My Bhanjanagar

  • Home
  • My Bhanjanagar

My Bhanjanagar "My Bhanjanagar"is Social Media Platform for Bhanjanagar Lovers.. CONFUSED about the whereabouts and other interesting stuffs there in Bhanjanagar.
(2)

Then this is the right place for you. Like the page and also click on get notifications and get to know about all the developments or upcoming things in Bhanjanagar. MY Bhanjanagar is an All Rounder!! We Post all Hot & Happening stuffs going on in our BHANJANAGAR. This page will update
1. New Developments Happening in Bhanjanagar.
2. Updates on Malls,Food Courts, Restaurants, Hotels, Offices and R

esidential plots etc etc.
3. EVENTS and PARTIES.
4. Movies and Entertainment.
5. Health Topics - Hospitals, Doctors and Clinics.
6. New Hangout Places.
7. Festivals and Special Occasions.
8. Job updates and consultancy Firms.
9. Recent Trends and Weather of City.
10. Students Queries and Confessions and College Topics. OFFICE ADDRESS
Main Road Jillundi, 761133 (Bhanjanagar)
Beside Anusaya Filling Station
Call & WhatsApp-8917366812

24/02/2024

କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା,ବିକାଶ ଓ ଅର୍ଥନୈତିକ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୨୦ ଟି ଜିଲ୍ଲାରେ ୩୪ ଟି ନୂତନ ବିଜ୍ଞପିତ ଅଞ୍ଚଳ ପରିଷଦ ଗଠନ ଏବଂ ୪ ଟି ଜିଲ୍ଲାର ୫ ଏନଏସି ମୁନିସିପାଲିଟି କୁ ଉନ୍ନୀତ କରାଯିବା ନେଇ ଶନିବାର ଘୋଷଣା କରିଛନ୍ତି। ହେଲେ କଳା,ସାହିତ୍ୟ,ସଂସ୍କୃତି,ସାମାଜିକ,ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ଗୁରୁତ୍ବ ବହନ କରୁଥିବା ଗଞ୍ଜାମ ଜିଲ୍ଲାର ସର୍ବ ପୁରାତନ ସହର ଭଞ୍ଜନଗର ଏନଏସି କୁ ପୌରପାଳିକା ର ମାନ୍ୟତା ମିଳିଲାନାହିଁ।

ଏଥିପାଇଁ କିଏ ଦାୟୀ ?

11/02/2024
ଭଞ୍ଜନଗର ରେ ଖୋଲିଲା ଓଡିଶା ର ପ୍ରଥମ E -learning sathi online ଏବଂ ofline computer course ଯାହାକି ଅଳ୍ପ ଟଙ୍କା ଦେଇ ଘରେ ବସି pgdca ...
18/08/2023

ଭଞ୍ଜନଗର ରେ ଖୋଲିଲା ଓଡିଶା ର ପ୍ରଥମ E -learning sathi online ଏବଂ ofline computer course ଯାହାକି ଅଳ୍ପ ଟଙ୍କା ଦେଇ ଘରେ ବସି pgdca course କରିପାରିବେ ଏବଂ ସାଟିଫିକେଟ ପାଇବେ!
ମାଗଣା ରେ ନେଇଯାନ୍ତୁ ଘର କୁ କମ୍ପୁଟର 12,499/- ଦେଇ pgdca course ଆଉ ସାଟିଫିକଟେ ମାଗଣା
My Bhanjanagar

18/05/2023

ମା' ଙ୍କ ନଗର ଭ୍ରମଣ🚩🕉️🚩
ଐତିହାସିକ ଠାକୁରାଣୀ ଯାତ୍ରା ୨୦୨୩
My Bhanjanagar

12/05/2023

ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାରେ ମଣ୍ଟୁ ଛୁରିଆଙ୍କ ଗୀତରେ ଝୁମିଲେ ଦର୍ଶକ ।

ତୃତୀୟ ଦିନରେ ଅସ୍ଥାୟୀ ମଣ୍ଡପରେ ଦର୍ଶନ ଦେଉଛନ୍ତି ମା ବ୍ୟାଘ୍ରଦେବୀ ଏବଂ ମା ଠାକୁରାଣୀ 🙏🙏🙏
05/05/2023

ତୃତୀୟ ଦିନରେ ଅସ୍ଥାୟୀ ମଣ୍ଡପରେ ଦର୍ଶନ ଦେଉଛନ୍ତି ମା ବ୍ୟାଘ୍ରଦେବୀ ଏବଂ ମା ଠାକୁରାଣୀ 🙏🙏🙏

03/05/2023

ଶଗଡ଼ ଗାଡ଼ିରେ ଆମ ସହର ଭଞ୍ଜନଗର ଅଭିମୁଖେ ମା ବ୍ୟାଘ୍ରଦେବୀ 🚩🕉️🚩

02/05/2023

Pov : Mina Bazar Coming Soon In My Bhanjanagar

ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାରେ ମା'ଙ୍କ ନଗର ଭ୍ରମଣର ସମ୍ପୂର୍ଣ୍ଣ ବିବରଣୀ 🕉️🚩🕉️
02/05/2023

ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାରେ ମା'ଙ୍କ ନଗର ଭ୍ରମଣର ସମ୍ପୂର୍ଣ୍ଣ ବିବରଣୀ 🕉️🚩🕉️

ଆଜି ବି ବଞ୍ଚି ରହିଛି ଆମ ପରମ୍ପରା ମା ଙ୍କୁ ଆଣିବା ପାଇଁ ରଥ ସହ ପଥ ବି ସୁସଜ୍ଜିତ 🕉️🚩🕉️My Bhanjanagar
02/05/2023

ଆଜି ବି ବଞ୍ଚି ରହିଛି ଆମ ପରମ୍ପରା ମା ଙ୍କୁ ଆଣିବା ପାଇଁ ରଥ ସହ ପଥ ବି ସୁସଜ୍ଜିତ 🕉️🚩🕉️
My Bhanjanagar

ମା ଙ୍କ ଅପେକ୍ଷାରେ ଆମ ଭଞ୍ଜନଗର  ।ଆସନ୍ତା କାଲି ମା ଆସିବେ ଆସନ୍ତା କାଲି ଠାରୁ ଆରମ୍ଭ ହେବ ଭଞ୍ଜନଗର ଐତିହାସିକ ମା ଠାକୁରାଣୀଙ୍କ ଯାତ୍ରା ।ଚି...
02/05/2023

ମା ଙ୍କ ଅପେକ୍ଷାରେ ଆମ ଭଞ୍ଜନଗର ।
ଆସନ୍ତା କାଲି ମା ଆସିବେ
ଆସନ୍ତା କାଲି ଠାରୁ ଆରମ୍ଭ ହେବ ଭଞ୍ଜନଗର ଐତିହାସିକ ମା ଠାକୁରାଣୀଙ୍କ ଯାତ୍ରା ।
ଚିତ୍ରପଟରେ ଶେଷ ସ୍ପର୍ଶ ଦେଉଛନ୍ତି ଚିତ୍ରଶିଳ୍ପୀ ।
My Bhanjanagar

ଭଞ୍ଜନଗର ଐତିହାସିକ ଶ୍ରୀଶ୍ରୀ ମା ଠାକୁରାଣୀଙ୍କ ଯାତ୍ରା ନିମନ୍ତେ ଭଞ୍ଜନଗର ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ।🚩🚩🚩ଆସନ୍ତା ମାସ ୩ ତାରିଖରୁ...
27/04/2023

ଭଞ୍ଜନଗର ଐତିହାସିକ ଶ୍ରୀଶ୍ରୀ ମା ଠାକୁରାଣୀଙ୍କ ଯାତ୍ରା ନିମନ୍ତେ ଭଞ୍ଜନଗର ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ।🚩🚩🚩
ଆସନ୍ତା ମାସ ୩ ତାରିଖରୁ ଆରମ୍ଭ ହେଉଛି ମା ଠାକୁରାଣୀଙ୍କ ଯାତ୍ରା ।
ଏଥର ଯାତ୍ରା ବହୁ ଆଡ଼ମ୍ବରରେ ପାଳନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
My Bhanjanagar
ମୋ' ଭଞ୍ଜନଗର
Bhanjanagar(ଭଂଜନଗର)
Bhanjanagar (ଭଂଜନଗର, ଘୁମୁସର ଜିଲ୍ଲା)

ଭଞ୍ଜନଗର ଐତିହାସିକ ମା ଠାକୁରାଣୀଙ୍କ ଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନା ସମୟର କିଛି ଦୃଶ୍ୟ  🚩🚩🚩
26/03/2023

ଭଞ୍ଜନଗର ଐତିହାସିକ ମା ଠାକୁରାଣୀଙ୍କ ଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନା ସମୟର କିଛି ଦୃଶ୍ୟ 🚩🚩🚩

ଆସନ୍ତା ମେ ମାସ ୩ ତାରିଖରୁ ଆରମ୍ଭ ହେବ ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରା My Bhanjanagar
26/02/2023

ଆସନ୍ତା ମେ ମାସ ୩ ତାରିଖରୁ ଆରମ୍ଭ ହେବ ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରା
My Bhanjanagar

ଅପେକ୍ଷା ଆଉ ୨୫ ଦିନର🚩🚩🚩
26/02/2023

ଅପେକ୍ଷା ଆଉ ୨୫ ଦିନର🚩🚩🚩

26/02/2023

ମା ଆସୁଛନ୍ତି🚩🚩
ଦୁଲୁକିବ ଗଞ୍ଜାମ ମାଟି
ଚହଳ ପଡିବ ଗାଁ ଠୁ ସହର
My Bhanjanagar

Address


Opening Hours

Monday 10:00 - 17:00
Tuesday 10:00 - 17:00
Wednesday 10:00 - 17:00
Thursday 10:00 - 17:00
Friday 10:00 - 17:00
Saturday 10:00 - 14:00

Telephone

+918917366812

Website

Alerts

Be the first to know and let us send you an email when My Bhanjanagar posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to My Bhanjanagar:

Videos

Shortcuts

  • Address
  • Telephone
  • Opening Hours
  • Alerts
  • Contact The Business
  • Videos
  • Claim ownership or report listing
  • Want your business to be the top-listed Media Company?

Share