Odishatimes

Odishatimes Odishatimes is about recent news updates,job updates for students and professionals,educational and

23/07/2021

ଅଗଷ୍ଟ 16 ରୁ ବେସରକାରୀ ପିଲାଙ୍କର ପରୀକ୍ଷା ।ଦ୍ୱାଦଶ ମାର୍କ ଅପଲୋଡ 25 ଯାଏଁ ବୃଦ୍ଧି ।
22/07/2021

ଅଗଷ୍ଟ 16 ରୁ ବେସରକାରୀ ପିଲାଙ୍କର ପରୀକ୍ଷା ।
ଦ୍ୱାଦଶ ମାର୍କ ଅପଲୋଡ 25 ଯାଏଁ ବୃଦ୍ଧି ।

ଅଜବ ନିଷ୍ପତି :- ବିନା ଟିକାରେ ସ୍କୁଲ ଖୋଲିଦେବେ ।ରାଜନୈତିକ କାର୍ଯ୍ୟକ୍ରମ ଉପରେ ଅଙ୍କୁଶ ନାହିଁ।  ଅଥଚ ଯାତ୍ରା, ସିନେମା ହଲ , ମଲ ବନ୍ଦ। ତୃତ...
21/07/2021

ଅଜବ ନିଷ୍ପତି :- ବିନା ଟିକାରେ ସ୍କୁଲ ଖୋଲିଦେବେ ।ରାଜନୈତିକ କାର୍ଯ୍ୟକ୍ରମ ଉପରେ ଅଙ୍କୁଶ ନାହିଁ। ଅଥଚ ଯାତ୍ରା, ସିନେମା ହଲ , ମଲ ବନ୍ଦ। ତୃତୀୟ ଲହରରେ ପିଲା ଅଧିକ କ୍ଷତିଗ୍ରସ୍ତ ହେବେ । ସେଥିପାଇଁ ସରକାର ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ କରୁଛନ୍ତି । କିନ୍ତୁ ବିନା ଟିକାରେ ପିଲାଙ୍କୁ ସ୍କୁଲ ପଠାଇବାକୁ ନିଷ୍ପତି ନିଆଯାଇଛି । ସେମିତି ସ୍କୁଲ ଶିକ୍ଷକ, ଶିକ୍ଷୟତ୍ରୀ ଶତ ପ୍ରତିଶତ ଟିକା ନେଇନାହାନ୍ତି । ଏହା କେତେବାଟ ସ୍ୱାଗତଯୋଗ୍ୟ ?

ପଞ୍ଚଦଶ ଅର୍ଥ କମିଶନର ସୁପାରିସ ଅନୁସାରେ ଅନଲାଇନ ଶିକ୍ଷାକୁ ପ୍ରୋତ୍ସାହନ ଦେବା ପାଇଁ ଭାରତ ସରକାର ଆଗାମୀ ୫ ବର୍ଷରେ ୬,୧୪୩ କୋଟି ଟଙ୍କା ଖର୍ଚ୍...
20/07/2021

ପଞ୍ଚଦଶ ଅର୍ଥ କମିଶନର ସୁପାରିସ ଅନୁସାରେ ଅନଲାଇନ ଶିକ୍ଷାକୁ ପ୍ରୋତ୍ସାହନ ଦେବା ପାଇଁ ଭାରତ ସରକାର ଆଗାମୀ ୫ ବର୍ଷରେ ୬,୧୪୩ କୋଟି ଟଙ୍କା ଖର୍ଚ୍ଚ କରିବାକୁ ନିଷ୍ପତି ନେଇଛନ୍ତି । ଏଥିରୁ ଓଡିଶା ପାଇଁ ୨୧୮ କୋଟି ଟଙ୍କା ବ୍ୟୟବରାଦ ହୋଇଛି ।

କେନ୍ଦ୍ରସରକାର ୨୦୨୦-୨୧ ଆର୍ଥିକ ବର୍ଷରେ ପେଟ୍ରୋଲ ଓ ଡିଜେଲ୍ ରୁ ୩.୩୫ ଲକ୍ଷ କୋଟି ଟଙ୍କାର ଟିକସ ସଂଗ୍ରହ କରିଛନ୍ତି। ଆଜି ଲୋକସଭାରେ ପେଟ୍ରୋଲି...
20/07/2021

କେନ୍ଦ୍ରସରକାର ୨୦୨୦-୨୧ ଆର୍ଥିକ ବର୍ଷରେ ପେଟ୍ରୋଲ ଓ ଡିଜେଲ୍ ରୁ ୩.୩୫ ଲକ୍ଷ କୋଟି ଟଙ୍କାର ଟିକସ ସଂଗ୍ରହ କରିଛନ୍ତି। ଆଜି ଲୋକସଭାରେ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ ରାଷ୍ଟ୍ରମନ୍ତ୍ରୀ ରାମେଶ୍ବର ତେଲି ଏହି ସୂଚନା ଦେଇଛନ୍ତି।

ଗତକାଲି ଆଡପମଣ୍ଡପ ବିଜେ ପରେ ନୀତିକାନ୍ତିରେ ବିଳମ୍ବରୁ ମହାପ୍ରଭୁଙ୍କୁ ଅନିଦ୍ରା  ପଡିଛି । ଯେଉଁଥିପାଇଁ ମହାପ୍ରଭୁଙ୍କୁ ରାତ୍ର ପହୁଡ଼ ନ ହୋଇ ଆ...
15/07/2021

ଗତକାଲି ଆଡପମଣ୍ଡପ ବିଜେ ପରେ ନୀତିକାନ୍ତିରେ ବିଳମ୍ବରୁ ମହାପ୍ରଭୁଙ୍କୁ ଅନିଦ୍ରା ପଡିଛି । ଯେଉଁଥିପାଇଁ ମହାପ୍ରଭୁଙ୍କୁ ରାତ୍ର ପହୁଡ଼ ନ ହୋଇ ଆଜିର ଦୈନନ୍ଦିନ ନୀତିକାନ୍ତି ଆରମ୍ଭ ହୋଇଛି ।

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଟେଷ୍ଟ ଓପନର ୱାସିମ ଜାଫର ଓଡିଶା କ୍ରିକେଟ、ର ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତି ହୋଇଛନ୍ତି । ସେ 2021-23 ଋତୁରେ ଓଡ...
15/07/2021

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଟେଷ୍ଟ ଓପନର ୱାସିମ ଜାଫର ଓଡିଶା କ୍ରିକେଟ、ର ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତି ହୋଇଛନ୍ତି । ସେ 2021-23 ଋତୁରେ ଓଡିଶା କ୍ରିକେଟ ପାଇଁ କାମ କରିବେ ବୋଲି ଓସିଏ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁବ୍ରତ ବେହେରା ସୂଚନା ଦେଇଛନ୍ତି ।

ନିଜର ଶତପ୍ରତିଶତ ଦେବାକୁ ଭାରତୀୟ ଦଳକୁ ଆହ୍ୱାନ । ମହିଳାଙ୍କ ବିକାଶରେ ହିଁ ଦେଶର ପ୍ରଗତି ସମ୍ଭବ ବୋଲି  ଦେଖେଇବାକୁ ଚାହୁଁଛି : ଦୂତି        ...
14/07/2021

ନିଜର ଶତପ୍ରତିଶତ ଦେବାକୁ ଭାରତୀୟ ଦଳକୁ ଆହ୍ୱାନ ।

ମହିଳାଙ୍କ ବିକାଶରେ ହିଁ ଦେଶର ପ୍ରଗତି ସମ୍ଭବ ବୋଲି ଦେଖେଇବାକୁ ଚାହୁଁଛି : ଦୂତି

ଗତ ବର୍ଷ ପରି ଏଥର ବି ବୋଲବମ、ଯାତ୍ରା ଉପରେ ରୋକଲଗାଇଛନ୍ତି ରାଜ୍ୟ ସରକାର । କରୋନା ପାଇଁ ଶ୍ରାବଣ ମାସରେ ବୋଲବମ、ଭକ୍ତ (କାଉଡିଆ ) ମାନେ ପାଣି ଉ...
14/07/2021

ଗତ ବର୍ଷ ପରି ଏଥର ବି ବୋଲବମ、ଯାତ୍ରା ଉପରେ ରୋକଲଗାଇଛନ୍ତି ରାଜ୍ୟ ସରକାର ।
କରୋନା ପାଇଁ ଶ୍ରାବଣ ମାସରେ ବୋଲବମ、ଭକ୍ତ (କାଉଡିଆ ) ମାନେ ପାଣି ଉଠାଇ ଶିବ ମନ୍ଦିର ଯାଇପାରିବେ ନାହିଁ ।

🙏🙏🙏                 #2021
12/07/2021

🙏🙏🙏

#2021

ଭୁବେଶ୍ବରରେ ପେଟ୍ରୋଲ ଦର - ଟ.୧୦୧.୭୨ପ. ଏବଂ ଡିଜେଲ ଦର - ଟ.୯୭.୯୫ ପ.ମେ ୪ ରୁ ୩୮ ଥର ବଢ଼ିଲାଣି। ଦେଶରେ ଆଜି ପୁଣି ପେଟ୍ରୋଲ ଦର ଲିଟର ପିଛା ...
11/07/2021

ଭୁବେଶ୍ବରରେ ପେଟ୍ରୋଲ ଦର - ଟ.୧୦୧.୭୨ପ. ଏବଂ ଡିଜେଲ ଦର - ଟ.୯୭.୯୫ ପ.
ମେ ୪ ରୁ ୩୮ ଥର ବଢ଼ିଲାଣି। ଦେଶରେ ଆଜି ପୁଣି ପେଟ୍ରୋଲ ଦର ଲିଟର ପିଛା ୩୫ ପଇସା ଏବଂ ଡିଜେଲ ଦର ୨୬ ପଇସା ବଢିଛି। ଉତ୍ତରପ୍ରଦେଶ, ଛତିଶଗଡ଼ ଏବଂ ନାଗାଲାଣ୍ଡରେ ପେଟ୍ରୋଲ ଦର ୧୦୦ ଟଙ୍କା ଟପିଛି। ୧୦୦ ଟଙ୍କା ଟପି ଥିବାରେ ଏହି ୩ ରାଜ୍ୟ ସାମିଲ୍ ହୋଇଛନ୍ତି। ପୂର୍ବରୁ ଅଧିକରୁ ଅଧିକ ରାଜ୍ୟରେ ୧୦୦ ଟପିସାରିଛି।

ଦୈନିକ ସଂକ୍ରମଣ ୪୦ ହଜାର ଉପରେ, ମୃତ୍ୟୁ ହଜାରେରୁ ଅଧିକ। କୋଭିଡ୍ ପ୍ରୋଟୋକଲ ପାଳନ ପାଇଁ ସବୁ ରାଜ୍ୟକୁ ନିର୍ଦ୍ଧେଶ ଦିଆଯାଇଛି।              ...
11/07/2021

ଦୈନିକ ସଂକ୍ରମଣ ୪୦ ହଜାର ଉପରେ, ମୃତ୍ୟୁ ହଜାରେରୁ ଅଧିକ। କୋଭିଡ୍ ପ୍ରୋଟୋକଲ ପାଳନ ପାଇଁ ସବୁ ରାଜ୍ୟକୁ ନିର୍ଦ୍ଧେଶ ଦିଆଯାଇଛି।

6 ଘଣ୍ଟା ନୀତି ବିଳମ୍ବ , ମଧ୍ୟାହ୍ନ ରେ ଚକା  ଅପସର ନୀତି ।  ସିଂହଦ୍ୱାରରୁ ପତିତପାବନଙ୍କୁ  ଦର୍ଶନ କଲେ  ଭକ୍ତ।
10/07/2021

6 ଘଣ୍ଟା ନୀତି ବିଳମ୍ବ , ମଧ୍ୟାହ୍ନ ରେ ଚକା ଅପସର ନୀତି । ସିଂହଦ୍ୱାରରୁ ପତିତପାବନଙ୍କୁ ଦର୍ଶନ କଲେ ଭକ୍ତ।

କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷା ମନ୍ତ୍ରଣାଳୟର ଦାୟିତ୍ଵ ଗ୍ରହଣ କରିଛନ୍ତି।
07/07/2021

କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷା ମନ୍ତ୍ରଣାଳୟର ଦାୟିତ୍ଵ ଗ୍ରହଣ କରିଛନ୍ତି।

ବଢ଼ିଲା ଅଶୋଧିତ ତୈଳ ଦର ।ଓପେକ ବୈଠକ ବିଫଳ ।ସାଉଦି - ୟୁଏଇ ମଧ୍ୟରେ ମତଭେଦ ।ଭୋଗିବେ ଭାରତ ଭଳି ତେଲ କିଣୁଥିବା ଦେଶ।
07/07/2021

ବଢ଼ିଲା ଅଶୋଧିତ ତୈଳ ଦର ।
ଓପେକ ବୈଠକ ବିଫଳ ।
ସାଉଦି - ୟୁଏଇ ମଧ୍ୟରେ ମତଭେଦ ।
ଭୋଗିବେ ଭାରତ ଭଳି ତେଲ କିଣୁଥିବା ଦେଶ।

ଜୁନ、ମାସରେ ରାଜ୍ୟରୁ 259 ଜଣ ଠକାମିର ଶିକାର Iଗୃହ ମନ୍ତ୍ରାଳୟ ସ୍କାନରରେ 350 ସାଇବର ଲୁଟେରା I
07/07/2021

ଜୁନ、ମାସରେ ରାଜ୍ୟରୁ 259 ଜଣ ଠକାମିର ଶିକାର Iଗୃହ ମନ୍ତ୍ରାଳୟ ସ୍କାନରରେ 350 ସାଇବର ଲୁଟେରା I

ରଥ ଖଳାଠାରେ, ତିନି ରଥର କଳସ ଉଠି, ଓଲଟ ଶୁଆ ସଂଯୋଗ ହୋଇଛି ଓ ପ୍ରଭାରେ ରୂପ ଖୋଦେଇ କାର୍ଯ୍ୟ ଏବଂ ବେଦୀ ପାର୍ଶ୍ୱ ପଟା ତଳେ ହଂସ ପଟା ବାଡ଼ିଆ କା...
06/07/2021

ରଥ ଖଳାଠାରେ, ତିନି ରଥର କଳସ ଉଠି, ଓଲଟ ଶୁଆ ସଂଯୋଗ ହୋଇଛି ଓ ପ୍ରଭାରେ ରୂପ ଖୋଦେଇ କାର୍ଯ୍ୟ ଏବଂ ବେଦୀ ପାର୍ଶ୍ୱ ପଟା ତଳେ ହଂସ ପଟା ବାଡ଼ିଆ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଅଛି । ଏଥିସହ ତିନି ରଥର ବିଜେ ଚକା, ଯେଉଁଠି ଶ୍ରୀବିଗ୍ରହ ମାନେ ବିଜେ କରିଥାନ୍ତି, ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ।

ଭୁବନେଶ୍ୱର: ଜଣେ ବ୍ୟକ୍ତି ବିବାହିତା ମହିଳାଙ୍କୁ ତାଙ୍କ ଗଳା କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି ଏବଂ ପରେ ଆଜି ଓଡିଶା ରାଜଧାନୀର ଭୀମତାଙ୍ଗୀ...
06/07/2021

ଭୁବନେଶ୍ୱର: ଜଣେ ବ୍ୟକ୍ତି ବିବାହିତା ମହିଳାଙ୍କୁ ତାଙ୍କ ଗଳା କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି ଏବଂ ପରେ ଆଜି ଓଡିଶା ରାଜଧାନୀର ଭୀମତାଙ୍ଗୀ ଅଞ୍ଚଳରେ ତାଙ୍କ ଘରେ ହାତଗୋଡ କାଟି ନିଜ ଜୀବନ ଶେଷ କରିବାକୁ ଚେଷ୍ଟା କରିଛି ବୋଲି ପୋଲିସ କହିଛି।

ରବିବାର ଦିନ ଫିଲିପାଇନ୍ସର ଏକ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାପରେ 45 ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ 50 ଜଣ ଆହତ ହୋଇଥିଲେ।  ପ୍ରତିରକ...
05/07/2021

ରବିବାର ଦିନ ଫିଲିପାଇନ୍ସର ଏକ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାପରେ 45 ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ 50 ଜଣ ଆହତ ହୋଇଥିଲେ। ପ୍ରତିରକ୍ଷା ସଚିବ ଡେଲଫିନ୍ ଲୋରେଞ୍ଜାନା କହିଛନ୍ତି ଯେ ସେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଟୀକା କାରଣ ରେ ଭୁବନେଶ୍ୱର ଅନ୍ୟ ସହର ମାନଙ୍କୁ ପଛରେ ପକାଏ ସାରିଲାଣି | 200 ରୁ ଅଧିକ ଟୀକା କରଣ ସ୍ଥାନରେ ଦିନକୁ 30 ହଜାରରୁ ଅଧିକ ଲୋକଙ୍କୁ ଟ...
04/07/2021

ଟୀକା କାରଣ ରେ ଭୁବନେଶ୍ୱର ଅନ୍ୟ ସହର ମାନଙ୍କୁ ପଛରେ ପକାଏ ସାରିଲାଣି | 200 ରୁ ଅଧିକ ଟୀକା କରଣ ସ୍ଥାନରେ ଦିନକୁ 30 ହଜାରରୁ ଅଧିକ ଲୋକଙ୍କୁ ଟୀକା ଦେବା ଏବେ ଚର୍ଚ୍ଚା ର ବିଷୟ ପାଲଟିଛି|

ଏବେ ସୁଦ୍ଧା 14.83 ଲକ୍ଷ ଟୀକା ଦିଅ ସରିଲାଣି | ସୋମବାରଠୁ ବିନା ବୁଙ୍କିଙ୍ଗ ରେ ଟୀକ୍କା | ସମସ୍ତଙ୍କୁ ଦୁଇ ଡୋଜ ଟୀକ୍କା ରେ ଭୁବନେଶ୍ୱର ହବ ପ୍ରଥମ ସହର|

✔️ #ᴠᴀᴄᴄɪɴᴇᴅᴀʏ💉

୯୭% ସ୍କୁଲରେ ନାହିଁ ଇଣ୍ଟରନେଟ।୪୫ ହଜାର ବିଦ୍ୟାଳୟରେ କମ୍ପ୍ୟୁଟର ବ୍ୟବସ୍ଥା ନାହିଁ।ଓଡ଼ିଶାରେ ଛାତ୍ରୀଙ୍କ ତୁଳନାରେ ଅଧିକ ସଂଖ୍ୟକ ଛାତ୍ର ଅଧାର...
03/07/2021

୯୭% ସ୍କୁଲରେ ନାହିଁ ଇଣ୍ଟରନେଟ।
୪୫ ହଜାର ବିଦ୍ୟାଳୟରେ କମ୍ପ୍ୟୁଟର ବ୍ୟବସ୍ଥା ନାହିଁ।
ଓଡ଼ିଶାରେ ଛାତ୍ରୀଙ୍କ ତୁଳନାରେ ଅଧିକ ସଂଖ୍ୟକ ଛାତ୍ର ଅଧାରୁ ପାଠ ଛାଡୁଛନ୍ତି। ରାଜ୍ୟମାନଙ୍କ ରେ ଅଧିକରୁ ଅଧିକ ସରକାରୀ ବିଦ୍ୟାଳୟକୁ ବିଦ୍ୟୁତ୍ ସଂଯୋଗ ହୋଇପାରିନାହିଁ।

ଗର୍ଭବତୀ ମହିଳମାନେ ଟିକା ନେଇପାରିବେ। କୋଭିଡ ଟିକା ପାଇଁ ଗର୍ଭବତୀ ମହିଳା କୋୱଇନ ପ୍ଲାଟଫର୍ମରେ ପଞ୍ଜିକରଣ କରିପାରିବେ କିମ୍ବା ଟିକା କେନ୍ଦ୍ର ...
03/07/2021

ଗର୍ଭବତୀ ମହିଳମାନେ ଟିକା ନେଇପାରିବେ। କୋଭିଡ ଟିକା ପାଇଁ ଗର୍ଭବତୀ ମହିଳା କୋୱଇନ ପ୍ଲାଟଫର୍ମରେ ପଞ୍ଜିକରଣ କରିପାରିବେ କିମ୍ବା ଟିକା କେନ୍ଦ୍ର ଯାଇ ଟିକା ନେଇପାରିବେ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି। ଏହା କାର୍ଯକାରୀ କରିବା ପାଇଁ ରାଜ୍ୟ ମାନଙ୍କୁ ଆବଶ୍ୟକୀୟ ନିୟମ ଏବଂ ବ୍ୟବସ୍ଥା ସଂକ୍ରାନ୍ତରେ ଅବଗତ କରାଯାଇଛି। ଗର୍ଭବତୀ ମହିଳା ଏବଂ ନବଜାତ ଶିଶୁ ଅଧିକାଂଶ ରେ କୋରୋନ ସଂକ୍ରମିତ ହେବା ଘଟଣା ଚିନ୍ତା ବଢାଇବାରୁ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି।
www.cowin.gov.in

ଭୁବନେଶ୍ୱର,- ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ହୁ ହୁ ହୋଇ ବଢ଼ିଚାଲିଛି। ଆଜି ଭୁବନଶ୍ବରରେ ପେଟ୍ରୋଲ ଦର ଲିଟର ପିଛା ପ୍ରାୟ ୩୬ ପଇସା ବଢିଛି। ଏଥ...
03/07/2021

ଭୁବନେଶ୍ୱର,- ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ହୁ ହୁ ହୋଇ ବଢ଼ିଚାଲିଛି। ଆଜି ଭୁବନଶ୍ବରରେ ପେଟ୍ରୋଲ ଦର ଲିଟର ପିଛା ପ୍ରାୟ ୩୬ ପଇସା ବଢିଛି। ଏଥିଯୋଗୁ ରାଜଧାନୀ ରେ ଆଜି ପ୍ରଥମଥର ପାଇଁ ପେଟ୍ରୋଲ ଦର ରେକର୍ଡ ୧୦୦ ଟଙ୍କା ପାର୍ ହୋଇଛି। ରାଜଧାନୀରେ ବିପିସିଏଲ୍ ଏକ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଦାମ୍ ୧୦୦ ଟଙ୍କା ୦୧ ପଇସା ଛୁଇଁଛି। ଇଣ୍ଡିଆନ ଅଏଲ ଟାଙ୍କିରେ ୯୭ ଟଙ୍କା ୧୯ ପଇସା ରହିଛି।

Odishatimes_ଅଶୋଧିତ  ତୈଳ  ଦର  ମହଙ୍ଗା  ହୋଇଥିବାରୁ  ଗ୍ୟାସ、କମ୍ପାନୀଗୁଡିକ ଏଲପିଜି ସିଲିଣ୍ଡର ମୂଲ୍ୟ ବୃଦ୍ଧି କରିଛନ୍ତି
02/07/2021

Odishatimes_
ଅଶୋଧିତ ତୈଳ ଦର ମହଙ୍ଗା ହୋଇଥିବାରୁ ଗ୍ୟାସ、କମ୍ପାନୀଗୁଡିକ ଏଲପିଜି ସିଲିଣ୍ଡର ମୂଲ୍ୟ ବୃଦ୍ଧି କରିଛନ୍ତି

ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ଼ ପକ୍ଷ ରୁ ଚଳିତ ବର୍ଷ ରେଗୁଲାର, ଏକ୍ସ-ରେଗୁଲାର, ପତ୍ର ବିନିମୟ ପରିକ୍ଷାର୍ଥୀ ଙ୍କ ପାଇଁ ଅଫ୍ଲାଇନେ ବାର୍ଷିକ ...
02/07/2021

ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ଼ ପକ୍ଷ ରୁ ଚଳିତ ବର୍ଷ ରେଗୁଲାର, ଏକ୍ସ-ରେଗୁଲାର, ପତ୍ର ବିନିମୟ ପରିକ୍ଷାର୍ଥୀ ଙ୍କ ପାଇଁ ଅଫ୍ଲାଇନେ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଜୁଲାଇ 30 ରୁ ଅଗଷ୍ଟ 5 ତାରିଖ ପର୍ଯ୍ୟନ୍ତ ଚାଲିବ| ଏହି ପରୀକ୍ଷା ଉଭୟ ରେଗୁଲାର ଓ ଏକ୍ସ- ରେଗୁଲାର ବର୍ଗ ର ପରୀକ୍ଷାର୍ଥୀ ଙ୍କ ପାଏ ଗୋଟିଏ ସିଟିଟିଙ୍ଗ ରେ କର|ଯିବ

27/01/2021

ପାଇଁ ମନୋନୀତ ହୋଇଥିବା ସମସ୍ତ ପ୍ରତିଭାଙ୍କୁ ଅଭିନନ୍ଦନ ।
ଓଡ଼ିଶାର ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁ ପଦ୍ମବିଭୂଷଣ ସମ୍ମାନ ଓ ବିଶିଷ୍ଟ ସମାଜସେବୀ ଶାନ୍ତି ଦେବୀ, ପୂର୍ଣ୍ଣମାସୀ ଜାନୀ, ରଜତକୁମାର କର, ଡା. କ୍ରୀଷ୍ଣମୋହନ ପାଠୀ ଓ ନନ୍ଦ ପୃଷ୍ଟି ଆଦି ପଦ୍ମଶ୍ରୀ ସମ୍ମାନରେ ମନୋନୀତ ହୋଇଛନ୍ତି ।

Address


Alerts

Be the first to know and let us send you an email when Odishatimes posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Odishatimes:

Shortcuts

  • Address
  • Alerts
  • Contact The Business
  • Claim ownership or report listing
  • Want your business to be the top-listed Media Company?

Share