Odisha E tv

Odisha  E tv Contact information, map and directions, contact form, opening hours, services, ratings, photos, videos and announcements from Odisha E tv, TV Channel, .

20/04/2020

Skip to content
Monday, April 20, 2020
Responsive Menu
PRAMEYA PRAMEYAPrameya News Portal, Prameya Daily, Odisha Latest News, Odisha Current Headlines, Odisha News Online

Homeଦେଶ- ବିଦେଶCOVID-19 : ଚାଇନାକୁ ଟାର୍ଗେଟ୍ ? ଦୃଢ଼ ପଦକ୍ଷେପ ନେଲା ଭାରତ
COVID-19 : ଚାଇନାକୁ ଟାର୍ଗେଟ୍ ? ଦୃଢ଼ ପଦକ୍ଷେପ ନେଲା ଭାରତ
April 19, 2020 Prameya

ନୂଆଦିଲ୍ଲୀ : ସମଗ୍ର ବିଶ୍ବ ବର୍ତ୍ତମାନ କରୋନା ଭାଇରସ ଆକ୍ରାନ୍ତ କହିଲେ ଅତ୍ୟୁକ୍ତି ହେବନାହିଁ । ସମସ୍ତେ ପ୍ରୟାସ କରୁଛନ୍ତି କେମିତି ଏହାକୁ କରିବେ ପ୍ରତିରୋଧ । ଭାରତ ମଧ୍ୟ ଏହି ମାରାତ୍ମକ କରୋନା ଭାଇରସ ଠାରୁ ସୁରକ୍ଷିତ ବାଟ ଖୋଜୁଛି। କରୋନା ଦେଶର ଅନେକ କ୍ଷତି କରିଚାଲିଛି । ବ୍ୟବସାୟ ବାଣିଜ୍ୟ ଠପ୍ ହୋଇ ଗଲାଣି ।

ଏ ଭିତରେ ଏକ ସ୍ବତନ୍ତ୍ର ପଦକ୍ଷେପ ନେଇଛି ଭାରତ । ମହାମାରୀରେ ଭାଙ୍ଗି ପଡ଼ିଥିବା ଭାରତୀୟ ସଂସ୍ଥାମାନଙ୍କୁ କଡ଼ା ତାଗିଦ କରିଛି । କୌଣସି ବି ଫାର୍ମ ଚୀନ୍ ସଂସ୍ଥାଗୁଡ଼ିକ ଠାରୁ କୌଣସି ବି ଜିନିଷ ଗ୍ରହଣ କରିପାରିବେ ନାହିଁ। ଏହି ସୀମା ପାର୍ ବ୍ୟବସାୟ ରୋକିବା ପାଇଁ ଭାରତ ସରକାର ଶୀଘ୍ର ପଦକ୍ଷେପ ନେଇଛନ୍ତି।

ଶୁକ୍ରବାର ଦିନ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରାଳୟ ଏହାର ବୈଦେଶିକ ପ୍ରତ୍ୟକ୍ଷ ନିବେଶ (ଏଫଡିଆଇ) ନୀତିରେ ସଂଶୋଧନ କରି ଏକ ବିଜ୍ଞପ୍ତି ପ୍ରକାଶ କରିଛି, ଯାହା କି ଭାରତ ସହିତ Land Border” ସେୟାରିଂ କରୁଥିବା ଦେଶଗୁଡିକୁ ଠାରୁ କୌଣସି ବି ବିନିଯୋଗ ପାଇଁ ସରକାରୀ ଅନୁମୋଦନ ବାଧ୍ୟତାମୂଳକ।

ଶିଳ୍ପସଂସ୍ଥାର ଅନେକ ବିଭାଗ କେନ୍ଦ୍ରକୁ ସତର୍କ କରି କହିଥିଲେ ଯେ ଚାଇନାରୁ ବହୁ ପରିମାଣର ପାଣ୍ଠି ଓ ଜିନିଷ COVID-19 ମହାମାରୀରେ ଦୁର୍ବଳ ହୋଇପଡ଼ିଥିବା ଭାରତୀୟ କମ୍ପାନୀଗୁଡିକ ପାଇଁ ଆସୁଛି । ଏହା ପରେ ଯାଇ ସରକାର ଏ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଖୁବ ଶୀଘ୍ର ଏହି ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।

କେନ୍ଦ୍ରର ଏହି FDI ନୀତିରେ ସଂଶୋଧନ ସ୍ପଷ୍ଟ ଭାବେ ଚାଇନାର ସଂସ୍ଥାଗୁଡ଼ିକ ଦ୍ୱାରା ଏପରି ଅଘଟଣକୁ ରୋକିବା ପାଇଁ ବୋଲି ଲକ୍ଷ୍ୟ କରାଯାଇଛି ।

MORE FROM AROUND THE WEBMgid

तेजी से वजन कम करना चाहते हैं, तस्वीर पर क्लिक करें!

आपका वजन 95 किलो है? आपका वजन 55 होगा! सोने से पहले करें
Easy Way, No Diet!

सुबह एक गिलास = रोज 2 किलो चर्बी गायब!
Gc

सिर्फ 13 दिनों में -16 किग्रा वजन कम कैसे करें?
Cappuccinofit

मैंने एक हफ्ते में 34 किलो वजन कम किया! विधि यहाँ है!
Cappuccino Fit

मोटी से मोटी तोंद भी नौवें दिन गायब हो जाएगी
ସମ୍ବନ୍ଧିତ ଖବର

ବିଜୟ ମାଲ୍ୟାଙ୍କୁ ପୁଣି ବଡ଼ ଝଟକା : ଭାରତ ପ୍ରତ୍ୟର୍ପଣ ବିରୋଧରେ ଦାଖଲ କରିଥିବା ଆବେଦନକୁ ଖାରଜ କଲା ହାଇକୋର୍ଟ
20 April 2020
ତାଳଚେରରେ ସୋଆର ୧୫୬ ଶଯ୍ୟା ବିଶିଷ୍ଟ ତୃତୀୟ କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ
20 April 2020
ଲକଡାଉନରେ ରେଷ୍ଟୁରାଣ୍ଟ ଖୋଲିବା କେରଳ ସରକାରଙ୍କ ଉପରେ ପଡିଲା ଭାରି, ଗୃହମନ୍ତ୍ରଣାଳୟ ପଠାଇଲା ରିପୋର୍ଟ
20 April 2020
ଓଡ଼ିଶାର ୭୪ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୪ ଜଣଙ୍କର ପଶ୍ଚିମବଙ୍ଗ ଲିଙ୍କ୍‌, ଏବେ ପଶ୍ଚିମବଙ୍ଗ ଫେରନ୍ତା ବାଧ୍ୟତାମୂଳକ ଭାବେ ରହିବେ କ୍ୱାରେଣ୍ଟାଇନ୍‌ରେ
20 April 2020
Search

Search

ଅପରାଧ
ଲକ୍‌ଡାଉନ୍‌ରେ ମଦ ମାଫିଆ ସକ୍ରିୟ: ପୁଲିସ୍ ଚଢ଼ଉରେ ୪୦ ଲିଟର ଦେଶୀ ମଦ, ଅସ୍ତ୍ରଶସ୍ତ୍ର ଜବତ, ୨ ଗିରଫ
ଗାଡ଼ି ଚେକିଂ ବେଳେ ୮୦ ଲିଟର ଦେଶୀ ମଦ ଜବତ, ବୋପାରୀ ଗିରଫ
ନିଖୋଜ ନାବାଳିକାଙ୍କ ମୃତଦେହ ଜଙ୍ଗଲରୁ ଉଦ୍ଧାର: ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
ଦେଶ- ବିଦେଶ
ବିଜୟ ମାଲ୍ୟାଙ୍କୁ ପୁଣି ବଡ଼ ଝଟକା : ଭାରତ ପ୍ରତ୍ୟର୍ପଣ ବିରୋଧରେ ଦାଖଲ କରିଥିବା ଆବେଦନକୁ ଖାରଜ କଲା ହାଇକୋର୍ଟ
ଲକଡାଉନରେ ରେଷ୍ଟୁରାଣ୍ଟ ଖୋଲିବା କେରଳ ସରକାରଙ୍କ ଉପରେ ପଡିଲା ଭାରି, ଗୃହମନ୍ତ୍ରଣାଳୟ ପଠାଇଲା ରିପୋର୍ଟ
ହାଭାର୍ଡ ବିଶ୍ବବିଦ୍ୟାଳୟ ଓ ଏମଆଇଟିର ଶୀର୍ଷ ସ୍ତରର କର୍ମଚାରୀଙ୍କ ଦରମା କାଟ୍ ନିଷ୍ପତ୍ତି, ଖର୍ଚ୍ଚରେ ଲାଗିବ ଲଗାମ୍
ଜୀବନଚର୍ଯ୍ୟା
ୟୁଜରଙ୍କ ଜୀବନ ରକ୍ଷା କରିବ Apple Watch, ରହିଛି ନୂଆ ଫିଚର
ପାଦରେ ଘା’ ବି ବିପଦ, ରହିଛି କରୋନା ଡର
ମନୋରଞ୍ଜନ
ବବିତା-ରଣଧୀରଙ୍କ ପ୍ରେମ କାହାଣୀ : ପ୍ରଥମେ ପ୍ରେମ ବିବାହ, ପରେ ସ୍ବାମୀଙ୍କୁ ଛାଡ଼ି ୩୨ ବର୍ଷ ଅଲଗା ରହିବା, ପୁଣି…
ଭାଇଜାନଙ୍କ ନିଆରା ପ୍ରୟାସ : ସଲମାନ ଗୀତ ମାଧ୍ୟମରେ ଲୋକଙ୍କୁ ଦେଲେ ବାର୍ତ୍ତା , ଗୀତ ସୋସିଆଲ ମିଡିଆରେ ଭାଇରାଲ
You may Missed
ଦେଶ- ବିଦେଶ
ବିଜୟ ମାଲ୍ୟାଙ୍କୁ ପୁଣି ବଡ଼ ଝଟକା : ଭାରତ ପ୍ରତ୍ୟର୍ପଣ ବିରୋଧରେ ଦାଖଲ କରିଥିବା ଆବେଦନକୁ ଖାରଜ କଲା ହାଇକୋର୍ଟ
April 20, 2020 Prameya
କରୋନାଭୁବନେଶ୍ୱରରାଜ୍ୟ
ତାଳଚେରରେ ସୋଆର ୧୫୬ ଶଯ୍ୟା ବିଶିଷ୍ଟ ତୃତୀୟ କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ
April 20, 2020 Prameya
ମନୋରଞ୍ଜନ
ବବିତା-ରଣଧୀରଙ୍କ ପ୍ରେମ କାହାଣୀ : ପ୍ରଥମେ ପ୍ରେମ ବିବାହ, ପରେ ସ୍ବାମୀଙ୍କୁ ଛାଡ଼ି ୩୨ ବର୍ଷ ଅଲଗା ରହିବା, ପୁଣି…
April 20, 2020 Prameya
କରୋନାଦେଶ- ବିଦେଶମୁଖ୍ୟ ଖବର
ଲକଡାଉନରେ ରେଷ୍ଟୁରାଣ୍ଟ ଖୋଲିବା କେରଳ ସରକାରଙ୍କ ଉପରେ ପଡିଲା ଭାରି, ଗୃହମନ୍ତ୍ରଣାଳୟ ପଠାଇଲା ରିପୋର୍ଟ
April 20, 2020 Prameya
Copyright © 2020 PRAMEYA Privacy Policy

Homeଦେଶ-ବିଦେଶଲକ୍ ଡାଉନ ହଟୁ ବୋଲି ଚାହାନ୍ତି ବଲିଉଡର ଏହି ହଟ୍ ଲେଡି, ସେୟାର କଲେ ଅର୍ଦ୍ଧ ଉଲଗ୍ନ ଫୋଟ, ପରେ ହେଲା ଭାଇରାଲ…ଦେଶ-ବିଦେଶଲାଇଫ ଷ...
19/04/2020

Homeଦେଶ-ବିଦେଶ
ଲକ୍ ଡାଉନ ହଟୁ ବୋଲି ଚାହାନ୍ତି ବଲିଉଡର ଏହି ହଟ୍ ଲେଡି, ସେୟାର କଲେ ଅର୍ଦ୍ଧ ଉଲଗ୍ନ ଫୋଟ, ପରେ ହେଲା ଭାଇରାଲ…
ଦେଶ-ବିଦେଶଲାଇଫ ଷ୍ଟାଇଲ
By Odiagossip Last updated Apr 15, 2020

0 21,204
Share
ଓଡ଼ିଆ ଗସିପ ବ୍ୟୁରୋ: କାହାକୁ କେଉଁ ଚିନ୍ତା ଏବେ କିନ୍ତୁ ଅନେକ ସେଲିବ୍ରିଟି ଅଛନ୍ତି ଯେଉଁମାନେ ଏହି ଦୀର୍ଘକାଳୀନ ଲକଡାଉନ୍ କୁ ନେଇ ବେଶ୍ ଚିନ୍ତିତ । ସେମିତି ଜଣେ ବଲିଉଡ ଆକ୍ଟ୍ରିସ ହେଲେ ପର୍ଣ୍ଣଷ୍ଟାରରୁ ବଲିଉଡର ନାୟିକା ଭାବେ ବେଶ୍ ଚର୍ଚ୍ଚା ସାଉଁଟିଥିବା ଅଭିନେତ୍ରୀ ସନ୍ନି ଲିଓନି । ଏବେ ସେ କରୋନା ପାଇଁ ଲାଗୁହୋଇଥିବା କଟକଣା ଯୋଗୁଁ ଘର ଭିତରେ ହିଁ ରହିଛନ୍ତି । ଆଉ ଅପେକ୍ଷା କରିଛନ୍ତି କେବେ ଲକଡାଉନ ହଟିବ ଏବଂ ସେ ପୂର୍ବଭଳି କାମରେ ବିଜି ରହିବେ ।

ଆଉ ଏହି ଅପେକ୍ଷା କରୁ କରୁ ସେ ସୋସିଆଲ ମିଡିଆରେ ଅଧିକ ଆକ୍ଟିଭ ହୋଇ ନିଜର କିଛି ହଟ୍ ଏଣ୍ଡ ବୋଲ୍ଡ ବିକିନି ଫୋଟ ସେୟାର କରିଛନ୍ତି । ସୋସିଆଲ ମିଡିଆରେ ପୋଷ୍ଟ କରୁ କରୁ ତାହା ବେଶ୍ ଭାଇରାଲ ହୋଇଛି । ଅଧିକ ଜାଣିବା ପାଇଁ ପଢ଼ିବା ଜାରି ରଖନ୍ତୁ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଦେଶବାସୀଙ୍କୁ ସମ୍ବୋଧିତ କରି ଆସନ୍ତା ମେ’ 3 ତାରିଖ ଯାଏ ଦେଶବ୍ୟାପି ଲକ୍ ଡାଉନ ଅବଧି ବୃଦ୍ଧି କରିଛନ୍ତି । ପୁରା ବଲିଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରିଜ୍ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି । ଆଉ ଏଭଳି ସମୟରେ କିନ୍ତୁ ଏହାଠୁ ଅଧିକ କିଛି ଚିନ୍ତା କରିଛନ୍ତି ଆକ୍ଟ୍ରିସ ସନି ଲିଓନି ।

RELATED POSTS
ଗୁଗଲର ‘କରୋନ’ ବାର୍ତ୍ତା: ଥାଙ୍କ ୟୁ କରୋନାୱାରିୟର ହେଲପର

ଭାରତୀୟ ନୌସେନା ଜାହାଜରେ କରୋନା ଭାଇରସ: ଡାକ୍ତରଖାନାରେ ଭର୍ତ୍ତି ହେଲେ ଏତିକି…

ଭୁଲରେ ମାଆଙ୍କ eBay ଆଉକାଣ୍ଟରୁ ଝିଅ କିଣିଦେଲା ଯୌନ ଯନ୍ତ୍ର, ଆଉ…

Sponsored LinksYou May Like
The Cost of New SUVs May Surprise You
SUVs | Search Ads
Flight Price From India to USA Might Surprise You
Cheap Flights | Sponsored Links
by Taboola

ସନି ଲିଓନି ନିଜ ଇନଷ୍ଟାଗ୍ରାମ ରେ ଦୁଇଟି ଫୋଟ ସେୟାର କରିଛନ୍ତି । ଏକ୍ ବିଚ୍ ନିକଟରେ ବିକିନି ପରିଧାନ କରି ସେ ଏହି ଫୋଟ ନେଇଛନ୍ତି ଯାହାକୁ ସୋସିଆଲ ମିଡିଆରେ ଭଲ ରେସ୍ପନ୍ସ ମିଳିଛି । ଲକଡାଉନ ଚାଲୁଥିବାରୁ ସେ ବୋର୍ ହେଉଥିବାରୁ ନିଜ ଫ୍ୟାନ ଏବଂ ନିଜକୁ କୁଲ୍ ରଖିବା ପାଇଁ ଏମିତି ପୋଷ୍ଟ କରିଥିବା କହିଛନ୍ତି ।

ଏହା ପୂର୍ବରୁ ମଧ୍ୟ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍ ଥିବା ସନ୍ନି ଅନେକ ଭିଡିଓ ସେୟାର କରିଥିଲେ । ଏ ପରିକି ନିଜ ସିଗ୍ନେଚର ଷ୍ଟେପକୁ ନେଇ ମଧ୍ୟ ଏକ ଭିଡିଓ ଅପଲୋଡ କରିଛନ୍ତି ଯାହାକୁ ଭିୟୋର୍ସ ଜବରଦସ୍ତ ରେସ୍ପଣ୍ଡ ଦେଇଛନ୍ତି ।

The Cost of New SUVs May Surprise You
SUVs | Search Ads
|
Sponsored
Flight Prices From India to USA Might Surprise You
Cheap Flights | Sponsored Links
|
Sponsored
SUV Costs in India Might Actually Amaze You
SUVs | Search Ads
|
Sponsored
Work From Home Jobs May Pay More Than You Think
Work From Home | Search Ads
|
Sponsored
Looking for Cheap SUVs in India?
SUVs | Search Ads
|
Sponsored
Villas For Sale in Dubai Might Totally Surprise You
Villas for Sale in Dubai | Search Ads
|
Sponsored
Getting a Job in the USA Might be Easier Than You Think
Job In US | Search Ads
|
Sponsored
US Visa Might Be Easier to Get Than You Think
Visa Service | Search Ads
|
Sponsored
ମାଆ କୋଳେଇ କାଖେଇ ମଣିଷ କରିଥିଲା କିନ୍ତୁ ବେଳ ଖରାପ ମା'ର ଶବ ରେ ମୁଖାଗ୍ନି ଦେଇପାରିଲାନି ପୁଅ - Odia Gossip
ଓଡ଼ିଆ ଗସିପ ବ୍ୟୁରୋ: ପୁଅ ମୁହଁରେ ନିଆଁ ଦେବ । ଏ ଇଚ୍ଛା ସବୁ ମାଆର । ଯେଉଁ ମାଆ କୋଳେଇ କାଖେଇ ମଣିଷ କରିଛି ତାକୁ ମୁଖାଗ୍ନି ଦେବା ସବୁ ପୁଅଙ୍କ କର୍ତ୍ତ୍ୟବ । ହେଲେ ଯେଉଁ ପୁଅ ମାଆ ମୁହଁରେ ନିଆଁ ଦେବା ତ ଦୂରର କଥା ତାର ମଲା ମୁହଁକୁ ଶେଷଥର ପାଇଁ ବି ଦେଖିନପାରେ । ତା ଠାରୁ ହତଭାଗା ପୁଅ ବୋଧେ ଆଉ କିଏ ନୁହେଁ । ଏମିତି ଏକ …
Odia Gossip
New York Hotels Might Be Cheaper Than You Think
New York Hotels | Search Ads
|
Sponsored
Easiest Ways to Immigrate to Canada From India
DestinationON
|
Sponsored
Getting a Job in the USA from India Might be Easier Than You Think
Job in the USA | Search Ads
|
Sponsored
ଦ୍ଵିତୀୟ ମୁଣ୍ଡ ନେଲା କରୋନା: ଏବେ ଓଡ଼ିଶାକୁ ଅଧିକ ବିପଦ ବଢିଲା... - Odia Gossip
ଓଡ଼ିଆ ଗସିପ୍ ବ୍ୟୁରୋ: ପ୍ରଥମେ କର୍ଣ୍ଣାଟକ ଆଉ ଏବେ ରାଜଧାନୀ ଦିଲ୍ଲୀରେ ଗଡିଲା ମୁଣ୍ଡ । ମାରାତ୍ମକ ମହାମରି କରୋନା ନେଲା ଦ୍ଵିତୀୟ ଜୀବନ । ଭାରତରେ ଆଜି ଦ୍ୱିତୀୟ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି, ଯାହାକୁ ନେଇ ଚିନ୍ତା ଅଧିକ ବଢ଼ିଛି । ଦିଲ୍ଲୀର ରାମ ମନୋହର ଲୋହିଆ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ୬୯ ବର୍ଷୀୟ ମହିଳା କରୋନା ଯୋଗୁଁ ଜୀବନ ହରାଇଛନ୍ତି । ମହିଳ
Odia Gossip
MBA Cost in Australia Might Surprise You
MBA in Australia | Search Ads
|
Sponsored
Big Data Training in Ganjam Might Be Easier Than You Think
Big Data Training | Search Ads
|
Sponsored
13-Yr-Old Builds Own House For $1,500 Look When He Opens Door And Reveals 89 Sq Ft Masterpiece
Articles Vally
|
Sponsored
ନାବାଳିକାର ଅର୍ଦ୍ଧ ଉଲଗ୍ନ ମୃତ ଦେହ ଉଦ୍ଧାର, ପ୍ରଥମେ ଦୁଷ୍କର୍ମ ପରେ ପାଟିରେ ରେଂଚି ପୁରାଇ ହତ୍ୟା... - Odia Gossip
ଓଡ଼ିଆ ଗସିପ ବ୍ୟୁରୋ: ଗତ ମଙ୍ଗଳବାର ଦିନ ଉତ୍ତର ପ୍ରଦେଶରେ ଏକ ଛାତିଥରା ଘଟଣା ଘଟିଥିଲା । ରବିବାର ରାତିରେ ହମିରପୁର ଜିଲ୍ଲାର ଚିକିସି ପୋଲିସ ଷ୍ଟେସନ ଅଧୀନରେ ଥିବା ଏକ ଗାଁରେ ଜଣେ ୧୨ ବର୍ଷର ବାଳିକାକୁ ହତ୍ୟା କରାଯାଇଥିଲା । ପୀଡିତାଙ୍କ ଦେହରେ ଗଭୀର ଆଘାତ ଲାଗିଥିଲା ବୋଲି ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଥିଲେ । POCSO ଅଧିନିୟମ ଅନୁଯାୟୀ ନାବାଳିକା ଜଣଙ୍କ
Odia Gossip
[Pics] The One WD40 Trick Everyone Should Know About
Learn It Wise
|
Sponsored
Wife Vanishes, 42 Yrs Later Cop Looks Closer At ID And Realizes Big Mistake
Student Sea
|
Sponsored
[Pics] 96-Year-Old Puts Her House For Sale. See How It Looks Inside
Cleverst
|
Sponsored
ବଡ଼ ଲୋକର ବେଟି: କରୋନା ଭୟ ଯୋଗୁଁ ବିଦେଶରୁ ଏତେ ଟଙ୍କା ଦେଇ ଉଡ଼ି ଆସିଲେ ଭାରତ, ଆଉ ତା ପରେ… - Odia Gossip
ଓଡ଼ିଆ ଗସିପ ବ୍ୟୁରୋ: ସମସ୍ତଙ୍କୁ ଘାରିଛି କରୋନା ଡର । ପୁରାଣ କାଳରେ ଯେମିତି କୋକୁଆ ଭୟ ସମଗ୍ର ଯାଦବ ବଂଶଙ୍କୁ ଲୋପ କରିଦେଇଥିଲା ଠିକ୍ ସେମିତି ଏହି ମହାମାରୀ କରୋନା ମାନବ ସଭ୍ୟତାକୁ ଲୋପ କରିବାକୁ ଆସିଛି । ଗୋଟିଏରୁ ଦୁଇଟି ଏମିତି ହୋଇ ପାଖାପାଖି 2ଶହ ଦେଶକୁ ମାଡ଼ି ମାଡ଼ି ଗଲାଣି ଏହି ଭୟାନକ ଭାଇରସ କରୋନା । ହଜାର ହଜାର ଲୋକ ପୋକ ମାଛି ପରି ମଲେଣି । ଆଉ ଏତିକ
Odia Gossip
0 21,204
Share

Odiagossip 2674 Posts 2 Comments
PREV POST

ଗୁରୁତର ଅସୁସ୍ଥଙ୍କୁ ସୁସ୍ଥ କଲା ସମ ଅଲଟିମେଟ ମେଡିକେଆର

NEXT POST

କରୋନା ମୁକାବିଲା ଚ୍ୟାଲେଞ୍ଜ: କଳାହାଣ୍ଡି, ସମ୍ବଲପୁରରେ ସ୍ଥିତି ପରଖିଲେ ୫ଟି ସଚିବ, ଉନ୍ନୟନ କମିଶନର

You Might Also Like
ଗସିପ ସ୍ପେଶାଲ
ଗୁଗଲର ‘କରୋନ’ ବାର୍ତ୍ତା: ଥାଙ୍କ ୟୁ କରୋନାୱାରିୟର ହେଲପର

ଦେଶ-ବିଦେଶ
ଭାରତୀୟ ନୌସେନା ଜାହାଜରେ କରୋନା ଭାଇରସ: ଡାକ୍ତରଖାନାରେ ଭର୍ତ୍ତି ହେଲେ ଏତିକି ଜଣ ଯବାନ ଓ ଅଧିକାରୀ

ଗସିପ ସ୍ପେଶାଲ
ଭୁଲରେ ମାଆଙ୍କ eBay ଆଉକାଣ୍ଟରୁ ଝିଅ କିଣିଦେଲା ଯୌନ ଯନ୍ତ୍ର, ଆଉ ତାପରେ…

ଓଡିଶା
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସରେ ମନେ ପକାଇଲେ ରାଜ୍ୟବାସୀ

Leave A Reply
Your email address will not be published.

Your Comment

Your Name *

Your Email *

Your Website

Save my name, email, and website in this browser for the next time I comment.


by TaboolaSponsored LinksYou May Like
SUV Costs in India Might Actually Amaze You
SUVs | Search Ads
Villas For Sale in Dubai Might Totally Surprise You
Villas for Sale in Dubai | Search Ads
Getting a Job in the USA Might be Easier Than You Think
Job In US | Search Ads
US Visa Might Be Easier to Get Than You Think
Visa Service | Search Ads
After Her Weight Loss, Celine Dion Confirm What we Knew All along
Articles Vally
Popular Posts

ଗସିପ ସ୍ପେଶାଲ
ଗୁଗଲର ‘କରୋନ’ ବାର୍ତ୍ତା: ଥାଙ୍କ ୟୁ କରୋନାୱାରିୟର ହେଲପର

ଓଡିଶା
କୋଭିଡ ୧୯ ମୁକାବିଲା: ସହରାଞ୍ଚଳରେ ଶ୍ରମଭିତ୍ତିକ କାର୍ଯ୍ୟ ପାଇଁ ୧୦୦…

ଦେଶ-ବିଦେଶ
ଭାରତୀୟ ନୌସେନା ଜାହାଜରେ କରୋନା ଭାଇରସ: ଡାକ୍ତରଖାନାରେ ଭର୍ତ୍ତି ହେଲେ…

ଗସିପ ସ୍ପେଶାଲ
ଭୁଲରେ ମାଆଙ୍କ EBay ଆଉକାଣ୍ଟରୁ ଝିଅ କିଣିଦେଲା ଯୌନ ଯନ୍ତ୍ର, ଆଉ…

ଓଡିଶା
କରୋନା ବିରାଧରେ ଲଢେଇ ଜାରି, ଢେଙ୍କାନାଳ, ତାଳଚେର, ପାରାଦୀପରେ କୋଭିଡ…



About Us

Odisagossip.com is a language news platform, which serves news content in Odia. Founded in September 14, 2018, its mission is to connect people in their own local language. Odiagossip was floated with the idea of catering to the larger online community of users in India and abroad – the Odia speaking netizens.

Read More
Newsletter
Subscribe our newsletter to stay updated.

Enter your e-mail ..
Subscribe
Categories
ଓଡିଶା1148
ଦେଶ-ବିଦେଶ613
ଲାଇଫ ଷ୍ଟାଇଲ531
ପଲିଟିକ୍ସ358
କ୍ରାଇମ294
ଗସିପ ସ୍ପେଶାଲ151
ମନୋରଞ୍ଜନ148
ସ୍ୱାସ୍ଥ୍ୟ124
Lifestyle

ଗୁଗଲର ‘କରୋନ’ ବାର୍ତ୍ତା: ଥାଙ୍କ ୟୁ କରୋନାୱାରିୟର ହେଲପର

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସରେ ମନେ ପକାଇଲେ ରାଜ୍ୟବାସୀ

ଲକ୍ ଡାଉନ୍ ସମୟରେ ‘ଜୀବନ ବିନ୍ଦୁ’ ବଞ୍ଚାଇବ ଜୀବନ, ଦୁଇ ଦିନରେ ସଂଗ୍ରହ ହେଲା…

ଲକ୍ ଡାଉନ ହଟୁ ବୋଲି ଚାହାନ୍ତି ବଲିଉଡର ଏହି ହଟ୍ ଲେଡି, ସେୟାର କଲେ ଅର୍ଦ୍ଧ…

National

ଭାରତୀୟ ନୌସେନା ଜାହାଜରେ କରୋନା ଭାଇରସ: ଡାକ୍ତରଖାନାରେ ଭର୍ତ୍ତି ହେଲେ ଏତିକି…

ଭୁଲରେ ମାଆଙ୍କ eBay ଆଉକାଣ୍ଟରୁ ଝିଅ କିଣିଦେଲା ଯୌନ ଯନ୍ତ୍ର, ଆଉ…

କର୍ଣ୍ଣାଟକରେ ‘କରୋନା’ କଟକଣାର ଉଡ଼ିଲା ଧଜିଆ, ସାମାଜିକ ଦୂରତାକୁ ପାଦରେ ଦଳି…

ସୋସିଆଲ ମିଡିଆରେ ପାକିସ୍ତାନକୁ ଟ୍ରୋଲ: ଔକାତ୍ କୁ ଆସିଲା ଇମ୍ରାନ ସରକାର,…

© 2020 - Odia Gossip. All Rights Reserved. Website Design: Odia Gossip Team

Skip to contentSunday, April 19, 2020Responsive MenuPRAMEYA PRAMEYAPrameya News Portal, Prameya Daily, Odisha Latest New...
19/04/2020

Skip to content
Sunday, April 19, 2020
Responsive Menu
PRAMEYA PRAMEYAPrameya News Portal, Prameya Daily, Odisha Latest News, Odisha Current Headlines, Odisha News Online

Homeବିଶେଷବିସ୍ମୟ ବାଳକଙ୍କ ଭବିଷ୍ୟବାଣୀ ! କରୋନା ଭାଇରସ ପରି ଆଉ ଏକ ବିପଦ ମାଡି ଆସିବ
ବିସ୍ମୟ ବାଳକଙ୍କ ଭବିଷ୍ୟବାଣୀ ! କରୋନା ଭାଇରସ ପରି ଆଉ ଏକ ବିପଦ ମାଡି ଆସିବ
April 17, 2020 Prameya

ନୂଆଦିଲ୍ଲୀ ୧୭/୪: ଅଭିଗ୍ୟ ଆନନ୍ଦ(୧୪ ) ନାମକ ଜଣେ ଅଳ୍ପ ବୟସ୍କ ଜ୍ୟୋତିଷଙ୍କ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହୋଇଥିଲା । କାରଣ ସେ ଅଗଷ୍ଟ ୨୦୧୯ ରେ କରୋନାଭାଇରସ୍ ରୋଗର ପୂର୍ବାନୁମାନ କରିଥିଲେ। ବର୍ତ୍ତମାନ ଏହି ଜ୍ୟୋତିଷ ୟୁଟ୍ୟୁବରେ ଆଉ ଏକ ଭିଡିଓ ଅପଲୋଡ୍ କରିଛନ୍ତି।

ଅଗଷ୍ଟ ୨୦୧୯ରେ, ସେ ନିଜ ଚ୍ୟାନେଲରେ ଏକ ଭିଡିଓ ଅପଲୋଡ୍ କରିଥିଲେ ଯାହାର ଶୀର୍ଷକ ଥିଲା ‘ Severe Danger To The World From Nov 2019 To April 2020 ‘ ।

ଅଭିଗ୍ୟ ଦାବି କରିଛନ୍ତି ଯେ କୋଭିଡ -୧୯ ବିସ୍ଫୋରଣ ମେ ୩୧ ରେ ବନ୍ଦ ହୋଇଯିବ। ଅଭିଗ୍ୟଙ୍କ ଅନୁଯାୟୀ, ଜୁନ୍ ୩୧ ପର୍ଯ୍ୟନ୍ତ ମଣିଷ କୌଣସି ପ୍ରକାରର ଭଲ ଖବର ଶୁଣିବ ନାହିଁ ।

ବର୍ତ୍ତମାନ, ତାଙ୍କ ଭିଡିଓରେ ଅଭିଗ୍ୟ ଦାବି କରିଛନ୍ତି ଯେ ଡିସେମ୍ବର ୨୦,୨୦୨୦ରେ ପୃଥିବୀରେ ଆଉ ଏକ ବିପର୍ଯ୍ୟୟ ଘଟିବ ଏବଂ ଏହା ମାର୍ଚ୍ଚ ୩୧, ୨୦୨୧ ପର୍ଯ୍ୟନ୍ତ ଜାରି ରହିବ।

ସେ ଦାବି କରିଛନ୍ତି ଯେ ଡିସେମ୍ବର ୨୦, ୨୦୨୦ରେ ପୃଥିବୀରେ ଆଉ ଏକ ବିପର୍ଯ୍ୟୟ ଘଟିବ, ଯାହା ବିଶ୍ୱରେ ବିଶୃଙ୍ଖଳା ସୃଷ୍ଟି କରୁଥିବା କରୋନାଭାଇରସ୍ ରୋଗ ଅପେକ୍ଷା ଅଧିକ ଭୟଙ୍କର ହେବ। ସେ ଏହା ମଧ୍ୟ କହିଛନ୍ତି ଯେ ଏହାର ପ୍ରଭାବ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ରହିବ ।

ସେ କହିଛନ୍ତି ଯେ, ଯଦି ଆମେ ରୋଗ ପ୍ରତିରୋଧକ ଶକ୍ତି ହାସଲ କରିବା ତେବେ ଭବିଷ୍ୟତରେ ଏହି ମହାମାରୀ ରୋଗରୁ ଆମେ ନିଜକୁ ରକ୍ଷା କରିପାରିବା।

ସେ ଏହା ମଧ୍ୟ କହିଛନ୍ତି ଯେ ଆମେ ଆମର ଶକ୍ତି ବୃଦ୍ଧି କରୁଥିବାରୁ ଏହା ଦ୍ଵାରା ପଶୁମାନଙ୍କୁ ମାରିବା ଏବଂ ପ୍ରକୃତିର କ୍ଷତି କରିବାରେ ଲିପ୍ତ ରହୁଛେ । ଏଣୁ ଯଦି ଆମେ ଏହା ବନ୍ଦ ନକରିବା ତେବେ ଆମକୁ ପୃଥିବୀ ମାତାର କ୍ରୋଧର ସମ୍ମୁଖୀନ ହେବାକୁ ପଡିବ। ସମସ୍ତ ମାଂସ ବିକ୍ରେତାଙ୍କୁ ତ୍ୟାଗ ପୂର୍ବକ ସେମାନଙ୍କ ବୃତ୍ତି ଛାଡିବାକୁ ସେ ମଧ୍ୟ ଅନୁରୋଧ କରିଥିଲେ।

ଅଭିଗ୍ୟ ପୂର୍ବାନୁମାନ କରିଛନ୍ତି ଯେ ଚଳିତ ବର୍ଷ ଡିସେମ୍ବର ୨୦ ରୁ ଆସନ୍ତା ବର୍ଷ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଏହାଠାରୁ ଅଧିକ ଭୟଙ୍କର ବିପର୍ଯ୍ୟୟ ହୋଇପାରେ। ତେଣୁ, ଏହି ରୋଗର ମୁକାବିଲା ପାଇଁ ଆମର immune systemକୁ ଶକ୍ତିଶାଳୀ କରିବା ଉଚିତ୍ ।

(ସୂଚନା : ‘ପ୍ରମେୟ ଡଟ୍ କମ୍ ‘କୌଣସି ଅନ୍ଧ ବିଶ୍ୱାସକୁ ବିଶ୍ୱାସ କରେ ନାହିଁ )

MORE FROM AROUND THE WEBMgid

तेजी से वजन कम करना चाहते हैं, तस्वीर पर क्लिक करें!

आपका वजन 95 किलो है? आपका वजन 55 होगा! सोने से पहले करें

सुबह एक गिलास = रोज 2 किलो चर्बी गायब!
GC

ये तरकीब आपको सात दिन में सात किलो तोंद कम करने में मदद करेगी।

सुबह एक ग्लास = रोज 2 किलो चर्बी गायब!
Green Coffee

सिर्फ 13 दिनों में -16 किग्रा वजन कम कैसे करें?
Cappuccinofit
ସମ୍ବନ୍ଧିତ ଖବର

ସୋମବାର ଫିଲ୍ଡ ସାମ୍ବାଦିକଙ୍କ ହେବ କରୋନା ଟେଷ୍ଟ
19 April 2020
ଦୂରଦର୍ଶନରେ ପଢ଼ାଯିବ ଦଶମ ଶ୍ରେଣୀ ପାଠ: ସୋମବାରରୁ ଶୁକ୍ରବାର ହେବ କ୍ଲାସ୍‌ ,ଦିନକୁ ୨ଥର, ୫ଟି ବିଷୟ
19 April 2020
ଆଜିଠୁ ବୁର୍ଲା ଭିମ୍‌ସାର୍‌ରେ ହେବ କୋଭିଡ୍‌-୧୯ ପରୀକ୍ଷା, ୨ଟି ପର୍ଯ୍ୟାୟରେ ହେବ ୯୦ଟି ନମୁନାର ଟେଷ୍ଟ୍
19 April 2020
୧୪ ଦିନରେ ଓଡ଼ିଶାର ପୁରୀ ଓ କଟକ ଜିଲ୍ଲା ‘କରୋନା’ କେସ୍‌ ଚିହ୍ନଟ୍ ହୋଇନାହିଁ : ଲବ୍‌ ଅଗ୍ରୱାଲ
19 April 2020
Search

Search

ଅପରାଧ
ଡାକ୍ତରଙ୍କ ଆତ୍ମହତ୍ୟା ମାମଲାରେ ଆପ୍ ବିଧାୟକଙ୍କ ବିରୋଧରେ ମାମଲା ରୁଜୁ, ମିଳିଲା ସୁସାଇଡ୍ ନୋଟ୍
କାଜୁବଗିଚା ନେଇ ଦୁଇ ଗାଁ ମଧ୍ୟରେ ବିବାଦ, ୧୧ ଗିରଫ
ଲକ୍‌ଡାଉନ୍‌ରେ ବଢ଼ୁଛି ଘରୋଇ ହିଂସା: ଭାଉଜଙ୍କୁ ଶାବଳରେ ପିଟିଲା ଦିଅର,ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
ଦେଶ- ବିଦେଶ
୧୪ ଦିନରେ ଓଡ଼ିଶାର ପୁରୀ ଓ କଟକ ଜିଲ୍ଲା ‘କରୋନା’ କେସ୍‌ ଚିହ୍ନଟ୍ ହୋଇନାହିଁ : ଲବ୍‌ ଅଗ୍ରୱାଲ
କରୋନା କବଳରେ ବିଶ୍ବର ୨୧୦ଦେଶ: ୨୩ ଲକ୍ଷ ଛୁଇଁଲା ଆକ୍ରାନ୍ତ ସଂଖ୍ୟା, ମୃତ୍ୟୁ ସଂଖ୍ୟା ଦେଢ଼ ଲକ୍ଷ ପାର୍, ଆମେରିକାରେ ଦିନକରେ ୨,୫୩୫ ମୃତ
ଭାରତର ଇରୋସ୍‌ ଓ ହଲିଉଡ୍‌ ଷ୍ଟୁଡିଓ ଏସ୍‌ଟିଏକ୍ସ ଏଣ୍ଟରଟେନ୍‌ମେଣ୍ଟର ହେବ ମିଶ୍ରଣ
ଜୀବନଚର୍ଯ୍ୟା
ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ପିଅନ୍ତୁ ଏହି ପତ୍ରର ରସ
Apple ଲଞ୍ଚ କଲା ଶସ୍ତା iPhone SE, ଜାଣନ୍ତୁ ଦାମ୍ ଓ ଫିଚର୍ସ
ମନୋରଞ୍ଜନ
ଭାରତର ଇରୋସ୍‌ ଓ ହଲିଉଡ୍‌ ଷ୍ଟୁଡିଓ ଏସ୍‌ଟିଏକ୍ସ ଏଣ୍ଟରଟେନ୍‌ମେଣ୍ଟର ହେବ ମିଶ୍ରଣ
ଡାକ୍ତର ହେବାକୁ ଚାହୁଁଥିଲେ, ୧୬ ବର୍ଷ ବୟସରେ ମିସ୍ ଇଣ୍ଡିଆ ହୋଇଥିଲେ ଏହି ଅଭିନେତ୍ରୀ
You may Missed
କରୋନାଭୁବନେଶ୍ୱରମହାନଗରରାଜ୍ୟ
ସୋମବାର ଫିଲ୍ଡ ସାମ୍ବାଦିକଙ୍କ ହେବ କରୋନା ଟେଷ୍ଟ
April 19, 2020 Prameya News7
ମହାନଗରରାଉରକେଲା
ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
April 19, 2020 Prameya News7
କଟକମହାନଗରମୁଖ୍ୟ ଖବରରାଜ୍ୟ
ବିଶିଷ୍ଟ ସାହିତ୍ୟିକ ତଥା ନାଟ୍ୟକାର ଡକ୍ଟର ରତ୍ନାକର ଚଇନିଙ୍କ ପରଲୋକ
April 19, 2020 Prameya News7
କରୋନାଭୁବନେଶ୍ୱରମହାନଗରମୁଖ୍ୟ ଖବରରାଜ୍ୟ
ଦୂରଦର୍ଶନରେ ପଢ଼ାଯିବ ଦଶମ ଶ୍ରେଣୀ ପାଠ: ସୋମବାରରୁ ଶୁକ୍ରବାର ହେବ କ୍ଲାସ୍‌ ,ଦିନକୁ ୨ଥର, ୫ଟି ବିଷୟ
April 19, 2020 Prameya News7
Copyright © 2020 PRAMEYA Privacy Policy

 #କାଫିର_ହେଲେ_ଏମିତି_ଦଣ୍ଡ_ମିଳେ...ନିଜ ଝିଅର ବଳାତ୍କାରୀ କୁ ଯେତେବେଳେ ମା କହିଲା କି, "ଅବ୍ଦୁଲ ଜଣେ ଜଣେ କର,ନହେଲେ ସେ ମରିଯିବ" । ଏହା ଏକ ...
19/04/2020

#କାଫିର_ହେଲେ_ଏମିତି_ଦଣ୍ଡ_ମିଳେ...

ନିଜ ଝିଅର ବଳାତ୍କାରୀ କୁ ଯେତେବେଳେ ମା କହିଲା କି, "ଅବ୍ଦୁଲ ଜଣେ ଜଣେ କର,ନହେଲେ ସେ ମରିଯିବ" ।

ଏହା ଏକ ସତ୍ୟ ଘଟଣା ଘଟିଥିଲା 8 ଅକ୍ଟୋବର 2001 ମସିହାରେ ବାଂଲାଦେଶ ରେ...

ଅନୀଲ ଚନ୍ଦ୍ର ଓ ତାଙ୍କ ପରିବାର 2 ଝିଅ ପୂର୍ଣ୍ଣିମା ଓ 6 ବର୍ଷୀୟ ଛୋଟ ଝିଅ ସହ ବାଂଲାଦେଶ ର ସିରାଜଗଞ୍ଜ ରେ ରହୁଥିଲେ । ତାଙ୍କ ପାଖରେ ଖାଇବା, ରହିବା ପାଇଁ ପର୍ଯ୍ୟାପ୍ତ ଜମି ଓ ସମ୍ପତ୍ତି ଥିଲା ହେଲେ ତାଙ୍କ ଦ୍ୱାରା ଗୋଟେ ଭୁଲ ହେଇଯାଇଥିଲା କି ସେ ଜଣେ ହିନ୍ଦୁ ହୋଇ 14 ବର୍ଷ ଓ 6 ବର୍ଷ ର ଝିଅ ସହ ବାଂଲାଦେଶ ରେ ରହୁଥିଲେ । ଜଣେ କାଫିର ପାଖରେ ଏତେ ଜମି କେମିତି ରହି ପାରିବ.?? ଏହି ପ୍ରଶ୍ନ ଥିଲା ବାଂଲାଦେଶ ର ପୂର୍ବ ପ୍ରଧାନମନ୍ତ୍ରୀ ଖାଲିଦ ଜିୟା ଙ୍କ ପାର୍ଟି ସହ ସମ୍ବନ୍ଧିତ କିଛି ଉନ୍ମାଦୀ ଲୋକଙ୍କର...

ଅକ୍ଟୋବର 8 ତାରିଖ ଦିନ...

ଅବ୍ଦୁଲ ଅଲ୍ଲୀ, ଅଲ୍ତାଫ ହୁସେନ, ହୁସେନ ଅଲ୍ଲୀ, ଅବ୍ଦୁର ରଉଫ, ୟାସୀନ ଅଲ୍ଲୀ , ଲିଟନ ଶେଖ ଓ ଅନ୍ୟ 5 ଜଣ ଲୋକ ଅନୀଲ ଚନ୍ଦ୍ର ର ଘର ଉପରେ ଆକ୍ରମଣ କରିଦେଲେ । ଅନୀଲ ଚନ୍ଦ୍ର କୁ ବହୁତ ମାରିଲେ ଓ ତାକୁ ଖୁଣ୍ଟ ରେ ବାନ୍ଧି ଦେଇ କାଫିର କହି ବହୁତ ଗାଳି କଲେ ।

ତା ପରେ ଏ ସୈତାନ ମାନେ ମା ର ଆଖି ଆଗରେ ହିଁ ତା'ର 14 ବର୍ଷର ନିର୍ଦୋଷ ଝିଅ ଉପରେ ଝାମ୍ପି ପଡିଲେ ସେତେବେଳେ ଗୋଟେ ବିବଶ ମା ର ଦାରୁଣ କଣ୍ଠ ରୁ ଯେଉଁ ଶବ୍ଦ ବାହାରିଥିଲା ତାହା ସମଗ୍ର ମାନବ ଜାତି ଓ ମାନବିକତା ର ହୃଦୟ ଥରାଇ ଦେବା ପରି ଥିଲା...

ଭୁଲ କଣ ଜାଣି ନଥିବା ନିଜ ନିର୍ଦୋଷ ନାବାଳିକା ଝିଅ ପ୍ରତି ଏପରି ଅତ୍ୟାଚାର ଦେଖି ସେ କହିଲା, ' ଅବ୍ଦୁଲ ଅଲ୍ଲୀ... ଜଣେ ଜଣେ କର,ନ ହେଲେ ସେ ମରିଯିବ , ବିଚାରି ମାତ୍ର 14 ବର୍ଷର ତା ଉପରେ ଟିକେ ଦୟାକର..!! '

ସେମାନେ ଏଇଠି ଅଟକି ନଥିଲେ,ସେ ଆଲ୍ଲା ର ଶାନ୍ତିପ୍ରିୟ ଲୋକ ମାନେ ସେ ମା ବାପାଙ୍କ ଆଗରେ ତାଙ୍କର 6 ବର୍ଷର ଝିଅକୁ ବି ବଳାତ୍କାର କଲେ.... ତାଙ୍କୁ ସେଇଠି ମରିବା ପାଇଁ ଛାଡ଼ିଦେଇ ଗଲେ ଆଉ ଯିବା ବେଳେ ଆଖ ପାଖର ପଡୋଶୀଙ୍କୁ ସେମାନଙ୍କୁ କେହି ସାହାଯ୍ୟ ନ କରିବାକୁ କହିଦେଇ ଗଲେ...

ଏ ସମ୍ପୂର୍ଣ୍ଣ ଘଟଣା ବାଂଲାଦେଶୀ ଲେଖିକା ତସଲିମା ନାସରିନ ନିଜ ବହି 'ଲଜ୍ଜା' ରେ ଉଲ୍ଲେଖ କରିଥିଲେ ଯାହା ପରେ ତାଙ୍କୁ ଦେଶରୁ ବହିଷ୍କାର କରାଯାଇଥିଲା...। ଏ ସମସ୍ତ ଘଟଣା ଏତେ ଭୟଙ୍କର ଥିଲା ଯେ ଆଜିଯାଏ କୌଣସି ବୁଦ୍ଧିଜୀବୀ ଏ ବିଷୟରେ ସ୍ୱର ଉତ୍ତୋଳନ ତ ଦୂରର କଥା ଆଲୋଚନା କରିବାକୁ ବି ସାହସ କରି ନାହାନ୍ତି ଓ କୌଣସି ମିଡିଆ ବି ଏ ସମ୍ପର୍କରେ କୌଣସି କାର୍ଯ୍ୟକ୍ରମ କରିବାର ସାହସ କରି ନାହାନ୍ତି...। ଏହା ହୋଇଥାଏ କୌଣସି ଇସ୍ଲାମିକ ଦେଶରେ ଅଳ୍ପ ସଂଖ୍ୟକ ହେବା ଦ୍ୱାରା ସେ ବାଂଲାଦେଶ ହେଉ କି ପାକିସ୍ତାନ...।

ଜଣା ନାହିଁ କେତେ ପୂର୍ଣ୍ଣିମା ନିଜର ଏମିତି ଆହୁତି ଦେଇଥିବେ ବାଂଲାଦେଶ ରେ ହିନ୍ଦୁମାନଙ୍କ ଜନ ସଂଖ୍ୟା 22%ରୁ 8% ଓ ପାକିସ୍ତାନ ରେ 15%ରୁ 1% ରେ ପହଞ୍ଚାଇବା ପାଇଁ...। ଆଉ କିଛି ଶାନ୍ତିପ୍ରିୟ ଲୋକେ କହୁଛନ୍ତି କି ତାଙ୍କୁ ଭାରତ ରେ ରହିବାକୁ ଡର ଲାଗୁଚି... ।ଆଉ ତୁମେ ବି ତଥାକଥିତ ବୁଦ୍ଧିଜୀବୀ ସେକୁଲାର ହିନ୍ଦୁ ଯାହାକୁ ଲାଗୁଚି କି ସତରେ ଭାରତ ରେ ଅଳ୍ପ ସଂଖ୍ୟକ ମାନଙ୍କ ପ୍ରତି ଅତ୍ୟାଚାର ହେଉଛି,ମୋର ଅନୁରୋଧ କି ଥରେ ଇଣ୍ଟରନେଟ ରେ ବାଂଲାଦେଶ ନ ହେଲେ ପାକିସ୍ତାନ ର କୌଣସି ପୂର୍ଣ୍ଣିମା କୁ ଖୋଜି ଦେଖନ୍ତୁ ତୁମର ନଜର ବଦଳିଯିବ ନିଶ୍ଚୟ...।

ତୁମେ ଏମିତି ଶୋଇ ରହିଥାଅ କିଛି ଅସୁବିଧା ନାହିଁ... ହିନ୍ଦୁ ଧର୍ମ ଏକ ବହୁତ ବଡ଼ ଧର୍ମ,ୟାକୁ କେହି ବି ନଷ୍ଟ କରି ପାରିବେନି ଆମ ଅଜା ଅମଳ ରୁ ଆମେ ଶୁଣି ଆସୁଛୁ ନା...।ହେଲେ ମୋ ଭାଇ ଥରେ ତୁ ଭାବି ନେ କି କାଲି ଯେତେବେଳେ ତୁ ଶରଣାର୍ଥୀ ହେବୁ ତତେ କୋଉ ଦେଶ ଶରଣ ଦେବ.?? ହିନ୍ଦୁ ଦେଶ କେତେଟା ଅଛି ବିଶ୍ୱ ରେ.? କେଉଁଠି ବି ତତେ ଶରଣ ମିଳିବନି ମୋ ଭାଇ...। ଆରେ ଭାଈ ତୁ ସେଇ ହିନ୍ଦୁ ନା,ଯାହା ହାତ ଥରେ ଗୋଟେ ହିନ୍ଦୁତ୍ୱବାଦୀ ପୋଷ୍ଟ କଲାବେଳେ, ଯାହାର କଣ୍ଠ ବାଷ୍ପରୁଦ୍ଧ ହେଇଯାଏ ଜୟ ଶ୍ରୀରାମ ନାରା ଦେବା ବେଳେ, ତୁ ସେଇ ହିନ୍ଦୁ ନା ଯିଏ କହେ କି ଆମେ ସମସ୍ତେ ଭାଈ ଭାଈ...ଆରେ ଧିକ ତୋ ଜୀବନ କୁ ଯଦି ତୁ ଏବେ ବି କିଛି ବୁଝି ପାରିଲୁନି...

#ସିଂହ_ଶାବକ
🏹ଜୟ ଶ୍ରୀରାମ🏹
🇮🇳ଜୟ ମା ଭାରତୀ🇮🇳
🚩ଜୟ ହିନ୍ଦୁତ୍ୱ🚩

18/12/2019
ODISHA E tv
27/09/2019

ODISHA E tv

ODISHA E Tv
27/09/2019

ODISHA E Tv

27/09/2019
ପରିଚୟ ପତ୍ର ଦେଇ କିଣିବେ ମଦ।।।।ଓଡିଶା E ଟିଭି
27/09/2019

ପରିଚୟ ପତ୍ର ଦେଇ କିଣିବେ ମଦ।।।।ଓଡିଶା E ଟିଭି

27/09/2019

E star India TV ପ୍ରସ୍ତୁତ କରୁଛି ନୂଆ music v

Address


Alerts

Be the first to know and let us send you an email when Odisha E tv posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

  • Address
  • Alerts
  • Claim ownership or report listing
  • Want your business to be the top-listed Media Company?

Share