ଅଳ୍ପକେ ବତ୍ରୀଲେ ଡ୍ରାଇଭର ।
ଅଳ୍ପକେ ବତ୍ରୀଲେ ଡ୍ରାଇଭର ।
#ମିଛ_କହିଲେ_ମାଜିଷ୍ଟେଟ୍
#ମିଛ_କହିଲେ_ମାଜିଷ୍ଟେଟ୍
କୋଭିଡ କଟକଣାକୁ ଫୁ କରି ଯାତ୍ରା ଦେଖିଲେ ତହସିଲଦାର ।
ଗୁଣୁପୁର ଗାନ୍ଧୀ ବିଶ୍ୱବିଦ୍ୟାଳୟକୁ ୩ ଦିନ ପାଇଁ ବନ୍ଦ ଘୋଷଣା କଲେ ଉପ ଜିଲ୍ଲାପାଳ । #avpnewsindia
ଗୁଣୁପୁର ଗାନ୍ଧୀ ବିଶ୍ୱବିଦ୍ୟାଳୟକୁ ୩
ଦିନ ପାଇଁ ବନ୍ଦ ଘୋଷଣା କଲେ ଉପ ଜିଲ୍ଲାପାଳ ।
#ପୁଅ_ଆଗରେ_ବାପାକୁ_ପିଟିଲା_ପୋଲିସ
#ପୁଅ_ଆଗରେ_ବାପାକୁ_ପିଟିଲା_ପୋଲିସ
ନାକ ତଳକୁ ମାସ୍କ ଖସିଯାଇଥିଲା ବୋଲି ପୁଅ ଆଗରେ ବାପାକୁ ପିଟିଲା ପୋଲିସ ।
ଛିଛିଛି ଏମାନଙ୍କ ପାଖରେ ମାନବିକତା ହିଁ ହଜି ଯାଇଛି !
#avpnewsindia
ଘଟଗାଁ ମା’ ତାରିଣୀଙ୍କ ଦିବ୍ୟ ଦର୍ଶନରେ ପୁଲକିତ ହୋଇ ଉଠିବ ମନ ପ୍ରାଣ।🙏🙏🙏
ଘଟଗାଁ ମା’ ତାରିଣୀଙ୍କ ଦିବ୍ୟ ଦର୍ଶନରେ ପୁଲକିତ ହୋଇ ଉଠିବ ମନ ପ୍ରାଣ। ଦିର୍ଘ ମାସ ପରେ ମା’ଙ୍କ ଦେଉଳ ଦୁଆର ଖୋଲିବା ପରେ ମା’ଙ୍କ ମୁହଁକୁ ଦେଖନ୍ତୁ। ଭକ୍ତ ଆସିବେ ବୋଲି ହସ ହସ ମୁହଁରେ ଚାହିଁ ରହିଛି ମା’ #Odisha #avpnewsindia
#GhatagaonMaaTarani
ଓଡ଼ିଶା ଦିବସ
ଓଡ଼ିଶା ଏବେ ଶାନ୍ତି ଓ ବିକାଶର ନୂଆ ପରିଚୟ ହୋଇଛି। ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ଅଗ୍ରଗତି କରିଛି। ବିକାଶର ନୂଆ ପରିଭାଷା ସାଜିଛି। ବିକାଶ କେବଳ ଏକ ସରକାରୀ ଆଭିମୁଖ୍ୟ ହେବା ଉଚିତ ନୁହେଁ। ଜନସାଧାରଣ ହେଉଛନ୍ତି ବିକାଶର ଭାଗିଦାର। ଆମର ପ୍ରକୃତ ବିକାଶ ପାଇଁ ବିକାଶ ପ୍ରକ୍ରିୟାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବାକୁ ହେବ।
୨୦୩୬ରେ ଆମେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ୧୦୦ବର୍ଷ ପାଳନ କରିବା। ସେତେବେଳେ ଓଡ଼ିଶାକୁ ସବୁ କ୍ଷେତ୍ରରେ ସାରା ଦେଶ ତଥା ବିଦେଶର ଏକ ବିକଶିତ ଓ ଆଦର୍ଶ ରାଜ୍ୟ ଭାବେ ଗଠନ କରିବା ଆମ ଲକ୍ଷ୍ୟ ହେବା ଉଚିତ। ଏଥିପାଇଁ ଆସନ୍ତୁ ଆମେ ସମସ୍ତେ ସଂକଳ୍ପବଦ୍ଧ ଭାବେ ଏକ ହୋଇ ଆଗକୁ ବଢ଼ିବା। #ଓଡ଼ିଶାଦିବସ #ବନ୍ଦେଉତ୍କଳଜନନୀ
କୋବିଡ଼୍ ନିଅମ ମାନିଚଳିବା
ଆପଣମାନଙ୍କ ତ୍ୟାଗ ଓ ସହଯୋଗରେ ଆଜି ଓଡ଼ିଶା କୋଭିଡ ନିୟନ୍ତ୍ରଣରେ ଭଲ ସ୍ଥିତିରେ ରହିଛି। ହେଲେ ବିପଦ ଏବେ ବି ଟଳି ନାହିଁ। ବିଭିନ୍ନ ରାଜ୍ୟରେ ଏବେ ସ୍ଥିତି ବିଗିଡ଼ିବା ସହିତ ଲକଡାଉନ ଲାଗୁ ହୋଇଛି। ହେଲେ ଆମ ରାଜ୍ୟରେ ପୁଣିଥରେ ସେପରି ସ୍ଥିତି ସୃଷ୍ଟି ହେବାକୁ ଦେବା ନାହିଁ। ଆମେ ସତର୍କ ରହିଲେ ଏପରି ସ୍ଥିତି ଉପୁଜିବ ନାହିଁ।
କରୋନା ବିରୋଧୀ ଲଢେଇରେ ଆମେ ଆମର ବହୁ ଯୋଦ୍ଧାଙ୍କୁ ହରାଇଛୁ। ସେମାନଙ୍କ ପରିବାର ଆଖିରୁ ଆଜି ମଧ୍ୟ ଲୁହ ଶୁଖି ନାହିଁ। ସେହି ଯୋଦ୍ଧାମାନଙ୍କ ତ୍ୟାଗକୁ ଆମେ କେବେ ବି ବ୍ୟର୍ଥ ହେବାକୁ ଦେବା ନାହିଁ। ସତର୍କ ରହିବା ହିଁ ଶହୀଦ କୋଭିଡ ଯୋଦ୍ଧାଙ୍କ ପ୍ରତି ହେବ ଆମର ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି।
ଆସନ୍ତୁ, ଆମେ ସମସ୍ତେ ସଙ୍କଳ୍ପ ନେଇ କୋଭିଡ ନିୟମାବଳୀକୁ ପୂର୍ବ ପରି କଡ଼ାକଡ଼ି ପାଳନ କରିବା। ବାହାରକୁ ଗଲେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ସହ ଘରକୁ ଫେରିଲେ ଭଲ ଭାବେ ହାତ ଧୋଇବା। ଆପଣମାନଙ୍କ ଉପରେ ମୋର ପୂର୍ଣ୍ଣ ଭରସା ରହିଛି। ଆମେ ସମସ୍ତେ ମିଶି ଶୂନ୍ୟ ସଂକ୍ରମଣ ଲକ୍ଷ୍ୟ ନିଶ