Ganjam Khandasala

  • Home
  • Ganjam Khandasala

Ganjam Khandasala Contact information, map and directions, contact form, opening hours, services, ratings, photos, videos and announcements from Ganjam Khandasala, Digital creator, .

ସେହିମାନଙ୍କ ଆଗରେ ଆଜି ବି ପିଲା l ଏଡୁଟେରୁ ଏଡେ ଯାଏଁ l ଦେଠେଇ ହାତରୁ ଅମୃତର ଆସ୍ବାଦନ l ସକାଳୁ ସକାଳୁ ବିବିଧ ବ୍ୟଞ୍ଜନ😋
10/05/2025

ସେହିମାନଙ୍କ ଆଗରେ ଆଜି ବି ପିଲା l ଏଡୁଟେରୁ ଏଡେ ଯାଏଁ l ଦେଠେଇ ହାତରୁ ଅମୃତର ଆସ୍ବାଦନ l ସକାଳୁ ସକାଳୁ ବିବିଧ ବ୍ୟଞ୍ଜନ😋

ଭୋଜିଘରେ ଖନ୍ଦାଶାଳ ସମ୍ଭାଳିବା ଦାୟିତ୍ବଟା ଊଣା ପାଇଟି ନାଇଁ ବା l ଟେକା, ଥୁଆ, ଦିଆ, ନିଆ କରୁ କରୁ ଆଉ ନିଅରେ, ଆଣରେ, ତୁଛରେ, ବାଢ଼ରେ, ଅଜାଡ଼ର...
19/04/2025

ଭୋଜିଘରେ ଖନ୍ଦାଶାଳ ସମ୍ଭାଳିବା ଦାୟିତ୍ବଟା ଊଣା ପାଇଟି ନାଇଁ ବା l ଟେକା, ଥୁଆ, ଦିଆ, ନିଆ କରୁ କରୁ ଆଉ ନିଅରେ, ଆଣରେ, ତୁଛରେ, ବାଢ଼ରେ, ଅଜାଡ଼ରେ, ବେଗି କାଢ଼ରେ ଗୁରାଳି ନପକେଇଲେ ସହଜରେ ତୁଲ ହଉଚି କିହେ କୋଓଠେ😀

ମେରୁ, ଓଡ଼ିଆ ନବବର୍ଷ, ପଣା ସଂକ୍ରାନ୍ତି, ମହାବିଷୁବ ସଂକ୍ରାନ୍ତି ଏବଂ ହନୁମାନ ଜୟନ୍ତୀରେ ଆପଣଙ୍କୁ ଶୁଭେଚ୍ଛା, ଶୁଭକାମନା ଓ ସୁମନାସ l ପ୍ରଣାମ🙏...
14/04/2025

ମେରୁ, ଓଡ଼ିଆ ନବବର୍ଷ, ପଣା ସଂକ୍ରାନ୍ତି, ମହାବିଷୁବ ସଂକ୍ରାନ୍ତି ଏବଂ ହନୁମାନ ଜୟନ୍ତୀରେ ଆପଣଙ୍କୁ ଶୁଭେଚ୍ଛା, ଶୁଭକାମନା ଓ ସୁମନାସ l ପ୍ରଣାମ🙏

ଭୋଜିରେ ଯେତିକି ଖାଇ ପାରିବେ ସେତିକି ହିଁ ଆଣନ୍ତୁ l ପତର ନିର୍ମଳ କରିକି ଖାଆନ୍ତୁ l ଖାଇଲା ଉତ୍ତାରୁ ଆଉ ଗଣ୍ଡେ, ମୁଠେ ଲୋଡ଼ା ହେଲେ ଆଉଥରେ ଆଣନ...
09/04/2025

ଭୋଜିରେ ଯେତିକି ଖାଇ ପାରିବେ ସେତିକି ହିଁ ଆଣନ୍ତୁ l ପତର ନିର୍ମଳ କରିକି ଖାଆନ୍ତୁ l ଖାଇଲା ଉତ୍ତାରୁ ଆଉ ଗଣ୍ଡେ, ମୁଠେ ଲୋଡ଼ା ହେଲେ ଆଉଥରେ ଆଣନ୍ତୁ ସିନା; ଲୋଭରେ ଭୋଉତୁ ଆଣିକିରି ଫଙ୍ଗା ଫୋପଡ଼ା କେବେ କରନ୍ତୁ ନାହିଁ🙏

ଫଳରାଜ ଆମ୍ବ l ଆମ୍ବର ଅନେକ ନାଁ l ଆପଣଙ୍କ ଅଞ୍ଚଳରେ କୋଉ କୋଉ ପ୍ରକାର ଆମ୍ବ ସବୁ ମିଳେ🍑
02/04/2025

ଫଳରାଜ ଆମ୍ବ l ଆମ୍ବର ଅନେକ ନାଁ l ଆପଣଙ୍କ ଅଞ୍ଚଳରେ କୋଉ କୋଉ ପ୍ରକାର ଆମ୍ବ ସବୁ ମିଳେ🍑

ମାଟିର ମହକ ତୁମେ ହେ ଦିବ୍ୟ ପ୍ରସାଦଦର୍ଶନ ମାତ୍ରକେ ଆହା ହୃଦେ କି ଆନନ୍ଦ llଭାତ, ଡ଼ାଲି, ଘାଣ୍ଟ ଆଉ ଆମ୍ବିଳା ଅଳପଗଞ୍ଜାମର ମଞ୍ଜ-ଖଞ୍ଜ ଅସଲ ଆଳା...
25/03/2025

ମାଟିର ମହକ ତୁମେ ହେ ଦିବ୍ୟ ପ୍ରସାଦ
ଦର୍ଶନ ମାତ୍ରକେ ଆହା ହୃଦେ କି ଆନନ୍ଦ ll

ଭାତ, ଡ଼ାଲି, ଘାଣ୍ଟ ଆଉ ଆମ୍ବିଳା ଅଳପ
ଗଞ୍ଜାମର ମଞ୍ଜ-ଖଞ୍ଜ ଅସଲ ଆଳାପ🙏

20/03/2025

ଜୀବନ ଧନ 'ପଖାଳ'ଙ୍କର ଜୟ ହେଉ l ସବୁକାଳେ ପ୍ରାପ୍ତ ହଉଥାଉ😋

ଫଗୁଣ ଉତ୍ସବ ହୋଲିର ଅଭିନନ୍ଦନ🙏
15/03/2025

ଫଗୁଣ ଉତ୍ସବ ହୋଲିର ଅଭିନନ୍ଦନ🙏

ସମସ୍ତଙ୍କ ମଙ୍ଗଳ ନିମନ୍ତେ କରଯୋଡ଼ି ପ୍ରାର୍ଥନା l ମଧ୍ୟରାତ୍ରରୁ ମହାଦୀପ ଉଠିବା ପର୍ଯ୍ୟନ୍ତ ଅପେକ୍ଷା l ଜୟ ପ୍ରଭୁ ଲୋକନାଥ ଦେବ🙏
26/02/2025

ସମସ୍ତଙ୍କ ମଙ୍ଗଳ ନିମନ୍ତେ କରଯୋଡ଼ି ପ୍ରାର୍ଥନା l ମଧ୍ୟରାତ୍ରରୁ ମହାଦୀପ ଉଠିବା ପର୍ଯ୍ୟନ୍ତ ଅପେକ୍ଷା l ଜୟ ପ୍ରଭୁ ଲୋକନାଥ ଦେବ🙏

Address


Website

Alerts

Be the first to know and let us send you an email when Ganjam Khandasala posts news and promotions. Your email address will not be used for any other purpose, and you can unsubscribe at any time.

  • Want your business to be the top-listed Media Company?

Share