
10/11/2024
କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ଏକଡାଳ ଗ୍ରାମ ରେ 108 କଳସ ଶୋଭାଯାତ୍ରା ଦେଖିବାକୁ ମିଳିଛି!
ସୂଚନା ମୁତାବକ ଆଜକୁ ପ୍ରାୟ ଦୀର୍ଘ 13 ବର୍ଷ ଧରି ସଲିଲ କୁମାର ରଣା ଓ ମା ତାରିଣୀ ମାତୃ ମଣ୍ଡଳୀ କମିଟି ଙ୍କ ନେତୃତୁରେ ରୁଦ୍ର ମହା ଯଂଜ୍ଞ ଶ୍ରୀ ଶ୍ରୀ ବିଶ୍ୱନାଥ ଜୀଉ ଙ୍କ ପୀଠରେ ଅନୁଷ୍ଠିତ ହୋଇ ଆସୁଛି ଠିକ ସେହି ପରି ଚଳିତ ବର୍ଷ କାର୍ତ୍ତିକ ମାସ ଶୁକ୍ଲପକ୍ଷ ତା 10 ରିଖ ଠାରୁ 15 ରିଖ ପର୍ଯ୍ୟନ୍ତ ରୁଦ୍ରମହା ଯଂଜ୍ଞ ଅନୁଷ୍ଠିତ ହେବାକୁ ଯାଉଛି ଆଜି ଅପରାହ୍ନ ରୁ 108 କଳସ ଶୋଭାଯାତ୍ରା ସହ ପୂଜା କାର୍ଯ୍ୟ ଆରମ୍ଭ ହୋଇଛି କର୍ତା ଭାବେ ସୁନୀଲ କୁମାର ହୋତା ସାମିଲ ହୋଇଛନ୍ତି ଓ ସମସ୍ତ ଗ୍ରାମ ବାସି ବୃନ୍ଦ ସାହାଯ୍ୟ ସହଯୋଗ କରିଛନ୍ତି....