PPL News- Odia

  • Home
  • PPL News- Odia

PPL News- Odia An Odia web news portal focusing on latest news, interviews and other information
(62)

14/09/2024

ପିସି,ଲ୍ୟାପଟପ , ପ୍ରିଣ୍ଟର , ସ୍ମାର୍ଟଟିଭି ଓ ପ୍ରିମିୟମ ମୋବାଇଲ ରେ ଜବରଦସ୍ତ ଅଫର ! ଦେଖନ୍ତୁ ଭିଡ଼ିଓ....

14/09/2024

#ସାବତ_ମାଆ_ସିନେମାରୁ_ଗାଳି_ଶିଖିଲି
ୂମିକାରେ_ଆସୁଛନ୍ତି_ମହାଶ୍ୱେତା
'ସାବତ ମାଆ' ସିନେମାରେ ନିଜ ଚରିତ୍ର ଓ ରିଅଲ୍ ଲାଇଫରେ ନିଜ ଚରିତ୍ରକୁ ନେଇ ଏମିତି କହିଲେ ବରିଷ୍ଠ ସିନେ ଅଭିନେତ୍ରୀ ମହାଶ୍ୱେତା ରାୟ.....

13/09/2024

ଆଭୁଷଣ ଜୁଏଲାରୀ ରେ ୱାନ ଗ୍ରାମ୍ ଗୋଲ୍ଡ ର ନୂଆ ନୂଆ କଲେକସନ !ଗଣେଶ ପୂଜା ପାଇଁ ସ୍ପେଶିଆଲ ଅଫର୍.... ଦେଖନ୍ତୁ ଭିଡ଼ିଓ.....

---------Contact---------
Abhushan Fashion Jewellers
Call- 7788023333, 9040033333

13/09/2024

#ଟାଣ_ଖରାରେ_ସୁଟିଂ_କରିଛୁ
#ଆଶ୍ରମର_ଷ୍ଟୋରୀ_ବହୁତ_ସୁନ୍ଦର
ସିନେ ଇଣ୍ଡସ୍ଟ୍ରୀରେ ନୂଆ ଅଭିନେତା ଅଭିନେତ୍ରୀ ମାନଙ୍କ ଏଣ୍ଟ୍ରି କୁ ନେଇ ଏମିତି କହିଲେ ସିନେ ଅଭିନେତ୍ରୀ ମହାଶ୍ୱେତା ରାୟ......

13/09/2024

#ଲୋକଙ୍କ_ଗାଳି_ଶୁଣିଲେ_ଆଗକୁ_ଯିବେ
#କଣ୍ଟ୍ରୋଭର୍ତ୍ସିକୁ_ଗୁରୁତ୍ୱ_ନଦେଇ_ସ୍ବପ୍ନ_ପୂର୍ଣ୍ଣ_କରନ୍ତୁ
ସିନେ ଇଣ୍ଡଷ୍ଟ୍ରି ରୁ ହିଁ ମୋ ପ୍ରେମର ଆରମ୍ଭ ହେଲା ଓ ପ୍ରେମ ସରିଗଲା...... ବାପା ମାଆ ଯେଉଁଠି କହିବେ ସେଇଠି ମ୍ୟାରେଜ୍ କରିବି......

13/09/2024

ୁଟ_ଗଣେଶ_ଦେଖିବା_ପାଇଁ_ଭିଡ଼
#ବର୍ଷାରେ_ଓଦା_ହୋଇ_ଆସିଛି_ଗଣେଶଙ୍କ_ପାଖକୁ
ଭୁବନେଶ୍ୱରର ନୟାପଲ୍ଲୀ ନିକଟସ୍ଥ ନୂଆସାହିରେ ୫୬ ଫୁଟ ର ଗଣେଶ ମୂର୍ତ୍ତି ଦେଖିବା ପାଇଁ ଓଡ଼ିଶାର କୋଣ ଅନୁକୋଣରୁ ଲୋକଙ୍କ ଆଗମନ......

13/09/2024

#ରୁଦ୍ରାକ୍ଷ_ପିନ୍ଧିବା_କାହିଁକି_ଆବଶ୍ୟକ
#ରୁଦ୍ରାକ୍ଷ_ର_ଚମତ୍କାରିତା_ଗୁଣ_ଜାଣନ୍ତୁ
ରୁଦ୍ରାକ୍ଷ ଧାରଣ କଲେ ପ୍ରକୃତରେ କେଉଁ ପ୍ରକାର ସଫଳତା ମିଳେ ତାହା ଜାଣନ୍ତୁ ..

📍 Effective Gems , Saheed Nagar , Bhubaneswar
Mob- 7855037331 , 8249936112 , 9692485191

13/09/2024

#ହାଉସ_କିପିଙ୍ଗ_ପିଲା_ନିଜ_ପାଇଁ_ଗର୍ବ_କରନ୍ତୁ
#ହୋଟେଲ_ଏମ୍ପାୟାର୍ସରେ_ହାଉସ_କିପିଙ୍ଗ_ଡ଼େ_ପାଳିତ
ଭୁବନେଶ୍ୱରର ହୋଟେଲ ଏମ୍ପାୟାର୍ସ ତରଫରୁ ଆନ୍ତର୍ଜାତୀୟ ହାଉସ କିପିଙ୍ଗ ଦିବସ ପାଳିତ..... ଏହି ଉତ୍ସବରେ ଯୋଗ ଦେଲେ ଭୁବନେଶ୍ୱର ମେୟର ତଥା ବିଜେଡି ନେତ୍ରୀ ସୁଲୋଚନା ଦାସ.....

13/09/2024

#ମୁମ୍ବାଇକୁ_ଟପି_ଗଲାଣି_ଭୁବନେଶ୍ୱର
#ଏତେ_ଉଚ୍ଚା_ମୂର୍ତ୍ତି_ଦେଖି_ମନ_ପୂରିଗଲା
ଓଡ଼ିଶାରେ ଏତେ ବଡ ମୂର୍ତ୍ତି ଫାଷ୍ଟ ଟାଇମ ପାଇଁ ଭୁବନେଶ୍ୱରର ନୟାପଲ୍ଲୀରେ ଦେଖିବାକୁ ମିଳିଛି, ସେଥିପାଇଁ ବହୁତ ଖୁସି ଲାଗୁଛି.....

13/09/2024

#ସୂର୍ଯ୍ୟମୟୀ_ବହୁତ_ହଇରାଣ_କରିଛି_ମୋତେ
#ପୁଣି_ସିନେମା_ହଲକୁ_ଫେରିବେ_ଦର୍ଶକ
'ଆଶ୍ରମ' ସିନେମାର ଷ୍ଟୋରୀ ହିଁ ଦର୍ଶକଙ୍କୁ ପୁଣି ସିନେମା ହଲକୁ ଫେରିବାକୁ ବାଧ୍ୟ କରିବ : ମହାଶ୍ୱେତା ରାୟ (ସିନେ ଅଭିନେତ୍ରୀ)

13/09/2024

#ନୂଆସାହି_ମୂର୍ତ୍ତି_ସବୁଠାରୁ_ଅଲଗା
#ଭକ୍ତିରେ_ଉଛୁଳୁଛି_ରାଜଧାନୀ_ଭୁବନେଶ୍ୱର
ପ୍ରଥମ ଥର ଦେଖୁଛି ଏତେ ବଡ ଗଣେଶ ମୂର୍ତ୍ତି.... ଆଗରୁ କେବେ ଦେଖିନଥିଲି ଏତେ ଉଚ୍ଚ ମୂର୍ତ୍ତି.....

13/09/2024

ଶୁଣନ୍ତୁ ପ୍ରସିଦ୍ଧ କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀଙ୍କ କଣ୍ଠରୁ ସୁନ୍ଦର ସୁମଧୁର ସଙ୍ଗୀତ.....

13/09/2024

ଇଲେକ୍ଟ୍ରିକ ଗାଡ଼ି ରେ ଦମଦାର ଅଫର ! ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ.....

12/09/2024

ଶରୀରର ଫ୍ୟାଟ୍ ଲସ୍ କରିବାରେ ବୈପ୍ଲବିକ ପଦକ୍ଷେପ : ୟୁବିୟୁ ଆଡଭାନ୍ସଡ୍ ଏସ୍ଥେଟିକ୍ସରେ ଏମରାଲ୍ଡ ଚିକିତ୍ସା ଆରମ୍ଭ

12/09/2024

ଚାଲିଛି ଓଡ଼ିଆ ସିନେମା 'ମହାକାଳ' ର ସୁଟିଂ ! ଦେଖନ୍ତୁ କାହିଁକି ଦୌଡିଲେ ହିରୋଇନ ?

12/09/2024

ସବୁ ବିୟୁଟି ପ୍ରଡକ୍ଟ ଏବେ ଗୋଟିଏ ଛାତ ତଳେ ! ହୋଲସେଲ ରେ ବି ନେଇ ପାରିବେ.....

12/09/2024

ଏତେ ବଡ ଗଣେଶ ମୂର୍ତ୍ତି ଦେଖି ବହୁତ ଖୁସି ଲାଗିଲା...

12/09/2024

#ସମସ୍ତେ_ଏଠାକୁ_ଗୋଟେ_ଥର_ଆସିବା_ଦରକାର
#ସୁରକ୍ଷା_ବ୍ୟବସ୍ଥା_ବହୁତ_ଭଲ_ଅଛି
୫୬ ଫୁଟ ର ଗଣେଶ ମୂର୍ତ୍ତି ଦେଖିବା ପାଇଁ ବହୁତ ଉତ୍ସାହିତ ଥିଲି ..ଆଗରୁ କେବେ ଏତେ ବଡ ମୂର୍ତ୍ତି ଦେଖିନଥିଲି ..

12/09/2024

#କମ୍_ମୂଲ୍ୟରେ_ନିଅନ୍ତୁ_ହସ୍ତତନ୍ତ_ଶାଢୀ
#ଓର୍ଜିନାଲ୍_ସିଲ୍କ_ଶାଢୀ_ପାଇବେ_ଏଠାରେ
କମ୍ ଟଙ୍କାରେ ଭଲ କ୍ୱାଲିଟି ର ଶାଢୀ ଖୋଜୁଥିଲେ ନିହାତି ଥରେ ଆସନ୍ତୁ ଏହି ଜାଗାକୁ ...ଏଠାରେ ଆପଣଙ୍କୁ ମିଳିଯିବ ଟସର, ସିଲ୍କ, ଖଦୀ ଓ ବିଭିନ୍ନ ହାତ ତିଆରି ସୁନ୍ଦର ସୁନ୍ଦର ଶାଢୀ ସ୍ୱଳ୍ପ ମୂଲ୍ୟ ରେ ...

📍Kayavaran , Cuttack CDA Sector- 9 , Infront of Ganesh Palace
Mob - 9124593337

12/09/2024

#କେନ୍ଦ୍ର_ସରକାର_ଯୁବକଙ୍କୁ_ହତାଶ_କରିଛି
#ଲୋକଙ୍କୁ_ଠକି_ଚାଲିଛି_ବିଜେପି_ସରକାର
ସାମ୍ବାଦିକ ସମ୍ମିଳନୀ କରି ବିଜେପି ଉପରେ ପ୍ରବଳ ବର୍ଷିଲା ବିଜେଡି.....

12/09/2024

#ଓଲିଉଡ଼_ସିଙ୍ଗରଙ୍କ_ଗୀତରେ_କମ୍ପିଲା_ମଞ୍ଚ
#ଜେସିକାଙ୍କ_ଗୀତରେ_ମତୁଆଲା_ହେଲେ_ଦର୍ଶକ
ଜେସିକାଙ୍କ ସୁମଧୁର ସଙ୍ଗୀତରେ ପ୍ରକମ୍ପିତ ହେଲା ଭୁବନେଶ୍ୱର ସ୍ଥିତ ନୟାପଲ୍ଲୀର ଗଣେଶ ପୂଜା ମଣ୍ଡପ.....

12/09/2024

#ମାତ୍ର_୪୯୯୦୦_ଟଙ୍କାରେ_ନିଅନ୍ତୁ_ଗାଡି
#ପେଟ୍ରୋଲ_ଖର୍ଚ୍ଚ_ରୁ_ମୁକ୍ତି_ପାଆନ୍ତୁ
ମାର୍କେଟ ଘାଣ୍ଟିବ ୟାକୁଯା ର ଏହି ନୂତନ ଇଲେକ୍ଟ୍ରିକ ସ୍କୁଟର ...

📍Eco Ev , Cuttack , CDA Sector-9
Mob - 9861245052

11/09/2024

କାହିଁକି ଏମିତି କହିଲେ ଓଲିଉଡ଼ ର ପ୍ରସିଦ୍ଧ ଅଭିନେତ୍ରୀ ମହେଶ୍ୱତା ରାୟ ?

11/09/2024

#ଏହି_ଗାଡି_କିଣିଲେ_ସରକାରଙ୍କ_ଠାରୁ_ମିଳିବ_ଟଙ୍କା
#ଥରେ_ଚାର୍ଜ_କଲେ_ଚାଲିବ_୧୨୦_କିଲୋମିଟର
ବ୍ୟାଟେରୀ ଗାଡି କିଣିଲେ ସରକାର ଙ୍କ ଠାରୁ ମିଳିବ ଦଶ ହଜାର ଟଙ୍କା ସବସିଡ଼...

_____Contact______

Utkal Ev , Bhubaneswer
Mob- 8093778899 , 9040202008

10/09/2024

ଓଡ଼ିଆ ମୌଳିକ କାହାଣୀ ଉପରେ ଆଧାରିତ ଫିଲ୍ମ ଆଶ୍ରମ ...

10/09/2024

#ଡୁମଡୁମା_ଗାଁ_ତରଫ_ରୁ_ଏହି_ଅନୁଷ୍ଠାନ_କରାଯାଇଛି
#ସାଜସଜା_ଦେଖି_ଆଖି_ଝଲସି_ଯାଉଛି
ବହୁ ବର୍ଷ ହେଲା ଏହି ଅନୁଷ୍ଠାନ ଚାଲିଆସୁଛି ..ମୁଁ ୧୫ ବର୍ଷ ହେଲା ଏହି ଅନୁଷ୍ଠାନ ର ପୂଜା ଦେଖି ଆସୁଛି ..

10/09/2024

#ଏମିତି_ତ୍ବରଣ_ଆଉ_କେଉଁଠି_ହୋଇନି
#ବଡ଼_ସାନ_ମୂର୍ତ୍ତି_ନୁହେଁ_ଭକ୍ତି_ଥିବା_ଆବଶ୍ୟକ
କାହିଁକି ଗଣେଶଙ୍କୁ କୁହାଯାଏ ଅଗ୍ରପୂଜ୍ୟ ? ସମସ୍ତ ପୂଜା ବିଧି ସମୟରେ ଗଣେଶଙ୍କୁ ପ୍ରଥମେ କାହିଁକି ପୂଜା କରାଯାଏ ? ଏହି ସମ୍ପର୍କରେ ଜାଣନ୍ତୁ ସବିଶେଷ ତଥ୍ୟ.....

10/09/2024

ଆଶ୍ରମ ଫିଲ୍ମ ସୁଟିଂ ସମୟରେ ମୋ ଜେଜେମାଙ୍କ ଦେହାନ୍ତ ହେଇଯାଇଥିଲା ...

10/09/2024

#ଗଣେଶଙ୍କ_ଦର୍ଶନ_ପାଇଁ_ଭକ୍ତଙ୍କ_ଭିଡ଼
#ସାଜସଜ୍ଜା_ଦେଖି_ଆଖି_ଲାଖି_ଯାଉଛି
ଭୁବନେଶ୍ୱର ସ୍ଥିତ ଡୁମଡୁମା ଗଣେଶ ପୂଜାରେ ଯୋଗ ଦେଇ ଭକ୍ତଙ୍କ ଶୁଭ ମନାସିଲେ ପୂର୍ବତନ ବିଧାୟକ ଅଶୋକ ପଣ୍ଡା.....

10/09/2024

#ଅଳ୍ପ_ଟଙ୍କାରେ_ଗଜାନନଙ୍କ_ପୂଜା_କରୁଛୁ
୍ଷ_ହେଲା_ଗଣେଶଙ୍କ_ସେବା_କରୁଛି
ଅଳ୍ପ ଟଙ୍କା ଲେଖାଏଁ ଆଦାୟ କରି ଏତେ ସୁନ୍ଦର ଗଣେଶ ମୂର୍ତ୍ତି କରି ପୂଜାର୍ଚ୍ଚନା କରିଛନ୍ତି ଭୁବନେଶ୍ୱର ସ୍ଥିତ ଡୁମଡୁମାର ଯୁବଗୋଷ୍ଠୀ.....

Address


Alerts

Be the first to know and let us send you an email when PPL News- Odia posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to PPL News- Odia:

Videos

Shortcuts

  • Address
  • Telephone
  • Alerts
  • Contact The Business
  • Videos
  • Claim ownership or report listing
  • Want your business to be the top-listed Media Company?

Share

Your Support,Our Strength

An Odia web news portal focusing on latest news, interviews and other information related to Politics and Social Issue....

visit : www.pplnews.in

YouTube -: https://www.youtube.com/channel/UCfA5hq5og_ZFQNwIBJkQHyw