Ram Rajya.ଓଡ଼ିଶା

  • Home
  • Ram Rajya.ଓଡ଼ିଶା

Ram Rajya.ଓଡ଼ିଶା Contact information, map and directions, contact form, opening hours, services, ratings, photos, videos and announcements from Ram Rajya.ଓଡ଼ିଶା, News & Media Website, .

1,150 new COVID19 cases in India today; Active caseload currently at 11,558
17/04/2022

1,150 new COVID19 cases in India today; Active caseload currently at 11,558

 ➡️ Over 83.18 Cr COVID Tests conducted so far.➡️ Weekly Positivity Rate currently at 0.27%.➡️ Daily Positivity Rate sta...
17/04/2022



➡️ Over 83.18 Cr COVID Tests conducted so far.

➡️ Weekly Positivity Rate currently at 0.27%.

➡️ Daily Positivity Rate stands at 0.31%.

17/04/2022

ରାଜ୍ୟ ସରକାରଙ୍କ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ ଯିବା ପାଇଁ ପ୍ରୟାସ ଜାରି ।
ଦେଖନ୍ତୁ କଣ ରହିଛି ପ୍ରୟାସ ।
"ଆସ ଆମେ ପାଠ ପଢ଼ିବା ଭବିଷ୍ୟତ ଗଢ଼ିବା ।"

CMO Odisha Ministry of Education Mo Sarkar 5T Mo School
OAV_Officina AudioVideo

  Update1. India’s cumulative vaccination coverage crosses 186.49 Crore2. More than 11 lakh Vaccine doses administered t...
17/04/2022

Update

1. India’s cumulative vaccination coverage crosses 186.49 Crore

2. More than 11 lakh Vaccine doses administered today till 7 pm

3. More than 2.42 Crore Vaccine Doses administered to 12-14 age group so far

Delhi: Several people injured after a clash between two groups in the Jahangirpuri area.  Union Home Minister Amit Shah ...
17/04/2022

Delhi: Several people injured after a clash between two groups in the Jahangirpuri area. Union Home Minister Amit Shah
speaks to Delhi Commissioner of Police and Special Commissioner of Police(Law & Order), directs them to take necessary action.
Photo : DDNews

ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟାକାଣ୍ଡ ମାମଲା । ଶର୍ମିଷ୍ଠାଙ୍କ ୨ ସହଯୋଗୀଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ । ମାନସ ସ୍ୱାଇ...
16/04/2022

ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟାକାଣ୍ଡ ମାମଲା । ଶର୍ମିଷ୍ଠାଙ୍କ ୨ ସହଯୋଗୀଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ । ମାନସ ସ୍ୱାଇଁ ହତ୍ୟାକାଣ୍ଡ ମାମଲାରେ କରାଯିବ ଜେରା ।

 :   has been confirmed as the host of the 2026  , with regional parts of the state set to host the majority of eventsTh...
12/04/2022

: has been confirmed as the host of the 2026 , with regional parts of the state set to host the majority of events

This will be the sixth time that Australia has staged the . Besides Melbourne 2006, they have been staged in Sydney in 1938, Perth in 1962, Brisbane in 1978 and the Gold Coast in 2018
source:

 185.90 cr vaccine doses have been administered so far under Nationwide Vaccination DriveIndia's Active caseload current...
12/04/2022


185.90 cr vaccine doses have been administered so far under Nationwide Vaccination Drive

India's Active caseload currently stands at 10,889

Active cases stand at 0.03%

2. Recovery Rate currently at 98.76%

946 recoveries in the last 24 hours increases Total Recoveries to

4,25,04,329


୧୮ ତାରିଖରୁ ଲୋକସେବା ଭବନକୁ ଯାଇ ପାରିବେ ସାମ୍ବାଦିକ । କେବଳ ସ୍ୱୀକୃତିପ୍ରାପ୍ତ ସାମ୍ବାଦିକମାନେ ହିଁ ଯାଇ ପାରିବେ. ଏନେଇ ସରକାରଙ୍କ ପକ୍ଷରୁ ...
12/04/2022

୧୮ ତାରିଖରୁ ଲୋକସେବା ଭବନକୁ ଯାଇ ପାରିବେ ସାମ୍ବାଦିକ । କେବଳ ସ୍ୱୀକୃତିପ୍ରାପ୍ତ ସାମ୍ବାଦିକମାନେ ହିଁ ଯାଇ ପାରିବେ. ଏନେଇ ସରକାରଙ୍କ ପକ୍ଷରୁ ସୂଚନା । କୋଭିଡ କଟକଣା ହଟିବା ପରେ ରାଜ୍ୟ ସରକାର ନେଲେ ନିଷ୍ପତ୍ତି ।

ନୃଶଂସ ସାନଭାଇ । ବଡ଼ଭାଇ ସମେତ ୫ ମୁଣ୍ତ ନେଲା ସାନଭାଇ ।       http://ramrajyaworld.com/%e0%ac%a8%e0%ad%83%e0%ac%b6%e0%ac%82%e0%...
12/04/2022

ନୃଶଂସ ସାନଭାଇ । ବଡ଼ଭାଇ ସମେତ ୫ ମୁଣ୍ତ ନେଲା ସାନଭାଇ ।

http://ramrajyaworld.com/%e0%ac%a8%e0%ad%83%e0%ac%b6%e0%ac%82%e0%ac%b8-%e0%ac%b8%e0%ac%be%e0%ac%a8%e0%ac%ad%e0%ac%be%e0%ac%87-%e0%a5%a4-%e0%ac%ac%e0%ac%a1%e0%ac%bc%e0%ac%ad%e0%ac%be%e0%ac%87-%e0%ac%b8%e0%ac%ae%e0%ad%87/

କଟକ : ୧୨/୦୪ (ବିକାଶ ରଞ୍ଜନ ବେହେରା ) ନୃଶଂସ ସାଜିଲା ସାନଭାଇ । ନିଜ ପରିବାରର ୫ ଜଣଙ୍କୁ ହତ୍ୟା କଲା ରକ୍ତର ଭାଇ ସାନଭାଇ । କଟକ ଜିଲ୍ଲା ମ...

  : ଆନ୍ଧ୍ରପ୍ରଦେଶ ତିରୁପତି ମନ୍ଦିରରେ ଅଘଟଣ । ଦଳା ଚକଟାରେ ୧୫ରୁ ଅଧିକ ଭକ୍ତ ଆହାତ ।
12/04/2022

: ଆନ୍ଧ୍ରପ୍ରଦେଶ ତିରୁପତି ମନ୍ଦିରରେ ଅଘଟଣ । ଦଳା ଚକଟାରେ ୧୫ରୁ ଅଧିକ ଭକ୍ତ ଆହାତ ।

ରୁକୁଣା ରଥ ଯାତ୍ରାରେ ଅବ୍ୟବସ୍ଥାକୁ ନେଇ ଭକ୍ତଙ୍କ ମହଲରେ ଉତ୍ତେଜନା ପ୍ରକାଶ ପାଇଛି । ନିମ୍ନମାନର ରାସ୍ତା ଯୋଗୁ  ରୁକୁଣା ରଥ ଯିବା ସମୟରେ ରାସ...
12/04/2022

ରୁକୁଣା ରଥ ଯାତ୍ରାରେ ଅବ୍ୟବସ୍ଥାକୁ ନେଇ ଭକ୍ତଙ୍କ ମହଲରେ ଉତ୍ତେଜନା ପ୍ରକାଶ ପାଇଛି । ନିମ୍ନମାନର ରାସ୍ତା ଯୋଗୁ ରୁକୁଣା ରଥ ଯିବା ସମୟରେ ରାସ୍ତାରେ ଦବି ଯାଇଥିଲା । ଦବି ଯିବା ଯୋଗୁଁ ରଥ ଚକ ରାସ୍ତାରେ ଫସିଯାଇଥିଲା । ସେଥିପାଇଁ ପ୍ରଥମ ଦିନରେ ରଥ ଟଣା ବିଳମ୍ବିତ ହୋଇଥିଲା ।

pc: Social Media

  ମାହାଙ୍ଗା ଥାନା କୁସୁପୁରରେ ଚାଞ୍ଚଲ୍ୟ । ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା । ଅଲେଖ ଚନ୍ଦ୍ର ସାହୁଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ହତ୍ୟା କର...
12/04/2022


ମାହାଙ୍ଗା ଥାନା କୁସୁପୁରରେ ଚାଞ୍ଚଲ୍ୟ । ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା । ଅଲେଖ ଚନ୍ଦ୍ର ସାହୁଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ହତ୍ୟା କରାଯାଇଛି । ହତ୍ୟା କରିଥିବା ନେଇ ବାଲିଚନ୍ଦ୍ରପୁର ଥାନାରେ ମାନିଲା ସାନଭାଇ ।

ଉଠବସରୁ ଅସୁସ୍ଥ ! ଡାକ୍ତରଖାନାରେ ଭର୍ତ୍ତି ହେଲେ ୭ ଛାତ୍ରୀ,ଜଣେ ଗୁରୁତର ।         http://ramrajyaworld.com/%e0%ac%89%e0%ac%a0%e0%a...
11/04/2022

ଉଠବସରୁ ଅସୁସ୍ଥ ! ଡାକ୍ତରଖାନାରେ ଭର୍ତ୍ତି ହେଲେ ୭ ଛାତ୍ରୀ,ଜଣେ ଗୁରୁତର ।

http://ramrajyaworld.com/%e0%ac%89%e0%ac%a0%e0%ac%ac%e0%ac%b8%e0%ac%b0%e0%ad%81-%e0%ac%85%e0%ac%b8%e0%ad%81%e0%ac%b8%e0%ad%8d%e0%ac%a5-%e0%ac%a1%e0%ac%be%e0%ac%95%e0%ad%8d%e0%ac%a4%e0%ac%b0%e0%ac%96%e0%ac%be%e0%ac%a8/

ବଲାଙ୍ଗୀର : ଜିଲ୍ଲାରେ ଦେଖାଦେଇଛି ଅଭାବନୀୟ ଘଟଣା । ଉଠବସରୁ ଅସୁସ୍ଥ ହେଲେ ୭ ଛାତ୍ରୀ । ଅସୁସ୍ଥ ୭ ଛାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ...

J&K |   is our neighborhood and we want democracy to flourish there: PDP chief Mehbooba M***i in Srinagar on    ପାକିସ୍ତା...
11/04/2022

J&K | is our neighborhood and we want democracy to flourish there: PDP chief Mehbooba M***i in Srinagar on
ପାକିସ୍ତାନ ରାଜନୀତିରେ ସଙ୍କଟ । ପାକିସ୍ତାନ ଆମର ପଡ଼ୋଶୀ, ଆମେ ଚାହୁଁ ସେଠାରେ ଗଣତନ୍ତ୍ରର ବିକାଶ ହେଉ: ପିଡିପି ମୁଖ୍ୟ ମେହବୁବା ମୁଫତି

Raksha Mantri Shri Rajnath Singh met with the U.S. aerospace & defence majors Boeing and Raytheon after reaching Washing...
11/04/2022

Raksha Mantri Shri Rajnath Singh met with the U.S. aerospace & defence majors Boeing and Raytheon after reaching Washington DC.
He exhorted the companies to take advantage of policy initiatives in India to steadily march from‘Make in India’ towards ‘Make for the World’.

 185.74 cr vaccine doses administered so far under Nationwide Vaccination DriveActive caseload currently stands at 11,05...
11/04/2022


185.74 cr vaccine doses administered so far under Nationwide Vaccination Drive

Active caseload currently stands at 11,058

Active cases stand at 0.03%


କଟକ ମହାନଦୀରେ ବୁଡ଼ି ଯାଇଥିବା ୨ ନାବାଳକଙ୍କ ମିଳୁନି ପତ୍ତା । ଚାଲିଛି ଖୋଜାଖୋଜି । ନିଖୋଜ ୨ ନାବାଳକଙ୍କୁ ଖୋଜୁଛି  ଓଡ୍ରାଫ ଟିମ୍ ଓ ଅଗ୍ନିଶମ...
11/04/2022

କଟକ ମହାନଦୀରେ ବୁଡ଼ି ଯାଇଥିବା ୨ ନାବାଳକଙ୍କ ମିଳୁନି ପତ୍ତା । ଚାଲିଛି ଖୋଜାଖୋଜି । ନିଖୋଜ ୨ ନାବାଳକଙ୍କୁ ଖୋଜୁଛି ଓଡ୍ରାଫ ଟିମ୍ ଓ ଅଗ୍ନିଶମ ବାହିନୀ , ଗତକାଲି ଗାଧୋଇବା ବେଳେ ବୁଡ଼ି ଯାଇଥିଲେ ୩ ନାବାଳକ , ଜଣଙ୍କ ମୃତ୍ୟୁ ହୋଇଛି ।

ଆଜି ଛେନାପୋଡ ଦିବସ । ସାମାଜିକ ଗଣମାଧ୍ୟମରେ ଜୋରଦାର ପ୍ରଚାର ପ୍ରସାର ।   http://ramrajyaworld.com/%e0%ac%86%e0%ac%9c%e0%ac%bf-%e0%...
11/04/2022

ଆଜି ଛେନାପୋଡ ଦିବସ । ସାମାଜିକ ଗଣମାଧ୍ୟମରେ ଜୋରଦାର ପ୍ରଚାର ପ୍ରସାର ।

http://ramrajyaworld.com/%e0%ac%86%e0%ac%9c%e0%ac%bf-%e0%ac%9b%e0%ad%87%e0%ac%a8%e0%ac%be%e0%ac%aa%e0%ad%8b%e0%ac%a1-%e0%ac%a6%e0%ac%bf%e0%ac%ac%e0%ac%b8-%e0%a5%a4-%e0%ac%b8%e0%ac%be%e0%ac%ae%e0%ac%be%e0%ac%9c%e0%ac%bf/

ଭୁବନେଶ୍ୱର: ( ବିକାଶ ରଞ୍ଜନ ବେହେରା ) ଓଡ଼ିଶାର ସଂସ୍କୃତି ଓ ପରମ୍ପରା ନିଆରା । ରାଜ୍ୟରେ କେବେ ପାଳନ ହୁଏ ପଖାଳ ଦିବସ ଆଉ କେବେ ରସଗୋଲା ...

ଆଜି ପାଳନ ହେଉଛି ଛେନାପୋଡ ଦିବସ । ସାମାଜିକ ଗଣମାଧ୍ୟମରେ ଜୋରଶୋର ପ୍ରଚାର ପ୍ରସାର । ଜିଆଇ ଟ୍ୟାଗ୍ ମାନ୍ୟତା ପାଇଁ ଦାବି ।
11/04/2022

ଆଜି ପାଳନ ହେଉଛି ଛେନାପୋଡ ଦିବସ । ସାମାଜିକ ଗଣମାଧ୍ୟମରେ ଜୋରଶୋର ପ୍ରଚାର ପ୍ରସାର । ଜିଆଇ ଟ୍ୟାଗ୍ ମାନ୍ୟତା ପାଇଁ ଦାବି ।

ଉମରକୋଟ: ମୋବାଇଲ ଫୋନ ପାଇଁ ସାଙ୍ଗକୁ ପଥରରେ ଛେଚି ହତ୍ୟା  । ମୋବାଇଲ ଫୋନକୁ ନେଇ ୨ ସାଙ୍ଗ ମଧ୍ୟରେ ବଚସା ପରେ ହତ୍ୟା କରାଯାଇଥିବା ସୂଚନା । ଅଭ...
10/04/2022

ଉମରକୋଟ: ମୋବାଇଲ ଫୋନ ପାଇଁ ସାଙ୍ଗକୁ ପଥରରେ ଛେଚି ହତ୍ୟା । ମୋବାଇଲ ଫୋନକୁ ନେଇ ୨ ସାଙ୍ଗ ମଧ୍ୟରେ ବଚସା ପରେ ହତ୍ୟା କରାଯାଇଥିବା ସୂଚନା । ଅଭିଯୁକ୍ତ ଯୁବକଙ୍କୁ ଗିରଫ କଲା ଉମରକୋଟ ଥାନା ପୋଲିସ ।

ଯୋବ୍ରା ନିକଟସ୍ଥ ମହାନଦୀରୁ ଉଦ୍ଧାର ହୋଇଥିବା ନାବାଳକର ମୃତ୍ୟୁ । ଉଦ୍ଧାର ନାବାଳକଙ୍କୁ SCBରେ ମୃତ ଘୋଷଣା କଲେ ଡାକ୍ତର । ସୂଚନା ଅନୁଯାୟୀ, ମୃ...
10/04/2022

ଯୋବ୍ରା ନିକଟସ୍ଥ ମହାନଦୀରୁ ଉଦ୍ଧାର ହୋଇଥିବା ନାବାଳକର ମୃତ୍ୟୁ । ଉଦ୍ଧାର ନାବାଳକଙ୍କୁ SCBରେ ମୃତ ଘୋଷଣା କଲେ ଡାକ୍ତର । ସୂଚନା ଅନୁଯାୟୀ, ମୃତକ ଜଣକ ହେଲେ ଚୂନଭାଟି ଚାରିଘରିଆର ସାହିଲ ଖାନ୍ । ନିଖୋଜ ଅନ୍ୟ ୨ ଜଣଙ୍କୁ ଖୋଜୁଛି ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ ।

Pc; Social Media

COVID-19 Update: ​185.70 cr vaccine doses have been administered so far under Nationwide Vaccination Drive India's Activ...
10/04/2022

COVID-19 Update:

185.70 cr vaccine doses have been administered so far under Nationwide Vaccination Drive

India's Active caseload currently stands at 11,132

Active cases stand at 0.03%

Recovery Rate currently at 98.76%

An earthquake with a magnitude of 4.6 on the Richter Scale, hit 70km ENE of Campbell Bay, Andaman and Nicobar island at ...
10/04/2022

An earthquake with a magnitude of 4.6 on the Richter Scale, hit 70km ENE of Campbell Bay, Andaman and Nicobar island at 4:13 pm today:
PC:

New Delhi: Member of Parliament, Switzerland, Niklaus Samuel Gugger called on Union Minister Dr Jitendra SinghBoth discu...
10/04/2022

New Delhi: Member of Parliament, Switzerland, Niklaus Samuel Gugger called on Union Minister
Dr Jitendra Singh

Both discussed possibilities for extensive collaboration in fields like healthcare, telemedicine, and technological advancements.
Photo : DDNews

୧୦ ଏପ୍ରିଲ ୨୦୨୨ ଆଜିର ଦିନରେ ମର୍ଯ୍ୟଦା ପୁରୁଷ ପ୍ରଭୁ ଶ୍ରୀ ରାମଙ୍କ ଜନ୍ମଦିନ । ସନାତନ ହିନ୍ଦୁ ଧର୍ମରେ ରାମ ନବମୀ ରୂପେ ଏହାକୁ ପାଳନ କରାଯାଏ...
10/04/2022

୧୦ ଏପ୍ରିଲ ୨୦୨୨ ଆଜିର ଦିନରେ ମର୍ଯ୍ୟଦା ପୁରୁଷ ପ୍ରଭୁ ଶ୍ରୀ ରାମଙ୍କ ଜନ୍ମଦିନ । ସନାତନ ହିନ୍ଦୁ ଧର୍ମରେ ରାମ ନବମୀ ରୂପେ ଏହାକୁ ପାଳନ କରାଯାଏ । ପ୍ରଭୁ ଶ୍ରୀ ରାମଙ୍କ କୃପାରେ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଓ ଶାନ୍ତି ପ୍ରାପ୍ତ ହେଉ ବୋଲି #ରାମରାଜ୍ୟ ମିଡ଼ିଆ ପକ୍ଷରୁ ଆମର ପ୍ରାର୍ଥନ ।

ଗଡିଲା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ । ମହାପ୍ରଭୁଙ୍କ ରଥକୁ ଟାଣୁଛନ୍ତି ଭକ୍ତ । ଆଜି ପବିତ୍ର ଅଶୋକା ଅଷ୍ଟମୀ ଅବସରରେ ଦୀର୍ଘ ୨ ବର୍ଷ...
09/04/2022

ଗଡିଲା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ । ମହାପ୍ରଭୁଙ୍କ ରଥକୁ ଟାଣୁଛନ୍ତି ଭକ୍ତ । ଆଜି ପବିତ୍ର ଅଶୋକା ଅଷ୍ଟମୀ ଅବସରରେ ଦୀର୍ଘ ୨ ବର୍ଷ ପରେ ଭକ୍ତ ଟାଣୁଛନ୍ତି ରୁକୁଣା ରଥ । ମହାପ୍ରଭୁ ଶ୍ରୀଲିଙ୍ଗରାଜ, ଦୋଳଗୋବିନ୍ଦ ଓ ଭଗ୍ନୀ ରୁକ୍ମଣୀ ରଥରେ ବିରାଜିତ ହୋଇଛନ୍ତି ।

Orientation of States/UTs on Administration of   to 18-59 years old population at Private CVCs.Private   Vaccination Cen...
09/04/2022

Orientation of States/UTs on Administration of to 18-59 years old population at Private CVCs.

Private Vaccination Centres can charge only up to a maximum of INR 150 as service charge for vaccination over & above the cost of vaccine.
2. Secretary (H&FW) highlighted that the will be of same vaccine which has been used for administration of 1st & 2nd dose.

No fresh registrations would be required for precaution dose as all due beneficiaries are already registered on .

3. All vaccinations must mandatorily be recorded on the
platform and both the options of ‘Online appointment’ and ‘Walk-in’ registration and vaccination will be available at Private CVCs.

185.55 cr vaccine doses administered so far under Nationwide Vaccination DriveActive caseload currently stands at 11,365...
09/04/2022

185.55 cr vaccine doses administered so far under Nationwide Vaccination Drive

Active caseload currently stands at 11,365

Active cases stand at 0.03%

2.Recovery Rate currently at 98.76%

1,194 recoveries in the last 24 hours increases Total Recoveries to 4,25,01,196

1,150 new cases recorded in the last 24 hours

3. Daily positivity rate (0.25%)

Weekly Positivity Rate (0.23%)

79.34 cr Total Tests conducted so far; 4,66,362 tests conducted in the last 24 hours
source: DDNews

ବହୁ ଚର୍ଚ୍ଚିତ ଡାକ୍ତର ସୁମିତ-ତପସ୍ୱିନୀ ପାରିବାରିକ ବିବାଦ ମାମଲା । ହାଇକୋର୍ଟ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେଲେ ପତି ଓ ପତ୍ନୀ । ଆଜି ମଧ୍ୟ...
09/04/2022

ବହୁ ଚର୍ଚ୍ଚିତ ଡାକ୍ତର ସୁମିତ-ତପସ୍ୱିନୀ ପାରିବାରିକ ବିବାଦ ମାମଲା । ହାଇକୋର୍ଟ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେଲେ ପତି ଓ ପତ୍ନୀ । ଆଜି ମଧ୍ୟସ୍ଥତା ପାଇଁ ହାଇକୋର୍ଟ ତାରିଖ ସ୍ଥିର କରିଥିଲେ ।

File: Photo

Address


Website

Alerts

Be the first to know and let us send you an email when Ram Rajya.ଓଡ଼ିଶା posts news and promotions. Your email address will not be used for any other purpose, and you can unsubscribe at any time.

Videos

Shortcuts

  • Address
  • Alerts
  • Videos
  • Claim ownership or report listing
  • Want your business to be the top-listed Media Company?

Share