OTM high school friends

  • Home
  • OTM high school friends

OTM high school friends 1975 batch HSC OTM HIGH SCHOOL

23/10/2025

ସହଜ ଚାଳିତ ଯାନ୍ତ୍ରିକ ଶୂନ ଗାଡ଼ି
••••••••
ଗୋଟିଏ ହାଲକା ଫୁଲ୍କା ବାଇସାଇକେଲ ଆବଶ୍ୟକ ଯେଉଁଟିକି ପେଟ୍ରୋଲ, ଡିଜେଲ ବା ବ୍ୟାଟେରୀ ଦ୍ୱାରା ଚାଳିତ ହୋଇ ପାରୁଥିବ l ଆଉବି ଇନ୍ଧନ ସରିଗଲେ ପ୍ୟାଡ଼ଲିଙ୍ଗ କରି ଯାଇ ହେବ l ଏହାର ମୁଲ୍ୟ ସର୍ବାଧିକ ୧୦୦୦୦ ଟଙ୍କା ହୋଇଥିବ l ଏପରି ଯାନ ବରିଷ୍ଠ ନାଗରିକମାନଙ୍କ ପାଇଁ ଖୁବ୍ ଉପଯୋଗୀ ହୁଅନ୍ତା ଯେଉଁମାନେ ବାଇକ୍ ଚଳାଇ ଆଦୌ ଜାଣି ନାହାନ୍ତି l ସେଥିପାଇଁ ସରକାର ଦୃଷ୍ଟି ଦେବା ଜରୁରୀ l ସରକାର ଯଦି ଦେଶଜ ଅଟୋମୋବାଇଲ କମ୍ପାନୀଗୁଡ଼ିକୁ କଡ଼ାକଡି ନିର୍ଦେଶ ଦେବା ମଧ୍ୟ ଜରୁରୀ l ଉକ୍ତ ଶିଳ୍ପ ଉଦଯୋଗକୁ କାର୍ଯ୍ୟକାରୀ କରିବା ନିମିତ୍ତ ଦେଶର
ବିଧାନ ସଭା ସଦସ୍ୟ ଓ ସଂସଦ ସଦସ୍ୟମାନଙ୍କ ଭୂମିକା ମଧ୍ୟ ଆବଶ୍ୟକ l ଆପଣଙ୍କ ସୌଜନ୍ୟରୁ ଯଦି ଉକ୍ତ କର୍ମ ସମ୍ପାଦିତ ହୋଇପାରନ୍ତା ତେବେ ଦେଶର ଅନେକ ବରିଷ୍ଠ ନାଗରିକ ଉପକୃତ ହୋଇ ପାରନ୍ତେ ଆଜ୍ଞା l

Address


Website

Alerts

Be the first to know and let us send you an email when OTM high school friends posts news and promotions. Your email address will not be used for any other purpose, and you can unsubscribe at any time.

  • Want your business to be the top-listed Media Company?

Share