Raddi News

Raddi News Only Oriya tabloid twin-city newsprint published from Bhubaneswar, Orissa with 30,000 prints.

ଇତି ମଧ୍ୟରେ ରଦ୍ଦି ପାକ୍ଷିକ ପତ୍ରିକାଟିକୁ ପାନ୍ଦ୍ରା ବର୍ଷ ପୁରିବାକୁ ଯାଉଛି । ତେବେ ସମୟର ଆବଶ୍ୟକତାକୁ ଦେଖି ଏହାର ଓ୍ବେବ ଚ୍ୟାନେଲ୍ ମାଧ୍ୟମ...
28/10/2023

ଇତି ମଧ୍ୟରେ ରଦ୍ଦି ପାକ୍ଷିକ ପତ୍ରିକାଟିକୁ ପାନ୍ଦ୍ରା ବର୍ଷ ପୁରିବାକୁ ଯାଉଛି । ତେବେ ସମୟର ଆବଶ୍ୟକତାକୁ ଦେଖି ଏହାର ଓ୍ବେବ ଚ୍ୟାନେଲ୍ ମାଧ୍ୟମକୁ ଆମ୍ଭେ ଆଗେଇ ନବାକୁ ମନ ବଳାଇଛୁ । ପରିକ୍ଷା ମୂଳକ ଭାବେ ପ୍ରଥମେ " ପାନ୍ଦ୍ରା ଦିନର ପାନ୍ଦ୍ରା ଖବର" ନାମକ ପ୍ରୋଗ୍ରାମଟିଏ ପାକ୍ଷିକ ହିସାବରେ ପ୍ରସାରଣ ହବ । ଭଲ ସ୍କ୍ରିପ୍ଟ ଲେଖି ପାରୁଥିବା ଘରୁ ଖାଇ ଘୋଡା ପଛରେ ଡେଇଁ ପାରୁଥିବା ଜଣେ ପ୍ରବୀଣ ପତ୍ରକାରଙ୍କ ଆବଶ୍ୟକତା ରହୁଛି । ଆମେ ବକ୍ସିସ୍ ପାଇଲେ ବାଣ୍ଟିକି ଖାଇବୁ । ଯୋଗ୍ୟ ବ୍ୟକ୍ତି DM କରନ୍ତୁ । ନମସ୍କାଡ଼ ।

Address


Alerts

Be the first to know and let us send you an email when Raddi News posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

  • Address
  • Alerts
  • Claim ownership or report listing
  • Want your business to be the top-listed Media Company?

Share