ବିରାଟ ଖବର

  • Home
  • ବିରାଟ ଖବର

ବିରାଟ ଖବର Contact information, map and directions, contact form, opening hours, services, ratings, photos, videos and announcements from ବିରାଟ ଖବର, Digital creator, Bhubaneswar Odisha, .

27/02/2024

5T ବ୍ୟାଗ ଯାଇ କୋଲକାତାରେ ବିକ୍ରି ହେଲାଣି ହାଏରେ ବିଧାତା l BIRATKHABAR 🌅

ବିଜେପି ସରକାରକୁ ଆସିଲେ ଚାଷୀ ପାଇବେ ୩୧ଶହ ଟଙ୍କା ପ୍ରତି କ୍ଵିଣ୍ଟାଲ ଧାନ ପିଛା !! #ମନମୋହନ_ସାମଲ
27/02/2024

ବିଜେପି ସରକାରକୁ ଆସିଲେ ଚାଷୀ ପାଇବେ ୩୧ଶହ ଟଙ୍କା ପ୍ରତି କ୍ଵିଣ୍ଟାଲ ଧାନ ପିଛା !!
#ମନମୋହନ_ସାମଲ

27/02/2024

ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ଆମ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ର MKCG ରେ ସ୍ୱାସ୍ଥ୍ୟ ସେବା କିଭଳି ଭାବେ ଦେଖନ୍ତୁ l
ବିରାଟ ଖବ ରସୋସିଆଲ ମିଡ଼ିଆ ରୁ ....

27/02/2024

ବଲିଉଡ କଣ୍ଠଶିଳ୍ପୀ ନେହା କକ୍କରଙ୍କ କଣ୍ଠରେ ଝୁମିବ ଐତିହାସିକ କଟକ ବାରବାଟୀ ଷ୍ଟାଡିୟମ

ଭାରତୀୟ ସ୍ୱାଧୀନତା ସଂଗ୍ରାମ ର ତେଜ୍ଵସୀ  କ୍ରାନ୍ତିକାରୀ,ଦେଶପ୍ରେମ ର ଅବଧୂତ୍ୱ ପ୍ରତୀକ,ଅଦୈତ୍ୟ ସାହସ,ଅମର ବଳିଦାନୀ,ଆଜାଦ୍ ବିଚାର ରଖୁଥିବା ମ...
27/02/2024

ଭାରତୀୟ ସ୍ୱାଧୀନତା ସଂଗ୍ରାମ ର ତେଜ୍ଵସୀ କ୍ରାନ୍ତିକାରୀ,ଦେଶପ୍ରେମ ର ଅବଧୂତ୍ୱ ପ୍ରତୀକ,ଅଦୈତ୍ୟ ସାହସ,ଅମର ବଳିଦାନୀ,ଆଜାଦ୍ ବିଚାର ରଖୁଥିବା ମହାପୁରୁଷ ଶହୀଦ୍ ଚନ୍ଦ୍ରଶେଖର ଆଜାଦ୍ ଙ୍କ ବଳିଦାନ ଦିବସରେ କୋଟି କୋଟି ନମନ୍।ଆପଣଙ୍କ ବଳିଦାନ ଯୁଗେ ଯୁଗେ ଆମ ସମସ୍ତଙ୍କ ମନରେ ରାଷ୍ଟ୍ର ପ୍ରେମର ଦ୍ୱୀପ ପ୍ରଜ୍ଵଳିତ କରୁଥିବ।ଜୟ ହିନ୍ଦ୍.....!🇮🇳

27/02/2024

ଗତ ୨୨ ଫେବ୍ରୁଆରୀ +୨ ବିଜ୍ଞାନ ,ପଦାର୍ଥ ବିଜ୍ଞାନ (Physics) ପରୀକ୍ଷାରେ ୭୦ମାର୍କରୁ ୨୨ ମାର୍କ Out Of Syllabus (ପାଠ୍ୟକ୍ରମ ବାହାରୁ) ଆସିଥିଲା । ରାଜ୍ୟ ସରକାର ତଥା ଶିକ୍ଷା ବିଭାଗର ଏହି ବେପରୁଆ ମନୋଭାବ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳିଛନ୍ତି । ଖାମଖିଆଲି ନୀତି ଆପଣାଉଥିବା ସରକାରକୁ ୨୨ରୁ ୨୨ ମାର୍କ ବିନା ସର୍ତ୍ତରେ ଦେବା ପାଇଁ ଦାବି ରଖିଛନ୍ତି ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ ।

27/02/2024

କଟକ ରେ 285 ଟି ପୋଲିସ ଯାନ ଲୋକାର୍ପିତ ହୋଇଛି।
Comissionerate police 🚨
Bhubaneswar _cuttack, Odisha
VC.. 🌅

26/02/2024

सुबह-सुबह आप होइए शामिल महाकाल की भव्य आरती में

#ବିରାଟଖବର #ଜୟଜଗନ୍ନାଥ

26/02/2024

Celebrating the impact of our creative Yuva Shakti!




VC.. 🌅

26/02/2024

Countdown begins!!

✅2000 Projects
✅Rs. 41,000 Crore

26/02/2024

Prime Minister Narendra Modi immersed himself in a divine experience at Gujarat's Dwarkadhish Temple by diving into deep water.

VC. 's

26/02/2024
25/02/2024

ଜୟ ଶ୍ରୀରାମ l BIRATKHABAR l🌅🚩


#ବିରାଟଖବର
#ଜୟଜଗନ୍ନାଥ

25/02/2024

ଜୟ ଶ୍ରୀରାମ l 🙏🙏 BIRATKHABAR l🌅🚩

ପ୍ରଭୁ ରାମଲଲାଙ୍କ ସକାଳ ଆଳତୀ ଦର୍ଶନ କରନ୍ତୁ ।

ଜୟ ଶ୍ରୀରାମ l🙏🙏

#ବିରାଟଖବର
#ଜୟଜଗନ୍ନାଥ

25/02/2024

ଜୟ ଶ୍ରୀରାମ l 🙏🙏 BIRATKHABAR l🌅🚩

#ବିରାଟଖବର
#ଜୟଜଗନ୍ନାଥ

25/02/2024

विकसित भारत का प्रतिबिंब ‘सुदर्शन सेतु’ BIRATKHABAR 🌅

25/02/2024

ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବରୀ ଶ୍ରୀଯୁକ୍ତ ଦେବାଶିଷ ନାୟକ ଙ୍କୁ ବିଜେପି ପରିବାର କୁ ସ୍ୱାଗତ ❤️💐 l

ବିଜେଡି ଛାଡିଲେ ବରିଷ୍ଠ ନେତା ଦେବାଶିଷ ନାୟକ ବିଜେଡି ସୁପ୍ରିମୋଙ୍କୁ ପଠାଇଲେ ଇସ୍ତଫା ପତ୍ରବରୀରୁ ୪ ଥର ବିଧାୟକ ଥିଲେ ଦେବାଶିଷ ନାୟକ l
25/02/2024

ବିଜେଡି ଛାଡିଲେ ବରିଷ୍ଠ ନେତା ଦେବାଶିଷ ନାୟକ
ବିଜେଡି ସୁପ୍ରିମୋଙ୍କୁ ପଠାଇଲେ ଇସ୍ତଫା ପତ୍ର
ବରୀରୁ ୪ ଥର ବିଧାୟକ ଥିଲେ ଦେବାଶିଷ ନାୟକ l

ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବରୀ ଶ୍ରୀଯୁକ୍ତ ଦେବାଶିଷ ନାୟକ ଙ୍କୁ ବିଜେପି ପରିବାର କୁ ସ୍ୱାଗତ ❤️💐
25/02/2024

ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବରୀ ଶ୍ରୀଯୁକ୍ତ ଦେବାଶିଷ ନାୟକ ଙ୍କୁ ବିଜେପି ପରିବାର କୁ ସ୍ୱାଗତ ❤️💐

25/02/2024

ଶ୍ରୀ ପତିତପାବନଙ୍କ ମଙ୍ଗଳ ଆଳତି ଦର୍ଶନ l BIRATKHABAR 🌅


#ବିରାଟଖବର #ଜୟଜଗନ୍ନାଥ

25/02/2024

Mind Blowing Special chat RS.. 5 l BIRATKHABAR 🌅

24/02/2024

How to make Sabudana ( Sago ) inside the factory l BIRATKHABAR 🌅

Address

Bhubaneswar Odisha

Website

Alerts

Be the first to know and let us send you an email when ବିରାଟ ଖବର posts news and promotions. Your email address will not be used for any other purpose, and you can unsubscribe at any time.

Videos

Shortcuts

  • Address
  • Alerts
  • Videos
  • Claim ownership or report listing
  • Want your business to be the top-listed Media Company?

Share