Kunikatha

Kunikatha ‘The Kunikatha’, an interesting and educative monthly magazine for young children

20/04/2024

ଓଡ଼ିଶାର ସର୍ବପ୍ରଥମ ମାସିକ ଶିଶୁ କିଶୋର ପତ୍ରିକା #କୁନିକଥା ସମ୍ପାଦିକା ି_ସାମନ୍ତ ଙ୍କ ପରିକଳ୍ପନାରେ ପିଲାମାନଙ୍କ ଲାଗି #କାଦମ୍ବିନୀ_ମିଡ଼ିଆ ର ମନଛୁଆଁ କାର୍ଯ୍ୟକ୍ରମ #କୁନାକୁନି_କଥା ର ଆଉ ଏକ ନୂଆ ଅଧ୍ୟାୟ ଦେଖନ୍ତୁ ଆଜି ରାତି ୮.୩୦, #କଳିଙ୍ଗ_ଟିଭି ରେ...

ଓଡ଼ିଶାର ସର୍ବପ୍ରଥମ ମାସିକ ଶିଶୁ-କିଶୋର ପତ୍ରିକା 'କୁନିକଥା'ର ମାର୍ଚ୍ଚ ୨୦୨୪ ସଂଖ୍ୟା ଏବେ ବଜାରରେ ଉପଲବ୍ଧ । ଆନ୍ତରିକ ଅନୁରୋଧ ପତ୍ରିକା ଖଣ୍...
10/04/2024

ଓଡ଼ିଶାର ସର୍ବପ୍ରଥମ ମାସିକ ଶିଶୁ-କିଶୋର ପତ୍ରିକା 'କୁନିକଥା'ର ମାର୍ଚ୍ଚ ୨୦୨୪ ସଂଖ୍ୟା ଏବେ ବଜାରରେ ଉପଲବ୍ଧ । ଆନ୍ତରିକ ଅନୁରୋଧ ପତ୍ରିକା ଖଣ୍ଡେ କିଣି ପଢ଼ନ୍ତୁ, ପିଲାମାନଙ୍କୁ ପଢିବାକୁ ଦିଅନ୍ତୁ ଓ ନିଜର ସୁଚିନ୍ତିତ ମତାମତ ଦିଅନ୍ତୁ।
************************************************************
🔹 'କୁନିକଥା'ର ଡିଜିଟାଲ ସଂସ୍କରଣ ପଢ଼ିବା ପାଇଁ ଖୋଲନ୍ତୁ: www.kadambini.org

 #କୁନିକଥା_ମାର୍ଚ୍ଚ_୨୦୨४ ସଂଖ୍ୟାରେ  #ଇତିଅପାଙ୍କ_କଲମରୁ ପୃଷ୍ଠାରେ ପଢ଼ନ୍ତୁ ଡାକୋଟା ମଣିଷ...ଓଡ଼ିଶାର ସର୍ବପ୍ରଥମ ମାସିକ ଶିଶୁ-କିଶୋର ପତ୍ର...
21/03/2024

#କୁନିକଥା_ମାର୍ଚ୍ଚ_୨୦୨४ ସଂଖ୍ୟାରେ #ଇତିଅପାଙ୍କ_କଲମରୁ ପୃଷ୍ଠାରେ ପଢ଼ନ୍ତୁ ଡାକୋଟା ମଣିଷ...
ଓଡ଼ିଶାର ସର୍ବପ୍ରଥମ ମାସିକ ଶିଶୁ-କିଶୋର ପତ୍ରିକା #କୁନିକଥା ର ମାର୍ଚ୍ଚ_୨୦୨४ ସଂଖ୍ୟା ବର୍ତ୍ତମାନ ବଜାରରେ ଉପଲବ୍ଧ I ପିଲାଙ୍କ ପାଇଁ ବହୁ ଶିକ୍ଷଣୀୟ ଓ ଉପାଦେୟ ଗପ, କବିତା ସହ ଅନ୍ୟାନ୍ୟ ଅନେକ କଥା ରହିଛି I ଆନ୍ତରିକ ଅନୁରୋଧ ଆପଣମାନଙ୍କୁ, ନିଶ୍ଚିତ ଭାବରେ 'କୁନିକଥା' କିଣି ପଢ଼ନ୍ତୁ ଓ ପିଲାମାନଙ୍କୁ ପଢ଼ିବା ପାଇଁ ଉତ୍ସାହିତ କରନ୍ତୁ I
**********************************************************************
🔹 'କୁନିକଥା'ର ଡିଜିଟାଲ ସଂସ୍କରଣ ପଢ଼ିବା ପାଇଁ ଖୋଲନ୍ତୁ: www.kadambini.org

 #କୁନିକଥା_ମାର୍ଚ୍ଚ_୨୦୨४ ସଂଖ୍ୟାରେ  #ଇତିଅପାଙ୍କ_କଲମରୁ ପୃଷ୍ଠାରେ ପଢ଼ନ୍ତୁ ଓଡ଼ିଆ ଭାଗବତ କଥା...ଓଡ଼ିଶାର ସର୍ବପ୍ରଥମ ମାସିକ ଶିଶୁ-କିଶୋର ...
11/03/2024

#କୁନିକଥା_ମାର୍ଚ୍ଚ_୨୦୨४ ସଂଖ୍ୟାରେ #ଇତିଅପାଙ୍କ_କଲମରୁ ପୃଷ୍ଠାରେ ପଢ଼ନ୍ତୁ ଓଡ଼ିଆ ଭାଗବତ କଥା...
ଓଡ଼ିଶାର ସର୍ବପ୍ରଥମ ମାସିକ ଶିଶୁ-କିଶୋର ପତ୍ରିକା #କୁନିକଥା ର ମାର୍ଚ୍ଚ_୨୦୨४ ସଂଖ୍ୟା ବର୍ତ୍ତମାନ ବଜାରରେ ଉପଲବ୍ଧ I ପିଲାଙ୍କ ପାଇଁ ବହୁ ଶିକ୍ଷଣୀୟ ଓ ଉପାଦେୟ ଗପ, କବିତା ସହ ଅନ୍ୟାନ୍ୟ ଅନେକ କଥା ରହିଛି I ଆନ୍ତରିକ ଅନୁରୋଧ ଆପଣମାନଙ୍କୁ, ନିଶ୍ଚିତ ଭାବରେ 'କୁନିକଥା' କିଣି ପଢ଼ନ୍ତୁ ଓ ପିଲାମାନଙ୍କୁ ପଢ଼ିବା ପାଇଁ ଉତ୍ସାହିତ କରନ୍ତୁ I
**********************************************************************
🔹 'କୁନିକଥା'ର ଡିଜିଟାଲ ସଂସ୍କରଣ ପଢ଼ିବା ପାଇଁ ଖୋଲନ୍ତୁ: www.kadambini.org

 #କୁନିକଥା_ଫେବୃଆରୀ_୨୦୨४ ସଂଖ୍ୟାରେ ପଢ଼ନ୍ତୁ ସମ୍ପାଦିକା କାଳିକିଙ୍କରଙ୍କ  #ଗଳ୍ପ 'ବରଗଛର ବାହାଘର'...ଓଡ଼ିଶାର ସର୍ବପ୍ରଥମ ମାସିକ ଶିଶୁ-କିଶ...
19/02/2024

#କୁନିକଥା_ଫେବୃଆରୀ_୨୦୨४ ସଂଖ୍ୟାରେ ପଢ଼ନ୍ତୁ ସମ୍ପାଦିକା କାଳିକିଙ୍କରଙ୍କ #ଗଳ୍ପ 'ବରଗଛର ବାହାଘର'...
ଓଡ଼ିଶାର ସର୍ବପ୍ରଥମ ମାସିକ ଶିଶୁ-କିଶୋର ପତ୍ରିକା #କୁନିକଥା ର ଫେବୃଆରୀ_୨୦୨४ ସଂଖ୍ୟା ବର୍ତ୍ତମାନ ବଜାରରେ ଉପଲବ୍ଧ I ପିଲାଙ୍କ ପାଇଁ ବହୁ ଶିକ୍ଷଣୀୟ ଓ ଉପାଦେୟ ଗପ, କବିତା ସହ ଅନ୍ୟାନ୍ୟ ଅନେକ କଥା ରହିଛି I ଆନ୍ତରିକ ଅନୁରୋଧ ଆପଣମାନଙ୍କୁ, ନିଶ୍ଚିତ ଭାବରେ 'କୁନିକଥା' କିଣି ପଢ଼ନ୍ତୁ ଓ ପିଲାମାନଙ୍କୁ ପଢ଼ିବା ପାଇଁ ଉତ୍ସାହିତ କରନ୍ତୁ I
**********************************************************************
🔹 'କୁନିକଥା'ର ଡିଜିଟାଲ ସଂସ୍କରଣ ପଢ଼ିବା ପାଇଁ ଖୋଲନ୍ତୁ: www.kadambini.org

ପଢ଼ନ୍ତୁ 'କୁନିକଥା'  #ଫେବୃଆରୀ_୨୦୨୪ ସଂଖ୍ୟାରେ 'କାଦମ୍ବିନୀ ସାହିତ୍ୟ ମହୋତ୍ସବ' ଅବସରରେ ଅନୁଷ୍ଠିତ 'ଶିଶୁ ସାହିତ୍ୟ ସମ୍ମିଳନୀ' ଓ 'କୁନାକୁନ...
16/02/2024

ପଢ଼ନ୍ତୁ 'କୁନିକଥା' #ଫେବୃଆରୀ_୨୦୨୪ ସଂଖ୍ୟାରେ 'କାଦମ୍ବିନୀ ସାହିତ୍ୟ ମହୋତ୍ସବ' ଅବସରରେ ଅନୁଷ୍ଠିତ 'ଶିଶୁ ସାହିତ୍ୟ ସମ୍ମିଳନୀ' ଓ 'କୁନାକୁନି ମେଳା' ସମ୍ପର୍କରେ ଏକ ରିପୋର୍ଟ...
**********************************************************************
🔹 'କୁନିକଥା'ର ଡିଜିଟାଲ ସଂସ୍କରଣ ପଢ଼ିବା ପାଇଁ ଖୋଲନ୍ତୁ: www.kadambini.org

 #କୁନିକଥା_ଫେବୃଆରୀ_୨୦୨४ ସଂଖ୍ୟାରେ  #ଇତିଅପାଙ୍କ_କଲମରୁ ପୃଷ୍ଠାରେ ପଢ଼ନ୍ତୁ ଓଡ଼ିଆ ଭାଗବତ କଥା...ଓଡ଼ିଶାର ସର୍ବପ୍ରଥମ ମାସିକ ପାରିବାରିକ ଶ...
13/02/2024

#କୁନିକଥା_ଫେବୃଆରୀ_୨୦୨४ ସଂଖ୍ୟାରେ #ଇତିଅପାଙ୍କ_କଲମରୁ ପୃଷ୍ଠାରେ ପଢ଼ନ୍ତୁ ଓଡ଼ିଆ ଭାଗବତ କଥା...
ଓଡ଼ିଶାର ସର୍ବପ୍ରଥମ ମାସିକ ପାରିବାରିକ ଶିଶୁ-କିଶୋର ପତ୍ରିକା #କୁନିକଥା ର ଫେବୃଆରୀ_୨୦୨४ ସଂଖ୍ୟା ବର୍ତ୍ତମାନ ବଜାରରେ ଉପଲବ୍ଧ I ପିଲାଙ୍କ ପାଇଁ ବହୁ ଶିକ୍ଷଣୀୟ ଓ ଉପାଦେୟ ଗପ, କବିତା ସହ ଅନ୍ୟାନ୍ୟ ଅନେକ କଥା ରହିଛି I ଆନ୍ତରିକ ଅନୁରୋଧ ଆପଣମାନଙ୍କୁ, ନିଶ୍ଚିତ ଭାବରେ 'କୁନିକଥା' କିଣି ପଢ଼ନ୍ତୁ ଓ ପିଲାମାନଙ୍କୁ ପଢ଼ିବା ପାଇଁ ଉତ୍ସାହିତ କରନ୍ତୁ I
**********************************************************************
🔹 'କୁନିକଥା'ର ଡିଜିଟାଲ ସଂସ୍କରଣ ପଢ଼ିବା ପାଇଁ ଖୋଲନ୍ତୁ: www.kadambini.org

ଓଡ଼ିଶାର ସର୍ବପ୍ରଥମ ମାସିକ ଶିଶୁ-କିଶୋର ପତ୍ରିକା 'କୁନିକଥା'ର ଫେବୃଆରୀ ୨୦୨୪ ସଂଖ୍ୟା ଏବେ ବଜାରରେ ଉପଲବ୍ଧ । ଆନ୍ତରିକ ଅନୁରୋଧ ପତ୍ରିକା ଖଣ୍...
08/02/2024

ଓଡ଼ିଶାର ସର୍ବପ୍ରଥମ ମାସିକ ଶିଶୁ-କିଶୋର ପତ୍ରିକା 'କୁନିକଥା'ର ଫେବୃଆରୀ ୨୦୨୪ ସଂଖ୍ୟା ଏବେ ବଜାରରେ ଉପଲବ୍ଧ । ଆନ୍ତରିକ ଅନୁରୋଧ ପତ୍ରିକା ଖଣ୍ଡେ କିଣି ପଢ଼ନ୍ତୁ, ପିଲାମାନଙ୍କୁ ପଢିବାକୁ ଦିଅନ୍ତୁ ଓ ନିଜର ସୁଚିନ୍ତିତ ମତାମତ ଦିଅନ୍ତୁ।
◆ #କୁନିକଥା #ଫେବୃଆରୀ_୨୦୨୪ ସଂଖ୍ୟାର କୁନି ପ୍ରଚ୍ଛଦଶିଳ୍ପୀ: ରାଜଭିକା ରଶ୍ମି ଦାସ
◆ 'କୁନିକଥା' ଫେବୃଆରୀ ୨୦୨୪ ସଂଖ୍ୟା : ସୂଚୀପତ୍ର-୧
◆ 'କୁନିକଥା' ଫେବୃଆରୀ ୨୦୨୪ ସଂଖ୍ୟା : ସୂଚୀପତ୍ର-୨

20/01/2024

ଓଡ଼ିଶାର ସର୍ବପ୍ରଥମ ମାସିକ ପାରିବାରିକ ଶିଶୁ କିଶୋର ପତ୍ରିକା #କୁନିକଥା ସମ୍ପାଦିକା ି_ସାମନ୍ତ ଙ୍କ ପରିକଳ୍ପନାରେ ପିଲାମାନଙ୍କ ଲାଗି #କାଦମ୍ବିନୀ_ମିଡ଼ିଆ ର ମନଛୁଆଁ କାର୍ଯ୍ୟକ୍ରମ #କୁନାକୁନି_କଥା ର ଆଉ ଏକ ନୂଆ ଅଧ୍ୟାୟ ଦେଖନ୍ତୁ ଆଜି ରାତି ୮.୩୦, #କଳିଙ୍ଗ_ଟିଭି ରେ...

◆ 'କୁନିକଥା' ଜାନୁଆରୀ ୨୦୨୪ ସଂଖ୍ୟା : ସୂଚୀପତ୍ର◆ 'କୁନିକଥା'ର  #ଜାନୁଆରୀ_୨୦୨୪ ସଂଖ୍ୟା ବର୍ତ୍ତମାନ ବଜାରରେ ଉପଲବ୍ଧ । ଆନ୍ତରିକ ଅନୁରୋଧ ପତ...
10/01/2024

◆ 'କୁନିକଥା' ଜାନୁଆରୀ ୨୦୨୪ ସଂଖ୍ୟା : ସୂଚୀପତ୍ର
◆ 'କୁନିକଥା'ର #ଜାନୁଆରୀ_୨୦୨୪ ସଂଖ୍ୟା ବର୍ତ୍ତମାନ ବଜାରରେ ଉପଲବ୍ଧ । ଆନ୍ତରିକ ଅନୁରୋଧ ପତ୍ରିକା ଖଣ୍ଡେ କିଣି ପଢ଼ନ୍ତୁ, ପିଲାମାନଙ୍କୁ ପଢିବାକୁ ଦିଅନ୍ତୁ ଓ ନିଜର ସୁଚିନ୍ତିତ ମତାମତ ଦିଅନ୍ତୁ।

31/12/2023
30/12/2023

ଶୁଭ ସକାଳ...
ଦିନଟି ଆପଣମାନଙ୍କର ଶୁଭରେ ବିତୁ; #ମଙ୍ଗଳ ହେଉ ସବୁ ଜିନିଷ I ମୋ ପାଇଁ ସକାଳଟି ଖୁସିର କଥା I ଖୁସିର କାରଣ ହେଉଛି Dr. Achyuta Samanta (ମୋର ଭାଇ) କୁ ମିଳିଛି #ଜୀବନବ୍ୟାପି_ସାଧନା_ସମ୍ମାନ I ଭାରତୀୟ ଅର୍ଥନୀତି ସଂଘ ସମ୍ମିଳନୀର ଉଦଯାପନ ଉତ୍ସବରେ ଏହି ସମ୍ମାନରେ ସମ୍ମାନିତ କରାଯାଇଛି ତାକୁ I ଏହା ମୋ ପାଇଁ ଅତ୍ୟନ୍ତ ଖୁସିର କଥା I ଗଭୀର ସାଧନା, ପ୍ରଚଣ୍ଡ ସଂଘର୍ଷ ଏବଂ ସଂଗ୍ରାମ; ଏ ସବୁକୁ ସାଙ୍ଗରେ ନେଇ ସେ #କର୍ମଯୋଗୀ I କେବଳ ଆଉ କେବଳ କର୍ମରେ ବିଶ୍ୱାସ ରଖେ I ସତ କର୍ମ, ଭଲ କର୍ମ; ଯେଉଁ କର୍ମ ମଣିଷଙ୍କ #ହିତରେ ଲାଗେ, #ସମାଜର ହିତରେ ଲାଗେ I ଈଶ୍ୱର ତା'ର ଚଲାପଥ ସୁଗମ କରନ୍ତୁ... ଏହିଭଳି ବ୍ୟକ୍ତିତ୍ଵମାନଙ୍କର ଚଲାପଥ ଈଶ୍ୱର ଆହୁରି ବେଶୀ ବେଶୀ #ସୁଗମ କରନ୍ତୁ I ସେମାନେ ଆହୁରି ବେଶୀ ବେଶୀ ସମାଜର ହିତରେ ଲାଗନ୍ତୁ...

Address


Opening Hours

Monday 09:30 - 05:30
Tuesday 09:30 - 05:30
Wednesday 09:30 - 05:30
Thursday 09:30 - 05:30
Friday 09:30 - 05:30
Saturday 09:30 - 05:30
Sunday 09:30 - 05:30

Telephone

+917328841932

Alerts

Be the first to know and let us send you an email when Kunikatha posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Kunikatha:

Videos

Shortcuts

  • Address
  • Telephone
  • Opening Hours
  • Alerts
  • Contact The Business
  • Videos
  • Claim ownership or report listing
  • Want your business to be the top-listed Media Company?

Share