Odisha News

Odisha News Digital news service portal.

22/03/2022
ସ୍ବଳ୍ପ ବେତନରେ 2007ରୁ NRHM/NHM Underରେ ଅସ୍ଥାୟୀ ଭାବରେ କାର୍ଯ୍ୟରତ ଆୟୁଷ ଡାକ୍ତର ଙ୍କ ପ୍ରତୀ ଓଡିଶା ସରକାରଙ୍କର ବୈମାତୃକ ମନୋଭାବ |15ବର...
29/12/2021

ସ୍ବଳ୍ପ ବେତନରେ 2007ରୁ NRHM/NHM Underରେ ଅସ୍ଥାୟୀ ଭାବରେ କାର୍ଯ୍ୟରତ ଆୟୁଷ ଡାକ୍ତର ଙ୍କ ପ୍ରତୀ ଓଡିଶା ସରକାରଙ୍କର ବୈମାତୃକ ମନୋଭାବ |15ବର୍ଷ ସ୍ବାସ୍ଥ୍ୟବିଭାଗରେ ମେରୁଦଣ୍ଡ ସାଜିଥିବା ଡାକ୍ତର ମାନଙ୍କୁ ସ୍ଥାୟୀ କରାଯାଉନାହିଁ କି ବେତନ ବୃଦ୍ଧି ହେଉନି, ସେମାନଙ୍କୁ ଶୋଷଣ କରାଯାଉଛି | ପ୍ରତୀବାଦ ସ୍ବରୂପ ସେମାନେ ଆଜି ରାସ୍ତାରେ |

22/08/2021

ରକ୍ଷା ବନ୍ଧନ ର ଶୁଭ ଅବସରରେ ସମସ୍ତଙ୍କୁ ଅନେକ ଅନେକ ଶୁଭେଛା ସହିତ ସୁଖ ସମୃଦ୍ଧି କାମନା କରୁଛି |
Wish you all a very happy !

ସ୍ବାସ୍ଥ୍ୟ ହିଁ ସମ୍ପଦ , ଆଜି ବିଶ୍ବ ସ୍ବାସ୍ଥ୍ୟ ଦିବସରେ ଆପଣ ସମସ୍ତଙ୍କର ସୁସ୍ଥ ସ୍ବାସ୍ଥ୍ୟ କାମନା କରୁଛି |କୋଭିଡ୍ ଟିକା ଲଗାଇବା ଏବଂ କରୋନା...
07/04/2021

ସ୍ବାସ୍ଥ୍ୟ ହିଁ ସମ୍ପଦ , ଆଜି ବିଶ୍ବ ସ୍ବାସ୍ଥ୍ୟ ଦିବସରେ ଆପଣ ସମସ୍ତଙ୍କର ସୁସ୍ଥ ସ୍ବାସ୍ଥ୍ୟ କାମନା କରୁଛି |କୋଭିଡ୍ ଟିକା ଲଗାଇବା ଏବଂ କରୋନା ରୁ ମୁକ୍ତି ପାଇଁ ନିୟମ ପାଳନ କରି ନିଜେ ନିରୋଗ ରହିବା ଓ ଅନ୍ୟ ମାନଙ୍କୁ ସୁସ୍ଥ ରହିବା ରେ ସହଯୋଗ କରିବା | #ବିଶ୍ବସ୍ବାସ୍ଥ୍ୟଦିବସ |

28/03/2021

May this Holi brings happiness, colours, joy to your life. Happy Holi!

"Took my first dose of the COVID-19 vaccine at AIIMS. Remarkable how our doctors and scientists have worked in quick tim...
01/03/2021

"Took my first dose of the COVID-19 vaccine at AIIMS. Remarkable how our doctors and scientists have worked in quick time to strengthen the global fight against COVID-19. I appeal to all those who are eligible to take the vaccine. Together, let us make India COVID-19 free!" PM tweeted with a picture of him receiving the shot.

28/02/2021

ଭୁବନେଶ୍ୱର(ବ୍ୟୁରୋ): ପଛୁଆ ବର୍ଗଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ଅନୁଧ୍ୟାନ ପାଇଁ ଆରମ୍ଭ ହେବ ସର୍ଭେ । ପଛୁଆ ବର୍ଗ କମିଶନ କରିବେ ସର୍ଭେ । ଏଥିପାଇଁ ବିଜ୍ଞପ୍ତି ଜାରି କରିଛନ୍ତି ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ପଛୁଆ ବର୍ଗ ବିଭାଗ ।

27/02/2021

fter the GDP contracted by 23.9 per cent and 7.5 per cent in the first two quarters of the year, the Indian economy has exited recession as the GDP grew 0.4 per cent in Q3. The Finance Ministry said the Q3 numbers were a reflection of the further strengthening of a V-shaped recovery, but warned that India was not yet out of the danger of the pandemic !

26/02/2021

Only in the Express



"I will get some sort of closure if the conspiracy angle is proved.” Speaking on the phone from her parent's home, Anjana Mishra, whose gangrape shook Odisha and forced the state chief minister to step down 22 years ago, says “it is crucial that the involvement of powerful politicians be exposed."

दुनिया का सबसे बड़ा क्रिकेट स्टेडियम मोटेरा अब प्रधानमंत्री श्री Narendra Modi  जी के नाम से जाना जाएगा। इस स्टेडियम का ...
25/02/2021

दुनिया का सबसे बड़ा क्रिकेट स्टेडियम मोटेरा अब प्रधानमंत्री श्री Narendra Modi जी के नाम से जाना जाएगा। इस स्टेडियम का नाम अब नरेंद्र मोदी स्टेडियम होगा।

Address


Telephone

+919338625046

Website

Alerts

Be the first to know and let us send you an email when Odisha News posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Odisha News:

Videos

Shortcuts

  • Address
  • Telephone
  • Alerts
  • Contact The Business
  • Videos
  • Claim ownership or report listing
  • Want your business to be the top-listed Media Company?

Share