Srustee

Srustee Srustee News is one of the India’s leading news channel. We cover Political, Sports, Business, Health & Wealth, Social and Entertainment news.

Please follow our page to watch live and current news with latest videos.

17/04/2022

ସବୁ ଆଡ଼େ ଚର୍ଚ୍ଚା ବିଜେପି ଉପନିର୍ବାଚନ ହାରିଲା। ବିଜେପି ଉପନିର୍ବାଚନ କୁ ଧ୍ୟାନ ଦେଇ ନଥିଲା?? ପ୍ରଧାନ ପୁଅ,ପଣ୍ଡା ପୁଅ ଓଡିଶାରେ ଥିଲେ। କେମିତି ଜି..?

13/04/2022

ଓଡ଼ିଶାର ଖାଲି ହେଉଥିବା ୪ଟି ରାଜ୍ୟସଭା ଆସନ ପାଇଁ କେଉଁ ସମାଜ ସେବିଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ ମନୋନୀତ କରିବା ଉଚିତ। ଆପଣଙ୍କ ମତାମତ କମେଣ୍ଟ ବକ୍ସ ରେ ଲେଖନ୍ତୁ।

11/12/2021
11/12/2021

କଂଗ୍ରେସ ଦୁର୍ବାର ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉ,ଯେଉଁ ପର୍ଯ୍ୟନ୍ତ ଅତ୍ୟାଚାରୀ ବିଜେଡି ଦଳ, ନବୀନ ବାବୁ ଗାଦିଚ୍ୟୁତ ନହୋଇଛନ୍ତି। ପୋଲିସ କଂଗ୍ରେସ ଭବନ ଭିତରେ ପଶି ଆକ୍ରମଣ ଘଟଣାରେ।

11/12/2021

କଂଗ୍ରେସ ଭବନ ଭିତରେ ପୋଲିସ ର ବର୍ବୋରଚିତ ଆକ୍ରମଣ ପରେ ବିଜେଡି ଦଳ ଓ ସରକାର ବିଜୁବାବୁଙ୍କ କେଉଁ ଆଦର୍ଶ ରେ ଅନୁପ୍ରାଣିତ?? ନବୀନ ବାବୁ ବିଜୁବାବୁଙ୍କ ଉପଯୁକ୍ତ ଦାୟଦ କି???

10/12/2021

କଂଗ୍ରେସ ଦଳର ପ୍ରତ୍ୟେକ କର୍ମୀ ଏବଂ ଓଡିଶା ର ପ୍ରତ୍ୟେକ ସଚେତନ ନାଗରିକ ଆଜି ଶପଥ ନିଅନ୍ତୁ ଲାଠିର ଜୱାବ୍ ବାଲଟ ପେପରରେ ଆସନ୍ତା ପଂଚାୟତ ନିର୍ବାଚନ ରେ ଦେବାକୁ। ସମୟ ବଡ଼ ବଳବାନ।

10/12/2021

ପିସିସି କାର୍ଯ୍ୟାଳୟରେ ପଶି ଛାତ୍ର ମାନଙ୍କୁ ଆକ୍ରମଣ କରିବା ର ଅର୍ଥ ଘରେ ପଶି ଆକ୍ରମଣ କରିବା ସହିତ ସମାନ। ଏହା ନବୀନ ପଟ୍ଟନାୟକଙ୍କ ଅସଲ ଚରିତ୍ର।

10/12/2021

ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ରାଜ୍ୟ ସଭାକୁ ପଠାଇଲା ବିଜେପି ରେଳୱେଏବଂ ଆଇଟି ମନ୍ତ୍ରୀ କଲା। ତାହାହେଲେ ବିଜେଡି+ବିଜେପି (ଅଲଗା କିପରି)!!?? ଜନତାଙ୍କୁ ଭୂତେଇବା ପାଇଁ ନାମକୁ ମାତ୍ର ଠେଲାପେଲା।ଜନତା ...

03/12/2021

ଅନୁଗୁଳ,(ସୃ ମି) ଆଗାମୀ 2022 ପ୍ରଥମା୍ଦ୍ଧରେ ଅନୁଷ୍ଠିତ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ, ଏବଂ ପୌର ନିର୍ବାଚନ ପାଇଁ ଅନୁଗୋଳ ଜିଲ୍ଲା କଂଗ୍ରେସ କାର୍ଯ୍ୟକାରିଣୀ କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ ଏବଂ ସମ୍ବର୍ଦ୍ଧନା ସଭା ତତ୍ ସହିତ ବିଜେପି , ଏବଂ ବିଜେଡି ଦଳ ଛାଡି କଂଗ୍ରେସ ଦଳ ରେ ଅନେକ କର୍ମକର୍ତ୍ତାଙ୍କ ଯୋଗଦାନ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରସ୍ତୁତି ବୈଠକ ରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ଓବିଶି ସେଲ ଚେୟାର ମ୍ୟାନ ଶ୍ରୀଯୁକ୍ତ ଜ୍ଞାନଦେବ ବେଉରା, ଭାରତୀୟ ମହିଳା କଂଗ୍ରେସର ସମ୍ପାଦିକା ଶ୍ରୀମତୀ ସସ୍ମିତା ବେହେରା, ଅନୁଗୋଳ ଜିଲ୍ଲା ପାଇଁ ନୂତନ ଭାବେ ନିଯୁକ୍ତ ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ବିଶ୍ବଭୂଷଣ ଦାସ।, ଶ୍ରୀଯୁକ୍ତ ସୁରେଶ ପାଣିଗ୍ରାହୀ , ଅନୁଗୁଳ ବ୍ଲକ ସଭାପତି ଶ୍ରୀଯୁକ୍ତ ଅମୂଲ୍ୟ ବେହେରା, ଟାଉନ ସଭାପତି ଶ୍ରୀ ସୁଦିପ ମିଶ୍ର ଏବଂ ବିଭିନ୍ନ ବ୍ଲକ , ପଞ୍ଚାୟତ ,ମୁନିସିପାଲଟିର କାଯ୍ୟକର୍ତ୍ତା ,ଏବଂ ପ୍ରମୁଖ ବରିଷ୍ଠ ଏବଂ ଅନେକ କନିଷ୍ଠ କର୍ମକର୍ତ୍ତା ଯୋଗଦାନ କରିଥିଲେ। ସଭାରେ ସଭାପତିତ୍ବ କରିଥିଲେ ଅନୁଗୋଳ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ବିପ୍ଳବ ଜେନା,ସଭା ପରିଚାଳନା କରିଥିଲେ ଶ୍ରୀଯୁକ୍ତ ସୁନିଲ ପ୍ରଧାନ। ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଜିଲ୍ଲା ଓବିଶି ସେଲ ଚେୟାର ମ୍ୟାନ ଶ୍ରୀଯୁକ୍ତ ଜିତେନ୍ଦ୍ର ସାହୁ।

03/12/2021

🙏🙏🙏🙏🙏🙏💐🌹💐💐💐💐💐💐💐💐💐💐💐💐💐💐ମା ରମାଦେବୀ ଙ୍କ ଜନ୍ମ ଜୟନ୍ତୀ ରେ ଶତ କୋଟି ପ୍ରଣାମ💐💐💐💐💐 🙏🙏🙏🙏🙏🙏🙏🙏🙏

02/12/2021

ଜଣେ ନିଶାଗ୍ରସ୍ତ ବୁଢ଼ା ବାପର ଅଯୋଗ୍ୟ ପୁଅ ଯାହା, ନବିନ ବାବୁ ଏବଂ ବିଜେଡି ଦଳ ସେହିପରି। (ଆପଣଙ୍କ ମତାମତ ଅପେକ୍ଷାରେ)।

02/12/2021

ଢେଙ୍କାନାଳ ଜିଲ୍ଲା କୁଞ୍ଜକାନ୍ତ ସ୍ଥିତ +୨ଆବାସିକ ବିଦ୍ୟାଳୟରେ ୧୦ଜଣ କରୋନା ରୋଗି ଚିହ୍ନଟ।୧୦ ଦିନ ପାଇଁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା।

01/12/2021

ଆଜି ବିଶ୍ଵ ଏଡ୍ସ ଦିବସ ଉପଲକ୍ଷେ ଅନୁଗୋଳ ଜିଲ୍ଲା ଚିକିତ୍ସାଲୟ ପକ୍ଷରୁ ପଥପ୍ରାନ୍ତ ନାଟକ ପ୍ରସ୍ତୁତ।

🏵️🌼ମିଡିଆ ହାଉସ ହିସାବରେ ସେ ମଧ୍ୟ ସବୁ ସମୟରେ ଠିକ୍ କାମ କରିପାରୁନାହାନ୍ତି, ଯାହା କରିବା ଉଚିତ ସାଧାରଣ ଜନତା ଙ୍କ ପାଇଁ,ସମାଜ ପାଇଁ,, ବିରୋଧ...
29/11/2021

🏵️🌼ମିଡିଆ ହାଉସ ହିସାବରେ ସେ ମଧ୍ୟ ସବୁ ସମୟରେ ଠିକ୍ କାମ କରିପାରୁନାହାନ୍ତି, ଯାହା କରିବା ଉଚିତ ସାଧାରଣ ଜନତା ଙ୍କ ପାଇଁ,ସମାଜ ପାଇଁ,, ବିରୋଧି ଦଳଙ୍କ ପାଇଁ, ଏବଂ ସରକାର ଙ୍କ ପାଇଁ। ଧନ୍ୟବାଦ ସୌମ୍ୟବାବୁ ଆପଣଙ୍କ ସ୍ଵିକାରୋକ୍ତି ପାଇଁ।
🙏🙏🌹🌹🌹💩💩💩🌹🌹🌹🙏🙏

29/11/2021

ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଓଡ଼ିଶା ବାସୀଙ୍କ ପ୍ରଶ୍ନ ପଞ୍ଚାୟତ ନିର୍ବାଚନ ପାଇଁ ବେସରକାରୀ ଚିକିତ୍ସାଳୟ ମାନଙ୍କରୁ ଆପଣ କେତେ କୋଟି ଟଙ୍କା ଚାନ୍ଦା ଆକାରରେ ନେଇଛନ୍ତି ସ୍ବାସ୍ଥ୍ୟ କାଡକୁ ମାଧ୍ୟମ କରି, ??? ଅଣ୍ଡା ମାଡକୁ ..

27/11/2021

ରାଜ ରାସ୍ତା ମରାମତି ଅଭାବରୁ ଦୁର୍ଘଟଣା ହୁଏ।ଏହି ଦୁର୍ଘଟଣା ରେ ସାଧାରଣ ଜନତା ମୃତ୍ୟୁ ବରଣ କରେ। ଏଥିପାଇଁ ସରକାରଙ୍କ ନାମରେ ନା କେଶ ହୋଇପାରେ ନା ସରକାର ଏଥିପାଇଁ ନିଜକୁ ଦାଇ କରନ୍ତି ..?ଏନ ଏତ ୫୫ ପ୍ରଶଙ୍ଗରେ। ଆପଣଙ୍କ ମତାମତ ଅପେକ୍ଷା ରେ....

27/11/2021

ଏଠି ନେତା ମାଳମାଳ କର୍ମି ଦୁର୍ବଳ,ଜନତା ପାନ୍ତି...। ସରକାର ଟ୍ୟାକ୍ସ ନେବାରେ ମାହିର। କିନ୍ତୁ ରାସ୍ତା ଠିକ କରେ ନାହିଁ??? ଦୁର୍ଘଟଣା ରେ ସରକାର ଜନତାକୁ ଦୋଷାରୋପ କରେ.??

27/11/2021

ଅନୁଗୋଳ ବିଜେଡି ରେ ଗୋଷ୍ଠି କନ୍ଦଳ ତିବ୍ରତର ତଳେ ଦିଆଯାଇଥିବା ଭିଡିଓ ତାହର ପ୍ରମାଣ।

25/11/2021

ଆସନ୍ତୁ ଆମେ ମାଟି ପାଇଁ ପାଟି ଖୋଲିବା ଆମର ହକ ହାସଲ କରିବା।

ଖାରବେଳ ସ୍ବାଇଁ ବିଜେପି_-->>>>-ଉତ୍କଳ ଭାରତ+>>>>>ବିଜେପି--->>>>>ବିଜେଡିବର୍ଷା ଯୁଆଡେ ଛତା ସିଆଡେ ...।
23/11/2021

ଖାରବେଳ ସ୍ବାଇଁ ବିଜେପି_-->>>>-ଉତ୍କଳ ଭାରତ+>>>>>ବିଜେପି--->>>>>ବିଜେଡି
ବର୍ଷା ଯୁଆଡେ ଛତା ସିଆଡେ ...।

🌹🌹🌹🌹🌹🌹🌹🌹🌹🌹🌹🙏🙏🙏🙏🙏🌹🌹🌹🌹🌹🌹🌹🌹🌹🙏🙏ଓଡିଆର ସ୍ଵାଭିମାନ, ଓଡିଆ ର ଆଦର୍ଶ, ସ୍ଵାଧିନତା ସଂଗ୍ରାମୀ, ନିଷ୍ଠାପର, ନିତିନିଷ୍ଠ ,ଆମର ଅନୁଗୋଳ ମାଟିକୁ ନିଜ...
23/11/2021

🌹🌹🌹🌹🌹🌹🌹🌹🌹🌹🌹🙏🙏🙏🙏🙏🌹🌹🌹🌹🌹🌹🌹🌹🌹🙏🙏ଓଡିଆର ସ୍ଵାଭିମାନ, ଓଡିଆ ର ଆଦର୍ଶ, ସ୍ଵାଧିନତା ସଂଗ୍ରାମୀ, ନିଷ୍ଠାପର, ନିତିନିଷ୍ଠ ,ଆମର ଅନୁଗୋଳ ମାଟିକୁ ନିଜର କର୍ମଭୁମି ରୁପେ ବାଛିଥିବା ଓଡ଼ିଶା ର ପୁର୍ବତନ ମୁଖ୍ୟମନ୍ତ୍ରୀ, ଅତି ଆପଣା ଲୋକ ଙ୍କ ବାପି ଶ୍ରୀଯୁକ୍ତ ନବକୃଷ୍ଣ ଚୌଧୁରୀଙ୍କ ଜନ୍ମ ଜୟନ୍ତି ରେ ଭକ୍ତି ଭରା ଶ୍ରଦ୍ଧାଞ୍ଜଳ🌹🌹🌹🌹🙏🙏🙏🙏🙏🙏🌹🌹🌹🌹🌹🌹🌹🪔🪔🪔🪔🪔🌹🌹🌹🌹🌹🌹🌹🌹🌹🌹🌹🌹🌹🌹

22/11/2021

ବିରୋଧିଦଳ ଆଜି ପଚାରୁଛି ପ୍ରଶ୍ନ କୁକୁର 🐕🐕🐕 କିଏ????ଯିଏ ଦଳ ବଦଳାଇ ଏଦଳରୁ ସେ ଦଳ ହୋଇ ପତ୍ର ଚାଟୁଥାଏ ସିଏ ?????ନା ଯିଏ ଅନ୍ୟାୟକୁ ବିରୋଧ କରେ ସିଏ ????
ଆପଣଙ୍କ ର ମୁଲ୍ୟବାନ ମତାମତ ଅପେକ୍ଷା ରେ......

🏵️🏵️🏵️🏵️ ନବିନ ଵାବୁ କେତେ ସ୍ବଚ୍ଛ ??????🏵️🏵️🏵️🏵️🏵️ତାହା କୋର୍ଟ ଶୁଣାଣୀରୁ ସ୍ପଷ୍ଟ ଜଣାପଡ଼ିଲା🏵️🏵️         ପ୍ରବୋଧ କୁମାର ସ୍ବାଇଁ ..(୯...
22/11/2021

🏵️🏵️🏵️🏵️ ନବିନ ଵାବୁ କେତେ ସ୍ବଚ୍ଛ ??????🏵️🏵️🏵️🏵️🏵️ତାହା କୋର୍ଟ ଶୁଣାଣୀରୁ ସ୍ପଷ୍ଟ ଜଣାପଡ଼ିଲା🏵️🏵️
ପ୍ରବୋଧ କୁମାର ସ୍ବାଇଁ ..(୯୪୩୭୬୬୪978)
🏵️🏵️🏵️ପ୍ରତାପଙ୍କ ର କେତେ ପ୍ରତାପ ତାହା କୋଟ ର ଶୁଣାଣି ରୁ ଜଣାପଡ଼ିଲା ..????????🏵️🏵️🏵️🏵️🏵️
ଏହା କେବଳ ଗୋଟିଏ ଘଟଣା ନୁହେଁ। ଆହୁରି ଅନେକ ଘଟଣା ରେ ମାନ୍ୟବର ମନ୍ତ୍ରୀ ସମ୍ପୃକ୍ତ। ମାହାଙ୍ଗା ଡବଲ ମଡର ଏକ ଝଲକ ମାତ୍ର।
🏵️🏵️ଆପଣ ମାନଙ୍କ ର ମନେଥିବ୩୦ ମେ ୨୦୨୧ ଘଟଣା।🏵️ବର୍ତ୍ତମାନର ବିଜେପି ର ସର୍ବ ଭାରତୀୟ ଉପସଭାପତି ଥିବା ବୈଜୟନ୍ତ ବାବୁ ସେତେବେଳେ ବିଜେଡି ଦଳରୁ କେନ୍ଦ୍ରାପଡ଼ା ର ସାଂସଦ ଥାନ୍ତି ,ପ୍ରତାପ ଜେନା ମାହାଙ୍ଗା ରୁ ବିଧାୟକ ଥାନ୍ତି ବିଜେଡି ଦଳରୁ ମଧ୍ୟ ।
🏵️ମାନ୍ୟବର ନବିନ ବାବୁ ଙ୍କ ସହିତ ବୈଜୟନ୍ତ ବାବୁ ଙ୍କ ର ମତପାର୍ଥକ୍ୟ ଥାଏ। ସେତେବେଳେ ବୈଜୟନ୍ତ ବାବୁ ଙ୍କ ଏମପି ଲ୍ୟାଡ ପାଣ୍ଠିରୁ ଏକ ପାଣି ଟାଙ୍କି ତିଆରି ହୋଇଥିଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଜଟିପାରିଲୋଗ୍ରାମରେ। ସେହି ପାଣି ଟାଙ୍କିକୁ ମାନ୍ୟବର ସାଂସଦ ୩୦ ମେ ୨୦୧୭ ମସିହାରେ ଉଦଘାଟନ କରିବାକୁ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶରେ ପ୍ରତାପ ଜେନା ତାଙ୍କ ସମର୍ଥକ ଙ୍କ ଦ୍ଵାରା ଆକ୍ରମଣ କରିଥିଲେ ଏବଂ ଅଣ୍ଡାମାଡ ମଧ୍ୟ କରିଥିଲେ। ଏଥିରେ ମାନ୍ୟବର ସାଂସଦ ଆହାତ ମଧ୍ୟ ହୋଇଥିଲେ।
🏵️ ଜଣେ କାର୍ଯ୍ୟରତ ସାଂସଦ ଙ୍କ ଉପରେ ଆକ୍ରମଣ କିଛି ଛୋଟ ଘଟଣା ନୁହେଁ।ସେହି ସମୟରେ ନା ପୋଲିସ ପ୍ରଶାସନ କିଛି ଠୋସ ପଦକ୍ଷେପ ନେଇଥିଲା ,ନା ନବିନ ବାବୁ କିଛି ପଦକ୍ଷେପ ନେଇଥିଲେ ଦୋଷିଙ୍କ ବିରୁଦ୍ଧରେ ???
🏵️ଏଥିରୁ ପ୍ରମାଣିତ ନବିନ ବବୁ କେତେ ହିଂସ୍ର ଏବଂ ପ୍ରତିହିଂସା ପରାୟଣ। ଏଥିରେ ମର୍ମାହତ ହୋଇ ବୈଜୟନ୍ତ ବାବୁ ବିଜେଡି ଦଳ ଛାଡ଼ି ବିଜେପି ରେ ଯୋଗଦାନ କରିଥିଲେ। ଯଦି କୁହାଯିବ ନବୀନ ବାବୁ ସ୍ବଚ୍ଛ ତେବେ ତାଙ୍କ ଦଳର ଜଣେ ସମ୍ମାନ ସ୍ପଦ ସାଂସଦ ଏବଂ ତାଙ୍କର ଏକାନ୍ତ ଘନିଷ୍ଠ ଥିବା ବୈଜୟନ୍ତ ବାବୁ ଙ୍କ ଉପରେ ହୋଇଥୁବା ଆକ୍ରମଣ ରେ ନା ଦୁଃଖ ପ୍ରକାଶ କରିଥିଲେ,ନା ଦୋଷିଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ଦଣ୍ଡ ବିଧାନ ପାଇଁ ପୋଲିସ କୁ କିଛି ନିର୍ଦ୍ଦେଶ ଦେଇଥିଲେ ,ନା ପ୍ରତାପ ଙ୍କ ବିରୁଦ୍ଧରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । 🏵️🏵️ସେତେବେଳେ ଘରୋଇ ବିଭାଗ ମଧ୍ୟ ମାନ୍ୟବର ନବିନ ବାବୁ ନିଜ ହାତରେ ରଖିଥିଲେ। ଏଥରୁ ପ୍ରମାଣିତ ନବୀନ ବାବୁ କେତେ ସ୍ବଚ୍ଛ , କେତେ ନିରପେକ୍ଷ , କେତେ ନିର୍ମଳ??????ଏହା ପରବର୍ତ୍ତୀ ସମୟରେ ପ୍ରତାପ ଜେନା ଙ୍କୁ ତାଙ୍କ ମନ୍ତ୍ରୀ ମଣ୍ଡଳରେ ଆଇନ,ନଗର ଉନ୍ନୟନ ଏବଂ ପଞ୍ଚାୟତି ରାଜ ଭଳି ବିଭାଗ ର ମନ୍ତ୍ରୀ କରିଛନ୍ତି ।

22/11/2021

ଓଡ଼ିଶାବାସି ସଚେତନ ରହିବେ। ଦୁଇ ସଉତୁଣୀ ଦଳ ପ୍ରତି, ଆଗାମି ନିର୍ବାଚନରେ। ଏଠି ଲୋକଜାଣିବା ପାଇଁ କେବଳ ବିରୋଧର ଡ୍ରାମା କରୁଛନ୍ତି। ପାର୍ଲିଆମେଣ୍ଟ ରେ ୩୦ଟି ଵିଲ ସପକ୍ଷରେ ବିଜେଡି, ବିଜେପି ସପକ୍ଷରେ ମତଦେଇଛି

22/11/2021

ବର୍ତ୍ତମାନ ବିଜେଡି ନେତା ମାନଙ୍କ ମଧ୍ୟରେ ପ୍ରତିଯୋଗିତା କିଏ ବିରୋଧି ଦଳକୁ ଅଧିକ କୁଭାଷାରେ ଗାଳି ଦେଇ କିମ୍ବା ମୁଖ୍ୟମନ୍ତ୍ରୀ ଙ୍କୁ ଅଧିକ ତେଲ ମାରି ଖୁସି କରିବା।(ଉଦାହରଣ ମହେଶ ବାବୁ, ମଣ୍ଟୁ ବାବୁ) ଡଙ୍ଗା ବୁଡିବାର ପୂର୍ବାଭାସ...

କି ଅପୁର୍ବ ସଂଯୋଗ?ଜଣେ କହିଲେ ନବୀନ ବାବୁ ଙ୍କ ର ସେ ଚାକର।ଆଉ ଜଣେ କହିଲେ ନବିନ ବାବୁ ସାଢେ଼ ୪କୋଟି ଓଡ଼ିଆଙ୍କ ର ଠାକୁର। ଉଭୟ ସାମ୍ବିଧାନିକ ପ...
21/11/2021

କି ଅପୁର୍ବ ସଂଯୋଗ?ଜଣେ କହିଲେ ନବୀନ ବାବୁ ଙ୍କ ର ସେ ଚାକର।
ଆଉ ଜଣେ କହିଲେ ନବିନ ବାବୁ ସାଢେ଼ ୪କୋଟି ଓଡ଼ିଆଙ୍କ ର ଠାକୁର। ଉଭୟ ସାମ୍ବିଧାନିକ ପଦବୀରେ ଅବସ୍ଥାପିତ। ଏହା କଣ ସାମ୍ବିଧାନିକ ପଦବୀ କୁ ମର୍ଯ୍ୟାଦା? ଏହା କଣ ଓଡ଼ିଆ ଜାତିର ସ୍ୱାଭିମାନ? ସାଧାରଣ ଜନତା କଣ ଏହି ନେତା ମାନଙ୍କ ଠାରୁ ଏହା ଆଶା କରୁଛନ୍ତି।...? ଏହି ଦଳର ଅନ୍ୟ ନେତାମାନେ ସକାଳ ସନ୍ଧ୍ୟା ପାଣ୍ଡାଆନ ଙ୍କ ସ୍ତୁତି ଗାନ କରିବାରେ ବ୍ୟସ୍ତ ନ ହେଲେ ଗାଦି ରହିବନି। ଏହି ଦଳ ଠାରୁ ରାଜ୍ୟବାସି କଣ ଏହା ଆଶା କରୁଥିଲେ..?????
(ଆପଣଙ୍କ ମତାମତ ଅପେକ୍ଷା ରେ)

20/11/2021

ଓଡ଼ିଶା ରେ ଜଣତନ୍ତ୍ରଏବଂ ଅମଲାତନ୍ତ୍ର ଶାସନ ଚାଲିଛି..!!ନା ଏଠି ଅଛି ରାଜତନ୍ତ୍ର ନା ଅଛି ଗଣତନ୍ତ୍ର?ନବୀନ ପଟ୍ଟନାୟକ ମୁଖ୍ୟ,ଭି କେ ପାଣ୍ଡିଆନ ମନ୍ତ୍ରୀ ମଣ୍ଡଳ, ଅନ୍ୟ ସବୁ ମନ୍ତ୍ରୀ ଏବଂ ବିଧାୟକ ନାମକୁ ମାତ୍ର!!!

19/11/2021

ଘାଇଲା ବାଘ, ଏବଂ ପରାଜିତ ଶତ୍ରୁକୁ କେବେ ବିଶ୍ୱାସ କରାଯାଇନପାରେ। ଆଗାମୀ ନିର୍ବାଚନ ପାଇଁ ଏହା ବିଜେପି ଦଳର ଚାଲ। କୃଷକ ସମାଜ ସାବଧାନ।

19/11/2021

🏵️🏵️🏵️🏵️✌️✌️ଜୟ ଜୱାନ, ଜୟ କିସାନ, ଜୟ ବିଜ୍ଞାନ ✌️✌️🏵️🏵️
✌️✌️✌️✌️✌️କୃଷକ ର ବିଜୟ ଧର୍ମ ର ଜୟ🤘✌️✌️✌️✌️✌️✌️✌️ ଅକ୍ଷୟ ହେଉ ପୁଣ୍ୟ ଜଗତେ ଧର୍ମର ହେଉ ଜୟ✌️✌️✌️✌️

🏵️🏵️🏵️ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସୃଷ୍ଟି ମିଡିଆ ତରଫରୁ ଭିଡିଓ ବାର୍ତ୍ତା🏵️🏵️🏵️

19/11/2021

ଇନ୍ଦିରା ଗାନ୍ଧୀଙ୍କ ଜନ୍ମ ଜୟନ୍ତି ରେ କୃଷକ ମାନଙ୍କ ର ବିଜୟ । ମୋଦି ସରକାର ଙ୍କ ର ପରାଜୟ। ତିନି କଳା କୃଷି ଆଇନ କୁ ରଦ କଲେ ମୋଦୀ ସରକାର।

🌹ସୁସ୍ବାଗତ।🌹  ସୁସ୍ବଗତ🌹 ସୁସ୍ବାଗତ🌹 ସୁସ୍ବାଗତ 🌹🌹🌹ସୁସ୍ବାଗତ🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌺🌺🌺🌹🌹🌹🌹🌹🌹🌹🌹🌹🌹🌹🌹🌹ଅନୁଗୋଳ ମାଟିର ଲଢ଼ୁଆ ନାରୀ ନ...
17/11/2021

🌹ସୁସ୍ବାଗତ।🌹 ସୁସ୍ବଗତ🌹 ସୁସ୍ବାଗତ🌹 ସୁସ୍ବାଗତ 🌹🌹🌹ସୁସ୍ବାଗତ🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹

🌹🌹🌺🌺🌺🌹🌹🌹🌹🌹🌹🌹🌹🌹🌹🌹🌹🌹ଅନୁଗୋଳ ମାଟିର ଲଢ଼ୁଆ ନାରୀ ନେତ୍ରୀ ଶ୍ରୀମତୀ 🌹🌹ସସ୍ମିତା ବେହେରା ଙ୍କୁ ସର୍ବ ଭାରତୀୟ ମହିଳା 🌹🌹🌹🌹କଂଗ୍ରେସର ସମ୍ପାଦିକା ଭାବେ ସର୍ବଭାରତୀୟ କଂଗ୍ରେସ 🌹🌹କମିଟି ନିଯୁକ୍ତି ପ୍ରଦାନ କରିଛି। ଏହି ନିଯୁକ୍ତି ପ୍ରଦାନ 🌹🌹🌹ଫଳରେ ଅନୁଗୋଳ ଜିଲ୍ଲର କଂଗ୍ରେସ ପ୍ରେମି 🌹🌹🌹🌹ଜନସାଧାରଣ ଙ୍କ ମଧ୍ୟରେ ଆନନ୍ଦର ଲହରୀ 🌹🌹🌹🌹ଖେଳିଯାଇଛି।🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹

15/11/2021
👍👍👍👍👍ବିରୋଧ ର ନୂତନ ଉପାୟ ଆପଣା ଯାଉ ଅଭିଯୁକ୍ତ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ସଭାସମିତି କରିବା ପରେ ସେହି ସ୍ଥାନକୁ ପବିତ୍ର କରିବା ପାଇଁ ଗଙ୍ଗ...
14/11/2021

👍👍👍👍👍ବିରୋଧ ର ନୂତନ ଉପାୟ ଆପଣା ଯାଉ ଅଭିଯୁକ୍ତ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ସଭାସମିତି କରିବା ପରେ ସେହି ସ୍ଥାନକୁ ପବିତ୍ର କରିବା ପାଇଁ ଗଙ୍ଗା ପାଣି, ଗୋବର ରେ ପବିତ୍ର କରାଯାଉ। ଆପଣଙ୍କ ମତାମତ....।👍👍👍👍👍

ଭାରତ ର ପୂର୍ବତନ ପ୍ରଧାନମନ୍ତ୍ରୀ  ପଣ୍ଡିତ ଶ୍ରଯୁକ୍ତ ଜବାହାରଲାଲ ନେହେରୁ ଙ୍କ ଜନ୍ମ ଜୟନ୍ତି ଉପଲକ୍ଷେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ। 🙏🌹🌹🌹🌹🌹🌹🌹🌹🌹...
14/11/2021

ଭାରତ ର ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଶ୍ରଯୁକ୍ତ ଜବାହାରଲାଲ ନେହେରୁ ଙ୍କ ଜନ୍ମ ଜୟନ୍ତି ଉପଲକ୍ଷେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ। 🙏🌹🌹🌹🌹🌹🌹🌹🌹🌹🙏🙏🙏🙏🙏🙏🙏🙏🌹🌹🌹🌹🌹🌹🌹🌹🌹🌹🌹🌹🙏

🏵️ଲୁଚିଛି ନା ଗୋଡ଼ ଦୁଇଟି ଦିଶୁଛି   (ଭାଗ-୨)🏵️                      🏵️   ପ୍ରବୋଧ କୁମାର ସ୍ବାଇଁ🏵️👍👍👍ସ୍ଵାଭିମାନି ଓଡ଼ିଆ ର ଆଜି ବିଜେପ...
13/11/2021

🏵️ଲୁଚିଛି ନା ଗୋଡ଼ ଦୁଇଟି ଦିଶୁଛି (ଭାଗ-୨)🏵️
🏵️ ପ୍ରବୋଧ କୁମାର ସ୍ବାଇଁ🏵️
👍👍👍ସ୍ଵାଭିମାନି ଓଡ଼ିଆ ର ଆଜି ବିଜେପି ନେତୃମଣ୍ଡଳୀ ଙ୍କୁ ପ୍ରଶ୍ନ ???👍👍👍
👍👍👍 ଯଦି ବିଜେପି ବିଜେଡି ଭିତିରି ସମ୍ପର୍କ ନାହିଁ ତେବେ ମମୀତା ମେହେର କେଶରେ ବିଜେପି ଓଡ଼ିଶା ରେ ରାଷ୍ଟ୍ରପତି ଶାସନ ପାଇଁ ମାନ୍ୟବର ରାଷ୍ଟ୍ରପତି ଙ୍କୁ ସୁପାରିଶ କରୁନାହିଁ କାହିଁକି???👍👍👍
👍👍👍 କେନ୍ଦ୍ରରେ ବିଜେପି ର ସରକାର ଅଛି।
👍👍👍 ଓଡ଼ିଶାରେ ଏଠି ପ୍ରହସନ କରିବାର ଅର୍ଥ କ'ଣ ହୋଇପାରେ।।👍👍👍
👍👍👍 ଯଦି ଓଡିଶ ବାସିଙ୍କୁ ବିଜେପି ଦଳ ସୁଶାସନ ଦେବାକୁ ଚାହୁଁଛି ତେବେ ବର୍ତ୍ତମାନ ସମୟରେ ଦୁର୍ନିତିଗ୍ରସ୍ତ ,ବିଭିନ୍ନ ପ୍ରକାରର କେଶରେ ଅଭିଯୁକ୍ତ ୯୦ଭାଗ ମନ୍ତ୍ରୀ ନବିନ ବାବୁଙ୍କ ମନ୍ତ୍ରିମଣ୍ଡଳରେ, ଅଛନ୍ତି। ଏବଂ ରାଜ୍ୟ ରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ି ପଡ଼ିଛି।👍👍👍
👍👍👍 ରାଜ୍ୟ ସରକାର ଙ୍କ ର ୯୦ଭାଗ କର୍ମଚାରୀ ଦୁର୍ନୀତି କରି ଆୟର ୧୦୦୦୦ଗୁଣ ରୁ ଅଧିକ ସମ୍ପତ୍ତି ଠୁଳ କରିଛନ୍ତି। ଏହା ଆମେ କହୁନାହୁଁ, ରାଜ୍ୟ ସରକାରଙ୍କ ଭିଜିଲାନ୍ସ ବିଭାଗ କହୁଛି।👍👍👍
👍👍👍ରାଜ୍ୟର ଅର୍ଥନୀତି ଭୁଷୁଡି ପଡ଼ିଥିବା ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ହେଲିକେପ୍ଟରରେ ବୁଲି ଲୋକଙ୍କୁ ଭୂଆଁ ବୁଲାଇବା ରେ ବ୍ୟସ୍ତ।👍👍👍
👍👍👍ରାଜ୍ୟସରକାରଙ୍କର ପାଣି, ଖଣି, ମେଡିସିନ, ଇନ୍ଦିରା ଆବାସ, ଭତା ,ଟେଣ୍ଡର ଫିକ୍ସିଂ ଆଦି ସବୁ ବିଭାଗରେ ଦୁର୍ନୀତି ହେଉଛି। ଏହା ସବୁ ଦେଖି ଜାଣି ମଧ୍ୟ ବିଜେପି ଚୁପ କାହିଁକି ବସିଚି?????👍👍👍
👍👍👍 ଏହାଠାରୁ ବଳି ବଳିଷ୍ଠ ସମୟ ଓ ବଳିଷ୍ଠ ସୁଯୋଗ, ଏବଂ ବଳିଷ୍ଠ ପ୍ରମାଣ କଣ ହୋଇପାରେ????👍👍👍
👍👍👍 ତାଲା ବିଜେପି ହାତରେ ଚାବି ବି ବିଜେପି ହାତରେ କିନ୍ତୁ ତାଲା ପକାଇବାକୁ ଅସୁବିଧା କେଉଁଠି?????👍👍👍👍ସାଧାରଣ ଜନତା ଙ୍କୁ ଦୀନରେ ଲାଣ୍ଠିନ ଦେଖା ଯାଉଛି।👍👍👍
👍👍👍ନା ବିଜେପି ଦଳ ର ନିତି ତୁତ ମୁତୁରି ମୁଁ ତ ମୁତୁରୀ ହେନ୍ସଅ କାଇଁ ପାଇଁ ଧୋଇବା ଗୋଟିଏ ହେନସଅରେ ଶୋଇବା।!!!!!!👍👍👍

🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹ମଣିପୁର ଆତଙ୍କବାଦୀ ଆକ୍ରମଣ ରେ ଓଡ଼ିଆ ଅଫିସର🌹 🌹ଶ୍ରୀଯୁକ୍ତ ବିପ୍ଳବ ତ୍ରିପାଠୀ ଓ ତାଙ୍କ ସ୍ତ୍ରୀ ଓ ୮ ବର୍ଷ ର ପୁଅ  🌹🌹ସହିଦ...
13/11/2021

🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹ମଣିପୁର ଆତଙ୍କବାଦୀ ଆକ୍ରମଣ ରେ ଓଡ଼ିଆ ଅଫିସର🌹 🌹ଶ୍ରୀଯୁକ୍ତ ବିପ୍ଳବ ତ୍ରିପାଠୀ ଓ ତାଙ୍କ ସ୍ତ୍ରୀ ଓ ୮ ବର୍ଷ ର ପୁଅ 🌹🌹ସହିଦ ହୋଇଛନ୍ତି। ସହିଦ ପାରିବାରକୁ ଆମର ଅଶ୍ରୁଳ 🌹ଶ୍ରଦ୍ଧାଞ୍ଜଳି।🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🙏🙏🙏🙏🪔🪔🪔🪔🪔🪔🙏🙏🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹

ଓଡ଼ିଶାରେ ୨୦୨୨ ପଞ୍ଚାୟତ ନିର୍ବାଚନ ୩ ଦଳ ପାଇଁ ଏସିଡ ଟେଷ୍ଟ ସଦୃଶ ଅଟେ।
13/11/2021

ଓଡ଼ିଶାରେ ୨୦୨୨ ପଞ୍ଚାୟତ ନିର୍ବାଚନ ୩ ଦଳ ପାଇଁ ଏସିଡ ଟେଷ୍ଟ ସଦୃଶ ଅଟେ।

ବରଗଡ଼ କଂଗ୍ରେସ କର୍ମୀଙ୍କୁ ବିଜେଡି କର୍ମୀଙ୍କ ଆକ୍ରମଣ ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତ କାର୍ଯ୍ୟକ୍ରମକୁ ବିରୋଧ କରିବାରୁ ।
13/11/2021

ବରଗଡ଼ କଂଗ୍ରେସ କର୍ମୀଙ୍କୁ ବିଜେଡି କର୍ମୀଙ୍କ ଆକ୍ରମଣ ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତ କାର୍ଯ୍ୟକ୍ରମକୁ ବିରୋଧ କରିବାରୁ ।

ଅବିଭକ୍ତ ଢେଙ୍କାନାଳ-ଅନୁଗୁଳ ଜିଲ୍ଲା ଜନତାଙ୍କର ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ ମାନ୍ୟବର ଆପଣ ଅନୁଗୁଳ କିମ୍ବା ପଶ୍ଚିମ ଓଡ଼ିଶା ଗ୍ରସ୍ତ ବେଳେ ଆପଣ...
13/11/2021

ଅବିଭକ୍ତ ଢେଙ୍କାନାଳ-ଅନୁଗୁଳ ଜିଲ୍ଲା ଜନତାଙ୍କର ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ ମାନ୍ୟବର ଆପଣ ଅନୁଗୁଳ କିମ୍ବା ପଶ୍ଚିମ ଓଡ଼ିଶା ଗ୍ରସ୍ତ ବେଳେ ଆପଣ 55ନମ୍ୱର ରାଜରାସ୍ତାରେ ମଙ୍ଗୁଳିରୁ ଅନୁଗୋଳ ରାସ୍ତାରେ ଗ୍ରସ୍ତ କରନ୍ତୁ।

👍👍👍ଆସନ୍ତୁ ଆମେ ସ୍ଵାଭିମାନୀ ଓଡିଆ ହିସାବରେ ଶପଥ ନେବା ଓଡ଼ିଶା ର ଇଞ୍ଚେ ବି ଜାଗା  ପଡ଼ୋଶୀ ରାଜ୍ୟକୁ ଦେବା ନାହିଁ। 👍👍👍ରକ୍ତ ଦେବା କିନ୍ତୁ ମା...
13/11/2021

👍👍👍ଆସନ୍ତୁ ଆମେ ସ୍ଵାଭିମାନୀ ଓଡିଆ ହିସାବରେ ଶପଥ ନେବା ଓଡ଼ିଶା ର ଇଞ୍ଚେ ବି ଜାଗା ପଡ଼ୋଶୀ ରାଜ୍ୟକୁ ଦେବା ନାହିଁ। 👍👍👍ରକ୍ତ ଦେବା କିନ୍ତୁ ମାଟି ନୁହେଁ।👍👍👍 ମାଟି ପାଈଁ ପାଟିଖୋଲିବା👍👍👍
👍👍👍👍ଜୟ ଜଗନ୍ନାଥ ,ଜୟ ଓଡ଼ିଶା, ଜୟ ସ୍ୱାଭିମାନି ଓଡ଼ିଶା ମାଟି, ଜୟ ସ୍ୱାଭିମାନି ଓଡ଼ିଆ👍👍👍👍👍👍👍

Address


Telephone

+918327783465

Website

Alerts

Be the first to know and let us send you an email when Srustee posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

  • Address
  • Telephone
  • Alerts
  • Claim ownership or report listing
  • Want your business to be the top-listed Media Company?

Share