Social Youth Organization ||...
କିଡ଼ନୀ ରୋଗରେ ଆକ୍ରାନ୍ତ ବ୍ୟକ୍ତି କୁ ସାହାଯ୍ଯର ହାତ ବଢ଼ାଇଲା ସାମାଜିକ ଯୁବ ସଂଗଠନ ||...
ନୟାଗଡ଼ |- ଗଣିଆ ବ୍ଳକ ଅନ୍ତର୍ଗତ ରାଉତ ପଡା ଗ୍ରାମ ରେ ବାସ କରନ୍ତି ବିଘ୍ନ ରାଜ ରଣା l ମୁଣ୍ଡ ଗୁଞ୍ଜିବାକୁ ସାହା ନାହିଁ l ଦୀର୍ଘ ଆଠ ବର୍ଷ ହେଲା କିଡନି ରୋଗ ରେ ଆକ୍ରାନ୍ତ ହୋଇ ଆଖି ଦୁଇଟି କୁ ମଧ୍ଯ ଆଉ ଭଲ ରେ ଦେଖା ଯାଉନାହିଁ l ପରିବାର କହିଲେ ସ୍ତ୍ରୀ ସହିତ ଗୋଟିଏ ପୁତ୍ର ଓ ଗୋଟିଏ କନ୍ଯା l ତେବେ ଏହାରି ମଧ୍ୟରେ ମୁଣ୍ଡ ଗୁଞ୍ଜିବାକୁ ଖଣ୍ଡେ ଭଙ୍ଗା ଚାଳ ଘର ହିଁ ସାହା ଭରଷା l ଏହି ବ୍ୟକ୍ତି ପାଇଁ ପାଇଁ ଇନ୍ଦିରା ଆବାସ ହେଉ କିମ୍ବା ବିଜୁ ପକାଘର ସତେ ଯେପରି ସାତ ସପନ l ତେବେ ଏହି ପରିପ୍ରେକ୍ଷୀରେ ସାମାଜିକ ଯୁବ ସଂଗଠନ, ଖଣ୍ଡଗିରି ପରିବାର ପକ୍ଷରୁ ମିଳିତ ସହାୟତାରେ, ତିନି ମାସର ରାସନ ସାମଗ୍ରୀ ପ୍ରଦାନ କରାଯାଇଥିଲା l ସାମାଜିକ ଯୁବ ସଂଗଠନ ର ସଭାପତି ଚିତ୍ତ ରଞ୍ଜନ ଦାସ ଙ୍କ ସହିତ,କାର୍ଯ୍ୟ କାରୀତା ସଭାପତି, ଶିବ ପ୍ରସାଦ ସେଣ,କୋଷାଧ୍ୟକ୍ଷ, ରଞ୍ଜନ କୁମାର ପ୍ରଧାନ, ପୁରୁଷୋତ୍ତମ ବାରିକ, ଶିବ ରାମ ସାହୁ ଙ୍କ ସମେତ ଦ
ବିଶ୍ୱ କର୍କଟ ଦିବସ ଅବସରରେ ରାଜ୍ୟ ସମାଜମଙ୍ଗଳ ହୁଣ୍ଡି ପରିବାର ଓ ସାମାଜିକ ଯୁବ ସଂଗଠନ ମିଳିତ ଆନୁକୂଲ୍ୟରେ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ |
ଖଣ୍ଡଗିରି/ଭୁବନେଶ୍ୱର |;- ରାଜ୍ୟ ସମାଜମଙ୍ଗଳ ହୁଣ୍ଡି ପରିବାର ଓ ସାମାଜିକ ଯୁବ ସଂଗଠନ ମିଳିତ ଆନୁକୂଲ୍ୟରେ ଏକ ଶୋଭାଯାତ୍ରା ଖଣ୍ଡଗିରି ଜୟଦେବ ବାଟୀକା ଛକଠାରୁ ବାହାରି ଖଣ୍ଡଗିର ଛକ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ,ନିଶାମୁକ୍ତ ଭାରତ ଗଠନ ଦିଗରେ ଆଜିର ଯୁବପିଢି ନିଜକୁ ସାମିଲ କରନ୍ତୁ ଓ ନିଶାଦ୍ରବ୍ୟ ଠାରୁ ନିଜକୁ ଦୁରେଇ ରଖନ୍ତୁ ଏହି ବାର୍ତ୍ତା ସ୍ଲୋଗାନ ଦିଆଯାଥିଲା | ଏହି ଶୋଭାଯାତ୍ରାରେ ସମ୍ମାନିତ ଅତିଥିଭାବେ ପୂର୍ବତ୍ତନ ମଟର ଯାନ ନିରୀକ୍ଷକ ଶ୍ରୀଯୁକ୍ତ ବି ମୁରଲୀଧର , ବିଶିଷ୍ଟ ଯୁବ ସମାଜସେବୀ ରଶ୍ମିରଞ୍ଜନ ମାର୍ଥା , ରୋହିତ କୁମାର ନାୟକ , ରାଜ୍ୟ ସମାଜମଙ୍ଗଳ ହୁଣ୍ଡି ପରିବାରର ସଂଯୋଜକ ରକ୍ତଦାତା ତନ୍ମୟ ସାମନ୍ତରାୟ , ସମାଜସେବୀ ମହାସଙ୍ଘ ମୁଖପାତ୍ର ପ୍ରସନ୍ନ , ସଂଗଠନର ସମ୍ପାଦକ ରଞ୍ଜନ ବରାଡ଼ , କୋଷାଧ୍ୟକ୍ଷ ସିଲୁ ମହାପାତ୍ର , ସଭ୍ୟ ଶିବ ପ୍ରସାଦ ସେଣ
Khadagiri samajmangal hundi
ଆପଣଙ୍କର ଛୋଟିଆ ସାହାଯ୍ୟ କାହାର ମୂଲ୍ୟବାନ ଜୀବନ ବଞ୍ଚେଇ ଦେଇପାରେ | ..!
ଖଣ୍ଡଗିରି ସମାଜମଙ୍ଗଳ ହୁଣ୍ଡିର ଆଜୀବନ ସଦସ୍ୟ ଭାବେ ଆଜିର ହୁଣ୍ଡିଦାନ କାର୍ଯ୍ୟକ୍ରମରେ ସାମିଲ ହେଲେ ସଂଗଠନ ମୁଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ ବି ମୁରଲୀଧର ...|
ଏ ହୁଣ୍ଡିଦାନ କେବଳ ଅସହାୟ କର୍କଟରୋଗରେ ପୀଡିତ/ପିଡିତା ମାନଙ୍କ ଉଦ୍ଧେଶ୍ୟରେ ସମର୍ପିତ |
ସାମାଜିକ ଯୁବ ସଂଗଠନ , ଭୁବନେଶ୍ୱର ।
ବନ୍ଦେ ଉତ୍କଳ ଜନନୀ
ଜୟ ହିନ୍ଦ ।