ଯାତ୍ରା ନାଇକା କହିଲେ,ସ୍ତ୍ରୀ ମାନଙ୍କ ର ଗୋଲ ଗୋଲ, ପୁରୁଷ ମାନଙ୍କ ଲମ୍ବା, ଉତ୍ତର ଦିଅ
ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ନୂତନ କର୍ମ ସାଳା ଉଦ୍ଘାଟନ ତଥା ମଣିସଜୀବନରେ ଘଟୁଥିବା ଘଟଣା ଦୁର୍ଘଟଣା କୁ ନେଇ ଇଣ୍ଟରନାସିନାଲ ହିଉମାନ ରାଇଟ ଡିଫଣ୍ଡରସ ପକ୍ଷରୁ ଏକ ସମ୍ବାଦିବସମିଳନି ଓଡିଶା ରାଜ୍ୟ ଶାଖା ନୂଆ ଅଫିସ vss ନଗର ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହାର ମୂଳ ଉଦେଶ୍ୟ ହେଲା ଦଳିତ,ଗରିବ,ନିଷ୍ପେସିତ,ନିର୍ଯ୍ୟାତିତ ଲୋକମାନଙ୍କ ପାଇଁ ଏହି ଅନୁଷ୍ଠାନ ଦେବଦୂତ ଭଳି ସାହାଯ୍ୟର ହାତ ବଢ଼ାଇବା ଯେଉଁ ମାନଙ୍କର ଅଧିକାର କ୍ଷୁର୍ଣ୍ଣ ହେଉଛି ସେମାନଙ୍କ ପାଖରେ ପ୍ରତ୍ୟକ ସମୟରେ ଆଗଭର ହୋଇ ଅନ୍ୟାୟ ,ଅତ୍ୟାଚାର ବିରୁଦ୍ଧରେ ସଂଗ୍ରାମ ଜାରି ରଖିବ ।ଏହି କାର୍ଯ୍ୟ କ୍ରମରେ ରାଜ୍ୟ ସଭାପତି ଜିତେନ୍ଦ୍ର ପାତ୍ର ଥିବାବେଳେ ,ଚେୟାର ମ୍ୟାନ ମୀନକେତନ ପଟ୍ଟନାୟକ ଓ ବାରିଷ୍ଟ ସାମ୍ବାଦିକ ତଥା ଇଣ୍ଟର ନାସିନାଲ ହିଉମାନ ରାଇଟ ଡିଫଣ୍ଡର ର ନାସିନାଲ ମିଡିଆ ଚିଫ ସୁଧାଂଶୁ ଦେଓ ଉପସ୍ଥିତ ଦେଖିବାକୁ ମିଳିଥିଲା ।
ହୋଟେଲ ଯଯାତି ଠାରେ ଓଡିଶା ଡ୍ରା ଇ ଭ ର ମହା ସଙ୍ଘ ରୁ ପ୍ରେସ ମିଟ ଅନୁଷ୍ଠିତ ହେଇଯାଇଛି ଏହି ପ୍ରେସ ମିଟ ରେ ଡ୍ରା ଇ ଭ ର ମହା ସଙ୍ଘ ତରଫରୁ ସରକାର ଙ୍କୁ 11ଟି ଦାବି ପୁରୁଣ ପାଇଁ ଦିୟା ଯାଇଥିଲା କିନ୍ତୁ ସରକାର 5ଟି ଦାବି ମାନି ଥିଲା ବେଳେ ଅନ୍ୟ ଦାବି କୁ ପୁରୁଣ କରିବା ପାଇଁ କହିଥିଲେ କିନ୍ତୁ ଏଥିରେ ସରକାର କୋଣସି ଦାବି କୁ ପୂରଣ କରି ନାହାନ୍ତି ସେଥିପାଇଁ ଆମେ କାଲି ଓଡିଶା ର ସବୁ ଜ଼ିଲ୍ଲା ରେ ଜ଼ିଲ୍ଲା ପାଳ ଙ୍କୁ ଦାବି ପତ୍ର ଦେବୁ ତାହା କୁ ଯଦି ସରକାର ନ ଗ୍ରହଣ କରିବେ ତାହେଲେ ବଡ଼ ଆନ୍ଦୋଳନ ହେବ ବୋଲି ଚେତାବୁନି ଦେଇଥିଲେ
ରବିନ୍ଦ୍ର ମଣ୍ଡପ ରେ ଷ୍ଟାର ଫିଲ୍ମ ଆୱାର୍ଡ ଅନୁଷ୍ଠିତ ହେଇଯାଇଛି ଏଥିରେ ଓଡ଼ିଆ ଫିଲ୍ମ ଏବଂ ଟେଲିଭିଜନ କଳାକାର ମାନଂକୁ ସନମାନିତା କରାଯାଇଛି ଆଜିର ଏହି ଷ୍ଟାର ଫିଲ୍ମ ଆୱାର୍ଡ ରେ ଓଡ଼ିଆ ଫିଲ୍ମ ର ହାସ୍ୟ ଅଭିନେତା ସମେଳେନ୍ଦୁ ଭଟ୍ଟଚାରୟ ଙ୍କୁ ଲାଇଫ ଟାଇମ ଅଛିର୍ଭମେଣ୍ଟ ପୁରସ୍କାର ମିଳିଥିବା ବେଳେ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି ଆଜିର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଥିଲେ ଭୁବନେଶ୍ୱର ମେୟର ସୁଲଚନା ଦାଶ. ରମେଶ ବାରିକ. ଲୁଟୁ ମହାନ୍ତି. ଦିଲ୍ଲୀପ ହାଲି. ଆରଆର ଇଭେଣ୍ଟ ଏହା ଆୟୋଜନ କରିଥିଲେ
ଆର ଆର ଇଭେଣ୍ଟ ଓ ସ୍ଟୁଡ଼ିଓ୩୬୫ ମିଳିତ ଅନୁକୁଲ୍ୟରେ ବଡ ଏକ ସୁନ୍ଦରୀ ପ୍ରତିଯୋଗିତା odisha queen2021 ଅନୁଷ୍ଠିତ ହେଉଛି।ଗାଁରୁ ଆରମ୍ଭ କରି ସହର ସବୁ କ୍ଷେତ୍ରରୁ ପ୍ରତିଭାସମ୍ପନ୍ନ ସୁନ୍ଦରୀ ମାନଙ୍କୁ ଖୋଜି ସେମାନଙ୍କ ଅନ୍ତର୍ନିହିତ ଗୁଣର ବିକାଶ ସହ ଓଡ଼ିଆ ସିନେମା ଜଗତକୁ ଏକ ନୂଆ ନାୟିକାଙ୍କୁ ଭେଟି ଦେବାକୁ ନେଇ ଏହି ସୁନ୍ଦରୀ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି । ଯେଉଁଥିରେ ଓଡ଼ିଶାର ବିଭିନ୍ନ ସହରରୁ ପ୍ରତିଯୋଗୀ ଏଥିରେ ସାମିଲ ହେବେ । ଆଉ ସେମାଙ୍କର ପ୍ରତିଭାର ଝଲକ ଦେଖାଇବେ। ଆଉ ଏମାନଙ୍କ ପ୍ରତିଭାକୁ ପରଖିବାକୁ ଜୁରୀ ରହିଛନ୍ତି beuti partner ଭାବରେ ସୁକୃତି ପଟନାୟକ ଅଭିନେତ୍ରୀ ଭୂମିକା ,ତମନ୍ନା ,ସୀତଲ, ଅଭିନେତା ସୁବାସିସ ଶର୍ମା ଓ ଫ୍ୟାସନ ଡିଜାଇନର ଜାହିଦା ଅହମ୍ମଦ। ଏହି ପ୍ରତିଯୋଗିତାରେ ଶୋଭା ବଢାଇବା ପାଇଁ barand ambassador ରହିଛନ୍ତି ଜଣାଶୁଣା ଅଭିନେତ୍ରୀ ଅର୍ଚିତା ସାହୁ।ଯେଉଁମାନେ ଏହି ପ୍ରତିଯୋଗିତାରେ ଭାଗ ନେବାକୁ ଇଛୁକ ଥିବେ ସେମାନେ ଓଡ଼ିଶାର ରାଉରକେଲା, ସମ୍ବଲପୁର ,ବାଲେଶ୍ୱର, ଭଦ୍ରକ, ବ୍ରହ୍ମପୁର ଯାଜପୁର,
ରାଜା ର ପୁଅ ରାଜା ନହେଉ କି ଚାଷୀ ର ପୁଅ ଚାଷୀ ନହେଉ
ଭୁବନେଶ୍ୱର ୱାର୍ଡ no 37 ର ସ୍ୱାଧୀନ ପାର୍ଥିନି ବନ୍ଦିତା ପାଲ ଙ୍କ ବଡ ସଫଳତା.. ଶାସକ ଦଳ କୁ ଟକର ମାରି ଭାରି ମାତ୍ରା ଭୋଟ ରେ ଜୟଯୁକ୍ତ ହୋଇଛନ୍ତି... ସେ କହିଛନ୍ତି ସଫଳତା ର କାରଣ ଲୋକମାନ ଙ୍କ ମୋ ପ୍ରତି ବିଶ୍ୱାସ ଓ ଭଲପାଇବା ଏକମାତ୍ର କାରଣ ଆଗକୁ ୱାର୍ଡ ର କିପରି ବିକାଶ ହେବ ତାହାହେଉଛି ସବୁଠୁ ମୁଳ ଉଦେଶ୍ୟ
ବିଜେବି କଲେଜରେ ସଭିଏଁ ରୃମୁ ସିସି ଟିଭି ବନ୍ଦ ରହି ବାରୃ ଉତେ ଜନା