KATHA AMRIT

KATHA AMRIT GET SPIRITUAL AND SCRIPTURE-RELATED VIDEOS. JAI JAGANNATH SWAMI, OMM NAMAH SHIVAY,

LIKE BHAGWAT GEETA, SHIV PURAN, PADMA PURAN,, SALVATION, KRISHNA RADHA, HARE KRISHNA HARE KRISHNA, KRISHNA KRISHNA HARE HARE, HARE RAM, RAM RAM HARE HARE.

06/01/2023

ଗୋଟିଏ ଛୋଟ ଶିକ୍ଷ୍ୟା
ବାପା , ପୁଅ ଗୋଟିଏ ରାସ୍ତା କଡ଼ ରେ ଛିଡା ହୋଇଥିଲେ , ସେହି ସମୟ ରେ ସେଠି ଗୋଟିଏ ସବ ଯାତ୍ରା ଯାଉଥିଲା , ପୁଅର ମନରେ ଗୋଟିଏ ପ୍ରଶ୍ନ ଆସିଲା ସେ ତା ବାପା ଙ୍କୁ ପଚାରିଲା ଶବଯାତ୍ରା ସମସ୍ତେ ରାମ ନାମ ସତ୍ୟ ହେ , ହରି ନାମ ସତ୍ୟ ହେ କହୁ ଥିବା ବେଳେ ଗୋଟିଏ ଲୋକ କଁ ପାଇଁ କହୁନାହିଁ ? ତା ବାପା ପଚାରିଲେ କିଏ ? ତେବେ ସେ ପିଲା ଟି କହିଲା ସେଇ ଲୋକ ଯାହାକୁ ସମସ୍ତେ ଉପରେ ଟେକୀକି ନୌ ଛନ୍ତି , ତ ସେଇ ଲୋକ ଟି କେମିତି ସେଇ ଛୋଟ ପିଲା ଟିକି ବୁଝେଇବେ ଯେ ସେଇ ଉପରେ ସୋଇଥିବା ଲୋକ ଜଣଙ୍କ ଏଇ ଦୁନିଆରେ ନାହାନ୍ତି ବୋଲି ,
ଏଥିରୁ କଁ ଶିକ୍ଷ୍ୟା ପାଇଲ ?

ଭଗବାନ ଆମକୁ ଏଇ ଅମୁଲ୍ୟ ମଣିଷ ଜନ୍ମ ଦେଇଛନ୍ତି , ମଣିଷ ତାର ନିତିଦିନିଆ କାମ ରେ ଏତେ ବ୍ୟସ୍ତ ହେଇଯାଉଛି ଯେ ଭଗବାନ ଙ୍କ ନାମ ପଦେ ନେଇ ପାରୁନାହିଁ , ସଂସାରେ କହିଲେ ମଣିଷ କେବଳ ଏଇ ପରିବାର ଲୋକଙ୍କ କଥା ବୁଝିବା , ଆଉ ରୋjgaର ପାଇଁ ତାଙ୍କ ପଛରେ ଦୌଡ଼ି ଦୌଡ଼ି ନିଜର ଜୀବନ କୁ ଅତିବାହିତ କରିଦିଏ ତେବେ କଁ ମଲା ପରେ ସେଇ ସବ ଯାତ୍ରା ରେ ଯାଉଥିବା ଲୋକ ମାନଙ୍କ କଥା ସେଇ ଉପରେ ସୋଇଥିବା ଲୋକ ଶୁଣି ପାରୁଥିବା ? କିଛିଟା ଭାବିବାର ବିଷୟ ....ତେଣୁ ସବୁ ଦିନ ଭଗବାନ ଙ୍କୁ ପ୍ରାଥନା କରିବା ଆବଶ୍ୟକ କାରଣ ଏଇ ଭୌତିକ ସଂସାର ରେ ଭଗବାନ ଙ୍କ ଦ୍ୱାର ଏଇ ପରିବାର , ଧନ ସମ୍ପତି ମିଳିଛି ଆଉ ଆମେ ତାଙ୍କୁ ହିଁ ଭୁଲି ଯାଉଛେ .
ଆସ କରୁଛି ବିଷୟ ଟି ଭଲ ଲାଗିବ .
ହରେ କୃଷ୍ଣ ହରେ କୃଷ୍ଣ , କୃଷ୍ଣ କୃଷ୍ଣ ହରେ ହରେ
ହରେ ରାମ ହରେ ରାମ , ରାମ ରାମ ହରେ ହରେ
🙏 ପବିତ୍ର

02/01/2023

Name - Bibhuti Bhusan Sahoo village / P.O - Beliapal.P.S-   District -   State -   Due to some personal issue he ran awa...
01/01/2023

Name - Bibhuti Bhusan Sahoo
village / P.O - Beliapal.
P.S-
District -
State -
Due to some personal issue he ran away from his home. It's been 1 months. His parents already lodge a complain at police station and also informed to Cyber branch but they did not get any information about bibhuti yet. Where are you Bibhuti? All family members even your friends are searching you everywhere.
Request you to all people, if anyone find him let us know or inform it nearest police station.

We will be thankful to you.
Friend - Pabitra sahoo
Mobile - 7289967724
🙏🙏🙏🙏🙏🙏🙏🙏🙏🙏🙏
ନାମ - ବିଭୁତି ଭୂଷଣ ସାହୁ
ପିତା - ଭାରତ ସାହୁ
ସା / ପୋ - ବେଲିଆପାଳ
ଥାନା - ବଡମ୍ବା
ଜିଲ୍ଲା - କଟକ
ରାଜ୍ୟ - ଓଡିଶା
ମୋର ସାଙ୍ଗ ବିଭୁତି ଭୂଷଣ ସାହୁ ଡିସେମ୍ବର ୨ ,୨୦୨୨ ରୁ ଘରୁ କାହାକୁ କିଛି ନ କହି କେଉଁ ଆଡେ ଚାଲି ଯାଇଛି , ପରିବାର ର ଲୋକ ଏ ବିଷୟରେ ପୋଲିସ କୁ ଜଣାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାହାର କୌଣସି ଖବର ମିଳିପାରି ନାହିଁ , ତେଣୁ ଅନୁରୋଧ ଯେକୌଣସି ସହୃଦୟ ବ୍ୟକ୍ତି ତାଙ୍କୁ ଯେଉଁସ୍ଥାନ ରେ ପାଇବେ ତେବେ ଆମକୁ ତଳେ ଦିଆଯାଇଥିବା ଫୋନ ନମ୍ବର ମାଧ୍ୟମରେ ଜଣାଇବେ ଅବା ନିକଟସ୍ଥ ପୋଲିସ କୁ ଏ ବିଷୟରେ ଜଣାଇବେ .
ଆପଣଙ୍କ ବିଶ୍ଵସ୍ଥ
ନାମ - ପବିତ୍ର ସାହୁ
ଫୋନ - 7289967724
https://m.facebook.com/story.php?story_fbid=2948409428789251&id=100008606675730&mibextid=Nif5oz
https://youtu.be/i9Sxn0ztgIk

https://youtu.be/i9Sxn0ztgIk  Name- Bibhuti Bhusan wahoo Village- BeliapalP.S- Badamba, Cuttack
29/12/2022

https://youtu.be/i9Sxn0ztgIk

Name- Bibhuti Bhusan wahoo
Village- Beliapal
P.S- Badamba, Cuttack

Odisha News | Odia News | Odishaବଡ଼ମ୍ବା ବ୍ଲକ ଅନ୍ତର୍ଗତ ବେଲିଆପାଳ ଗ୍ରାମର ବିଭୁତି ଭୁଷଣ ସାହୁ ଗତ ଡିସେମ୍ବର ମାସ ୨ ତାରିଖ ରୁ ଘରୁ କେଉଁ ଆଡେ ଚାଲିଯ.....

If you meet this person then, kindly inform us. We will be thankful to you.KATHA AMRIT (Pabitra)Mob- 7289967724 Name- Bi...
05/12/2022

If you meet this person then, kindly inform us.
We will be thankful to you.

KATHA AMRIT (Pabitra)
Mob- 7289967724
Name- Bibhuti Bhutan sahoo
C/O- Bharat Sahoo,
At/Po- Beliapal, P.S- Badamba, Dist- Cuttack, State- Odisha.
Cuttack, Orissa Parents ETV Bharat Odisha Odisha OTV Badamba Narasinghpur Gadajat ବଡ଼ମ୍ବା-ନରସିଂହପୁର Bhubaneswar, India Discover Bhubaneswar Bhanjanagar town Bhanjanagar(ଭଂଜନଗର) Kolkata Knight Riders
@

07/05/2022
01/05/2022

https://fb.watch/cJBqglNoNs/
ଜିବନ ର ବାସ୍ତବତା କୁ ବୁଝିବା ଆବଶ୍ୟକ , ସେଇ ପରମେଶ୍ୱର ଙ୍କୁ ସର୍ବଦା ପ୍ରାର୍ଥନା କରିବା ଆବଶ୍ୟକ କି ଅମପାଖରେ ଯାହା ସବୁ ଅଛି କେବଳ ତାଙ୍କ କୃପା ରୁ l

Address


Telephone

+917289967724

Website

Alerts

Be the first to know and let us send you an email when KATHA AMRIT posts news and promotions. Your email address will not be used for any other purpose, and you can unsubscribe at any time.

Videos

Shortcuts

  • Address
  • Telephone
  • Alerts
  • Videos
  • Claim ownership or report listing
  • Want your business to be the top-listed Media Company?

Share