ନିୟତି
Congratulations @saanu_actor
& Congratulations team
Our Hero SAANU won best actor award at prestigious ବାଣୀଚିତ୍ର awards 2024
🎉✨️💖🥳
ସନ୍ଦୀପ ର ଇଚ୍ଛା ହବ ସିଏ କୋଟିପତି ,
ଏଥିପାଇଁ ସ୍ଵପ୍ନ ଦେଖେ ଦିନରାତି ,
ହେଲେ କଣ ତା ସ୍ଵପ୍ନ ପୂରଣ କରିବ #ନିୟତି ?
Introducing Ankit Pattnaik as Sandeep
#ନିୟତି 21 July 2023
Tomorrow 7.30am to 8.30am only on News7
କାଳୀ ର କଥା ଯେଉଁଠି
ବିକାଶ ର ହଁ ସେଇଠି
ସାଙ୍ଗ,ସାଥି ମେଳିରେ ଆସର ତାର
ଆଇଡିଆ ଚମ୍ପିୟାନ ହେଲେ ବି #ନିୟତି କରିବ ବିଚାର ୲
21 July 2023 at Your Nearest CineMaa Halls
ରଣଜିତ ର ନଜରରେ ରହିଛି ସାରା ସହର
ଆଖିରେ ଆଖି ମିଶେଈ ସେ ଝିଅଙ୍କୁ କରେ ଆପଣାର
ହଲ୍ ରେ ଦେଖିବ ରଣଜିତ୍ ର ଖେଳ
ନିୟତି ହିଁ ହେଇଛି ସଭିଁଙ୍କ କାଳ ୲
#ନିୟତି
21 July 2023 at Your Nearest CineMaa Halls
ରଣଜିତ ର ନଜରରେ ରହିଛି ସାରା ସହର
ଆଖିରେ ଆଖି ମିଶେଈ ସେ ଝିଅଙ୍କୁ କରେ ଆପଣାର
ହଲ୍ ରେ ଦେଖିବ ରଣଜିତ୍ ର ଖେଳ
ନିୟତି ହିଁ ହେଇଛି ସଭିଁଙ୍କ କାଳ ୲
#ନିୟତି
21 July 2023 at Your Nearest CineMaa Halls
ଖେଳ ଯାହା ବି ହେଉ, ଗୋଟି କାଳି ଚଲାଏ
ମାମଲା ଯାହା ବି ଥାଉ, ବକରା କାଳି ଫସାଏ
Relax boys....Relax....21 July ରେ hall ଆସ, matter ଟା କଣ ଜାଣି ପାରିବ !!!
କାଳି ଆସୁଛି....
#ନିୟତି
ଖେଳ ଯାହା ବି ହେଉ, ଗୋଟି କାଳି ଚଲାଏ
ମାମଲା ଯାହା ବି ଥାଉ, ବକରା କାଳି ଫସାଏ
Relax boys....Relax....21 July ରେ hall ଆସ, matter ଟା କଣ ଜାଣି ପାରିବ !!!
କାଳି ଆସୁଛି....
#ନିୟତି
#ନିୟତି - Official Trailer
Releasing 21 July 2023 , at CineMaa Halls all over Odisha.
ଟ୍ରେଲର୍ ଦେଖନ୍ତୁ l ଯଦି ଭଲ ଲାଗିବ ତେବେ *୨୧ ଜୁଲାଇ* ଆପଣଙ୍କ ନିକଟସ୍ଥ ସିନେମା ହଲ୍ କୁ ଆସି ନିଶ୍ଚୟ ଦେଖିବେ ୲
ORIGINAL ODIA CINEMAA
କେବଳ ସିନେମା ହଲ୍ ରେ
21 July 2023
ନିଜ ପରିବାରକୁ ସୁଖ ଶାନ୍ତିରେ ରଖିବା ପାଇଁ ପ୍ରତ୍ୟେକ ମଣିଷ ଆପ୍ରାଣ ଚେଷ୍ଟା କରେ
ସମୟେ ସମୟେ ନିୟତିର ନିଷ୍ପତି ବଦଳେ, ଏବଂ ସଙ୍କଟ ଆସି ନିକଟରେ ପହଂଚେ, ସଜାଗ ହେଇ ବି ଶତ୍ରୁକୁ ହରେଇବା ଅସମ୍ଭବ ମନେହୁଏ, ହେଲେ ମନେପଡେ ପରିବାର,ସମସ୍ତ ସଙ୍କଟକୁ ଶେଷ କରିବାପାଇଁ ଲଢେଇ ଚାଲେ ଜୋରଦାର୍, ସମୟ ନେବାକୁ ଚାହେଁ ନିଷ୍ପତି, ହେଲେ ପ୍ରତି ମୁହୁର୍ତ ରେ ଦିଗ ବଦଳାଏ "ନିୟତି" ୲
○
○
○
○
○
ରଜ ସଜବାଜ ଭିତରେ,
ରଥି ମହାରଥି ମାନଙ୍କ ଆଗମନ ପରେ,
ସେମତି ସିନେମା ହଲ୍ ରେ ଥିବ ତାତି,
ସବୁ ଅପେକ୍ଷାର ଅନ୍ତ ଘଟେଇ ଖୁବ୍ ଶିଘ୍ର ଆସୁଛି #ନିୟତି ୲
○
○
○
○
Regards
S3 Movies & RISA Films
Wishing You a Very Very HAPPY BIRTH DAY 🌟
@uditguru 💙💙💙💙
Many Many Happy Returns of the Day 🎉
Mahaprabhu Bless You with all the Happiness and Success
As #ବିକାଶ in #ନିୟତି
Marathon Sitting from 11am to next morning 8am,
Our Very Talented Stylish Vision Waala Editor @_sipun.kd_ & Director @pinakisrichandan working very hard to make final cuts.
#ନିୟତି
●
●
●
●
●
●
●
●
●
●
●
●
@sanu.21
@samaresh.routray
@premlatharoutray
@sanjibjena129
@krishnakar3
@pupulbhuyan
@abhijitpatra_official
@bishanbalabhadra
@ankit_pattnaik
@iakshay.akn
@nabajyotipanda
@sarbes_dash
@sahooadhikari
@kalinga.jaysingh
@abhi.pupun007
@dharitri__panda
@soumyaranjan8193
@aimon_austin
@kiransahani780
@devil___avi
@pratik_mishra_lucky
@satapathyabhinash