କଟକ
କଟକ ସିଡିଏ ରେ ରହୁଥିବା ତିନି ବର୍ଷ ର ଝିଅ ସୁଦେଶ୍ନା ଚାଟାର୍ଜୀ ଙ୍କ ସୁମଧୁର ଦେଶାତ୍ମବୋଧକ ସଙ୍ଗୀତ।
#NAUKRIPay
Inauguration of NAUKRI PAY (placement company) at choudhury bazar Cuttack
@twinkie_cookie_ @naukripay_
When early ages like 25-30 freshers searching for his/her jobs at best company...many of them not able to get any job... facing unemployment but here i found a true inspiration for youths ..
This is the story of Kirti Jain,age about just 23 Founder of *NAUKRI Pay, about how she managed to overcome societal pressures and fulfilled her dream.
She truly stands for women’s empowerment.
She hopes to inspire a lot of girls out there who want to shape up their careers. In future she must be inspiration for all women's as well as for youth also...
#bastikuchala
Lalbag PS has organised an interaction meeting with the people of Mankada Basa Basti, Balubazar today and distributed hygiene kits to the women under the initiative #BastiKuChala.
Look@me
On the occasion of first Anniversary of our exclusive showroom LOOK@ME...on purchase of every Rs 4000...u will get a lucky draw coupon......start from 7 th of October and will be draw on Diwali....
Look@me
Complete men's wear showroom...
Choudhury Bazar Traffic chhak
Cuttack
ଚୋୖଧୁରୀ ବଜ଼ାର ପୂଜା କମିଟି ତରଫରୁ ସମ୍ବର୍ଦ୍ଧନା ଉତ୍ସବ।
ହଜାର ବର୍ଷ ର ପୁରାତନ ସହର କଟକ ଭାଇଚାରା ରେ ପ୍ରସିଦ୍ଧ। କଟକ ସହର ର ହୃଦ୍ୟ କୁହାଯାଏ ଚୌଧୁରୀ ବଜାର କୁ।ଆଜି ଶ୍ରୀ ଶ୍ରୀ ଦୁର୍ଗା ପଂଚାୟତ କମିଟି ଚୌଧୁରୀ ବଜାର ତରଫରୁ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା। ଓଡ଼ିଶା ର ପ୍ରଥମ ଚାନ୍ଦି ଓ ସୁନା ମେଢ଼ ଚୌଧୁରୀ ବଜାର ରେ ଆରମ୍ଭ ହେଇଥିଲା। ଚୌଧୁରୀ ବଜାର ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ସିଂ କହିଲେ ଯେ ବଜାର ରେ ପୂର୍ବ ମୂରଭି ମାନେ ଚୌଧୁରୀ ବଜାର କୁ ଓଡ଼ିଶା ରେ ସୁନାମଧନ୍ୟ ର ବଜାର ରୂପେ ପରିଚିତ କରାଇ ଛନ୍ତି। ଏଥିରେ ପୁରୁଣା କମିଟି ଯୋଉଭଳି କାର୍ଯ୍ୟ
କରି ଆସୁଥିଲା।ସେହିଭଳି ଯୁବ କମିଟି ମଧ୍ୟ ସେହିଭଳି ଭାଇଚାର ସହିତ ଆଗକୁ କାମ କରବେ।
ଦୀର୍ଘ ୨ ବର୍ଷ ହେଲା କୋରୋନା ମହାମାରୀ ରେ କମିଟି ସଦସ୍ୟ ଓ କାର୍ଯ୍ୟକର୍ତ୍ତା ମାନେ ପ୍ରଶଂସନୀୟ ରୂପେ କାମ କରି ଆସୁଛନ୍ତି ତାଙ୍କ ଉତ୍ସାହ ବଢେଇବା ପାଇଁ ସମର୍ଦ୍ଧନା କାର୍ଯ୍ୟକ୍ରମ କରାଯାଇଥିଲା। ଦୁଇ ବର୍ଷ ହେଲା କୋରୋନା ମହାମାରୀ
ଯୋଉଭଳି ରୂପ ନେଇଛି ତାହା ଅତ୍ୟନ୍ତ ଦୁଃଖର କଥା। ସରକାର ଏ ବର୍ଷ ମଧ୍ୟ ପୂଜାରେ କଟକଣା ଲଗାଇଛନ୍ତ
News28
କପଡା ବ୍ୟବସାୟୀ ସଂଘ ଦ୍ୱାରା ସାମ୍ବାଦିକ ସମଳିନୀ
କଟକ ଆଜି ଚୋୖଧୁରୀ ବଜ଼ାରରେ ଥିବା ଜୁବଲି
ଆପାର୍ଟମେଂଟରେ କପଡା ବ୍ୟବସାୟୀ ସଂଘ ଦ୍ୱାରା ଏକ
ସାମ୍ବାଦିକ ସମଳିନୀ ଡକାଯାଇଥିଲା। ଏଥିରେ କରୋନା
କଟକଣାରେ ସରକାର ସମ୍ପୂର୍ଣ୍ଣ ଭାବେ କପଡା ବ୍ୟବସାୟକୁ
ବନ୍ଦ କରି ଦେବାରୁ ଏଥିରୁ ଚଳୁଥିବା କର୍ମଚାରୀ ଏବଂ
ତାଙ୍କ ପରିବାରର ଚଳିବାରେ ବହୁ ପ୍ରକାର ଅସୁବିଧାର
ସମୁଖ ହୋଇଛନ୍ତି। ଏହି ମହାମାରି ସମୟରେ ସରକାର
ଜିଏଷ୍ଟି ହୋଉ କିମ୍ବା ଅନ୍ୟ ଟାକ୍ସ ବାବଦରେ କିଛି ସୁବିଧା
ଦୌନାହାନ୍ତି। ଏହା ଏକ ଚିନ୍ତାର ବିଷୟ ବୋଲି ସଂଘ ର
ସମ୍ପାଦକ ଶ୍ରୀ ଅଗ୍ରୱାଲ କହିଛନ୍ତି। ଏହି ଭଳି ସ୍ଥିତିରେ ସରକାର
ଆମକୁ ସକାଳ 8ଟା ରୁ 1ଟା ସମୟ ଯାଏ କପଡା ଦୋକାନ
ଖୋଲିବାକୁ ଅନୁମତି ଦିଅନ୍ତୁ ବୋଲି ଦାବି ଜଣାଇଛନ୍ତି। କୋଭିଡ 19 ସରକାରଙ୍କ ନିୟମମାନି ଦୋକାନ ଖୋଲିବାକୁ
ଅନୁମତି ଦିଆଯାଉ। ଏହି ଦୁଇ ମାସ ହେଲା ଆମର ବ୍ୟବସାୟ
ଏକ ରକମର ଠପ ହୋଇଯାଇଛି। ତେଣୁ ଗଣମାଧ୍ୟମ ଦ୍ୱାରା
ଆମେ ସରକାରଙ୍କୁ ଜଣାଇବାକୁ ଏହି ପ୍ରେସ ମିଟ କରିଥିଲୁ।
ଏଥିରେ କଟକ ଓ ଭୁ
News28
କରୋନା ମହାମାରୀ ର ସମ୍ବେଦନଶୀଳ ଏବଂ ଏହି ଘଡିସନ୍ଦି ସମୟରେ ବିଜୁ ଜନତା ଦଳ ରାଜ୍ୟ ପରିଷଦ ସଦସ୍ୟ ଏବଂ ଯୁବ ନେତା ଅରିନ୍ଦମ ରାୟ ଙ୍କର ନେତୃତ୍ୱ ରେ କଟକ ଶିଶୁ ଭବନ ଏବଂ କଟକ ସହର ର ବିଭିନ୍ନ ସ୍ଥାନରେ ରନ୍ଧା ଖାଦ୍ୟ ଏହି ମହାମାରୀ ରେ ପ୍ରଭାବିତ ହୋଇଥିବା ଅସହାୟ ଓ ନିରସାୟା ଲୋକମାନଙ୍କୁ ଖାଦ୍ୟ ବଣ୍ଟନ କରାଯାଇଛି ଖାଦ୍ୟ ଯୋଗାଇବା ସହିତ ମାସ୍କ ଏବଂ ସାନିଟାଇଜ଼ଏର ମଧ୍ୟ ବଣ୍ଟନ କରାଯାଇଥିଲା ଏହି ବଣ୍ଟନ କାର୍ଯ୍ୟ ରେ ଯୁବନେତା ସକିଲ ଅକ୍ତର ,ରାକେଶ ନାୟକ ,ହିମାଂଶୁ ପୃଷ୍ଟି ,ସମିମ,ଗୌରବ ସିଂ ,ସୋହିଲ, ଗୌତମ ଆଚାରୀୟ ,ଯତୀନ କୁମାର,ପଙ୍କଜ ମଲ୍ଲିକ, ସୁରଜ କୁମାର ଜେନା,ପରାମଜୀତ,ରାକେଶ କୁମାର ଦାସ,ରାକେଶ ସ୍ୱାଇଁ ଉପସ୍ଥିତ ରହି ସାହାଯ୍ୟ ସହଯୋଗ କରିଥିବା ସହିତ ଅନ୍ୟ ଯୁବ ନେତା ବିଭିନ୍ନ ଅନୁଷ୍ଠାନ ର ଯୁବ ସମାଜସେବୀ ମାନେ ଏହି ବଣ୍ଟନ କାର୍ଯ୍ୟରେ ଯୋଗଦାନ କରିଥିଲେ..
News28
ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।
News28
କୋଭିଡ ନିୟମ ଉଲ୍ଲଙ୍ଘନ କରିଥିବା ଯୋଗୁଁ କଟକରେ ମଦ ଦୋକାନ ସିଲ୍।
News28
ସିଲ୍ଭର ସିଟି କଟକରୁ ଜବତ ହେଲା ନକଲି ଫାଭିପିରାଭିର୍ ମେଡିସିନ୍। କଟକ କନିକା ଛକରେ ଥିବା ଏକ ମେଡିସିନ ଷ୍ଟୋରରୁ ଏହି ମେଡିସିନ୍ ଜବତ ହୋଇଛି। ଡ୍ରଗ୍ସ କଣ୍ଟ୍ରୋଲ ସ୍କ୍ୱାଡ୍ ଚଢ଼ଉ କରି ୧୭ ହଜାର ଫାଭିପିରାଭିର୍ ଟାବଲେଟ ଜବତ କରିଛି।
କନିକା ଛକରେ ଏହି ମେଡିସିନ ଷ୍ଟୋରରେ ନକଲି ଫାଭିପିରାଭିର୍ ମେଡିସିନ୍ ବିକ୍ରି ହେଉଥିଲା। କୌଣସି ସୂତ୍ରରୁ ଖବର ପାଇ ଡ୍ରଗ୍ସ କଣ୍ଟ୍ରୋଲ ସ୍କ୍ୱାଡ୍ ଗୁରୁବାର ଦିନ ଚଢ଼ଉ କରିଥିଲା। ଆଜି ମଧ୍ୟ ଚଢ଼ଉ ଜାରିଓ ରହିଛି। ଉକ୍ତ ମେଡିସିନ୍ ଷ୍ଟୋରରୁ ୧୭୦ ପେଟି ଭର୍ତ୍ତି ଫାଭିପିରାଭିର୍ ମେଡିସିନ୍ ଜବତ ହୋଇଛି। ସେଥିରେ ୧୭ ହଜାର ଟାବଲେଟ ଥିବା ଜଣାପଡ଼ିଛି। ଜବତ ହୋଇଥିବା ଫାଭିପିରାଭିର୍ ଟାବଲେଟକୁ ଟେଷ୍ଟିଂ ପାଇଁ ପଠାଯାଇଛି।
ମାରୱାଡ଼ି ଯୁବ ମଞ୍ଚ।
ଆଜି ମାରୱାଡ଼ି ଯୁବ ମଞ୍ଚ ର ଅକ୍ସିଯନ୍ କନ୍ସେନ୍ତ୍ରେଟର ର ଲୋକାର୍ପଣ।
ଓଡ଼ିଶା ପ୍ରାନ୍ତୀୟ ମାରୱାଡ଼ି ଯୁବ ମଞ୍ଚ ତରଫ ରୁ ଆଜି କଟକ ଶାଖା ଆଥିତ୍ୟ ରେ ବାଳୁ ବଜାର ରେ ଯୁବ ମଞ୍ଚ କାର୍ଯ୍ୟାଳୟ ରେ ଫିଜିକଲ୍ ଏବଂ ଜୁମ୍ ଏପ ମାଧ୍ୟମ ରେ ୧୫ ଟା ଅକ୍ସୁଜେନ୍ କନ୍ସେନ୍ତ୍ରଷ୍ଟର ର ଲୋକାର୍ପଣ ଜନ ସେବା ନିମନ୍ତେ କରାଯାଇଛି।