SNS ODIA

SNS ODIA Contact information, map and directions, contact form, opening hours, services, ratings, photos, videos and announcements from SNS ODIA, TV Channel, .

15/01/2025

କୋରାପୁଟକୁ ବୁଲିବା ପାଇଁ ଆସୁଥିଲେ ଦୁଇ ପର୍ଯ୍ୟଟକ । କିନ୍ତୁ ହଟାତ ୧୫୦ ଫୁଟ ତଳକୁ ଖସିଗଲା ତାଙ୍କ ମୋହିନ୍ଦ୍ରା ଥର୍ । ତାପରେ କଣ ହେଲା ସମ୍ପୂର୍ଣ୍ଣ ଭିଡ଼ିଓଟି ଆପଣ ଦେଖିଲେ ଆପଣଙ୍କ ହୋସ ଉଡିଯିବ ।

14/01/2025

ଜୟପୁର :ପୁଷ୍ପୁ ପୁନି ସଂସ୍କୃତିକ କାର୍ଯ୍ୟକ୍ରମର ଦୂତୀୟ ରଜନୀ Live । Jeypore Pushpuni 2025 Live

13/01/2025

ମଦ ଆନା ଏବେ କାଞ୍ଚ କାଞ୍ଚ ପେଣ୍ଡମ ଘେନା ଏବେ କାଞ୍ଚ କାଞ୍ଚ ଗୀତରେ ନାଚି ଧୂଳି ଉଡାଇଦେଲେ ତାରା ବାହିନୀପତି ।

13/01/2025

ଜୟପୁର ପୁଷପୁନିରେ କୃଷ୍ଣ ବେଶରେ ତାରା ବାହିନୀପତି ।

13/01/2025

ଜୟପୁର ପୁଷପୁନି ମହୋତ୍ସବ 2025 LIVE

12/01/2025

ଜୟପୁର : ଆଦିବାସୀଙ୍କ ମହୋତ୍ସବ "ପୁଷ୍ ପୁନି" ଅନୁଷ୍ଠିତ ।

12/01/2025

୭୭ତମ ବରଗଡ଼ ଧନୁଯାତ୍ରା ମହୋତ୍ସବ-୨୦୨୫ ରଙ୍ଗମହଲରେ ନବମ ଦିବସ। Live

12/01/2025

ବାଇକ ଚୋରି i

11/01/2025

ଜୟପୁର : ଟଙ୍କା ଝାମ୍ପି ଦୌଡୁଥିଲେ ୨ଯୁବକ । ଜୟପୁରରେ ପୁଣି ଲୁଟ୍ ଉଦ୍ୟମ। ବେପାରୀଙ୍କୁ ଚାକୁ ଦେଖାଇ ଟଙ୍କା ଛଡ଼ାଇ ନେବା ବେଳେ ଫସିଗଲେ ଲୁଟେରା। ଗୋଡ଼ାଇ ଗୋଡ଼ାଇ ଧରିଲେ ଉପସ୍ଥିତ ଲୋକ। ପାରାବେଡା ପଛ କେନାଲ ରାସ୍ତାରୁ ୨ ଜଣକୁ ଥାନାକୁ ଆଣିଲା ପୋଲିସ। ସ୍ପ୍ଲେଣ୍ଡର ବାଇକ୍ ଜବତ। ।

11/01/2025

୭୭ତମ ବରଗଡ଼ ଧନୁଯାତ୍ରା ମହୋତ୍ସବ-୨୦୨୫ ରଙ୍ଗମହଲରେ ନବମ ଦିବସ।

ଜୟପୁର : ଜାତୀୟ ରାଜପଥ-୨୬ ବାରିଣିପୁଟ ନିକଟରେ ଗଛରେ ଝୁଲୁଛି ଯୁବକଙ୍କ ମୃତ ଦେହ । ହତ୍ୟା ନା ଆତ୍ମହତ୍ୟା ? ଶବ ମାଟିକୁ ଲାଗିଥିବାରୁ ସନ୍ଦେହ ବ...
11/01/2025

ଜୟପୁର : ଜାତୀୟ ରାଜପଥ-୨୬ ବାରିଣିପୁଟ ନିକଟରେ ଗଛରେ ଝୁଲୁଛି ଯୁବକଙ୍କ ମୃତ ଦେହ । ହତ୍ୟା ନା ଆତ୍ମହତ୍ୟା ? ଶବ ମାଟିକୁ ଲାଗିଥିବାରୁ ସନ୍ଦେହ ବଢୁଛି । ମୃତକ ହେଉଛନ୍ତି ସହଦେବ ଭୋଇ ।

10/01/2025

ଜୟପୁର: ନନ୍ଦପୁର ଝିଅକୁ ଟାଣି ନେଲା ଯୁବକ ।

ତେଲେଙ୍ଗାନାର ସୂର୍ଯ୍ୟାପେଟ-ଖମାମ ରାସ୍ତାରେ ଆଜି ଭୋର ସମୟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ପଛରେ ଏକ ବସ୍‌ ପିଟି ହେବାରୁ ଏହି ...
10/01/2025

ତେଲେଙ୍ଗାନାର ସୂର୍ଯ୍ୟାପେଟ-ଖମାମ ରାସ୍ତାରେ ଆଜି ଭୋର ସମୟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ପଛରେ ଏକ ବସ୍‌ ପିଟି ହେବାରୁ ଏହି ଦୁର୍ଘଟଣାରେ ୪ ଓଡ଼ିଆଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ଥିବା ସୂଚନା ମିଳିଛି।

08/01/2025

ଜୟପୁର : ଝାମ୍ପି ନେଲେ ଟଙ୍କା । ବୟସ୍କ ଚାଷୀଙ୍କୁ ଚକମା ଦେଇ ଦୁର୍ବୃତ୍ତମାନେ ଝାମ୍ପି ନେଲେ ଲକ୍ଷାଧିକ ଟଙ୍କାର ସୁନା ହାର । ଲୁଟର ଶୀକାର ହୋଇଥିବା ଚାଷୀ ହେଲେ ଫୁଟ୍ରା ଗାଁର ମହେଶ୍ବର ବିଷୋୟୀ । ଧାନ ବିକ୍ରି ପରେ ବନ୍ଧକ ସୁନା ହାର ସ୍ଥାନୀୟ ୟୁନିୟନ ବ୍ୟାଙ୍କରୁ ମୁକୁଳାଇ ଘରକୁ ଫେରୁଥିଲେ ସେ । ଉମୁରୀ ନିକଟରେ ଘଟିଛି ଏହି ଲୁଟ୍ ।

08/01/2025

ଜୟପୁର : ଆରପାରିରେ କୋଟପାଡ଼ ପୂର୍ବତନ ବିଧାୟକ ସଦନ ନାୟକ ।

07/01/2025

କଣ ଚାଲିଛି ଓଡ଼ିଶାରେ । ପୂର୍ବତନ ବିଧାୟକ ଧରିଲେ ବାଲି ଚୋରି

07/01/2025

ଦେଖୁ ଦେଖୁ କେନାଲ ଭିତରକୁ ଖସିପଡ଼ିଲା କୁକୁଡ଼ା ବୋଝେଇ ଟ୍ରକ । ଜୟପୁର-୨୬ ନମ୍ବର ଜାତୀୟ ରାଜପଥ ଚାର ଗାଁ ନିକରଟେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ । ।ଅଳ୍ପେକେ ବର୍ତିଲେ ଗାଡି ଚାଳକ।

Address


Telephone

+919439458555

Website

Alerts

Be the first to know and let us send you an email when SNS ODIA posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to SNS ODIA:

Videos

Shortcuts

  • Address
  • Telephone
  • Alerts
  • Contact The Business
  • Videos
  • Claim ownership or report listing
  • Want your business to be the top-listed Media Company?

Share