News World Odisha 24

  • Home
  • News World Odisha 24

News World Odisha 24 Web media and website
(2)

24/04/2024

#ଅନୁଗୋଳ ର ମୌଳିକ ସମସ୍ୟା କୁ ପାଥେୟ କରି ନିର୍ବାଚନ କୁ ଓହ୍ଲାଇବ ଆମ ଆଦମୀ ପାର୍ଟି

ଟିକେଟ ପାଇବା ପରେ ପ୍ରତିକ୍ରିୟା ରଖିଛନ୍ତି ଅନୁଗୋଳ ବିଧାନସଭା ନିର୍ବାଚନ ମଣ୍ଡଳୀର ଆପ ବିଧାୟିକା ପାର୍ଥୀ ଦିପ୍ତିମୟୀ ଦାସ ।

24/04/2024

#ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ବ୍ଲକ୍ ଅନ୍ତର୍ଗତ ଆଙ୍କେଲବୀରା ପଞ୍ଚାୟତ ଅଧୀନ କାଉଦରହ ଗ୍ରାମ୍ୟ ରାସ୍ତାରେ ଏକ ଦୁର୍ଘଟଣା ଘଟି ଜୈନେକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟଜଣକ ଗୁରୁତର ଅଛନ୍ତି

23/04/2024

#ଧାମନଗର ରେ ବିଜେପି ର ମିଶ୍ରଣ ପର୍ବ.

23/04/2024

ଶ୍ରୀ ସତ୍ୟ ସାଇ ସେବା ସଂଗଠନ ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ

23/04/2024

#ଅନୁଗୋଳ ଜିଲ୍ଲା ବ୍ରାହ୍ମଣ ମହାସଂଘର ନୂତନ କର୍ମକର୍ତ୍ତା ଚୟନ

23/04/2024

#ବାଲିଗୁଡ଼ାରେ ବିଜେପି ର ବୁଥ ବିଜୟ ଅଭିଯାନ ଯାତ୍ରା ଆରମ୍ଭ।

23/04/2024

#ରାସ୍ତା ପାଲଟିଛି ଏଠି ମରଣ ଯନ୍ତା ଯିଏ ଯାଉଛି ହେ ପ୍ରଭୁ ରକ୍ଷାକର କାହିଁକି ଆସୁଥିଲି ଏ ବାଟରେ

ବିଜେପିରେ ସାମିଲ ହେଲେ ହିନ୍ଦୋଳ ବିଧାୟକ ସୀମା ନାୟକବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସି ଆନୁଷ୍ଠାନିକ ଭାବେ ସାମିଲକାଲି ରାତିରେ ବିଜେଡିରୁ ଇସ୍ତ...
23/04/2024

ବିଜେପିରେ ସାମିଲ ହେଲେ ହିନ୍ଦୋଳ ବିଧାୟକ ସୀମା ନାୟକ
ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସି ଆନୁଷ୍ଠାନିକ ଭାବେ ସାମିଲ
କାଲି ରାତିରେ ବିଜେଡିରୁ ଇସ୍ତଫା ଦେଇଥିଲେ ସୀମାରାଣୀ
ବିଜେଡି ମହେଶ ସାହୁଙ୍କୁ ଟିକେଟ ଦେବାରୁ ଦଳ ଛାଡ଼ିଥିଲେ ସୀମା

 #ବିଜେପି_ପ୍ରଚାରକ_ତାଲିକା ଓଡ଼ିଶା ପାଇଁ ବିଜେପିର ତାରକା ପ୍ରଚାରକ ତାଲିକା ୪୦ ଜଣିଆ ତାଲିକାରେ ପ୍ରଥମରେ ପ୍ରଧାନମନ୍ତ୍ରୀ ମୋଦି ତାଲିକାରେ ଜେ...
23/04/2024

#ବିଜେପି_ପ୍ରଚାରକ_ତାଲିକା ଓଡ଼ିଶା ପାଇଁ ବିଜେପିର ତାରକା ପ୍ରଚାରକ ତାଲିକା ୪୦ ଜଣିଆ ତାଲିକାରେ ପ୍ରଥମରେ ପ୍ରଧାନମନ୍ତ୍ରୀ ମୋଦି ତାଲିକାରେ ଜେ.ପି. ନଡ୍‌ଡା, ରାଜନାଥ ସିଂହ, ଅମିତ ଶାହ ନୀତୀନ ଗଡ଼କରି, ଯୋଗୀ ଆଦିତ୍ୟନାଥ, ସୁନୀଲ ବଂଶଲ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ, ଅନୁଭବ ମହାନ୍ତି

23/04/2024

#ପୋଲିସ ଚୁପ, ଅପେରା ନାଁରେ ଚାଲିଛି ଜୁଆ ଖେଳ

23/04/2024

#ଗଡ଼ିଆଯୋର ଠାରେ ଅଜଣା ଗାଡି ଧକାରେ ବୃଦ୍ଧଙ୍କ ମୃତ୍ୟୁ

 #ନିର୍ବାଚନ ଆଚରଣ ବିଧି ଉଲଂଘନର ସୂଚନା ପ୍ରଦାନ କରନ୍ତୁ ଓ 100 ମିନିଟ ମଧ୍ୟରେ ସମାଧାନ ପାଆନ୍ତୁ lସୂଚନା ଦିଅନ୍ତୁ ଓ ସଶକ୍ତ ରୁହନ୍ତୁ l
23/04/2024

#ନିର୍ବାଚନ ଆଚରଣ ବିଧି ଉଲଂଘନର ସୂଚନା ପ୍ରଦାନ କରନ୍ତୁ ଓ 100 ମିନିଟ ମଧ୍ୟରେ ସମାଧାନ ପାଆନ୍ତୁ lସୂଚନା ଦିଅନ୍ତୁ ଓ ସଶକ୍ତ ରୁହନ୍ତୁ l

23/04/2024

#ବୀରପୁତ୍ର ପ୍ରଭାତ କୁମାର ପତି ଆମର ରହେ ରେ ଫାଟି ପଡୁଛୁ ବାଇଁଶିଆ ଗ୍ରାମ

23/04/2024

#କୋଡିଏ ରୁ ଅଧିକ ଅପରାଧିକ ମାମଲା ରେ ସମ୍ପୂକ୍ତ ଥିବା ଆସାମୀ ନିର୍ମଳ ଦାସ ଗିରଫ।

23/04/2024

#କଂଗ୍ରେସ ର ତିନି ପ୍ରାର୍ଥୀ ନାମାଙ୍କନ ଭରିଲେ
ଶୋଭାଯାତ୍ରା ରେ ଦୁଲିକିଲା କୋରାପୁଟ ସହର

23/04/2024

#ଚାରି ହଜାର କିଲୋ ଘଞ୍ଜେଇ ସହିତ ପାଞ୍ଚ ଗୋଟି ଦେଶୀ ବନ୍ଧୁକ ଜବତ କରିଛି ବାଲିଗୁଡ଼ା ପୁଲିସ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଗଦ୍ରଙ୍ଗିଆ ଜଙ୍ଗଲ ରେ ଗଞ୍ଜେଇ ସଂଗ୍ରହ କରିଥିବା ଜାଣି ବାଲିଗୁଡ଼ା ଥାନା ଅଧିକାରୀ ଶ୍ରୀ ସୁଶାନ୍ତ ସାହୁ ଟିମ ଧରି ପହଞ୍ଚି ଥିଲେ ଘଟଣା ସ୍ଥଳରେ ଘଞ୍ଜେ ଇ ମାପିଆ ଫେରାର ଥିବା କହି ଛନ୍ତି ବାଲିଗୁଡା SDPO ଶ୍ରୀ ରାହୁଲ ଗୟାଲ

23/04/2024

#ବିପ୍ଲବ ଜେନା ଙ୍କ ଶକ୍ତି ପ୍ରଦର୍ଶନ, ପ୍ରଭାବ ଦେଖାଉଛନ୍ତି ସମର୍ଥିତ କର୍ମୀ

23/04/2024

#ଧର୍ମଗଡ଼ ବିଜେପିର ମିଶ୍ରଣ ପର୍ବ ଶତାଧିକ ଲୋକଙ୍କ ଯୋଗଦାନ

23/04/2024

#ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ବାବା ଆଖଣ୍ଡଳମଣି ପୀଠ ଗ୍ରସ୍ତ

22/04/2024

#ଦେବକାନ୍ତ ଶର୍ମା ଙ୍କୁ ଆସିକା ଲୋକସଭା ପାର୍ଥୀ ଘୋଷଣା କରିଛି କଂଗ୍ରେସ

 #ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା, କାକଟପୁରରେ ଲଢ଼ିବେ ମନ୍ତ୍ରୀ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତ...
22/04/2024

#ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା, କାକଟପୁରରେ ଲଢ଼ିବେ ମନ୍ତ୍ରୀ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ଜାଣନ୍ତୁ କିଏ କେଉଁ ଆସନରୁ ଲଢ଼ିବେ ।

ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ମୋଟ ୬ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି । ବରୀରେ ବିଶ୍ବରଂଜନ ମଲ୍ଲିକ ପ୍ରାର୍ଥୀ, ହିନ୍ଦୋଳ- ମହେଶ ସାହୁ, ରଘୁନାଥପଲ୍ଲୀ- ଅର୍ଚ୍ଚନାରେଖା ବେହେରା, କାକଟପୁର- ତୁଷାରକାନ୍ତି ବେହେରା, ବାଲିକୁଦା ଏରସମା-ସାରଦା ପ୍ରସାଦ ନାୟକ, ବାଙ୍ଗିରିପୋଷି- ରଂଜିତା ମାରାଣ୍ଡି ପ୍ରାର୍ଥୀ ହୋଇଛନ୍ତି ।

22/04/2024

#ଯୁବକଙ୍କ ଆକସ୍ମିକ ମୃତ୍ୟୁ, ଗ୍ରାମରେ ଶୋକାକୁଳ ପରିବେଶ

22/04/2024

#ଗଁଦିଆ ମିଳିତ ସାମ୍ବାଦିକ ସଙ୍ଘ ତରଫରୁ ଦହି ପଣା ବଣ୍ଟନ

22/04/2024

#ବର୍ତ୍ତମାନ ର ସବୁଠୁ ବଡ ଖବର ବାପାର କଟୁରୀ ଚୋଟ ରେ ପୁଅ ଗୁରୁତର ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଲଳିତଗିରି ପଞ୍ଚାୟତ ରେ ପରିବାର କଳହରୁ ଏହିଭଳି ଘଟଣା ଘଟିଛି ପୁଅ ଅଜିତ ଦାସ ସୋଇଥିବା ବେଳେ ବାପା ମାନସ ଦାସ ତାର ବେକ କୁ ହାଣି ଦେଇଛି ଗ୍ରାମବାସୀ ବାପା କୁ କାବୁ କରିବା ସହ ପୁଅ କୁ ମାହାଙ୍ଗା ମେଡିକାଲ ରେ ଭର୍ତିକରିଥିଲେ ଅବସ୍ଥା ଗୁରୁତର ହେବାରୁ କଟକ ମେଡିକାଲ କୁ ସ୍ଥାନସ୍ତର ହୋଇଛନ୍ତି ଘଟଣା ସ୍ଥଳରେ ମାହାଙ୍ଗା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି l

21/04/2024

#ବିଜେଡି ଦଳର ସଂକଳ୍ପ ସମାବେଶ ଅନୁଷ୍ଠିତ

21/04/2024

#ନଦିଗାଁ ଗୁଣ୍ଡିଚା ସାହି ରେ ୧୫୦ ବର୍ଷ ର ପୁରାତନ ନାମ ସଂକୀର୍ତନ ମହା ଧୁମ ଧାମ ରେ ପାଳିତ.

21/04/2024

#ଗଁଦିଆ ବି ଜେ ଡି କାର୍ଯ୍ୟଳୟ ରେ ମହା ମିଶ୍ରଣ ପର୍ବ ! ବିଜେଡି ରେ ମିଶିଲେ ଅନ୍ୟ ଦଳର ଶତାଧିକ କର୍ମୀ !

20/04/2024

#ଦହି ପଣା ପିଇଲା ତୃଷାର୍ତ୍ତ ବ‍ାନର

 #କଂଗ୍ରେସ_ପ୍ରାର୍ଥୀ_ତାଲିକାରେ_୩ମହିଳା ୧୬ ପ୍ରାର୍ଥୀଙ୍କ ମଧ୍ୟରୁ କଂଗ୍ରେସ ପ୍ରାର୍ଥୀ ତାଲିକାରେ ୩ ମହିଳା । ଝାରସୁଗୁଡାରୁ ଅମିତା ବିଶ୍ୱାଳ, ...
20/04/2024

#କଂଗ୍ରେସ_ପ୍ରାର୍ଥୀ_ତାଲିକାରେ_୩ମହିଳା
୧୬ ପ୍ରାର୍ଥୀଙ୍କ ମଧ୍ୟରୁ କଂଗ୍ରେସ ପ୍ରାର୍ଥୀ ତାଲିକାରେ ୩ ମହିଳା । ଝାରସୁଗୁଡାରୁ ଅମିତା ବିଶ୍ୱାଳ, ଖୋର୍ଦ୍ଧାରୁ ସୋନାଲୀ ସାହୁ ଓ କେନ୍ଦ୍ରାପଡାରୁ ସିପ୍ରା ମଲ୍ଲିକ

20/04/2024

#ମାହାଙ୍ଗା ରେ କେନ୍ଦ୍ରାପଡ଼ା ଲୋକସଭା ପ୍ରାଥୀ ଅଂଶୁମାନ ମହାନ୍ତି ଓ ମାହାଙ୍ଗା ର ବିଧାୟକ ପ୍ରାଥୀ ଅଙ୍କିତ ପ୍ରତାପ ଜେନା ଙ୍କ ଶକ୍ତି ପ୍ରଦର୍ଶନ

Address


Alerts

Be the first to know and let us send you an email when News World Odisha 24 posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to News World Odisha 24:

Videos

Shortcuts

  • Address
  • Telephone
  • Alerts
  • Contact The Business
  • Videos
  • Claim ownership or report listing
  • Want your business to be the top-listed Media Company?

Share