ମୁୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
ମୁୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ...
ସମ୍ପ୍ରସାରିତ ଯୋବ୍ରା-ତାଳଦଣ୍ଡା କେନାଲ ରାସ୍ତା ଲୋକାର୍ପିତ
ଲୋକଙ୍କୁ ସର୍ବୋତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବାରେ ପ୍ରମୁଖ ଭୂମିକା ତୁଲାଉଥିବା କଟକ ଏସସିବି ମେଡିକାଲରେ ରୋଗୀଙ୍କ ପହଁଚିବା ଏବେ ଆହୁରି ସହଜ ହେବ। ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ସମ୍ପ୍ରସାରିତ ଯୋବ୍ରା-ତାଳଦଣ୍ଡା କେନାଲ ରାସ୍ତା ଲୋକାର୍ପିତ କରି ଓଡ଼ିଶା ଚିକିତ୍ସା ଇତିହାସରେ ଆଉ ଏକ ସ୍ବର୍ଣ୍ଣିମ ଅଧ୍ୟାୟର ଅୟମାରମ୍ଭ କରିଛନ୍ତି।
ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡିଓ ବାର୍ତ୍ତା...... @CMO_Odisha
ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡିଓ ବାର୍ତ୍ତା......
@CMO_Odisha
ଘୋଷଯାତ୍ରା ପାଈ ପ୍ରସ୍ତୁତି ଚୂଡ଼ାନ୍ତ... ସୁରକ୍ଷା ବ୍ୟବସ୍ଥା କଡାକଡି...
ଘୋଷଯାତ୍ରା ପାଈ ପ୍ରସ୍ତୁତି ଚୂଡ଼ାନ୍ତ..
ସୁରକ୍ଷା ବ୍ୟବସ୍ଥା କଡାକଡି..
ନବୀନଙ୍କ ରାଜ୍ୟବାସୀଙ୍କୁ ବାର୍ତା......
ନବୀନଙ୍କ ରାଜ୍ୟବାସୀଙ୍କୁ ବାର୍ତା....
କୁଏତ ରେ ଓଡ଼ିଆ ସମାଜ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ନାନ ଜଣାଇ ବନ୍ଦେ ଉତ୍କଳ ଜନନୀ ଗାଇଲେ।
କୁଏତ ରେ ଓଡ଼ିଆ ସମାଜ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ନାନ ଜଣାଇ ବନ୍ଦେ ଉତ୍କଳ ଜନନୀ ଗାଇଲେ।
ବନ୍ଦେ ଉତ୍କଳ ଜନନୀ ଗାନ।
ଭି ଏସ ଏସ ନଗରରେ ସମସ୍ତେ ଗାଇଲେ ବନ୍ଦେ ଉତ୍କଳ ଜନନୀ।
ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତା...
ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତା...
Developmental works to kickoff in Puri & Bhubaneswar! We've had a more than 2-month break in view of #coronavirus outbreak where all work was stopped. We must ease restrictions now & try and begin developmental works in Puri & Bhubaneswar by day after to
Developmental works to kickoff in Puri & Bhubaneswar!
We've had a more than 2-month break in view of #coronavirus outbreak where all work was stopped. We must ease restrictions now & try and begin developmental works in Puri & Bhubaneswar by day after tomorrow: #Odisha CM Naveen
ପାକିସ୍ତାନରେ ବଡଧରଣର ବିମାନ ଦୁର୍ଘଟଣା
ପାକିସ୍ତାନରେ ବଡଧରଣର ବିମାନ ଦୁର୍ଘଟଣା । ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ ବିମାନ ଦୁର୍ଘଟଣା । ଲ୍ୟାଣ୍ଡିଂ ପୂର୍ବରୁ କରାଚୀ ବିମାନବନ୍ଦର ନିକଟରେ ଦୁର୍ଘଟଣା । ଲାହୋରରୁ କରାଚୀ ଯାଉଥିଲା ଯାତ୍ରାବାହୀ ବିମାନ । ବିମାନରେ ଯାତ୍ରା କରୁଥିଲେ ପ୍ରାୟ ୯୦ଜଣ ଯାତ୍ରୀ ।
ପାକିସ୍ତାନ ରେ ବିମାନ ଦୁର୍ଘଟଣା।
ପାକିସ୍ତାନରେ ବଡଧରଣର ବିମାନ ଦୁର୍ଘଟଣା । ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ ବିମାନ ଦୁର୍ଘଟଣା । ଲ୍ୟାଣ୍ଡିଂ ପୂର୍ବରୁ କରାଚୀ ବିମାନବନ୍ଦର ନିକଟରେ ଦୁର୍ଘଟଣା । ଲାହୋରରୁ କରାଚୀ ଯାଉଥିଲା ଯାତ୍ରାବାହୀ ବିମାନ । ବିମାନରେ ଯାତ୍ରା କରୁଥିଲେ ପ୍ରାୟ ୯୦ଜଣ ଯାତ୍ରୀ ।
ଦୁର୍ଘଟଣା ପରେ ଜନବସତି ଅଞ୍ଚଳରେ ଖସିପଡିଲା ବିମାନ । ଦୁର୍ଘଟଣାଗ୍ରସ୍ତ ହୋଇ ବିମାନ ଖସିପଡିବା ପରେ ଲାଗିଗଲା ନିଆଁ । କଳାଧୂଆଁରେ ଆଚ୍ଛାଦିତ ହୋଇଗଲା ଖଣ୍ଡମଣ୍ଡଳ।
ଓଡ଼ିଶା ରେ ପ୍ରଧାନମନ୍ତ୍ରୀ।
ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ।
ବାତ୍ୟା ର ବିଷୟରେ ଆଲୋଚନା।
ଓଡ଼ିଶା ରେ ପ୍ରଧାନମନ୍ତ୍ରୀ।
Odisha Chief minster @Naveen Pattaniak conducted an aerial survey of the #CycloneAmphan affected districts in the state today
Odisha Chief minster
Naveen Patniak
conducted an aerial survey of the #CycloneAmphan affected districts in the state today
ଦୀଘାରେ ଅମ୍ପାନ ଲ୍ୟାଣ୍ଡଫଲ ସମୟର ତାଣ୍ଡବର ଚିତ୍ର
ଦୀଘାରେ ଦେଇ ଅମ୍ପାନ ଗତି ସମୟର ତାଣ୍ଡବର ଚିତ୍ର
ଦୀଘାରେ ଅମ୍ପାନ ଅତିକ୍ରମ ସମୟରେ ତାଣ୍ଡବର ଚିତ୍ର
ଦୀଘାରେ ଅମ୍ପାନ ଅତିକ୍ରମ ସମୟରେ ତାଣ୍ଡବର ଚିତ୍ର
କେନ୍ଦୁଝର ପାଟଣା ଥାନା IIC ସଂଧ୍ୟାରାଣୀ ଜେନାଙ୍କ ଦବଙ୍ଗଗିରି।
କେନ୍ଦୁଝର ପାଟଣା ଥାନା IIC ସଂଧ୍ୟାରାଣୀ ଜେନାଙ୍କ ଦବଙ୍ଗଗିରି, ଥାନାରେ ଜଣେ ଯୁବକଙ୍କୁ ପିଟିବା ଓ ଗୋଇଠା ମାରିବାର ଭିଡିଓ ଭାଇରାଲ, ଘଟଣାର ତଦନ୍ତ ପାଇଁ ଘଟଗାଁ SDPOଙ୍କୁ ଏସ୍ପିଙ୍କ ନିର୍ଦେଶ