05/09/2024
ବାଲିଗୁଡ଼ା ଥାନା ଅଞ୍ଚଳର ବନ୍ଧ ଛକରେ ନମ୍ବର ନଥିବାରୁ ଦୁଇ ଜଣଙ୍କୁ ଅଟକ ରଖି ବାଇକ୍ ର କାଗଜ ପତ୍ର ଯାଞ୍ଚ କରିଛି ବାଲିଗୁଡ଼ା ପୋଲିସ୍ । ଆଜି ତାରିଖ 4/1/2024 ଅପରାହ୍ନ 4 ଟା ସମୟରେ ବଡୁମାସ୍କାର ଦେବରାଜ କହଁର ଙ୍କ ସୁଚନା ଅନୁସାରେ ଆଜି ତାଙ୍କ ମାମୁ ପୁଅ ଭାଇ ବାଇକ ନେଇ ବାଲିଗୁଡ଼ା ଆସିଥିଲେ ଠିକ୍ ସେହି ସମୟରେ ଗାଡ଼ିରେ ନମ୍ବର ପ୍ଲେଟ ନଥିବା ହେତୁ ପୋଲିସ ବାଇକ୍ ଆରୋହି ଏବଂ ତାଙ୍କ ସହଯୋଗିକୁ ପୋଲିସ୍ କାବୁ କରିନେଇଥିଲେ ,ବର୍ତମାନ ପୋଲିସ ଏକ ହେପାଜତ ଲୀଖିତ ଦେବା ପରେ ଦୁଇ ଜଣଙ୍କମଧ୍ୟରୁ ଜଣଙ୍କୁ ରାତ୍ର ମଳିକ ଙ୍କୁ ନେବା ନିମନ୍ତେ ଲୀଖିତ ଦେଇଥିବା ସୁଚନା ମିଳିଛି