Mo Dhenkanal

Mo Dhenkanal Dedicate to Art, Culture, Heritage and Sports of our District Dhenkanal.

all are Dhenkanaliaa.
(19)

Mo Dhenkanal (Web News and Entertaiment Channel for Dhenkanal District.

1st Digital Media which is deals with Social Services, Entertainment and News. For overall development of our Dhenkanal in all category like Art, Culture, Literature, Sports and Social Awareness etc

It is a unique channel cm media which is giving social service through awareness, Knowledge sharing at Digital Media like Facebook, Instagram, Twitter, Youtube and Webportal too.

20/06/2024
ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ ।   #ମୋଢେଙ୍କାନାଳ
14/01/2023

ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ ।
#ମୋଢେଙ୍କାନାଳ

"ଉଠ, ଜାଗ୍ରତ ହୁଅଲକ୍ଷ୍ୟ ପ୍ରାପ୍ତି କରିବା ଯାଏଁ ବିଶ୍ରାମ ନିଅ ନାହିଁ ।"                         -ସ୍ବାମୀ ବିବେକାନନ୍ଦଙ୍କଜାତୀୟ ଯୁବ ଦି...
12/01/2023

"ଉଠ, ଜାଗ୍ରତ ହୁଅ
ଲକ୍ଷ୍ୟ ପ୍ରାପ୍ତି କରିବା ଯାଏଁ ବିଶ୍ରାମ ନିଅ ନାହିଁ ।"
-ସ୍ବାମୀ ବିବେକାନନ୍ଦଙ୍କ

ଜାତୀୟ ଯୁବ ଦିବସ ତଥା ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା। #ଜାତୀୟଯୁବଦିବସ
#ମୋଢେଙ୍କାନାଳ

11/01/2023

ଭୋଜଦେଇପୁର ଶାସନ ଗ୍ରାମରେ ଅନୁଷ୍ଠିତ ହୋଇଛି ଦ୍ୱିତୀୟ ରାତ୍ରି ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ। ଆଖପାଖ ଗ୍ରାମରୁ ଖେଳପ୍ରେମୀ ଆସି କରୁଛନ୍ତି ଖେଳାଳିଙ୍କୁ ଉତ୍ସାହିତ ।।
#ମୋଢେଙ୍କାନାଳ

ଭୁବନ ବ୍ଲକରେ ଖୋଲିଲା  ମିଶନ ଶକ୍ତି କ୍ୟାଫେ !Dhenkanal District Administration  #ମୋଢେଙ୍କାନାଳ
07/01/2023

ଭୁବନ ବ୍ଲକରେ ଖୋଲିଲା ମିଶନ ଶକ୍ତି କ୍ୟାଫେ !

Dhenkanal District Administration
#ମୋଢେଙ୍କାନାଳ

07/01/2023

ଢେଙ୍କାନାଳ ବୀର ମାଟିରେ ହକି ୱାଲ୍ଡ କପକୁ
ସ୍ୱାଗତଂ ସ୍ୱାଗତଂ ।
World Cup Hockey
Welcome ! Welcome !
ଜିଲ୍ଲାର ବିଭିନ୍ନ ସ୍କୁଲ, କଲେଜ ଓ ବିଭିନ୍ନ ଶିକ୍ଷାନୁଷ୍ଠାନ ସମେତ କ୍ରୀଡ଼ା ସଂଘ, ସାମ୍ବାଦିକ ସଂଘ, ତାଇକୋଣ୍ଡୋ ସଂଘ, ହକି ସଂଘ ଏବଂ ବିଭିନ୍ନ ଖେଳ ପ୍ରେମୀ ଲୋକ ମାନେ ଉପସ୍ଥିତ ରହି ଭବ୍ୟ ସ୍ୱାଗତ ସହ ବିଶାଳ ଶୋଭାଯାତ୍ରା କରିଥିଲେ ।
#ମୋଢେଙ୍କାନାଳ

05/01/2023

ଢେଙ୍କାନାଳ ସହରରେ ପହଂଚିଲା ପୁରୁଷ ହକି ୱାର୍ଲଡ଼ କପ । ସ୍ୱାଗତ କଲେ ଢେଙ୍କାନାଳ ବାସୀ ।।
#ମୋଢେଙ୍କାନାଳ

ଇ-ଟେକ୍‌ ହାଇୟର ସେକେଣ୍ଡାରୀ ସ୍କୁଲରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ।https://modhenkanal.com/dhenkanal-khabr/e-tech-colleges-annual-...
04/01/2023

ଇ-ଟେକ୍‌ ହାଇୟର ସେକେଣ୍ଡାରୀ ସ୍କୁଲରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ।
https://modhenkanal.com/dhenkanal-khabr/e-tech-colleges-annual-function/

ଢେଙ୍କାନାଳ, ମଙ୍ଗଳପୁର ସ୍ଥିତ ଇ-ଟେକ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ୧୩ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଛି । ଏହି ଉତ୍ସବ....

ଢେଙ୍କାନାଳ ଜିଲ୍ଲା ସଦର ମହକୁମାରେ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।https://modhenkanal.com/dhen...
04/01/2023

ଢେଙ୍କାନାଳ ଜିଲ୍ଲା ସଦର ମହକୁମାରେ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।
https://modhenkanal.com/dhenkanal-khabr/preparatory-meeting-for-74th-republic-day/
#ମୋଢେଙ୍କାନାଳ

ଢେଙ୍କାନାଳ ଜିଲ୍ଲା ସଦର ମହକୁମାରେ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ସ....

01/01/2023

କପିଳାସ ନିବାସୀ ମହାପ୍ରଭୁ ଚନ୍ଦ୍ରଶେଖର ମହାଦେବଙ୍କ ଦର୍ଶନରୁ ଆରମ୍ଭ ହେଲା ଢେଙ୍କାନାଳ ଜିଲ୍ଲାପାଳ ଓ ପର୍ଯ୍ୟଟକ ମାନଙ୍କ ୨୦୨୩ ମସିହାର ପ୍ରଥମ ଦିନ ।

01/01/2023

ସରଖିଆ ଗ୍ରାମରେ ନୂଆ ବର୍ଷର ସ୍ୱାଗତଂ ୨୦୨୩ କାର୍ଯ୍ୟକ୍ରମ !

Happy New Year 2023
31/12/2022

Happy New Year 2023

27/12/2022

ବଡ଼ଦିନ ପାଇଁ ଚଳଚଞ୍ଚଳ ଢେଙ୍କାନାଳ ସହରର ବାପଟିଷ୍ଟ୍ ଚର୍ଚ୍ଚ । ଛୋଟରୁ ବଡ଼ ସମସ୍ତେ ଉତ୍ସାହିତ ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ ।
Mo Dhenkanal

26/12/2022

ସେବା ହିଁ ପରମ ଧର୍ମ ! ଜରୁରୀକାଳୀନ ସେବା ଯୋଗାଇ ଚର୍ଚ୍ଚାରେ ଢେଙ୍କାନାଳ ମାଟିର ପୁଅ ମଳୟ । ଶୁଣନ୍ତୁ କଣ କହୁଛନ୍ତି ସମାଜସେବୀ ମଳୟ କାନୁନଗୋ !

ପବିତ୍ର ବଡ଼ଦିନରେ ସମସ୍ତ ଦର୍ଶକ ଓ ଶୁଭେଚ୍ଛୁ ମାନଙ୍କୁ ଏହି ସ୍ୱତନ୍ତ୍ର ଦିବସର ଅଜସ୍ର ଅଭିନନ୍ଦନ ।
25/12/2022

ପବିତ୍ର ବଡ଼ଦିନରେ ସମସ୍ତ ଦର୍ଶକ ଓ ଶୁଭେଚ୍ଛୁ ମାନଙ୍କୁ ଏହି ସ୍ୱତନ୍ତ୍ର ଦିବସର ଅଜସ୍ର ଅଭିନନ୍ଦନ ।

24/12/2022

ଢେଙ୍କାନାଳ ସରସ୍ୱତୀ ଶିଶୁ ଵିଦ୍ୟା ମନ୍ଦିରର ୩୬ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ।

ଢେଙ୍କାନାଳ ଜିଲ୍ଲାରେ ପ୍ରସ୍ତୁତ ହସ୍ତତନ୍ତ ଶାଢୀକୁ ସ୍ବତନ୍ତ୍ର ପରିଚୟ ଦେବା ନିମନ୍ତେ ଜିଲ୍ଲା ପ୍ରଶାସନର ପ୍ରୟାସ ।https://modhenkanal.com...
23/12/2022

ଢେଙ୍କାନାଳ ଜିଲ୍ଲାରେ ପ୍ରସ୍ତୁତ ହସ୍ତତନ୍ତ ଶାଢୀକୁ ସ୍ବତନ୍ତ୍ର ପରିଚୟ ଦେବା ନିମନ୍ତେ ଜିଲ୍ଲା ପ୍ରଶାସନର ପ୍ରୟାସ ।
https://modhenkanal.com/dhenkanal-khabr/dhenkanals-own-made-saree-is-going-to-more-branding-by-district-administration/

ଢେଙ୍କାନାଳ ଜିଲ୍ଲାର ସରାଗ ପାଟଣା, ଚନ୍ଦ୍ରଶେଖର ପ୍ରସାଦ, ରଥପଦା, ଗିରିଗୋବର୍ଦ୍ଧନ (ଖାଲପାଳ) ଆଦି ଗ୍ରାମରେ ବୁଣାକାରମାନଙ୍କ ଦ୍ବାରା ...

ମାଧ୍ୟମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସମ୍ମିଳନୀ-୨୦୨୨ ଅନୁଷ୍ଠିତ !https://modhenkanal.com/dhenkanal-khabr/govt-high-schools-hm-mee...
23/12/2022

ମାଧ୍ୟମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସମ୍ମିଳନୀ-୨୦୨୨ ଅନୁଷ୍ଠିତ !
https://modhenkanal.com/dhenkanal-khabr/govt-high-schools-hm-meet/

ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ପୁରୁଣା ଜିଲ୍ଲା ପରିଷଦ ସମ୍ମିଳନୀ ସଭାଗୃହ ଠାରେ ମାଧ୍ୟମିକ ବିଦ୍ୟାଳୟ ପ୍ରଧାନ ଶିକ....

 #ସ୍ୱାଗତଂ  ଆଜି ଠାରୁ ଆରମ୍ଭ ହେଉଛି ସପ୍ତଶଯ୍ୟା ମହୋତ୍ସବ ୨୦୨୨ !ସ୍ଥାନ- ମିନି ଷ୍ଟାଡିୟମ, ଢେଙ୍କାନାଳତାରିଖ- ୨୪ ଓ ୨୫, ଡିସେମ୍ବର ୨୦୨୨ସମୟ-...
23/12/2022

#ସ୍ୱାଗତଂ
ଆଜି ଠାରୁ ଆରମ୍ଭ ହେଉଛି ସପ୍ତଶଯ୍ୟା ମହୋତ୍ସବ ୨୦୨୨ !
ସ୍ଥାନ- ମିନି ଷ୍ଟାଡିୟମ, ଢେଙ୍କାନାଳ
ତାରିଖ- ୨୪ ଓ ୨୫, ଡିସେମ୍ବର ୨୦୨୨
ସମୟ- ସନ୍ଧ୍ୟା ୬ ଘଟିକାରୁ ଆରମ୍ଭ ।
ଦେବାଂଶୀ ଡ୍ୟାନ୍ସ ଏକାଡେମୀ, ଢେଙ୍କାନାଳ।
Mo Dhenkanal Devanshi Dance Academy

ବଜରଙ୍ଗ କ୍ଲବ୍ ପକ୍ଷରୁ ୪୧୪ ୟୁନିଟ୍ ରକ୍ତ ସଂଗୃହୀତ ।https://modhenkanal.com/dhenkanal-khabr/bajrang-club-collected-414-unit-of-...
23/12/2022

ବଜରଙ୍ଗ କ୍ଲବ୍ ପକ୍ଷରୁ ୪୧୪ ୟୁନିଟ୍ ରକ୍ତ ସଂଗୃହୀତ ।
https://modhenkanal.com/dhenkanal-khabr/bajrang-club-collected-414-unit-of-blood-during-donation-camp/
#ମୋଢେଙ୍କାନାଳ #ମୋଖବର

ଢେଙ୍କାନାଳ, ୧୯.୧୨.୨୦୨୨- ଜିଲ୍ଲାରେ ରକ୍ତର ଆବଶ୍ୟକତା ଓ ଅଭାବକୁ ଦେଖ୍ ଢେଙ୍କାନାଳ ସହରର ଅଗ୍ରଣୀ ଯୁବ ଅନୁଷ୍ଠାନ ବଜରଙ୍ଗ କ୍ଲବ୍ ତରଫ.....

ଢେଙ୍କାନାଳ ସିଆରିଆ ଗ୍ରାମର ଭଗବାନ ବିଦ୍ୟା ମନ୍ଦିରର ରୌପ୍ୟ ଜୟନ୍ତୀ ସମାରୋହରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । #ମୋଢେଙ୍କାନାଳ  #ମ...
22/12/2022

ଢେଙ୍କାନାଳ ସିଆରିଆ ଗ୍ରାମର ଭଗବାନ ବିଦ୍ୟା ମନ୍ଦିରର ରୌପ୍ୟ ଜୟନ୍ତୀ ସମାରୋହରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ।
#ମୋଢେଙ୍କାନାଳ #ମୋଖବର

09/12/2022

ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ !

https://modhenkanal.com/dhenkanal-khabr/ipl-dhenkanals-sugar-unit-run-officially/ #ମୋଢେଙ୍କାନାଳ    #ମୋଖବର
08/12/2022

https://modhenkanal.com/dhenkanal-khabr/ipl-dhenkanals-sugar-unit-run-officially/
#ମୋଢେଙ୍କାନାଳ #ମୋଖବର

ଇଣ୍ଡିଆନ ପଟାସ ଲିମିଟେଡ଼ ଢେଙ୍କାନାଳର ଶକ୍ତି ସୁଗାର ଲିମିଟେଡ଼ର ସୁଗାର ୟୁନିଟକୁ ଅଧିଗ୍ରହଣ କଲାପରେ ୨୦୨୨-୨୩ ଆଖୁ ବର୍ଷ ପାଇଁ ପ୍ର.....

Address


Alerts

Be the first to know and let us send you an email when Mo Dhenkanal posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Mo Dhenkanal:

Videos

Shortcuts

  • Address
  • Telephone
  • Alerts
  • Contact The Business
  • Videos
  • Claim ownership or report listing
  • Want your business to be the top-listed Media Company?

Share