Anand Kumar.LB

  • Home
  • Anand Kumar.LB

Anand Kumar.LB “Welcome to the official page for Anand Kumar.LB! Follow along for inspiring outdoor stories and photos, expert tips and advice,

10/01/2023

🌒 ଦିନ ଛୋଟ ରାତି ବଡ ହେଇଗଲାହେ ଭଗବାନ୍ ! କେତେ ଥଣ୍ଡା ବଢିଗଲା
28/11/2022

🌒 ଦିନ ଛୋଟ ରାତି ବଡ ହେଇଗଲା
ହେ ଭଗବାନ୍ ! କେତେ ଥଣ୍ଡା ବଢିଗଲା

🍌🍌 ଏଥିରେ ଅନେକ ଜରୁରୀ ପୋଷକ ତତ୍ତ୍ୱ ରହିଥାଏ ଯାହା ହଜମ, ହୃଦୟ ସ୍ୱାସ୍ଥ୍ୟ ଏବଂ ଓଜନ ନିୟନ୍ତ୍ରଣରେ ସହାୟକ ହୋଇଥାଏ |  କଦଳୀ ରେ ପୋଷକ ତତ୍ତ୍ୱ ...
28/11/2022

🍌🍌 ଏଥିରେ ଅନେକ ଜରୁରୀ ପୋଷକ ତତ୍ତ୍ୱ ରହିଥାଏ ଯାହା ହଜମ, ହୃଦୟ ସ୍ୱାସ୍ଥ୍ୟ ଏବଂ ଓଜନ ନିୟନ୍ତ୍ରଣରେ ସହାୟକ ହୋଇଥାଏ | କଦଳୀ ରେ ପୋଷକ ତତ୍ତ୍ୱ ଥାଏ ଯେପରିକି ଥିଆମିନ୍, ରାଇବୋଫ୍ଲାଭିନ, ନିୟାସିନ୍ ଏବଂ ଫୋଲିକ୍ ଏସିଡ୍ | ଏହା ବ୍ୟତୀତ କଦଳୀରେ ଭଲ ପରିମାଣର ଫାଇବର ମଧ୍ୟ ମିଳିଥାଏ, ଯାହା ପେଟକୁ ସୁସ୍ଥ ରଖିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

What's is this? Comments....
28/11/2022

What's is this? Comments....

🐥🐥ଇଏ ହେଉଛି ଏମିତି ଏକ ପ୍ରାଣୀ ଯାହାର ଆୟୁଷ କେବଳ ଗୋଟାଏ ମାସ....... Comments
27/11/2022

🐥🐥ଇଏ ହେଉଛି ଏମିତି ଏକ ପ୍ରାଣୀ ଯାହାର ଆୟୁଷ କେବଳ ଗୋଟାଏ ମାସ....... Comments

🌴"ଜୀବନ ଗଛରେ କେତେଯେ ପତ୍ର,ଫଳ, ଫୁଲ ଫଳେ,କେତେବେଳେ ଯେ ଝଡି ଯିବ ତାକୁ ନିଜକୁ ବି ଜଣା ନ ଥାଏ"
26/11/2022

🌴"ଜୀବନ ଗଛରେ କେତେଯେ ପତ୍ର,ଫଳ, ଫୁଲ ଫଳେ,
କେତେବେଳେ ଯେ ଝଡି ଯିବ ତାକୁ ନିଜକୁ ବି ଜଣା ନ ଥାଏ"

ଜଙ୍ଗଲି ବରକୋଳି!
24/11/2022

ଜଙ୍ଗଲି ବରକୋଳି!

Follow me.....
18/11/2022

Follow me.....

DAMAN, ଦୁର୍ଗମ ଆଞ୍ଚଲ ରେ ମ୍ୟାଲେରିଆ ନିରାକରଣ ପାଇଁ ଛିଡା ହୋଇଥିବା ଦାମନ୍ ହେଉଛି 2022 ଭାରତୀୟ ଓଡିଆ ଜୀବନୀ ସାମାଜିକ ନାଟକ ଚଳଚ୍ଚିତ୍ର ଯାହ...
15/11/2022

DAMAN, ଦୁର୍ଗମ ଆଞ୍ଚଲ ରେ ମ୍ୟାଲେରିଆ ନିରାକରଣ ପାଇଁ ଛିଡା ହୋଇଥିବା ଦାମନ୍ ହେଉଛି 2022 ଭାରତୀୟ ଓଡିଆ ଜୀବନୀ ସାମାଜିକ ନାଟକ ଚଳଚ୍ଚିତ୍ର ଯାହାକି ଦେବୀ ପ୍ରସାଦ ଲେଙ୍କା ଏବଂ Vishal Maurya ଦ୍ୱାରା ଲିଖିତ ଏବଂ ନିର୍ଦ୍ଦେଶିତ ଏବଂ ପ୍ରଦୀପ ସାମଲଙ୍କ ଦ୍ୱାରା ନିର୍ମିତ। Acter:- Babushaan Mahanty #2022

14/11/2022

ସବୁବେଳେ ସବୁକିଛି ପାଇବାର ଆଶା ହିଁ ମନୁଷ୍ୟ କୁ ଦୁଃଖ ଓ ଅଶାନ୍ତି ର ଅନ୍ଧକାର ମଧ୍ୟକୁ ଟାଣି ନେଇଥାଏ ! ତେଣୁ ଭଗବାନ ଯାହା ଦେଇଛନ୍ତି ସେଥିରେ ଖୁସି ହେବା ଉଚିତ ! ତେବେ ଯାଇ ଏ ସଂସାରରେ ଶାନ୍ତି ରେ ବଞ୍ଚି ପାରିବା !

🖐️Hello Friends :- ଏତେ ସୁନ୍ଦର ପ୍ରଜାପତି ଦେଖି ଯଦି ଆପଣ ଭାବୁଛନ୍ତି କଲର ପେନ୍ ରେ ଅବା କମ୍ପ୍ୟୁଟର ରେ ଅଙ୍କା ହେଇଛି ତାହେଲେ ଆପଣଙ୍କ ଭାବ...
07/11/2022

🖐️Hello Friends :- ଏତେ ସୁନ୍ଦର ପ୍ରଜାପତି ଦେଖି ଯଦି ଆପଣ ଭାବୁଛନ୍ତି କଲର ପେନ୍ ରେ ଅବା କମ୍ପ୍ୟୁଟର ରେ ଅଙ୍କା ହେଇଛି ତାହେଲେ ଆପଣଙ୍କ ଭାବିବା ଭୁଲ, ଇଏ ହେଉଛି ମିଉଜିୟମ ରେ ସାଇତି ରଖା ହେଇଥିବା ସେଇ ପ୍ରଜାପତି ର ମୃତ ଶରୀର (dead body) ଜାହାଙ୍କ ପ୍ରଜାତି ଲୋପ ପାଇଗଲାଣି! ଆପଣ YouTube ରେ ଜାଇକି ଏହି ପ୍ରଜାପତି ର (original ) ଭିଡ଼ିଓ ଦେଖିବା ପାଇଁ (search) କରନ୍ତୁ :-Odd Animal Specimens

🥤ଯଦି ଆପଣ ନିଜର ଓଜନ ହ୍ରାସ କରିବାକୁ ଚାହୁଁଥିଲେ ଦିନକୁ ୧/୨ଟା ପଇଡ଼ ପିଅନ୍ତୁ ! 100% natural
06/11/2022

🥤ଯଦି ଆପଣ ନିଜର ଓଜନ ହ୍ରାସ କରିବାକୁ ଚାହୁଁଥିଲେ ଦିନକୁ ୧/୨ଟା ପଇଡ଼ ପିଅନ୍ତୁ ! 100% natural

🥝Cure Your Blood Sugar Diabetes, Weight Loss, Skin Problems Like Acne, Pimples, Wrinkles, Dark Circles on Your Eyes, Hea...
05/11/2022

🥝Cure Your Blood Sugar Diabetes, Weight Loss, Skin Problems Like Acne, Pimples, Wrinkles, Dark Circles on Your Eyes, Heart Problem, Cholesterol Control. Also, Dragon Fruit is an Anti-Ageing Formula For Man and Women._ ଡ୍ରାଗନ୍ ଫଳ _

ଆମ ଓଡ଼ିଶାର ଘରେ ଘରେ ପରିଚିତ🍆 "ବାଇଗଣ ରାଇ"🍆
05/11/2022

ଆମ ଓଡ଼ିଶାର ଘରେ ଘରେ ପରିଚିତ🍆 "ବାଇଗଣ ରାଇ"🍆

ଇଏ ହେଉଛି ଆମ ଓଡ଼ିଶାର ବହୁତ ଲୋକଙ୍କ ର ପ୍ରିୟ ଖାଦ୍ୟ ........ ଆଲୁଚପ ବିରି ବରା ସାଙ୍ଗରେ ଟିକେ ଚଣା ତରକାରୀ 🍽️🥗        .LB
05/11/2022

ଇଏ ହେଉଛି ଆମ ଓଡ଼ିଶାର ବହୁତ ଲୋକଙ୍କ ର ପ୍ରିୟ ଖାଦ୍ୟ ........ ଆଲୁଚପ ବିରି ବରା ସାଙ୍ଗରେ ଟିକେ ଚଣା ତରକାରୀ 🍽️🥗 .LB

" #ପ୍ରଭାତଖବର ରେ ପ୍ରସାରିତଖବର" କମ୍ପାନୀ କର୍ମଚାରୀମାନଙ୍କୁ ଏହାର ମେଲ ମାଧ୍ୟମରେ କହିଛି - ଯଦି ଆପଣ ଅଫିସକୁ କିମ୍ବା ଅଫିସକୁ ଯାଉଛନ୍ତି, ତେ...
04/11/2022

" #ପ୍ରଭାତଖବର ରେ ପ୍ରସାରିତଖବର" କମ୍ପାନୀ କର୍ମଚାରୀମାନଙ୍କୁ ଏହାର ମେଲ ମାଧ୍ୟମରେ କହିଛି - ଯଦି ଆପଣ ଅଫିସକୁ କିମ୍ବା ଅଫିସକୁ ଯାଉଛନ୍ତି, ତେବେ ଘରକୁ ଫେରନ୍ତୁ | ଏହାପୂର୍ବରୁ କମ୍ପାନୀ ଏହାର କର୍ମଚାରୀମାନଙ୍କୁ ଏକ ଇମେଲ ପଠାଇଥିଲା ଯେ ସେମାନେ ରହିବେ କିମ୍ବା ଚାକିରି ଛାଡିବେ, ସେମାନଙ୍କୁ ମେଲ ମାଧ୍ୟମରେ ଜଣାଇ ଦିଆଯିବ।
# ଏଲୋନ୍ ମସ୍କ # ଟ୍ୱିଟର

03/11/2022

❤️❤️

03/11/2022
🐠🐠
03/11/2022

🐠🐠

इस पेड़ का नाम क्या है?
30/10/2022

इस पेड़ का नाम क्या है?

🌿🌿अगर आप के चेहरे में किसी भी प्रकार का दाग धब्बा है तो एलोवेरा जेल का इस्तेमाल जरूर करें। ""100% natural""             ...
30/10/2022

🌿🌿अगर आप के चेहरे में किसी भी प्रकार का दाग धब्बा है तो एलोवेरा जेल का इस्तेमाल जरूर करें। ""100% natural""

🤹अगर आप अपना वजन बढ़ाना चाहते हैं तो सुबह नाश्ते में साबूदाना एक कटोरा खाइए, फिर देखिए मैजिक! 🙅
28/10/2022

🤹अगर आप अपना वजन बढ़ाना चाहते हैं तो सुबह नाश्ते में साबूदाना एक कटोरा खाइए, फिर देखिए मैजिक! 🙅

28/10/2022

Morning breakfast 🍱  🍱
28/10/2022

Morning breakfast 🍱
🍱

मेरी ओर मेरे परिवार की तरफ से आप सभी को दीपावली की हार्दिक शुभकामनाएं। 🪔
24/10/2022

मेरी ओर मेरे परिवार की तरफ से आप सभी को दीपावली की हार्दिक शुभकामनाएं। 🪔

24/10/2022

Happy Diwali to all 🎉🪔🪔

07/10/2022

युद्ध की संभावना में जी रहे सब देश सुन लें,
युद्ध भी है बुद्ध भी है जिसे चाहे उसे चुन लें.

Address


Website

Alerts

Be the first to know and let us send you an email when Anand Kumar.LB posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Anand Kumar.LB:

Videos

Shortcuts

  • Address
  • Alerts
  • Contact The Business
  • Videos
  • Claim ownership or report listing
  • Want your business to be the top-listed Media Company?

Share