SANGY ସଙ୍ଗୀ

  • Home
  • SANGY ସଙ୍ଗୀ

SANGY ସଙ୍ଗୀ Farmers Union

Celebrating my 2nd year on Facebook. Thank you for your continuing support. I could never have made it without you. 🙏🤗🎉
29/09/2023

Celebrating my 2nd year on Facebook. Thank you for your continuing support. I could never have made it without you. 🙏🤗🎉

29/09/2023

I have reached 300 followers! Thank you for your continued support. I could not have done it without each of you. 🙏🤗🎉

06/06/2023

#ନଡିଆତୋଳା

🥲
26/03/2023

🥲

କୃଷି କଲେ ଉନ୍ନତ, ସକଳ ଉନ୍ନତି।
22/03/2023

କୃଷି କଲେ ଉନ୍ନତ, ସକଳ ଉନ୍ନତି।

21/03/2023

Forests provide us clear water, clean air, food, lifesaving medicines & help us combat climate change. Healthy forests are critical for a healthy planet. On , pledge to continue expanding ’s forest cover for a greener and sustainable future.

14/11/2022
17/10/2022

ଆଜି ଗର୍ଭଣା ସଂକ୍ରାନ୍ତି, ଏକ କୃଷି ଭିତ୍ତିକ ପର୍ବ। ଚାଷୀଭାଇ ଫସଲକୁ ରୋଗ ପୋକ ଓ ଦୁର୍ବିପାକରୁ ରକ୍ଷା କରିବା ପାଇଁ କ୍ଷେତରେ ଗର୍ଭଣା କାଠି ପୋତି ଫସଲର ସମୃଦ୍ଧି କାମନା କରନ୍ତି।

ଶ୍ରଦ୍ଧାଞ୍ଜଳି 🙏🌹🌹🙏
05/10/2022

ଶ୍ରଦ୍ଧାଞ୍ଜଳି 🙏🌹🌹🙏

ଓଡ଼ିଶାର ବୀର ସ୍ଵାଧୀନତା ସଂଗ୍ରାମୀ, ଦେଶର ସର୍ବକନିଷ୍ଠ ଶହୀଦ ବାଜି ରାଉତଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି। ମାତ୍ର ୧୨ ବର୍ଷ ବୟସରେ ଦେଶର ସ୍ବାଧୀନତା ପାଇଁ ଏହି ଅମର ବୀରଙ୍କ ତ୍ୟାଗ ଓ ବଳିଦାନର ଗାଥା ଚିରକାଳ ଓଡ଼ିଆ ଜାତିର ସ୍ୱାଭିମାନ ହୋଇ ରହିବ।

ଅସରା ବରଷା ଆଙ୍କି ଦେଇଗଲାଚାଷୀଭାଇଟିର ଓଠରେ ହସ।ତଳି ରୋଇବାକୁ ଅଣ୍ଟା ସେ ଭିଡୁଛିତରତରେ ପରା ହୁଅଇ ଚାଷ।।
13/08/2022

ଅସରା ବରଷା ଆଙ୍କି ଦେଇଗଲା
ଚାଷୀଭାଇଟିର ଓଠରେ ହସ।
ତଳି ରୋଇବାକୁ ଅଣ୍ଟା ସେ ଭିଡୁଛି
ତରତରେ ପରା ହୁଅଇ ଚାଷ।।

Be a SANGY.
07/08/2022

Be a SANGY.

Join SANGY as a friend.

ବର୍ଷା ଦି ଚାରି ଅସରା ପରେ ଆଗେଇଛି କୃଷି କର୍ମ। ମାଟିରେ ଚକଟି ହେଉଛି ମେହନତି ଚାଷୀ ଭାଇଟି, ଭଲ ଅମଳ ପାଇଁ ଭଲ ଆରମ୍ଭ ହେବା ଦରକାର, ଏତକ ବୁଝିଛ...
24/07/2022

ବର୍ଷା ଦି ଚାରି ଅସରା ପରେ ଆଗେଇଛି କୃଷି କର୍ମ। ମାଟିରେ ଚକଟି ହେଉଛି ମେହନତି ଚାଷୀ ଭାଇଟି, ଭଲ ଅମଳ ପାଇଁ ଭଲ ଆରମ୍ଭ ହେବା ଦରକାର, ଏତକ ବୁଝିଛି ସିଏ।

17/07/2022

ଓଡିଶାରେ ଚାଷୀମାନଙ୍କର ବାର୍ଷିକ ଆୟ ୬୦୦୦୦ ରୁ କମ୍ । ତା ସହିତ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ରେ ସରକାରୀ ସହାୟତା ପ୍ରକୃତ ଚାଷୀ ପାଇଁ ଅପହଞ୍ଚ, ଏହି ସବୁ କାରଣ ଯୁବପିଢ଼ିକୁ ଚାଷ ପ୍ରତି ଆକୃଷ୍ଟ କରିବାରେ ବିଫଳ ହେବା ସ୍ବଭାବିକ। ଚିରାଚରିତ ଖାଦ୍ୟଶସ୍ୟ ଚାଷ ବ୍ୟତିରେକ ଅନ୍ୟାନ୍ୟ ଚାଷ ଯଥା ଉଦ୍ୟାନକୃଷି, ମତ୍ସ୍ୟଚାଷ, କୁକୁଡାପାଳନ, ଗାଇ ଓ ଛେଳି ଚାଷ ପ୍ରଭୃତି ପାଇଁ ସରକାରୀ ପ୍ରୋତ୍ସାହନ ଓ ପ୍ରଶିକ୍ଷଣ ର ଆବଶ୍ୟକତା ରହିଛି। ଏଥିପାଇଁ ସରକାର ବିଭିନ୍ନ ଯୋଜନା କରିଛନ୍ତି ଏହା ସତ୍ୟ କିନ୍ତୁ ତାହାର ସଫଳ ରୂପାୟନ ପାଇଁ ଅଧିକାରୀମାନଙ୍କର ନିଷ୍ଠା ଓ କାର୍ଯ୍ୟଦକ୍ଷତା ର ମଧ୍ୟ ଆବଶ୍ୟକତା ରହିଛି।
ଏହାର ସୁପରିଚାଳନା ହେଲେ ଯୁବପିଢ଼ି କୃଷିକୁ ବୃତ୍ତିରୂପରେ ଆପଣାଇ ସ୍ବଛନ୍ଦ ଜୀବନଯାପନ କରିପାରନ୍ତେ।
ସରକାର ଏଥିପ୍ରତି ଦୃଷ୍ଟି ଦେବେ #ଆଶାକରିବା।

17/07/2022

ଜାତୀୟ କୃଷକ ବଜାର ବା ଇ-ନାମ ବିଷୟରେ ପ୍ରକୃତ କୃଷକଟିଏ କେତେ ଜାଣିଛି ଓ କୃଷକ ଟିକୁ ଏ ବିଷୟରେ ଜଣାଇବାକୁ କେତେ ପଦକ୍ଷେପ ନିଆଯାଇଛି!!

ପବିତ୍ର ଅକ୍ଷୟ ତୃତୀୟା ମୁଠି ଅନୁକୂଳ ଅବସରରେ କୃଷିକର୍ମକୁ ଆଦରି ଥିବା ସମସ୍ତ  #କୃଷକ_ସଂଗୀ ମାନଙ୍କୁ  ସପରିବାର ଶୁଭକାମନା ଓ ଅଭିନନ୍ଦନ 🌹👍🌹। ...
03/05/2022

ପବିତ୍ର ଅକ୍ଷୟ ତୃତୀୟା ମୁଠି ଅନୁକୂଳ ଅବସରରେ କୃଷିକର୍ମକୁ ଆଦରି ଥିବା ସମସ୍ତ #କୃଷକ_ସଂଗୀ ମାନଙ୍କୁ ସପରିବାର ଶୁଭକାମନା ଓ ଅଭିନନ୍ଦନ 🌹👍🌹। ମହାପ୍ରଭୁ ଜଗନ୍ନାଥ ଆପଣଙ୍କୁ ଆଶୀର୍ବାଦ ଦିଅନ୍ତୁ 🙏🙏🙏 ।

02/04/2022

ମୁଗ ଛଟା ଏଥର ଡେରି ହୋଇଥିଲା, ତଥାପି ଫସଲ ଭଲ ହେଇଛି।

22/03/2022
19/03/2022

ଚାଷରେ ପ୍ରତିବର୍ଷ କିଛି ନା କିଛି କ୍ଷତି ସହୁଛି ଚାଷୀଭାଇଟି, ତଥାପି ମନକୁ ଟାଣ କରି ପୁଣି ଲାଗି ଯାଉଛି ଚାଷ କାମରେ।
#ଖାଦ୍ୟଦାତା
#ଜୟକୃଷକ

Village vending zone is the Lifeline of farmers to sale their products.
07/03/2022

Village vending zone is the Lifeline of farmers to sale their products.

Good morning friends.

One of the biggest vegetable vending market of east Jay Satyabadi.

 #ଗୋଠ
29/01/2022

#ଗୋଠ

 #ଦେଶୀଆଳୁଚାଷୀ: ଗଙ୍ଗାଧର ପ୍ରଧାନ, ଦିହୁଡି ସାହି, ବଳପୁର,ସତ୍ୟବାଦୀ।
10/01/2022

#ଦେଶୀଆଳୁ
ଚାଷୀ: ଗଙ୍ଗାଧର ପ୍ରଧାନ, ଦିହୁଡି ସାହି, ବଳପୁର,ସତ୍ୟବାଦୀ।

05/01/2022
କୃଷି ଓ କୃଷକର ବିକାଶ ରାଷ୍ଟ୍ରକୁ ବିକଶିତ କରେ।
22/12/2021

କୃଷି ଓ କୃଷକର ବିକାଶ ରାଷ୍ଟ୍ରକୁ ବିକଶିତ କରେ।

16/12/2021

ଉପଯୁକ୍ତ ପ୍ରଣାଳୀରେ ଜଳସେଚନ, ଓ ସମୟାନୁଯାୟୀ ଜଳ ନିଷ୍କାସନର ଯୋଜନା ନହୋଇ ପାରିଲେ କୃଷିକ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଶା କରିବା ନିରର୍ଥକ।

ବାତ୍ୟା "ଜଓ୍ଵାଦ"ର ପ୍ରଭାବରେ ଧାନଫସଲର ପ୍ରଭୂତ କ୍ଷତି ହୋଇଛି। ଚାଷୀ ମୁଣ୍ଡରେ ହାତଦେଇ ବସିଛି, ବାରମ୍ବାର ପ୍ରକୃତିର ତାଡନା ତା'ର ମେରୁଦଣ୍ଡ ଦ...
09/12/2021

ବାତ୍ୟା "ଜଓ୍ଵାଦ"ର ପ୍ରଭାବରେ ଧାନଫସଲର ପ୍ରଭୂତ କ୍ଷତି ହୋଇଛି। ଚାଷୀ ମୁଣ୍ଡରେ ହାତଦେଇ ବସିଛି, ବାରମ୍ବାର ପ୍ରକୃତିର ତାଡନା ତା'ର ମେରୁଦଣ୍ଡ ଦୋହଲାଇ ଦେଉଛି। କ୍ଷୟକ୍ଷତି ଆକଳନ କରି ଉପଯୁକ୍ତ କ୍ଷତିପୂରଣ ଦେବାପାଇଁ ଦାବୀ ରଖୁଛୁ।

08/12/2021

for the farmers,
by the farmers,
of the farmers.

Join SANGY as a friend.
19/08/2021

Join SANGY as a friend.

Address


Telephone

+918018047875

Website

Alerts

Be the first to know and let us send you an email when SANGY ସଙ୍ଗୀ posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

  • Address
  • Telephone
  • Alerts
  • Claim ownership or report listing
  • Want your business to be the top-listed Media Company?

Share