PC News Tv

PC News Tv May I help you

ହୋଲି ଉପଲକ୍ଷେ ଆମ ନ୍ୟୁଜ୍ ଚ୍ୟନେଲ ତରଫ ରୁ ଅନେକ ଅନେକ ଶୁଭେଚ୍ଛା ଶୁଭକାମନା Happy Holi
29/03/2021

ହୋଲି ଉପଲକ୍ଷେ ଆମ ନ୍ୟୁଜ୍ ଚ୍ୟନେଲ ତରଫ ରୁ ଅନେକ ଅନେକ ଶୁଭେଚ୍ଛା ଶୁଭକାମନା
Happy Holi

07/02/2021
ଯାଜପୁର ଜିଲ୍ଲା- କୋରାଇ ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମ ପଞ୍ଚାୟତ ମୁକୁନ୍ଦପୁର ଗ୍ରାମରେ / ପଦ୍ମଲାଭ ସେଠି ଙ୍କ ଝିଅ ବୟସ (୭) ଲକ୍ଷ୍ମୀପ୍ର...
27/12/2020

ଯାଜପୁର ଜିଲ୍ଲା- କୋରାଇ ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମ ପଞ୍ଚାୟତ ମୁକୁନ୍ଦପୁର ଗ୍ରାମରେ / ପଦ୍ମଲାଭ ସେଠି ଙ୍କ ଝିଅ ବୟସ (୭) ଲକ୍ଷ୍ମୀପ୍ରିୟା ସେଠି ଙ୍କୁ କିଛି ପିଲା ଚୋର ଚକ୍ଲେଟ ଦେବେ କହି ତାଙ୍କ ସାଙ୍ଗରେ ନେଇଯାଇଥିଲେ ଗାଁ ଲୋକ କୋଜାଖୋଜି ପରେ ଚୋର ତିକୁ ଧରି ଗ୍ରାମବାସୀ ମାଡ଼ ମାରିବା ପରେ ରାସ୍ତା ରେ ଟାୟାର ଜାଳି ପୋଲିସ ଭାନ କୁ ଅଟକାଇଥିଲେ

ଧାମନଗର 30/10( ଧନଜୟ ଦୀକ୍ଷିତ ) ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀ ର ଦକ୍ଷିଣବାଡ଼ ପଂଚାୟତ ର ଯୁବକ ସତ୍ୟଜିତ ପଣ୍ଡା ( ବୁବୁନ ପଣ୍ଡା ...
31/10/2020

ଧାମନଗର 30/10( ଧନଜୟ ଦୀକ୍ଷିତ ) ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀ ର ଦକ୍ଷିଣବାଡ଼ ପଂଚାୟତ ର ଯୁବକ ସତ୍ୟଜିତ ପଣ୍ଡା ( ବୁବୁନ ପଣ୍ଡା ) କୁ କିଛି ଦୃବୁତ ଆଜି ଦିନ 3 ଟାରେ ଧାମନଗର କୋର୍ଟ ସାମ୍ନାରେ ଅତିନିର୍ମମ ଭାବରେ ହତ୍ୟା କରିଛନ୍ତି, ପୋଲିସ ପହଂଚି ମୃତ୍ ଶରୀର କୁ ପଞ୍ଚନାମା କୁ ପଠାଇଵା ସହ ଅଂଚଳରେ ଛାନବିନ ଆରମ୍ଭ କରିଛି, ମୃତ ପରିବାର ଙ୍କ ନିକଟରୁ ସୂଚନା ଅନୁସାରେ ବିଗତ କିଛିଦିନ ପୂର୍ବରୁ ଦୁର୍ବୁତ୍ତ ଙ୍କ ସହ ଝଗଡା ହୋଇଥିଲା ଏବଂ ଏହାର ସମାଧାନ ବି ହୋଇସାରିଥିଲା କିନ୍ତୁ ଆଜି ମୃତ ଯୁବକ କୋଣସି ଜରୁରୀ କାମରେ ଯିବା ରାସ୍ତା ତାଙ୍କୁ ଧାମନଗର କୋର୍ଟ ସାମ୍ନା ରେ ଅଟକାଇ ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିବାର ସୂଚନା ମିଳିଛି...

11/09/2020

ପୋଲିସି ଜନତା ମୁହାଁ ମୁହିଁ।
ଯାଜପୁର ଜିଲ୍ଲା (ଧନଜୟ ଦୀକ୍ଷିତ )କୁଆଖିଆ ଥାନା ଖରସ୍ରୋତା ପୋଲ ଉପରେ ଅଭାବନୀୟ ଘଟଣା ,ଟ୍ରକ ଧକ୍କାରେ ମାମୁ ଭଣଜା ମୃତ୍ୟୁ। ସୂଚନା ମୁତାବକ ମୃତ ମଧୁବନ ନଗୁଆଁ ଗାଁର ରାଜକିଶ୍ୱର ମହାନ୍ତି ନିଜର ଭଉଣୀ ଘର ଅଫସରପୁର ଗାଁକୁ ଯୁତିଆ ଓଷା ଭାର ଦେବା ପାଇଁ ଭଣଜାକୁ ନେଇ ଯାଉଥିଲେ। ଖରସ୍ରୋତା ନଦୀ ବ୍ରିଜ୍ ଉପରେ ଗୋଟେ ଟ୍ରକ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ମାମୁ ଭଣଜାର ମୃତ୍ୟୁ ଘଟିଛି। ତେବେ ଦୁର୍ଘଟଣା କରିଥିବା ଟ୍ରକଟି ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛି।ସ୍ଥାନୀୟ ଲୋକେ କିଛି ସମୟ ପାଇଁ ରାସ୍ତା ଅବରୋଧ କରିଥିଲେ। ତେବେ ଖବର ପାଇ ଖୁଆଖିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ଥିବା ବେଳେ ପୋଲିସି ଜନତା ମୁହାଁ ମୁହିଁ ହୋଇଥିଲେ ।ଶେଷରେ ପୋଲିସି କୁ ମଧ୍ୟ ମାଡ ମାରିଥିବା ଦେଖିବାକୁ ମିଳିଛି ଏହି ଭିଡ଼ିଓ ରେ।ତେବେ ପୋଲିସି ଶବକୁ ବ୍ୟବଚ୍ଛେଦ ପାଇଁ ଯାଜପୁର ଟାଉନ ପଠାଇ ଦୁର୍ଘଟଣା କାରଣ ସମ୍ପର୍କରେ ତଦନ୍ତ ଜାରି ରଖିଛନ୍ତି।

     -2020.    in   work. #କଳ୍ପନା  #ଛକ  #ଟୋକା  #ସଂଘ( #ଭୁବନେଶ୍ୱର)
07/09/2020

-2020.
in work.
#କଳ୍ପନା #ଛକ #ଟୋକା #ସଂଘ( #ଭୁବନେଶ୍ୱର)

02/09/2020

#ଯାଜପୁର ଜିଲ୍ଲାର #କୋରେଇ ବ୍ଲକ ଅନ୍ତର୍ଗତ #ଗୋଲେଇପୂର ପଞ୍ଚାୟତ ଅଧିନସ୍ତ #ସୋତି, #ଟିକର୍, #ସାହାପୁର
ଯାଜପୁର #ବ୍ଲକ ଅନ୍ତର୍ଗତ #ବେରୁଦା #ଗ୍ରାମପଞ୍ଚାୟତ।
#ବରୀ ବ୍ଲକ ଅନ୍ତର୍ଗତ #ବ୍ରହ୍ମବର୍ଦା। ବନ୍ୟା ପିଡିିତଙ୍କୁ ଭେଟିଲେ ଯାଜପୁର କିନ୍ନର ସଂଘ ର #ସଭାପତି #କାଜଲ #ନାୟକ,ଯୁବ #ସମାଜସେବୀ #ପ୍ରହ୍ଲାଦ, #ସ୍ମିତା, #ହାପି ଏବଂ #ସହଯୋଗୀ #ବନ୍ଧୁ। ଶୁଖିଲା ଖାଦ୍ୟ ବଣ୍ଟନ ମହମବତୀ ବାଣ୍ଟିଲୁ।। #ବ୍ରହ୍ମବର୍ଦା ବନ୍ୟା ସ୍ରୋତରେ ଭାସିଯାଇ ପ୍ରାଣ ହରାଇଥିବା ବ୍ୟକ୍ତି ଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।।।।

29/08/2020

ଯାଜପୁର ଜିଲ୍ଲା/ ଦଶରଥପୁର ବ୍ଲକ ଅନ୍ତର୍ଗତ ବୈତରଣୀ ନଦୀରେ ବନ୍ୟ ଅସିବାରୁ ମଙ୍ଗଳପୁର ଦତପୂର୍ ପୁରା ଜଳ ମଗ୍ନା

28/08/2020

ଯାଜପୁରଜିଲ୍ଲା/କୋରାଇ ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମରେ Kajal Apa helped poor people of Mukundapur village in this flood situation

27/08/2020

ମୁକୁନ୍ଦପୁର ଗ୍ରାମରେ ବୈତରଣୀ ନଦୀର ପ୍ରକୋପ କିଛି ଲାଇଭ ଫୋଟେଜ ଆପଣ ମାନଙ୍କ ପାଇଁ

27/08/2020

ମୁକୁନ୍ଦପୁର ଗ୍ରାମରେ ବୈତରଣୀ ନଦର ପ୍ରକୋପ ଗ୍ରାମବାସମାନେ ଭୟାବିତ ଆମ News reporter ଲାଇଭ ଫୁଟେଜ୍ ସକଳର ଖବର

26/08/2020

ବୈତରଣୀ ନଦୀର ପ୍ରକୋପ ଆମ news repoter ଆସି ପହଞ୍ଚିଚନ୍ତୀ ମଥୁରା ପୁର ଗ୍ରାମର ବୀଜ ଊପରେ

26/08/2020

ଆମେ ଅଶି ପହଣିଚୁ ମୁକୁନ୍ଦପୁର କୋଠ ଗଡ଼ିଆ ଅଂଚଳରେ ବୈତରଣର ନଦି ଖୁବ ପ୍ରକୋପ୍

26/08/2020

ବୈତରଣୀ ନଦୀ କୁବ ଜୋରେ ଭଢ଼ି ଚାଲିଛି ଦେଖାନ୍ତୁ ଲାଇଭ ଫୁତେଜ

Address

CA

Telephone

+17608878794

Website

Alerts

Be the first to know and let us send you an email when PC News Tv posts news and promotions. Your email address will not be used for any other purpose, and you can unsubscribe at any time.

Videos

Shortcuts

  • Address
  • Telephone
  • Alerts
  • Videos
  • Claim ownership or report listing
  • Want your business to be the top-listed Media Company?

Share