Nilachakra Tv

  • Home
  • Nilachakra Tv

Nilachakra Tv Reporter Required Nilachakra Tv Odia Channel

13/09/2020

ଯାତ୍ରା ଜଗତର ଦୁର୍ଦ୍ଦାନ୍ତ ଖଳନାୟକ ମହେନ୍ଦ୍ର ଦାଶ ଙ୍କ ସ୍ମୁତି ରେ

ଆଜିଠାରୁ ରାଜ୍ୟରେ ଆରମ୍ଭ "ଦରିମା ଯୋଜନା"
12/09/2020

ଆଜିଠାରୁ ରାଜ୍ୟରେ ଆରମ୍ଭ "ଦରିମା ଯୋଜନା"

03/09/2020

"ଆମସେବା" ସାମାଜିକ ଅନୁଷ୍ଠାନ ତରଫ ରୁ କହ୍ନେଇପୁର ପଞ୍ଚାୟତ ର ଭଗତପୁର ବଜାର, ବ୍ୟାଙ୍କ,ଏଟିଏମ,କ୍ଲବ,ମନ୍ଦିର ଓ ଦୋକାନ ଗୁଡିକୁ ସାନିଟାଇଜ୍ କରାଯାଇଛି

31/08/2020

#ପୁର୍ବତନ_ରାଷ୍ଟ୍ରପତି_ପ୍ରଣବ_ମୁଖାର୍ଜୀଙ୍କ_ପରଲୋକ

09/08/2020

#ଟପଟେନ_ସଞ୍ଜିତାଙ୍କ_ଆଇ_ଏ_ଏସ୍_ଇଣ୍ଟରଭ୍ୟୁ

07/08/2020

#ରାସ୍ତା_କଡରେ_ଦୃଘଟଣା_ଗ୍ରସ୍ଥ_ହୋଇ_ଛଟପଟ_ହଉଥିବା_ଝିଅଟିକୁ_ସାହାଯ୍ୟ_କରିବା_ବଦଳରେ_କିଭଳି_ଭାବରେ_ନିଉଜ_କରୁଛନ୍ତି_ଏଭାଇ

07/08/2020


* ରନୱେରୁ ଖସିଲା ଏୟାର ଇଣ୍ଡିଆ ବିମାନ
* ଦୁଇଖଣ୍ଡ ହୋଇଗଲା ବିମାନ
* ଦୁବାଇରୁ ଆସୁଥିଲା ବିମାନ
* ୧୯୧ ଜଣ ଯାତ୍ରୀ ଥିବା ସୂଚନା
* ଦୁର୍ଘଟଣାରେ ପାଇଲଟ ମୃତ

06/08/2020


#ରାମ_ଜୀ_କି_ନିକିଲି_ସବାରୀ_ରାମଜୀ_କି_ଲୀଲା_ହେ_ନୟାରୀ
#राम_जी_की_निकली_सवारी_राम_जी_की_लीला_है_न्यारी

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଜି ଭୁମି ପୂଜା କରୁଥିବା ସମୟର ଦୃଶ୍ୟ
05/08/2020

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଜି ଭୁମି ପୂଜା କରୁଥିବା ସମୟର ଦୃଶ୍ୟ

02/08/2020

#ଗୃହ_ମନ୍ତ୍ରୀ_ଅମିତ_ଶାହାଙ୍କୁ_କରୋନା_ପଜିଟିଭ
#ଅମିତାଭ_ବଚ୍ଚନଙ୍କୁ_କରୋନା_ନେଗେଟିଭ

01/08/2020

ଘରୋଇ ହସ୍ପିଟାଲ ରେ କେଳେଙ୍କାରୀ ॥ ରୋଗି ଙ୍କ ଠାରୁ ଲୁଟୁଛନ୍ତି ଟଙ୍କା ॥ ଜଣେ ରୋଗୀଙ୍କୁ କୋଭିଡ ଚିକିତ୍ସା କରି ୫ଲକ୍ଷ ଟଙ୍କାର ବିଲ ॥ ଏଥିପ୍ରତି ସରକାର ଧ୍ୟାନ ଦବା ଦରକାର

29/07/2020

#ବଡଚଣା_ବିଧାୟକଙ୍କ_ଘରେ_କାର୍ଯ୍ୟରତ_ଥିବା_କମ୍ରଚାରୀ_ମାନଙ୍କର #କରୋନା_ପଜିଟିଭ_ବାହାରିଲା_ପରେ_କଣ_କହୁଛନ୍ତି_ମାନ୍ୟବର_ବିଧାୟକ_ଅମର_ଶତପଥି

29/07/2020

#ଆମ୍ବାଲା_ରେ_ଲ୍ୟାଣ୍ଡ_କଲା_ରାଫେଲ

28/07/2020

#ଗଞ୍ଜାମ_ରେ_ଦେଖିବାକୁ_ମିଳୁଛି_ଅଭାବନୀୟ_ଘଟଣା
ଆମ୍ବୁଲାନ୍ସ ଡ୍ରାଇଭର ରୋଗିକୁ ନ ନେବାରୁ ॥ ଡ୍ରାଇଭର କୁ ମାଡ ମାରିଲେ ଲୋକେ ॥

20/07/2020

ଚଳଚିତ୍ର ଜଗତର ବାଦସାହା ବିଜୟ ମହାନ୍ତି ଆମକୁ ଛାଡି ଚାଲିଗଲେ
Nilachakra Tv

18/07/2020

ପ୍ରଭୁ ମହାଦେବ ଙ୍କ ଭକ୍ତ ଯାହାଙ୍କର କଥା ପୁରା ଦୁନିଆରେ ଚର୍ଚା ॥ ଯାହାଙ୍କର ସ୍ବର ଦେଶ ରୁ ବିଦେଶ ପ୍ରଯ୍ୟନ୍ତ ବ୍ୟାପିବାରେ ଲାଗିଛି ॥
ମହାଦେବ ଙ୍କୁ ମନ୍ତ୍ରମୁଗ୍ଧ କରିଦେବା ଭଳି ଶିବ ଭକ୍ତ ॥
ସାରା ବିଶ୍ବ କୁ ମନ୍ତ୍ରମୁଗ୍ଧ କରିଦେବା ଭଳି ମହାରାଜ ॥
ସିଏ ହେଉଛନ୍ତି କାଳି ପୁତ୍ର ଓ ମହାଦେବ ଙ୍କ ଭକ୍ତ ॥
#କାଳିପୁତ୍ର_ଶ୍ରୀ_କାଳିଚରଣ_ଜୀ_ମହାରାଜ

18/07/2020

#କୋରୋନାରୁ_ସୁରକ୍ଷିତ_ରହିବା_ପାଇଁ_ଏକ_ସୁନ୍ଦର_ଭିଡିଓ

କୋରୋନାରୁ_ସୁରକ୍ଷିତ_ରହିବା_ପାଇଁ_ଏକ_ସୁନ୍ଦର_ଭିଡିଓ

16/07/2020

#ଗାଇ_ଖେଳୁଛି_ଫୁଟୁବଲ ॥
ଆଞା ଆମେ କହୁନୁ ଦେଖନ୍ତୁ ଏହି ସୁନ୍ଦର ଭିଡିଓଟି ॥

15/07/2020

#ମାସ୍କ_ପିନ୍ଧନ୍ତୁ_ସୁରକ୍ଷିତ_ରୁହନ୍ତୁ ॥ #ଓଡିଶା_ସରକାରଙ୍କ_ଦ୍ବାରା_ଜନହିତରେ_ଜାରି

14/07/2020

#ଗଞ୍ଜାମ_ଜିଲ୍ଲାପାଳଙ୍କ_କୋରୋନା_ପାଇଁ_ମହତ୍ବପୁର୍ଣ୍ଣ_ବାର୍ତ୍ତା

12/07/2020

#ଏୈଶ୍ବରୀୟା_ରାୟ_ଓ_ଝିଅ_ଆରାଧ୍ୟା_ରାୟ_କୋରୋନା_ପଜିଟିଭି
ପ୍ରଥମେ ଅମିତାଭ ବଚ୍ଚନ ॥ ୨ୟ ରେ ଅଭିଷେକ ବଚ୍ଚନ ॥ ଓ ଏବେ ଏୈଶ୍ବରୀୟା ରାୟ ଓ ଆରାଧ୍ୟା ରାୟ ॥ ମଧ୍ୟ କୋରୋନା ପଜିଟିଭି ॥

12/07/2020

#ଅମିତାଭ_ଓ_ଅଭିଷେକ_ବଚ୍ଚନ_ଙ୍କୁ_କୋରୋନା_ପଜିଟିଭି
ଅଭିଷେକ ଓ ଅମିତାବ ବଚ୍ଚନ ଟ୍ବିଟ କରି ଜଣେଇଲେ

11/07/2020

#ଅମିତାଭ_ବଚ୍ଚନ_ଙ୍କୁ_କୋରୋନା_ପଜିଟିଭ
ପଜିଟିଭ ଜାଣିବା ପରେ ନାନାବତୀ ହସ୍ପିଟାରେ ଭର୍ତ୍ତି ॥
ଏବେ ଅମିତାଭଙ୍କ ସ୍ବାସ୍ଥ୍ୟ ସପୁର୍ଣ୍ଣ ଭଲ ଅଛି ॥

11/07/2020

#ସହରରେ_ଘୁରିବୁଲିଲା_Covid19_ନମୁନା_ସଂଗ୍ରହ_ଭ୍ରାମ୍ୟମାଣ_ଗାଡି

10/07/2020

#ପରିବା_ବିକିଲେ_ଓକିଲ ॥ କରୋନା ପାଇଁ ହାଇକୋର୍ଟ ବନ୍ଦ ଥିବା ହେତୁ ॥ ପରିବା ବିକିଲେ ଓକିଲ

10/07/2020

#ଶିଶୁ_ଶ୍ରମିକଙ୍କୁ_କିଭଳି_ଖୁଲମଖୁଲା_କାମରେ_ଲଗାଉଛନ୍ତି_କିଛି_ବ୍ୟବସାୟୀ_ଦେଖନ୍ତୁ
ପଚାରିଲେ କହୁଛନ୍ତି ଥାନା ଅଧିକାରୀ ସବୁବେଳେ ଏଇପଟେ ଯାଉଛନ୍ତି ॥ ଦେଖୁଛନ୍ତି ହେଲେ କିଛି କହୁନାହାନ୍ତି ॥

09/07/2020

ଗ୍ୟଙ୍ଗଷ୍ଟାର ବିକାସ ଦୁବେ କୁ ଗିରଫ୍ କରିଛି ପୋଲିସ ॥ ଉଜ୍ଜୈନ ରେ ଥିବା ମହାକାଳ ମନ୍ଦିର କୁ ଦର୍ଶନ କରିବାକୁ ଯାଇଥିବାବେଳେ ଗିରଫ କଲା ପୋଲିସ ॥

08/07/2020

ଉଚ୍ଚପଦା ପଞ୍ଚାୟତ ସଟଡାଉନ ଘୋଷଣା କଲେ ସରପଞ୍ଚ ॥
କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ବାର ବ୍ଲକ ଅଧିନସ୍ଥ ଉଚ୍ଚପଦା ପଞ୍ଚାୟତ

08/07/2020

#କରୋନା-ଆକ୍ରାନ୍ତ-ବ୍ୟକ୍ତି-କୁ-ଧରିବା-ସମୟର-ଦୃଶ୍ୟ

07/07/2020

ସାଲେପୁର ବିଧାୟକଙ୍କ ସମେତ ॥ ତାଙ୍କ ଡ୍ରାଇଭର ଓ ପଏସଓ ମଧ୍ୟ କୋରୋନା ପଜିଟିଭ ॥

07/07/2020

ସଂଧ୍ୟା ଆଳତୀ ୭-୦୭-୨୦୨୦ ଅମରନାଥ ଯାତ୍ରା ୨୦୨୦ ॥ Evening Aarti of Amarnath ji yatra 2020

07/07/2020

ସକାଳ ଆଳତୀ ୭-୦୭-୨୦୨୦ ଅମରନାଥ ଯାତ୍ରା ୨୦୨୦ ॥ Morning Aarti of Amarnath ji yatra 2020

05/07/2020

ଗରୁଡଗାଁ ପଞ୍ଚାୟତ କୁ ୭୨ ଘଣ୍ଟା ପାଇଁ ॥ ସଟଡାଉନ ଘୋଷଣା କଲେ ସରପଞ୍ଚ ॥

05/07/2020

କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ ରେ ॥ କୋରୋନା ଆକ୍ରାନ୍ତଙ୍କ ଉତପାତ ॥ କାହାରିକୁ ମାନିବୁନି ଗୋଡେଇ ଗୋଡେଇ ସମସ୍ତଙ୍କୁ ଛୁଇଁବୁ ॥

05/07/2020

ଶ୍ରୀମନ୍ଦିର ରେ ସିଂଘଦ୍ବାର ଫିଟା ନିତି ॥ ଆଜି ସକାଳ ୦୭:୦୭ ରେ ଶେଷ ହୋଇଛି

Address

Cuttack

Alerts

Be the first to know and let us send you an email when Nilachakra Tv posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Nilachakra Tv:

Videos

Shortcuts

  • Address
  • Alerts
  • Contact The Business
  • Videos
  • Claim ownership or report listing
  • Want your business to be the top-listed Media Company?

Share