Sambalpuri News

  • Home
  • Sambalpuri News

Sambalpuri News This is a page to provide news from all over Western Odisha and bring the issues of Western Odisha to the attention of the respective Govt. mechineries.
(1)

ଆପନ୍ ମାନେ ଖୁସୀ ତ ? ଏବେ ସବୂଆଡେ ମନା ହେବା ସୋଭାଯାତ୍ରା ଇ ସରକାର୍ କେଭେ ହେଲେ ଆମକୁ ସୁରକ୍ଷା ନାଇ ଦେଇ ପାରେ ।
15/04/2024

ଆପନ୍ ମାନେ ଖୁସୀ ତ ?

ଏବେ ସବୂଆଡେ ମନା ହେବା ସୋଭାଯାତ୍ରା
ଇ ସରକାର୍ କେଭେ ହେଲେ ଆମକୁ ସୁରକ୍ଷା ନାଇ ଦେଇ ପାରେ ।

୨୭ ତାରିଖ୍ ଜୟେ ମା ସମଲେଶ୍ୱରୀ 🙏🏻
26/01/2024

୨୭ ତାରିଖ୍
ଜୟେ ମା ସମଲେଶ୍ୱରୀ 🙏🏻

The Glorious history of Chandra Shekhar Behera Zilla School. Samalpur
08/12/2023

The Glorious history of Chandra Shekhar Behera Zilla School. Samalpur

Chandra Sekhar Behera Zilla school is one of the renowned Govt. School in Sambalpur. It is the first high school of Western Odisha. It has a glorious past an...

01/12/2023
07/12/2022

ଆମର୍ ସମ୍ବଲପୁରୀ ଭାଷା କେ ସମ୍ବିଧାନ୍ ର ୮ ନମ୍ୱର୍ ଅନୁଛେଦ୍ ରେ ଥାନ୍ ଦେବର୍ ଲାଗି ସୁଦୂର୍ ଦିଲ୍ଲୀ ରେ ସଂଗ୍ରାମୀ ମାନକର୍ ଧାରଣା।
ଦାବୀ ପୂରଣ ହେବାର୍ ଲାଗି ପ୍ରଧାନ ମନ୍ତ୍ରୀ ଆଉ ଗୃହ ମନ୍ତ୍ରୀ ଙ୍କୁ ମେମୋରେଣ୍ଡମ୍ ପ୍ରଦାନ୍ କରାଗଲା।

ଜୟ ମା ସମଲେଶ୍ଵରୀ

ହାଇକୋର୍ଟ ବେଞ୍ଚ୍ ସମ୍ବଲପୁର୍ ରେ ହଉ ବୋଲି ସି.ଏ.ସି ର ଦାବି।
29/09/2022

ହାଇକୋର୍ଟ ବେଞ୍ଚ୍ ସମ୍ବଲପୁର୍ ରେ ହଉ ବୋଲି ସି.ଏ.ସି ର ଦାବି।

ସମ୍ବଲପୁର ରେ ହାଇକୋର୍ଟ ର ବେଞ୍ଚ ପ୍ରତିଷ୍ଠା ଲାଗି, ଭୁବନେଶ୍ୱର ନୁ CAC ର ଆନ୍ଦୋଲନ ।
29/09/2022

ସମ୍ବଲପୁର ରେ ହାଇକୋର୍ଟ ର ବେଞ୍ଚ ପ୍ରତିଷ୍ଠା ଲାଗି, ଭୁବନେଶ୍ୱର ନୁ CAC ର ଆନ୍ଦୋଲନ ।

ସମ୍ବଲପୁର ର ବୋମାଲୋଇ ଠାନେ ହେବା ତିଲାପିଆ ମାଛ ଚାଷ । କେନ୍ଦ୍ରସରକାର ଇଥିର ଲାଗି ୭୫% ଆଉ ରାଜ୍ୟ ସରକାର ୨୫% ପଇସା ଦେବେ । ଇତାର ଦ୍ୱାରା ସମ୍...
21/09/2022

ସମ୍ବଲପୁର ର ବୋମାଲୋଇ ଠାନେ ହେବା ତିଲାପିଆ ମାଛ ଚାଷ । କେନ୍ଦ୍ରସରକାର ଇଥିର ଲାଗି ୭୫% ଆଉ ରାଜ୍ୟ ସରକାର ୨୫% ପଇସା ଦେବେ । ଇତାର ଦ୍ୱାରା ସମ୍ବଲପୁର ଭି ମାଛ ଚାଷୀ ମାନକର ଲାଗି ଗୁଟେ ମୁଖ୍ୟ ଜାଗା ଟେ ହେଇ ପାରବା ।

ଗଲା ରଏବାର 18 ସେପ୍ଟେମ୍ବର କେ ଭୋପାଲ ନ ଥିବାର ସମ୍ବଲପୁରୀ ପରିବାର ଧୁମ୍ ଧାମ୍ ରେ ନୁଆଁଖାଇ ଭେଟଘାଟ ଆୟୋଜନ କରିଥିଲା। ମାହୋଲ ଟା ପୁରା ସମ୍ବ...
20/09/2022

ଗଲା ରଏବାର 18 ସେପ୍ଟେମ୍ବର କେ ଭୋପାଲ ନ ଥିବାର ସମ୍ବଲପୁରୀ ପରିବାର ଧୁମ୍ ଧାମ୍ ରେ ନୁଆଁଖାଇ ଭେଟଘାଟ ଆୟୋଜନ କରିଥିଲା। ମାହୋଲ ଟା ପୁରା ସମ୍ବଲପୁରୀ ନାଚ ଗାନା ଥି ସଜା ହେଇଥିଲା। ଶାଶ୍ଵତ ତ୍ରିପାଠୀ ଆଉ ଗ୍ରୁପ ସମ୍ବଲପୁରୀ ମାହୋଲ ବନାବାର ଥି କିଛି ଉନା ନାଇଁ କରି।

ଗୁଜୁରାଟ ର ବରୋଦା ନଗର ନୁ ବହୁତ ଧୁମଧାମ ନ ନୂଆଁଖାଇ ଭେଟଘାଟ ପାଲନ ହେଇଛେ । ଗଲା ରଏବାର ୧୮ ସେପ୍ଟେମ୍ବର କେ ଗୁଜୁରାଟ ନୁ ରହୁଥିବାର ପଶ୍ଚିମଓଡ...
19/09/2022

ଗୁଜୁରାଟ ର ବରୋଦା ନଗର ନୁ ବହୁତ ଧୁମଧାମ ନ ନୂଆଁଖାଇ ଭେଟଘାଟ ପାଲନ ହେଇଛେ । ଗଲା ରଏବାର ୧୮ ସେପ୍ଟେମ୍ବର କେ ଗୁଜୁରାଟ ନୁ ରହୁଥିବାର ପଶ୍ଚିମଓଡ଼ିଶାର ବହୁତ ଟେ ପରିବାର ଗୁଟଠାନେ ଠୋଲ ହେଇକରି ସମ୍ବଲପୁରୀ ନାଚ ଗାନା ସାଙ୍ଗେ ସାଙ୍ଗେ ସମ୍ବଲପୁରୀ ଖାନା ର ଭି ମଜା ନେଇଥିଲେ । ଇ ଉଧେ ୧୦୦ ନୁ ଯହ ପରିବାର ସାମିଲ ହେଇଥିଲେ । ସମଲେଇ ମା ର ପୂଜା ନୁ କାର୍ଯ୍ୟକ୍ରମ ମୁଲ ହେଇଥିଲା । ସମଲେଇ ମା ର ଜୟ ଜୟ କାର ଥି ସାରା ହଲ କମ୍ପି ଉଠିଥିଲା ।

ସେପ୍ଟେମ୍ବର ୪ ତାରିଖ ୨୦୨୨ କେ ଜୁହାର ପରିବାର ସମ୍ବଲପୁର ତରଫନୁ ଧୂମଧାମ ଥି ନୂଆଁଖାଇ ଭେଟଘାଟ ମନା ଯାଇଥିଲା । ସମ୍ବଲପୁର ର ତପସ୍ୱିନୀ ହଲନ ଦର...
17/09/2022

ସେପ୍ଟେମ୍ବର ୪ ତାରିଖ ୨୦୨୨ କେ ଜୁହାର ପରିବାର ସମ୍ବଲପୁର ତରଫନୁ ଧୂମଧାମ ଥି ନୂଆଁଖାଇ ଭେଟଘାଟ ମନା ଯାଇଥିଲା । ସମ୍ବଲପୁର ର ତପସ୍ୱିନୀ ହଲନ ଦର୍ଶକ ମାନକର ଉପସ୍ଥିତିରେ ବହୁତ ବଢିଆ ଭାବେ ସବୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେଇଥିଲା । ନୂଆଁଖାଇ ଉଧେ ସ୍କୁଲ ମାନକର ଛୁଆ ମାନକୁ ନେଇ କରି ବହୁତ ଟେ ପ୍ରତିଯୋଗିତା ହେଇଥିଲା।। ଭେଟଘାଟ ଦିନ ପ୍ରତିଯୋଗୀ ମାନକୁ ପୁରସ୍କାର ଦିଆ ଯାଇଥିଲା ।

ଝାରସୁଗୁଡା ପାସେ ଭୂଷଣ ଷ୍ଟିଲ ର ଶ୍ରମିକ ମାନକୁ ନେଇ କରି ଯାଉଥିବାର ବସ ଆଉ ହାଇଵା ଭୀତରେ ଦୁର୍ଘଟନା ହେଇଛେ । ଦୁର୍ଘଟନା ଥି ପାଖାପାଖି ୮ ଝନ ମ...
17/09/2022

ଝାରସୁଗୁଡା ପାସେ ଭୂଷଣ ଷ୍ଟିଲ ର ଶ୍ରମିକ ମାନକୁ ନେଇ କରି ଯାଉଥିବାର ବସ ଆଉ ହାଇଵା ଭୀତରେ ଦୁର୍ଘଟନା ହେଇଛେ । ଦୁର୍ଘଟନା ଥି ପାଖାପାଖି ୮ ଝନ ମରିଛନ ଆଉ ୨୦ ନୁ ଯହ ଆହତ ହେଇଛନ । ଇ ଘଟନା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଭି ଦୁଃଖ ପ୍ରକାଶ କରିଛନ । ଆମେ ସମ୍ବଲପୁରୀ ନିଉଜ ପରିବାର ତରଫ ନୁ ମା ସମଲେଇ ନୁ ସମକର ଭଲ ଲାଗି ପ୍ରାର୍ଥନା କରୁଛୁ।

03/04/2022

From Jharsuguda, Odisha



01/04/2022

Protest against Utkal Divas by - Western Odisha Yuva Manch and Koshal Sena.




25/05/2021

ସମ୍ବଲପୁର ଏକ୍ସସିସ୍ ଵେଙ୍କ୍ ବିଲ୍ଡିଂ ରେ ନିଆ । ନିଆ ଲାଗବାର୍ କାରନ୍ ଟା ନୁହେ ଜନା ପଡ଼େ ।

Fire at Axis Bank Building, Sambalpur. The reason behind this still unclear.

ଭାରତ ର ପହେଲା କୋରୋନା ଟେଷ୍ଟିଂ କିଟ୍ ଆଇସିଏମାର୍ (ICMR) ନୁ ଅନୁମୋଦନ୍ ପାଇଛେ ।ଆପନ୍ ମାନେ ନିଜେ ବି ଘରେ ଏଥିରେ କୋରୋନା ଟେଷ୍ଟ୍ କରି ପାରବେ...
20/05/2021

ଭାରତ ର ପହେଲା କୋରୋନା ଟେଷ୍ଟିଂ କିଟ୍ ଆଇସିଏମାର୍ (ICMR) ନୁ ଅନୁମୋଦନ୍ ପାଇଛେ ।

ଆପନ୍ ମାନେ ନିଜେ ବି ଘରେ ଏଥିରେ କୋରୋନା ଟେଷ୍ଟ୍ କରି ପାରବେ । ବହୁତ୍ ଜଲଦି ଆମେ ଇ କିଟ୍ ବଜାର ରେ ପାଇମା ବୋଲି ସରକାର୍ ଦାବି କରିଛନ୍ ।

 #ଆସୁଛେ_ଆଉ_ଗୁଟେ_ବାତ୍ୟାଓଡିଶା ରେ ୨୬ ତାରିଖରେ ହେଇ ପାରେ ବହୁତ୍ ଜୋର୍ ବର୍ଷା ଆଉ ପବନ୍ । ମେ ୨୩ ବେଲକେ ବଙ୍ଗୋପସାଗର୍ ରେ ବାତ୍ୟା ର ସୂଚନା ...
20/05/2021

#ଆସୁଛେ_ଆଉ_ଗୁଟେ_ବାତ୍ୟା
ଓଡିଶା ରେ ୨୬ ତାରିଖରେ ହେଇ ପାରେ ବହୁତ୍ ଜୋର୍ ବର୍ଷା ଆଉ ପବନ୍ ।
ମେ ୨୩ ବେଲକେ ବଙ୍ଗୋପସାଗର୍ ରେ ବାତ୍ୟା ର ସୂଚନା ଟ୍ୱିଟ କରି ଜନାଲେ ଭୂବିଜ୍ଞାନ ମନ୍ତ୍ରାଳୟ ର ସଚିବ ମାଧବନ ରାଜୀବନ ।

19/05/2021

ଇଟା ହଉଛେ VIMSAR ବୁର୍ଲା ର ଭିଡିଓ ।
ଏନ୍ତା କେତେ ଲୋକ ମରୁଥିବେ ଯେ କେଜାନେ ??

ଏଥିରୁ ଜନା ପଡୁଛେ ଯେ ସରକାରୀ ଡାକ୍ତରଖାନା ରେ ରେମଦେଶିବିର୍ (Remdesivir) ବାଗିର୍ ଦାମୀ ଉଷୋ ର ହିସାବ୍ କିତାବ୍ ନାଇ ରଖବାର୍ ।

ଓଡିଶା ସରକାର୍ ଚାଲିଥିବାର ଲକଡାଉନ୍ କେ ଜୁନ୍ ୧ ତାରିଖ ତକ୍ ବଢେଇଛନ ।ଦରକାରୀ ଦୁକାନ୍ ବଜାର୍ ସକାଲର୍ ୭ ନୁ ୧୧ ବଜେ ତକର୍ ଖୁଲବା ।
18/05/2021

ଓଡିଶା ସରକାର୍ ଚାଲିଥିବାର ଲକଡାଉନ୍ କେ ଜୁନ୍ ୧ ତାରିଖ ତକ୍ ବଢେଇଛନ ।

ଦରକାରୀ ଦୁକାନ୍ ବଜାର୍ ସକାଲର୍ ୭ ନୁ ୧୧ ବଜେ ତକର୍ ଖୁଲବା ।

   ହସ୍ପିଟାଲ୍ ରେ କେଁଥି କେତେ ପଏସା ଲଗବା ଓଡ଼ିଶା ସରକାର ଦ୍ୱାରା ଦିଆଯାଇଥିବା ର୍ ନୋଟିସ୍ ।
12/05/2021

ହସ୍ପିଟାଲ୍ ରେ କେଁଥି କେତେ ପଏସା ଲଗବା ଓଡ଼ିଶା ସରକାର ଦ୍ୱାରା ଦିଆଯାଇଥିବା ର୍ ନୋଟିସ୍ ।

Our lives are of same value of Broiler Chicken,Lives in Bhubaneswar is only valuable for Govt.
09/05/2021

Our lives are of same value of Broiler Chicken,
Lives in Bhubaneswar is only valuable for Govt.

ବରଗଡ଼ ର ୧ ଲାଖ୍ ଲୁକର୍ ଲାଗି ୧୦୦ ଟା ଆଇ.ସି.ୟୁ ଖଟ୍ ଆଇ.ଓ.ସି.ଏଲ୍ (IOCL) ଦେଲେ ଗୁଟେ ବଡ୍ ବେସରକାରୀ ଆଉ ଭଲ୍ ପଏସା କମଉ ଥିବାର୍ ବିକାଶ ହସ୍...
08/05/2021

ବରଗଡ଼ ର ୧ ଲାଖ୍ ଲୁକର୍ ଲାଗି ୧୦୦ ଟା ଆଇ.ସି.ୟୁ ଖଟ୍ ଆଇ.ଓ.ସି.ଏଲ୍ (IOCL) ଦେଲେ ଗୁଟେ ବଡ୍ ବେସରକାରୀ ଆଉ ଭଲ୍ ପଏସା କମଉ ଥିବାର୍ ବିକାଶ ହସ୍ପିଟାଲ୍ କେ ।
ହେଲେ ଆଇ.ଓ.ସି.ଏଲ୍ (IOCL) କେନ୍ତା କରି ସେଟା ଜାନି ପାଇବେ ସବୁ ୧୦୦ ଟା ଖଟ୍ ନୁ COVID ନା ରେ ଅଲଗା ଅଲଗା ଟେଷ୍ଟିଁ ବାହାନା ଥି ଲୋକ ମାନଂକର ନୁ ପଏସା ନାଇ ନେବାର୍ ବୋଲି ??

ମନ୍ତ୍ରୀ ଧର୍ମେ୍ଦ୍ର ଅଜ୍ଞା ୧୦ ଟା ଜିଲ୍ଲା ର ସରକାରୀ ଡାକ୍ତରଖାନା ନୁ ୫ ଟା ଲେଖା ଆଉ ବୁର୍ଲା ଡାକ୍ତରଖାନା ନୁ ୫୦ ଟା ଆଇ.ସି.ୟୁ ଖଟ୍ ଦେଇ ପରିଥିତେ କି ନାଇ ??

ଲୋକ ମାନେ କହୁଚନ୍ ଯେ ହେଟା ବି.ଯେ.ପି କର୍ମୀ ଙ୍କର୍ ହସ୍ପିଟାଲ୍ ଆଏ ବୋଲି ସବୁ ପଏସା ହେନୁ ଢ଼ାଲି ଦେଇଛନ କେଁ ???

ଇ ଖବର୍ କେ ନେଇ କରି ଲୋକ ଙ୍କର୍ ଖୁସି କମ୍ କିନ୍ତୁ ସନ୍ଦେହ ଆଉ ପ୍ରଶ୍ନ ଜହ ଅଛେ ।

02/05/2021

Narendra Modi Naveen Patnaik
Health & Family Welfare Department, Government of Odisha

Please share 🙏

This is the condition at Bolangir (Odisha)
No doctors or nurse are there to help people.

ଶିମିଳିପାଲ୍ ଜଙ୍ଗଲ୍ ରେ ବହୁତ୍ ଜୋର୍ ନିଆ ଲାଗି ଯାଇଛେ । ବହୁତ୍ ସାରା ପଶୁ ପକ୍ଷୀ ମାନେ ମରୁଛନ୍ । ଇ ଖବର୍ କେ କେନ୍ସି ବି ବଡ୍ ନିଉଜ୍ ଥି ନାଇ...
04/03/2021

ଶିମିଳିପାଲ୍ ଜଙ୍ଗଲ୍ ରେ ବହୁତ୍ ଜୋର୍ ନିଆ ଲାଗି ଯାଇଛେ । ବହୁତ୍ ସାରା ପଶୁ ପକ୍ଷୀ ମାନେ ମରୁଛନ୍ । ଇ ଖବର୍ କେ କେନ୍ସି ବି ବଡ୍ ନିଉଜ୍ ଥି ନାଇ ଦେଖାବାର୍ । ଇଟା ଯଦି ଅଲଗ୍ ଦେଶ୍ କି ରାଏଜ୍ ନୁ ହେଇଥିତା ବେଲେ ସବୁ ଆଡ଼େ ଦେଖାତେ । ହେଲେ ଓଡ଼ିଶା ର ଆଏ ବୋଲି ଅବହେଲା ହଉଛେ ବୋଲି ଜନା ଯାଉଛେ ।

Odisha's Similipal forest on fire frm last few days. No national media covered this still now. Had it happened in Australia,it would have been trending by now It's in Odisha & unfortunately Odisha doesn't exist for many!!

ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କରୋନା ଟିକା ନେଇଛନ୍। ଆଉ ଇ ଟିକା ଭାରତ୍ ସାରା ସମସ୍ତେ ନେଉନ୍ ବୋଲି କହିଛନ୍।ଆଜିନୁ ଦୁଇ ନମ୍ୱର୍ ଫ...
01/03/2021

ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କରୋନା ଟିକା ନେଇଛନ୍। ଆଉ ଇ ଟିକା ଭାରତ୍ ସାରା ସମସ୍ତେ ନେଉନ୍ ବୋଲି କହିଛନ୍।

ଆଜିନୁ ଦୁଇ ନମ୍ୱର୍ ଫେଜ୍ ଟିକା ଦେବାର୍ ଆରମ୍ଭ ହେଇଛେ ।

31/10/2020

ଜମନକିରା ବ୍ଲକ୍ ଗମରମୁଣ୍ଡା ଗାଁ ର ଟଙ୍କଧର ଗରୁଡ଼ ଆଜ୍ଞା ନିଜର ଜମି ନୁ ବହୁତ୍ ଭଲ୍ ଆଉ ବଢିଆ ସେଓ ଫଲ୍ ଚାଷ୍ କରିଛନ୍ । ଆସୁନ୍ ତାଙ୍କର ସଙ୍ଗେ ଭେଟ ହେମା ।

ସେଓ ଫଲ୍ ଚାଷ୍ ଟା ବହୁତ୍ ଲାଭ୍ ଦାଏକ୍ ଆଉ ଚାଷୀ ଭାଇ ମାନେ ଇଥିରୁ ବହୁତ୍ ଭଲ୍ ରୋଜଗାର କରିପାର୍ବେ ବୋଲି ତାଙ୍କର ବିଶ୍ବାସ୍ ।

ଆମେ ସମସ୍ତଙ୍କୁ ଗୁହାରି କରୁଛୁଁ ଇ ନିଉଜ୍ କେ ସେଆର୍ କରୁନ୍ ଆଉ ତାଙ୍କୁ ସରକାରି ସାହାଯ୍ୟ ଜୁଗେଇ ଦିଆ ଯାଉ ବୋଲି ରାଜ୍ୟ ସରକାର୍ ଠାନେ ଆମର ଦରଖାସ୍ତ୍ ।

ଆସୁନ୍ ଭେଟ୍ ହେମା ଆମର୍ ପଶ୍ଚିମ ଓଡ଼ିଶା ର ନା କେ ବିଦେଶ୍ ରେ ଗର୍ବିତ୍ କରିଥିବାର ଆମର ସମ୍ବଲପୁର ର ଝିଅ ମୀମାଂସା ରଥ ସଙ୍ଗେ । ସେ ଗଙ୍ଗାଧର ମ...
22/10/2020

ଆସୁନ୍ ଭେଟ୍ ହେମା ଆମର୍ ପଶ୍ଚିମ ଓଡ଼ିଶା ର ନା କେ ବିଦେଶ୍ ରେ ଗର୍ବିତ୍ କରିଥିବାର ଆମର ସମ୍ବଲପୁର ର ଝିଅ ମୀମାଂସା ରଥ ସଙ୍ଗେ । ସେ ଗଙ୍ଗାଧର ମେହେର ବିସ୍ଵବିଦ୍ୟାଳୟ ରୁ PG କରିଛନ୍, ତାଙ୍କର ମଡେଲିଁ ଆଉ ଫେସନ୍ ରେ ନିଜର ଇଚ୍ଛା କେ ସେ ଛୋଟ୍ ଥିଲା ଦିନୁ ବୁଝିପାରିଥିଲେ । ଇଥିର୍ ଲାଗି ସେ ସବୁବେଲେ ଚେଷ୍ଟା କରୁଥିଲେ ଆଉ ୨୦୨୦ ଓପେରା ମିସ୍ ଅନଲାଇନ କୁଇନ୍ ରେ ନିଜର ପରତିଭା କେ ଦେଖାବର୍ ସୁଯୋଗ ପାଏଲେ । ପ୍ରତିଯୋଗିତା ର ପହେଲା ଘେରା ରେ ସେ ୧୦୦ ଜନ୍ କର୍ ଭିତରୁ ୫୬ ଜନ୍ କର୍ ଭିତରେ ରହିଥିଲେ । ଆସ୍ତେ ଆସ୍ତେ ଆହୁରି ବହୁତ୍ ସାରା ଘେରା ଜେନ୍ତା କି ଏଥନିକ୍, ୱଷ୍ଟର୍ଣ ଆଉ ରେମ୍ପ୍ ୱାକ୍ ଲେଖେ ଏଁତା ବହୁତ୍ ସାରା ଘେରା ପରେ ୫ ଜନ୍ କର୍ ଭିତରେ ରହିକରି ସମ୍ମାନ (Award) ଜିତିଥିଲେ । ସେ ଜନେ ୟୁଟୁବର୍, ଗାୟିକା, ରେଡ଼ିଓ ଜକି(RJ) ଆଉ ଏଙ୍କର୍ ବି ଆନ୍ । ମଡେଲିଂ ଆଉ ଫେସନ୍ ଡିଜାଇନ୍ ରେ ନିଜର କେରିଅର୍ କେ ଆଗକେ ନେବେ ବୋଲି ତାଙ୍କର ଇଛା ।

ମା ସମଲେଇ ନେ ଆମର ଗୁହାରି 🙏କି ତାଙ୍କୁ ଆହୁରି ଆଶିର୍ବାଦ ଦେଉଁନ୍ ଆଉ ସେ ତାଙ୍କର ଜୀବନ ରେ ବହୁତ୍ ଉପରକେ ଜାଉଁନ୍ ।

17/10/2020

ଆସୁନ୍ ଦେଖମା ଭବାନୀପାଟଣା ର ସ୍ବାସ୍ଥ୍ୟ ବ୍ୟବସ୍ଥା ଆଉ ପ୍ରଶାସନ ର ନଜର ଅନ୍ଦାଜ୍ ଲାଗି ଲୋକ ମାନେ କେତେ କଷ୍ଟ ପାଉଚ୍ଚନ୍ ।

ଇ ବହେନ୍ ସଙ୍ଗେ ଯେନ୍ତା ହେଇଛେ ଆପଣ ଜାନଲେ କାନ୍ଦି ପକାବେ ।

Address


Telephone

+919731322600

Website

Alerts

Be the first to know and let us send you an email when Sambalpuri News posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Sambalpuri News:

Videos

Shortcuts

  • Address
  • Telephone
  • Alerts
  • Contact The Business
  • Videos
  • Claim ownership or report listing
  • Want your business to be the top-listed Media Company?

Share

Sambalpuri News

We have created this page to bring all the trending news about Western Odisha in Sambalpuri Language.