The Quiver Official

  • Home
  • The Quiver Official

The Quiver Official "THE Quiver" is the only news portal in Odisha gets more attention with its vibrant news and updates that audience love to explore.
(3)

Do Like and Visit our website for more news and updates. THE Quiver news brings more updates and insights about the local, national and international happenings including business, sports, education, health, politics, entertainment etc. It's committed to stay ahead with other news portal by providing authentic and fact based news and updates through it's quality journalism. Visit our website or watch us in YouTube for more news and updates.

29/01/2025

#ବାପାଙ୍କୁ_ଝୁରିଲେ

29/01/2025

#ତାମିଲଙ୍କ_ସହ_ମିଶିଲେ_ଗୁଜୁରାଟୀ
ଏବେ ଓଡ଼ିଶାକୁ ଲୁଟ କରିବା ପାଇଁ ଆଦାନୀଙ୍କୁ ଲାଇସେନ୍ସ ଦେଇଛନ୍ତି ରାଜ୍ୟ ସରକାର । ପୂର୍ବରୁ ତାମିଲ ଲୁଟୁଥିଲେ, ଏବେ ତାମିଲଙ୍କ ସହ ମିଶିଲେ ଗୁଜୁରାଟୀ ବେପାରୀ । ରାଜ୍ୟର ବିକାଶ ହେଉ କି ନହେଉ, ରାଜ୍ୟର ସମ୍ପଦ ଖୋଲା ଲୁଟ ହେବାର ନକ୍ସା ପ୍ରସ୍ତୁତ ହୋଇସାରିଛି । କେବଳ ନକ୍ସା ନୁହେଁ, ଲୁଟ ଆରମ୍ଭ ହୋଇଗଲାଣି । ଏହି ଲୁଟ ନକ୍ସାକୁ ଉତ୍କର୍ଷ ଓଡ଼ିଶା ନାମରେ ମୋହର ମାରିଦେଲେ ସରକାର । ଆଦାନୀଙ୍କୁ କୋଇଲା ପରେ ଇସ୍ପାତ ଖଣି ଦେବାକୁ ରାସ୍ତା ପ୍ରସ୍ତୁତ କଲେ । ଆଦାନୀ ଷ୍ଟିଲ ପାର୍କ ନାମରେ ଏବେ ଲୁହା ଖଣି ହାତେଇବେ । ପୂର୍ବରୁ କୋଇଲା ଖଣି ଗୁଜୁରାଟ ସରକାରଙ୍କ ମାଧ୍ୟମରେ ଓଡ଼ିଶାରୁ ହାତେଇବାକୁ ସଜବାଜ ସରିଛି ।

29/01/2025

#ବିଜେଡ଼ି_ବିଜେପି_ଝଗଡ଼ା

29/01/2025

୍ତ_ପାଇଁ_ଲେଖିକି_ଦବୁ

29/01/2025

#ମହିଳାଙ୍କ_ପାଇଁ_ସ୍ୱତନ୍ତ୍ର_ଶିଳ୍ପ_ପାର୍କ

29/01/2025

#ମୋହନଙ୍କ_ନୂଆ_ମାପକାଠି
ମୋହନ ସରକାର କ୍ଷମତାକୁ ଆସିବା ପରେ ଧନୀ ଓ ଗରିବର ଏକ ନୂଆ ମାପକାଠି ତିଆରି କରିଛନ୍ତି । ଏବେ ସରକାରୀ ବାବୁମାନେ ମାସିକ ୧୦ହଜାର ଦରମା ପାଉଥିବା ଲୋକଙ୍କୁ ଗରିବ ଓ ମାସିକ ୧୮୦୦ ଟଙ୍କା ଭତ୍ତା ପାଉଥିବା ବ୍ୟକ୍ତିଙ୍କୁ ଧନୀ ତାଲିକାଭୂକ୍ତ କରିଛନ୍ତି । କେବଳ ସେତିକି ନୁହେଁ, ଭତ୍ତା ପାଉଥିବା ଲୋକଙ୍କୁ ସରକାରୀ ଚାକିରିଆ ଭାବେ ଚିତ୍ରିତ କରି ସରକାରଙ୍କ ସବୁ କାଗଜପତ୍ରକୁ ଗୋଳମାଳିଆ କରିଦେଇଛନ୍ତି ।

29/01/2025

#ପ୍ରୟାଗରାଜରେ_ଦଳାଚକଟା_ସ୍ଥିତି_ନିୟନ୍ତ୍ରଣରେ_ଅଛି

28/01/2025

#ଯମୁନା_ପାଣିରେ_ବିଷ_ପ୍ରସଙ୍ଗ_ଆମେ_କରିବୁ_ଅଭିଯୋଗ

28/01/2025

#ସୁଭଦ୍ରା_ପାଇଁ_ବ୍ୟାଙ୍କ_ଯିବାକୁ_ବାଧ୍ୟ

28/01/2025

#କେଜ୍ରିୱାଲ୍_ଆୟୁଷ୍ମାନ_ଭାରତକୁ_ଅଟକେଇଛନ୍ତି

28/01/2025

#ଆମେ_ତିନୋଟି_କରିଥିଲୁ_ସେ_ଚତୁର୍ଥ_କଲେ

28/01/2025

#ଓଡ଼ିଶାର_ସମୃଦ୍ଧି_ଦ୍ୱାର_ଖୋଲିବ

28/01/2025

#ଓଡିଶାକୁ_ପୁଞ୍ଜି_ପ୍ରବେଶ_ସମ୍ଭାବନା_ଅଧିକ

28/01/2025

#ଟାଟା_ଓଡ଼ିଶାକୁ_ଅଧିକ_ଗୁରୁତ୍ୱ_ଦେବ

28/01/2025

#ଓଡ଼ିଶା_ମୋର_ଅତି_ନିଜର

28/01/2025

#ପୁଞ୍ଜି_ଲଗାଇବାକୁ_ଓଡିଶା_ଭଲ

28/01/2025

#କିଛି_ମାସରେ_ରାଜ୍ୟର_ଦଶା_ଓ_ଦିଶା_ବଦଳିଯିବ

28/01/2025

#ମୋହନଙ୍କୁ_ଖୁସି_କରିଦବ_ଜିନ୍ଦଲ

Address


Alerts

Be the first to know and let us send you an email when The Quiver Official posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to The Quiver Official:

Videos

Shortcuts

  • Address
  • Telephone
  • Alerts
  • Contact The Business
  • Videos
  • Claim ownership or report listing
  • Want your business to be the top-listed Media Company?

Share