13/05/2022
ଦୁର୍ନୀତି ର ଗନ୍ତା ଘର ବେଗୁନିଆ ବୋଲ ଗଡ଼ ବ୍ଲକ
13-5-0-22ଖୋର୍ଦ୍ଧା ବେଗୁନିଆ ବ୍ଲକ କଥା ସମସ୍ତ ଜିଲ୍ଲା ବାସୀ ଜାଣନ୍ତି ଏଠି ମହା ଦୁର୍ନୀତି ର ଚେର ପତଳା କୁ ଲମ୍ବିଛି ଗୁଣ୍ଡା ଦଲାଲ ଏଜେଣ୍ଟ ଙ୍କ ଚରା ଭୁମି ଏହି ବ୍ଲକ ରେ କାର୍ଯ୍ୟ ରତ 10-ବର୍ଷ ରୁ ଉର୍ଦ୍ଧ ଯନ୍ତ୍ରୀ ଜିଲ୍ଲା ର ବହୂ ବ୍ଲକ ରେ କର୍ଯ୍ୟ କରି ବେଶ ବାନା ଉଡାଇ ନାମ କରିଛନ୍ତି ବସ ଆଉ ଟ୍ରକ ମାନଙ୍କ ସେବରେ ସେ ପୁରା ଉଚ୍ଚର୍ଗୀକୃତ ଦ୍ୱତୀୟ ରେ ଗଲା ଗ୍ରାମ୍ୟ ଉର୍ନୟନ ବିବାଗ ଦୀର୍ଘ 3-ଉର୍ଦ୍ଧ ସମୟ ତାଙ୍କ ଅଫିସ ବନ୍ଦ କି କାର୍ଯ୍ୟରତ ଯନ୍ତ୍ରୀ ଙ୍କର ଦର୍ଶନ ନାହିଁ ଏହି ବିଭାଗ କାର୍ଯ୍ୟ କରୁଛି କି ନାହିଁ ତାହା ସନ୍ଦେହ ଘେର ରେ ବେଗୁନିଆ ବ୍ଲକ ର ସହ କାରୀ ଯନ୍ତ୍ରୀ ନିଜ ନାମ ରେ ସମସ୍ତ ୱାର୍କ ଓଡ଼ର ଓ ଗୋଟେ ଗ୍ରୁଫ କରି ବାଣ୍ଟି କୁଣ୍ଟି ଚଳୁ କରି ବାରେ ଭାରି ବ୍ୟସ୍ତ ଦୀର୍ଘ 10-ବର୍ଷ ରୁ ଉର୍ଦ୍ଧ ସମୟ ବ୍ଲକ ସହ କାରୀ ଯନ୍ତ୍ରୀ ବଦଳି ନହେବା ଏହା ସନ୍ଦେହ ସୃଷ୍ଟି କରୁଛି ଏସବୁ ଜିଲ୍ଲା ପ୍ରଶାସନ ଆଖି ସାମ୍ନା ରେ ଘତୁ ଥିଲେ ମଧ୍ୟ ଧୃତ ରାଷ୍ଟ୍ର ସଜି ସଞ୍ଜୟ ଉଵାଚ ଶୁଣି କାମ ଚାଲିଛି ଭିଜିଲାନ୍ସ ବିଭାଗ ଟିକେ ନଜର ପକାଇଲେ ସବୁ ଚକ ଚକ ହୋଇ ଦେଖା ଯାଆନ୍ତା ବୋଲି ସାଧାରଣ ରେ ବେଗୁନିଆ ଲୋକ ଚର୍ଚ୍ଚା କରୁଛନ୍ତି 👍