟ ଜିିତି ଇତିହାସ ରଚିଲେ ଗୋଲ୍ଡେନ ବୟ ନୀରଜ ଚୋପ୍ରା ।
୮୮.୧୩ ମିଟର ଜାଭଲିନ୍ ଫିଙ୍ଗି ଜିତିଲେ ରୌପ୍ୟ ।
ଜାଭଲିନ ଥ୍ରୋ’ର ଚତୁର୍ଥ ରାଉଣ୍ଡରେ ୮୮.୧୩ ମି. ଜାଭଲିନ୍ ଫିଙ୍ଗି ନୀରଜ ଏହି ରୌପ୍ୟ ଜିତିଛନ୍ତି ।

 #ଏଣିକି_ସାଧାରଣ_ଲୋକଙ୍କ_ଘରେ_ଦିନରାତି_ଉଡ଼ିବ_ତ୍ରିରଙ୍ଗା ଆଜାଦୀକା ଅମୃତ ମହୋତ୍ସବ ପାଇଁ ସରକାରଙ୍କ ନିଷ୍ପତ୍ତିସରକାରୀ କାର୍ଯ୍ୟାଳୟରେ କିନ୍ତୁ...
23/07/2022

#ଏଣିକି_ସାଧାରଣ_ଲୋକଙ୍କ_ଘରେ_ଦିନରାତି_ଉଡ଼ିବ_ତ୍ରିରଙ୍ଗା
ଆଜାଦୀକା ଅମୃତ ମହୋତ୍ସବ ପାଇଁ ସରକାରଙ୍କ ନିଷ୍ପତ୍ତି
ସରକାରୀ କାର୍ଯ୍ୟାଳୟରେ କିନ୍ତୁ ଲାଗୁ ହେବ ପୂର୍ବ ନିୟମ,
ସୂର୍ଯ୍ୟାସ୍ତ ପରେ ସରକାରୀ କାର୍ଯ୍ୟାଳୟରେ ଉଡ଼ିବନି ଜାତୀୟ ପତାକା

23/07/2022
ଆଜିଠାରୁ ଶସ୍ତା ହେଲା ପେଟ୍ରୋଲ ଓ  ଡିଜେଲ ଦର ସକାଳ ୬ଟାରୁ ଲାଗୁ ହେଲା ନୂଆ ଦର, ପେଟ୍ରୋଲ ଲିଟର ପିଛା ୯ଟଙ୍କା ୫୦ ପଇସା ଶସ୍ତା, ଡିଜେଲ ଦର ୭ ଟ...
22/05/2022

ଆଜିଠାରୁ ଶସ୍ତା ହେଲା ପେଟ୍ରୋଲ ଓ ଡିଜେଲ ଦର
ସକାଳ ୬ଟାରୁ ଲାଗୁ ହେଲା ନୂଆ ଦର, ପେଟ୍ରୋଲ ଲିଟର ପିଛା ୯ଟଙ୍କା ୫୦ ପଇସା ଶସ୍ତା, ଡିଜେଲ ଦର ୭ ଟଙ୍କା ଶସ୍ତା ।
ଏବେ ଭୁବନେଶ୍ବରରେ ପେଟ୍ରୋଲ ଦର ୧୦୩ ଟଙ୍କା ୧୯ ପଇସା, ଡିଜେଲ ଦର ୯୪ ଟଙ୍କା ୭୬ ପଇସା ।

ତ୍ରିପୁରା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମାଣିକ ସାହା କଂଗ୍ରେସ ଛାଡ଼ି ବିଜେପିରେ ହୋଇଥିଲେ ସାମିଲମାଣିକ ସାହା ୬ ବର୍ଷ ପୂର୍ବେ ଅର୍ଥାତ୍ ୨୦୧୬...
15/05/2022

ତ୍ରିପୁରା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମାଣିକ ସାହା
କଂଗ୍ରେସ ଛାଡ଼ି ବିଜେପିରେ ହୋଇଥିଲେ ସାମିଲ
ମାଣିକ ସାହା ୬ ବର୍ଷ ପୂର୍ବେ ଅର୍ଥାତ୍ ୨୦୧୬ ମସିହାରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ।

ଡକ୍ଟର ମାନିକ ସାହା ବର୍ତ୍ତମାନ ଭାରତୀୟ ଜନତା ଦଳର ରାଜ୍ୟ ସଭାପତି ଅଛନ୍ତି।
ଅଗରତାଲାରେ କ୍ଷମତାରେ ଥିବା ବିପ୍ଲବ ଦେବଙ୍କୁ ବଦଳାଇ ଡକ୍ଟର ମାଣିକ ସାହାଙ୍କୁ ନୂତନ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ନିଆଯାଇଛି।

 #କ୍ରିକେଟର୍_ସାଇମଣ୍ଡ୍ସଙ୍କ_ନିଧନକାର୍ ଦୁର୍ଘଟଣାରେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଆଣ୍ଡ୍ର୍ୟୁ ସାଇମଣ୍ଡ୍ସଙ୍କ ନିଧନ..ମାତ୍ର ୪୬ ବର୍ଷ ବୟସ...
15/05/2022

#କ୍ରିକେଟର୍_ସାଇମଣ୍ଡ୍ସଙ୍କ_ନିଧନ
କାର୍ ଦୁର୍ଘଟଣାରେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଆଣ୍ଡ୍ର୍ୟୁ ସାଇମଣ୍ଡ୍ସଙ୍କ ନିଧନ..
ମାତ୍ର ୪୬ ବର୍ଷ ବୟସରେ ସାଇମଣ୍ଡ ଙ୍କ ପରଲୋକ..
ସାଇମଣ୍ଡ୍ସ ୧୯୯୮ରୁ ୨୦୦୯ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ କ୍ରିକେଟ୍ ଟିମ୍‌ର ସଦସ୍ୟ ଥିଲେ..

 #ପୁଣି_ବଢ଼ିଲା_CNG_ଦରଆଜି ପୁଣି ରାଜଧାନୀ ଦିଲ୍ଲୀ ଏନ୍‌ସିଆରରେ CNG ଗ୍ୟାସର ଦାମ୍ କିଲୋଗ୍ରାମ ପ୍ରତି ୨ ଟଙ୍କା ବଢ଼ିଛିଆଜି ସକାଳ ୬ଟାରୁ ନୂଆ ...
15/05/2022

#ପୁଣି_ବଢ଼ିଲା_CNG_ଦର

ଆଜି ପୁଣି ରାଜଧାନୀ
ଦିଲ୍ଲୀ ଏନ୍‌ସିଆରରେ CNG ଗ୍ୟାସର ଦାମ୍ କିଲୋଗ୍ରାମ ପ୍ରତି ୨ ଟଙ୍କା ବଢ଼ିଛି
ଆଜି ସକାଳ ୬ଟାରୁ ନୂଆ ଦାମ୍ ଲାଗୁ
ରାଜଧାନୀ ଦିଲ୍ଲୀରେ ଏବେ CNG ମୂଲ୍ୟ କିଲୋଗ୍ରାମ ପ୍ରତି ୭୩.୬୧ ଟଙ୍କା
ପେଟ୍ରୋଲ-ଡିଜେଲର ଦାମ୍ ସ୍ଥିର

ଏପ୍ରିଲ ୨୮ରୁ ଦ୍ବାଦଶ ପରୀକ୍ଷାଏପ୍ରିଲ ୨୮ ତାରିଖରୁ +୨ ବୋର୍ଡ ପରୀକ୍ଷା ।ବିଜ୍ଞାନ, କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ହେବ । ଖରା...
17/03/2022

ଏପ୍ରିଲ ୨୮ରୁ ଦ୍ବାଦଶ ପରୀକ୍ଷା

ଏପ୍ରିଲ ୨୮ ତାରିଖରୁ +୨ ବୋର୍ଡ ପରୀକ୍ଷା ।
ବିଜ୍ଞାନ, କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ହେବ ।
ଖରାକୁ ଦେଖି ଦୈନିକ ସକାଳ ୯ଟାରୁ ଗୋଟିଏ ସିଟିଂରେ ପରୀକ୍ଷା କରିବାକୁ ନିଷ୍ପତ୍ତି ।

ରାଜ୍ୟରୁ ହଟିଲା ନାଇଟ୍‌ କର୍ଫ୍ୟୁରାଜ୍ୟର ସମସ୍ତ ସହରାଞ୍ଚଳରୁ ହଟିଲା ନାଇଟ୍‌ କର୍ଫ୍ୟୁ। କୋଭିଡ ସଂକ୍ରମଣ ହ୍ରାସ ପାଉଥିବାରୁ ହଟିଲା କଟକଣା । କର...
18/02/2022

ରାଜ୍ୟରୁ ହଟିଲା ନାଇଟ୍‌ କର୍ଫ୍ୟୁ

ରାଜ୍ୟର ସମସ୍ତ ସହରାଞ୍ଚଳରୁ ହଟିଲା ନାଇଟ୍‌ କର୍ଫ୍ୟୁ। କୋଭିଡ ସଂକ୍ରମଣ ହ୍ରାସ ପାଉଥିବାରୁ ହଟିଲା କଟକଣା ।
କର୍ଫ୍ୟୁ ହଟିବା ନେଇ SRC ପ୍ରଦୀପ ଜେନାଙ୍କ ସୂଚନା ।
ଆଜିଠୁ ସମସ୍ତ ସହରାଞ୍ଚଳରେ କୋହଳ ହେଲା କଟକଣା।
ରାତି ୧୦ରୁ ସକାଳ ୫ଟା ଯାଏ ଚାଲିଥିଲା ନାଇଟ୍‌ କର୍ଫ୍ୟୁ

 #କାଲିଠୁ_୩୦୯୩_କେନ୍ଦ୍ରରେ  #ମାଟ୍ରିକ୍‌_ସମେଟିଭ୍‌-୧_ପରୀକ୍ଷା ୫ ଲକ୍ଷ ୭୬ ହଜାର ୨୨୩ ଛାତ୍ରଛାତ୍ରୀ OMR ସିଟ୍‌ରେ ଦେବେ ପରୀକ୍ଷା । ୩୧୧ ନୋଡ...
04/01/2022

#କାଲିଠୁ_୩୦୯୩_କେନ୍ଦ୍ରରେ #ମାଟ୍ରିକ୍‌_ସମେଟିଭ୍‌-୧_ପରୀକ୍ଷା
୫ ଲକ୍ଷ ୭୬ ହଜାର ୨୨୩ ଛାତ୍ରଛାତ୍ରୀ OMR ସିଟ୍‌ରେ ଦେବେ ପରୀକ୍ଷା । ୩୧୧ ନୋଡାଲ କେନ୍ଦ୍ରକୁ ପଠାଯାଇ ସାରିଛି ପ୍ରଶ୍ନପତ୍ର । କପି ରୋକିବାକୁ ୪ ସ୍ତରୀୟ ସ୍କ୍ବାଡ୍‌ ବ୍ୟବସ୍ଥା କରିଛି ମାଧ୍ୟମିକ ଶିକ୍ଷା ବୋର୍ଡ । ୬୨ଟି ଜିଲ୍ଲା ସ୍ତରୀୟ ଓ ୪୦ଟି କେନ୍ଦ୍ରୀୟ ସ୍କ୍ବାଡ ବ୍ୟବସ୍ଥା। କେନ୍ଦ୍ର ଅଧୀକ୍ଷକଙ୍କ ବ୍ୟତୀତ କେହି ରଖିପାରିବେନି ମୋବାଇଲ୍‌ ଫୋନ। ସ୍କ୍ବାଡ ସଦସ୍ୟ ବି ଅଧୀକ୍ଷକଙ୍କୁ ମୋବାଇଲ ଦେଇ କେନ୍ଦ୍ରକୁ ଯିବେ। ପରୀକ୍ଷା କେନ୍ଦ୍ରରେ କଡ଼ା ସୁରକ୍ଷା, ପ୍ରତିଦିନ କେନ୍ଦ୍ରକୁ ବିଶୋଧନ କରାଯିବ, କୋଭିଡ ନିୟମ ବାଧ୍ୟତାମୂଳକ ବୋଲି ମାଧ୍ୟମିକ ଶିକ୍ଷା ବୋର୍ଡର ସଭାପତି କହିଛନ୍ତି ।

 #ଓଡ଼ିଶାରୁ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟଜଣେ ନାଇଜେରିଆ ଏବଂ ଅନ୍ୟ ଜଣେ କତାର ଫେରନ୍ତା। ୨ ଜଣଙ୍କଠାରେ ‘ଓମିକ୍ରନ’ ଭାରିଆଣ୍ଟ ଚିହ୍ନଟ ହୋଇଥିବ...
21/12/2021

#ଓଡ଼ିଶାରୁ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ
ଜଣେ ନାଇଜେରିଆ ଏବଂ ଅନ୍ୟ ଜଣେ କତାର ଫେରନ୍ତା।
୨ ଜଣଙ୍କଠାରେ ‘ଓମିକ୍ରନ’ ଭାରିଆଣ୍ଟ ଚିହ୍ନଟ ହୋଇଥିବା ILSର ସୂଚନା।
୨ ଜଣ ସଂକ୍ରମିତ କଟକ ଓ ଜଗତସିଂହପୁରର
ଉଭୟ ଜିନମ ସିକ୍ବେନ୍ସିଂ ପରେ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ

ପଞ୍ଚାୟତ ନିର୍ବାଚନ ଆଗରୁ PDS ହିତାଧିକାରୀଙ୍କୁ ମିଳିବ କୋଭିଡ ସହାୟତାକୋରୋନା କାଳରେ ଜୀବନ-ଜୀବିକା ପ୍ରଭାବିତ ହୋଇଥିବାରୁ PDS ହିତାଧିକାରୀଙ୍କ...
21/12/2021

ପଞ୍ଚାୟତ ନିର୍ବାଚନ ଆଗରୁ PDS ହିତାଧିକାରୀଙ୍କୁ ମିଳିବ କୋଭିଡ ସହାୟତା
କୋରୋନା କାଳରେ ଜୀବନ-ଜୀବିକା ପ୍ରଭାବିତ ହୋଇଥିବାରୁ PDS ହିତାଧିକାରୀଙ୍କୁ ମାସିକ ୧୦୦୦ ଟଙ୍କା ଲେଖାଏଁ ଦେବେ ରାଜ୍ୟ ସରକାର
Naveen Patnaik

ସଞ୍ଜୟ ଦାସବର୍ମାଙ୍କ PA ଚିତ୍ତରଞ୍ଜନ ହତ୍ୟା ମାମଲାରେ ନୂଆ ମୋଡ଼ଘଟଣାରେ ଜଣେ ଯୁବତୀଙ୍କ ସଂପୃକ୍ତି ସନ୍ଦେହରେ ପଚରାଉଚରା ଜାରି । ସନ୍ଦିଗ୍ଧ ଯୁବ...
16/12/2021

ସଞ୍ଜୟ ଦାସବର୍ମାଙ୍କ PA ଚିତ୍ତରଞ୍ଜନ ହତ୍ୟା ମାମଲାରେ ନୂଆ ମୋଡ଼
ଘଟଣାରେ ଜଣେ ଯୁବତୀଙ୍କ ସଂପୃକ୍ତି ସନ୍ଦେହରେ ପଚରାଉଚରା ଜାରି ।
ସନ୍ଦିଗ୍ଧ ଯୁବତୀ ଓ ତାଙ୍କ ମାଆଙ୍କୁ ଜେରା କରୁଛି କ୍ରାଇମବ୍ରାଞ୍ଚ ।
ଯୁବତୀ ଜଣକ ଅଭିଯୁକ୍ତ ଜଗନ୍ନାଥ ଷଡ଼ଙ୍ଗୀର ସମ୍ପର୍କୀୟ ହୋଇଥିବା ସୂଚନା ମିଳିଛି .
ଯୁବତୀଙ୍କ ଘରକୁ ଚିତ୍ତ ଓ ଜଗନ୍ନାଥ ବାରମ୍ବାର ଯାଉଥିବା ସୂଚନା ମିଳିଛି ।
ମା’ଙ୍କ ସହ ଯୁବତୀ ଭଡ଼ା ଘରେ ରହୁଥିବା ନେଇ ସ୍ଥାନୀୟ ଲୋକେ କହିଛନ୍ତି ।

 #ଅମିର_ଖାନ୍‌ ଓ   #କିରଣ_ରାଓଙ୍କ ବିବାହ ବିଚ୍ଛେଦବଲିଉଡ ଅଭିନେତା ଅମିର ଖାନ୍‌ ଓ ପତ୍ନୀ କିରଣ ରାଓଙ୍କ ବିବାହ ବିଚ୍ଛେଦ ୧୫ ବର୍ଷର ସଂପର୍କ ଛି...
03/07/2021

#ଅମିର_ଖାନ୍‌ ଓ #କିରଣ_ରାଓଙ୍କ ବିବାହ ବିଚ୍ଛେଦ
ବଲିଉଡ ଅଭିନେତା ଅମିର ଖାନ୍‌ ଓ ପତ୍ନୀ କିରଣ ରାଓଙ୍କ ବିବାହ ବିଚ୍ଛେଦ
୧୫ ବର୍ଷର ସଂପର୍କ ଛିନ୍ନ କରି ବିଚ୍ଛେଦ ଘୋଷଣା କଲେ ଦମ୍ପତି
ଉଭୟଙ୍କ ମଧ୍ୟରେ ଚଳଚ୍ଚିତ୍ର ସହଭାଗିତା ଜାରି ରହିବା ନେଇ ଘୋଷଣା
ପାଣି ଫାଉଣ୍ଡେସନ ସମେତ ଅନ୍ୟ ପ୍ରକଳ୍ପରେ ମଧ୍ୟ ସଂପର୍କ ଜାରି ରହିବ
ମିଳିତ ବିବୃତିରେ ବିବାହ ବିଚ୍ଛେଦ ଘୋଷଣା କରିଛନ୍ତି ଅମିର ଓ କିରଣ

ରାଜ୍ୟରେ ବାତିଲ ହେଲା ମାଟ୍ରିକ ପରୀକ୍ଷାଘୋଷଣା କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।ମଦ୍ରାସା ଶିକ୍ଷାବୋର୍ଡ ଦ୍ବାରା ପରିଚାଳିତ ପରୀକ୍ଷା ...
21/04/2021

ରାଜ୍ୟରେ ବାତିଲ ହେଲା ମାଟ୍ରିକ ପରୀକ୍ଷା
ଘୋଷଣା କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।
ମଦ୍ରାସା ଶିକ୍ଷାବୋର୍ଡ ଦ୍ବାରା ପରିଚାଳିତ ପରୀକ୍ଷା ମଧ୍ୟ ବାତିଲ ହୋଇଛି।

ବୋର୍ଡ ନିର୍ଦ୍ଧାରିତ ପଦ୍ଧତିରେ ରେଜଲ୍ଟ ଆସିବ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ପରୀକ୍ଷା ବାତିଲ, କୋରୋନା ସଂକ୍ରମଣ ଦୃଷ୍ଟିରୁ ବାତିଲ ହେଲା ପରୀକ୍ଷା।

ନବୀନ ନିବାସ ସାମ୍ନାରେ ଦଶମ ଛାତ୍ରଛାତ୍ରୀ
20/04/2021

ନବୀନ ନିବାସ ସାମ୍ନାରେ ଦଶମ ଛାତ୍ରଛାତ୍ରୀ

ଭୁବନେଶ୍ୱର: କରୋନା ମହାମାରୀର ସଂକ୍ରମଣ ବଢିଚାଲିଥିବା ବେଳେ ଏହାର ଅଧିକ ପ୍ରଭାବ ଶିକ୍ଷାବିଭାଗ ଉପରେ ପଡିଛି । ଏନେଇ କେତେକ ପରୀକ୍ଷ.....

ବଡ ଖବର: ଓଡିଶାରେ ଲାଗୁ ହେଲା ସପ୍ତାହାନ୍ତ ସଟଡାଉନ୍‌, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ
19/04/2021

ବଡ ଖବର: ଓଡିଶାରେ ଲାଗୁ ହେଲା ସପ୍ତାହାନ୍ତ ସଟଡାଉନ୍‌, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର: ଓଡିଶାରେ ଲାଗୁ ହୋଇଛି ସପ୍ତାହାନ୍ତ ସଟଡାଉନ୍ । ସବୁ ସହରାଞ୍ଚଳରେ ଶନିବାର ଓ ରବିବାର ସଟଡାଉନ୍ ଲାଗୁ ହେବ । କରୋନା ସଂକ୍ର...

 #ଗ୍ୟାଙ୍ଗଷ୍ଟର  #ହାଇଦର  #ତେଲଙ୍ଗାନାରୁ_ଗିରଫକଟକ ଏସ୍‌ସିବି ମେଡିକାଲରୁ ଫେରାର ଥିବା ଗ୍ୟାଙ୍ଗଷ୍ଟର ହାଇଦର ଗିରଫ, ତେଲଙ୍ଗାନାରୁ ଗିରଫ ହେଲା ...
15/04/2021

#ଗ୍ୟାଙ୍ଗଷ୍ଟର #ହାଇଦର #ତେଲଙ୍ଗାନାରୁ_ଗିରଫ
କଟକ ଏସ୍‌ସିବି ମେଡିକାଲରୁ ଫେରାର ଥିବା ଗ୍ୟାଙ୍ଗଷ୍ଟର ହାଇଦର ଗିରଫ, ତେଲଙ୍ଗାନାରୁ ଗିରଫ ହେଲା ହାଇଦର, ତେଲଙ୍ଗାନା ପୋଲିସ ସହଯୋଗରେ ଗିରଫ କଲା କମିସନରେଟ ପୋଲିସ, ହାଇଦର ଗିରଫ ନେଇ ପୋଲିସ କମିସନର ସୂଚନା ଦେଇଛନ୍ତି ।

 #ରାଜ୍ୟର  #୧୦ମ ଓ +୨  #ବୋର୍ଡ_ପରୀକ୍ଷା  #ସ୍ଥଗିତ ଆସନ୍ତା ୧୯ରୁ ବନ୍ଦ ରହିବ ସବୁ ସ୍କୁଲ ଓ ହଷ୍ଟେଲ । ସରକାରୀ, ଘରୋଇ ଓ ଆବାସିକ ଅନୁଷ୍ଠାନ ପ...
15/04/2021

#ରାଜ୍ୟର #୧୦ମ ଓ +୨ #ବୋର୍ଡ_ପରୀକ୍ଷା #ସ୍ଥଗିତ
ଆସନ୍ତା ୧୯ରୁ ବନ୍ଦ ରହିବ ସବୁ ସ୍କୁଲ ଓ ହଷ୍ଟେଲ । ସରକାରୀ, ଘରୋଇ ଓ ଆବାସିକ ଅନୁଷ୍ଠାନ ପାଇଁ ଲାଗୁ ହେବ ନିର୍ଦେଶ । ମୁଖ୍ୟମନ୍ତ୍ରୀ Naveen Patnaik ନିର୍ଦ୍ଦେଶ ଦେଇଛନ୍ତି।

ଏ ବର୍ଷ ପରୀକ୍ଷା ଦେବାକୁ ଥିବା ନବମ ଓ ଏକାଦଶ ପିଲା ସମସ୍ତେ ପାସ୍‌ । ଏଥିପାଇଁ ଛାତ୍ରଛାତ୍ରୀଙ୍କୁ କୌଣସି ପରୀକ୍ଷା ଦେବାକୁ ପଡ଼ିବ ନାହିଁ । ଦଶମ ଓ ଦ୍ବାଦଶ ଶ୍ରେଣୀର ସମସ୍ତ ପାଠପଢ଼ା ଏପ୍ରିଲ ୧୯ରୁ ବନ୍ଦ । ୧୯ ପରେ ସବୁ ପ୍ରକାର ଶୈକ୍ଷିକ କାର୍ଯ୍ୟକ୍ରମ ଉପରେ କଟକଣା ଲାଗିଛି।

ସାବଧାନ୍! ୧୭ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା
19/03/2021

ସାବଧାନ୍! ୧୭ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା

ଭୁବନେଶ୍ୱର : ରାଜ୍ୟରେ ବର୍ଷା ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏନେଇ ୧୭ ଜିଲ୍ଲାକୁ ସତର୍କ ରହିବାକୁ ଏସଆରସି ନିର୍ଦ୍ଦେଶ ଦେ...

କୁଆଁରୀ ଝିଅ ସ୍ବପ୍ନ ଦେଖିଲେ ମିଳିଥାଏ ଏହି ସଂକେତ
19/03/2021

କୁଆଁରୀ ଝିଅ ସ୍ବପ୍ନ ଦେଖିଲେ ମିଳିଥାଏ ଏହି ସଂକେତ

ଅନେକ ସମୟରେ ଗଭୀର ନିଦରେ ବିଭିନ୍ନ ପ୍ରକାର ସ୍ୱପ୍ନ ଆସିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସ୍ବପ୍ନରେ ଦେଖୁଥିବା ଘଟଣା ବ୍ୟକ୍ତିର ଜ....

ଆଜିଠୁ ବଦଳିଯିବ ଫେସବୁକର ଏହି ନିୟମ, ନହେଲେ ଖୋଲିବନି ଆକାଉଣ୍ଟ
19/03/2021

ଆଜିଠୁ ବଦଳିଯିବ ଫେସବୁକର ଏହି ନିୟମ, ନହେଲେ ଖୋଲିବନି ଆକାଉଣ୍ଟ

ନୂଆଦିଲ୍ଲୀ : ଫେସବୁକ୍ ୟୁଜର୍ସଙ୍କ ପାଇଁ ଆସିଛି ବଡ ଖବର । ଯଦି ଆପଣ ସ୍ମାର୍ଟଫୋନରେ ଫେସବୁକ୍ ବ୍ୟବହାର କରୁଛନ୍ତି, ତେବେ ଏହା ଆପଣଙ୍କ ....

ଚାଲିବାର ଶୈଳୀ କହିବ ଆପଣଙ୍କ ସ୍ୱଭାବ, ଜାଣନ୍ତୁ କିପରି ?
18/03/2021

ଚାଲିବାର ଶୈଳୀ କହିବ ଆପଣଙ୍କ ସ୍ୱଭାବ, ଜାଣନ୍ତୁ କିପରି ?

ଯେପରି ମୁହଁ ଏବଂ ଶରୀରରେ ଥିବା କଳାଜାଇ କାହାର ସ୍ୱଭାବ ବିଷୟରେ କହିଥାଏ ଠିକ୍ ସେହିଭଳି, ଚାଲିବା ଶୈଳୀ ମଧ୍ୟ ସେହି ବ୍ୟକ୍ତି ବିଷୟରେ .....

ଏହି ସହରରେ ଆଜିଠୁ ଲାଗିଲା ନାଇଟ୍ କର୍ଫ୍ୟୁ, ଜାଣନ୍ତୁ କେଉଁଠି ?
18/03/2021

ଏହି ସହରରେ ଆଜିଠୁ ଲାଗିଲା ନାଇଟ୍ କର୍ଫ୍ୟୁ, ଜାଣନ୍ତୁ କେଉଁଠି ?

ମୁମ୍ବାଇ: ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ଦେଶର ଅନେକ ରାଜ୍ୟ ତଥା ସହରରେ ପୁଣିଥରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରାଯାଇଛ.....

ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ
18/03/2021

ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ

ରାୟଗଡ଼ା: ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ । ରାୟଗଡ଼ା ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ବୀରେନ୍ଦ୍ର ଖରାଙ୍...

କରୋନା କଟକଣାରେ ପିପିଲି ଭୋଟ୍, ଜାଣନ୍ତୁ କ’ଣ କହିଲେ ସିଇଓ?
17/03/2021

କରୋନା କଟକଣାରେ ପିପିଲି ଭୋଟ୍, ଜାଣନ୍ତୁ କ’ଣ କହିଲେ ସିଇଓ?

ଭୁବନେଶ୍ୱର,୧୭ ।୩(ଓଡିଶା ଭାସ୍କର): ପିପିଲି ଉପନିର୍ବାଚନକୁ ନେଇ ତେଜିଛି ରାଜନୀତି । ଉପନିର୍ବାଚନ ପରିଚାଳନା ନେଇ ରାଜ୍ୟ ମୁଖ୍ୟ ନିର୍...

ଦେଶରେ କେଉଁ ସହର ସବୁଠୁ ଧନୀ ?
17/03/2021

ଦେଶରେ କେଉଁ ସହର ସବୁଠୁ ଧନୀ ?

ନୂଆଦିଲ୍ଲୀ: କରୋନା କାଳରେ ଦେଶର ଅର୍ଥନୀତି ଦୁର୍ବଳ ହୋଇଛି । କିନ୍ତୁ ହୁରୁନ ଇଣ୍ଡିଆ ୱେଲଥ ରିପୋର୍ଟ ୨୦୨୦ ଅନୁଯାୟୀ ଭାରତ ଖୁସି ସୂଚକ...

Address

Odisha

Alerts

Be the first to know and let us send you an email when OdiaNews Dailylatest posts news and promotions. Your email address will not be used for any other purpose, and you can unsubscribe at any time.

Videos

Shortcuts

  • Address
  • Alerts
  • Videos
  • Claim ownership or report listing
  • Want your business to be the top-listed Media Company?

Share