KALKI News Odisha

  • Home
  • KALKI News Odisha

KALKI News Odisha News & Media Company
like & Follow & Share
contact/WhatsApp (9337274609)
(1)

30/04/2024

ଭୟଙ୍କର ଭାବେ ଜଳୁଛି ଶିମିଳିପାଳ।

30/03/2024

ଶାମାଖୁଣ୍ଟା ବ୍ଲକ ସ୍ଥିତ ପୋଡ଼ାଅସ୍ତିଆ ଛକରେ ସ୍ଥାପିତ ଶହୀଦ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ସହ ଆଶୀର୍ବାଦ ଲୋଡିଲେ ସୁଦାମ ମାରାଣ୍ଡି , ମୟୂରଭଞ୍ଜ।

30/03/2024

हार्ट अटैक से हुई मुख्तार अंसारी की मौत शुरुआती PM रिपोर्ट में खुलासा

👉 https://tinyurl.com/3jzcfzfu

20/03/2024

ତାତିଲେ ମହିଳା , ଭାଙ୍ଗିଲେ ଦେଶୀମଦ ଭାଟି ଉଦଳା , ମୟୂରଭଞ୍ଜ।

18/03/2024

ଦଶକିଲୋ ମେଣ୍ଢାମାଂସ ପାଇଁ ତିନିଦିନ ହେଲା ଶବ ଉଠୁନି।
ମୟୂରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ବ୍ଲକ ଅଧିନ ଜୟବିଲ୍ଲା ଗ୍ରାମର ଘଟଣା।

18/03/2024

ଗଛରୁ ଖସି ଯୁବକ ଗୁରୁତର ,ଗଛର ଏକ ଡାଳ ପିଥିପଟୁ ପଶି ଛାତି ପଟେ ବାହାରିଗଲା।ଡାକ୍ତର ଦେଖି ଅବାକ୍ , ଉଦଳା , ମୟୂରଭଞ୍ଜ।

17/03/2024

ଟାଉନ ଥାନା ଅଧିନ ଚିପଟଆସ୍ତିଆ ସ୍ଥିତ ଏକ ହୋଟେଲ ରୁ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବଦ, ବାରିପଦା

15/03/2024

ବିଜେପି ରେ ଯୋଗଦେଲେ ଯୁବନେତା ରାକେଶ ସିଂ , ମୟୂରଭଞ୍ଜ।

14/03/2024

ଦୁଇଲକ୍ଷ ଟଙ୍କପାଇଁ ରାଜସ୍ଥାନରେ ଦୁଇ ଝିଆରୀଙ୍କୁ ବିକିଦେଲା ଖୁଡୀ , ମୟୂରଭଞ୍ଜ।

14/03/2024

ମୟୂରଭଞ୍ଜ ପୋଲିସ କୁ ବଡ ସଫଳତା , ବିଭିନ୍ନ ଘଟଣାରେ
ଉଦ୍ଧାର ହୋଇଥିବା ୬୦ଟି ମୋବାଇଲ କୁ ମାଲିକଙ୍କୁ ହସ୍ତାନ୍ତର କଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ମୟୂରଭଞ୍ଜ।

12/03/2024

ପ୍ରଧାନ ଶି୍ଷୟିତ୍ରୀଙ୍କ ବଦଳି ନ କରିବାକୁ ଉଦଳା - ବାରିପଦା ରାଜପଥ କରଞ୍ଜିଆ ଠାରେ ଦୁଇଘଣ୍ଟା ଧରି ରାସ୍ତା ଅବରୋଧ କଲେ ବିଦ୍ୟାର୍ଥୀ ,ମୁଣ୍ଡଫଟା ଖରାରେ ଅଚେତ୍ ହେଲେ ଛାତ୍ରୀ ମୟୂରଭଞ୍ଜ।

11/03/2024

ସ୍ଥାୟୀ ଜମିପଟ୍ଟା ପ୍ରଦାନ ଦାବିରେ ରାସ୍ତାରୋକ , ମୟୂରଭଞ୍ଜ।

10/03/2024

ପାଞ୍ଚଲକ୍ଷ ରୁ ଉର୍ଦ୍ଧ ଅଫିମ ଗଛକୁ ନଷ୍ଟ କଲା ମୟୂରଭଞ୍ଜ ପୋଲିସ ।

10/03/2024

ରସିକିଆ ଯୁବକଙ୍କ କଳା କାରନାମା, ମୟୂରଭଞ୍ଜ ।

08/03/2024

ନ୍ୟାୟ ପାଇବା ପାଇଁ ଶବକୁ କାନ୍ଧରେ ବୋହିଲେ ପରିଜନ , ବାରିପଦା।

07/03/2024

ବିଦ୍ୟୁତ କାଟିବାକୁ ଆସିବାରୁ ଝାଡୁ ଦେଖାଇଲେ ମହିଳା , ଚିତ୍ରଡା , ମୟୂରଭଞ୍ଜ।

07/03/2024

ଉଦ୍ଘାଟିତ ହେଲା " ବିଜୁ ପଟ୍ଟନାୟକ ପାର୍କ " ବାରିପଦା।

06/03/2024

ପ୍ରଶାସନ ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୋଧରେ ବିଶାଳ ଟ୍ରାକ୍ଟର ରେଲି , ସୁକ୍ରୁଳି, ମୟୂରଭଞ୍ଜ।

06/03/2024

ମଧୁବନ ଠାରେ ଅନୁଷ୍ଠିତ ବିଶ୍ଵଶାନ୍ତି ମହାଯଜ୍ଞ , ବାରିପଦା।

04/03/2024

ଦଳିତ ଆଦିବାସୀ ମହସଂଘ୍ ର ମହାସମାବେଶ , ଖୁଣ୍ଟା, ମୟୂରଭଞ୍ଜ।

03/03/2024

ସୁନଗଡ଼ିଆ ଠାରେ ଯୁବକକୁ ହତ୍ୟା ଘଟଣାରେ , ଅଭିଯୁକ୍ତ ମାନଙ୍କୁ ଗିରଫ ଦାବିରେ ରାସ୍ତାରେ ଟାୟାର ଜାଳି ପ୍ରତିବାଦ , ବାରିପଦା।

03/03/2024

ଶିମିଳିପାଳ କୁ ନିଆଁ ଦାଉରୁ ରକ୍ଷା ନିମନ୍ତେ ପ୍ରଶିକ୍ଷଣ ଓ ସଚେତନତା ଶିବିର , ମୟୂରଭଞ୍ଜ।

02/03/2024

ସାମାନ୍ୟ କିଛି ଟଙ୍କା କୁ ନେଇ ସଂଘବଦ୍ଧ ଆକ୍ରମଣରେ
ସୁନଗଡିଆ ଅଞ୍ଚଳର ରାମ ମୁଖି ନାମକ ଯୁବକ ମୃତ , ପରିବାର ଲୋକଙ୍କ ଥାନାରେ ପାଟିତୁଣ୍ଡ , ଭିଡ଼କୁ ଆୟତ୍ତ ପାଇଁ ମୃଦୁ ଲାଠି ଚାଳନା , ବାରିପଦା।

01/03/2024

ମୋରୋଡା ରେ ଶକ୍ତି ପ୍ରଦର୍ଶନ କଲେ " ବବି" , ମୟୂରଭଞ୍ଜ।

01/03/2024

ଗଛକଟାକୁ ନେଇ ଗ୍ରାମବାସୀ ଓ ବନବିଭାଗ ଧସ୍ତାଧସ୍ତି , ବାଙ୍ଗିରିପୋଷି, ମୟୂରଭଞ୍ଜ ।

29/02/2024

ବଡ଼ସାହି ଥାନା ଅଧିନ ବାଲିଜୁଡା ଠାରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ତିନି ଯୁବକ ମୃତ୍ୟୁ ଘଟଣାରେ
ମୃତ ରାଜନ ସିଂ ର ବାପା ବିଦେଶୀ ସିଂ ଓ ମୃତ ଲକ୍ଷ୍ମଣ ସିଂ ର ବାପା ମହେନ୍ଦ୍ର ସିଂ ସେମାନଙ୍କ ପୁଅ ର ଚକ୍ଷୁ ଦାନ ପାଇଁ ସହମତି ପ୍ରକାଶ ପରେ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ରେ ଚକ୍ଷୁଦାନ ହୋଇଥିଲା।

29/02/2024

ସ୍କୁଟି - ବାଇକ୍ ଧକ୍କା , ତିନି ମୃତ।ବଡସାହି ଥାନା ଅଧିନ
ବାଲିଯୁଡ଼ା ଠାରେ।

28/02/2024

SECC ଲିଷ୍ଟ ରୁ ବାଦ୍ ପଡ଼ିବାରୁ ଘର ପାଇବାକୁ ବଞ୍ଚିତ ଚାରିଶହ ରୁ ଉର୍ଦ୍ଧ ପରିବାର। ଶାମାଖୁଣ୍ଟା ବ୍ଲକ ଅଧିନ କୁଚିଲାଘାଟି ପଞ୍ଚାୟତ ର ଗୋବିନ୍ଦ ଚନ୍ଦ୍ରପୁର ଗାଁ। ବ୍ଲକ ଘେରାଉ କଲେ ସ୍ଥାନୀୟ ବାସିନ୍ଦା।ଘର ନାହିଁ ତ ଭୋଟ ନାହିଁ ର ଚେତାବନୀ , ଶାମାଖୁଣ୍ଟା , ମୟୂରଭଞ୍ଜ।

28/02/2024

ମାଁ ହିଙ୍ଗୁଳାଙ୍କ ବାର୍ଷିକ ପୂଜା ଅନୁଷ୍ଠିତ ,ପାଞ୍ଚ ଲକ୍ଷ ରୁ ଉର୍ଦ୍ଧ ଭକ୍ତଙ୍କ ସମାଗମ। ବଡସାହି , ମୟୂରଭଞ୍ଜ।

Address


Alerts

Be the first to know and let us send you an email when KALKI News Odisha posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to KALKI News Odisha:

Videos

Shortcuts

  • Address
  • Telephone
  • Alerts
  • Contact The Business
  • Videos
  • Claim ownership or report listing
  • Want your business to be the top-listed Media Company?

Share