ଆଳି: ରାଜକନିକା ବ୍ଲକ ଅନ୍ତର୍ଗତ କଟଣା ବଣିଆ ଗ୍ରାମପଞ୍ଚାୟତ ରେ ଆମ ଓଡିଶା ନବୀନ ଓଡିଶା ଜନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ବ୍ଲକ ଅଧକ୍ଷା ମିନତୀ ରାଉତ ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଆରମ୍ଭ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବ୍ଲକ ଅଧକ୍ଷ କପିଳେନ୍ଦ୍ର ମଲ୍ଲିକ l ସରପଞ୍ଚ ଙ୍କ ପ୍ରତିନିଧି ପ୍ରଫୁଲ କୁମାର ନାୟକ, ସମିତି ସଭ୍ୟ ଝିଲି ପ୍ରଭା ଜେନା, ଯୁବ ସଂଗଠକ ବନମାଳି ପ୍ରଧାନ ଙ୍କ ସମେତ ବ୍ଲକ ର ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ l ବ୍ଲକ ଅଧକ୍ଷା ରାଜ୍ୟ ସରକାର ଙ୍କ କଲ୍ୟାଣ କାରି ଯୋଜନା ସମ୍ପର୍କ ରେ ଜନ ସାଧାରଣ ଙ୍କୁ ବୁଝାଇବା ସହ ଏହାର ସୁଫଳ ନେବାକୁ ପରାମର୍ଶ ଦେଇଥିଲେ l ଏହି ଅବସରରେ ନୂତନ ପୁସ୍ତିକା ଉନ୍ମୋଚନ କରାଯାଇଥିଲା l ଶେଷରେ ସ୍ଥାନୀୟ କଳାକାର ମାନଙ୍କ ତରଫରୁ ସୁନ୍ଦର ସୁନ୍ଦର ସାଂକୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l କୃତି ପ୍ରତିଯୋଗୀ ଙ୍କୁ ପଞ୍ଚାୟତ ତରଫରୁ କପ ଓ ମାନ ପତ୍ର ପ୍ରଦାନ କରାଯାଇଥିଲା l ଏହି ଜନ ସଚେତନତା ଶିବିରରେ ରେ ଆଖ ପାଖ ଅଞ୍ଚଳ ରୁ ବହୁ ସଂଖ୍ୟାରେ ଜନ ସାଧାରଣ ଉପ
ତାଳଚେର:( ପ୍ରଦୀପ କୁମାର ମହାରଣା ) ଲିଙ୍ଗରାଜ କ୍ଷେତ୍ର ଯୋଗୁଁ ରେମୁଆଁ (ୱାର୍ଡ ନଂ ୧୨) ବହୁପ୍ରକାର କ୍ଷତିର ସମ୍ମୁଖୀନ ହେଉଥିବା ନେଇ l ଆଜି ରେମୁଆ ଅଞ୍ଚଳର ପାରିପାର୍ଶ୍ବକ ଉନ୍ନତି ପାଇଁ ଲିଙ୍ଗରାଜ CSR Fund ତରଫରୁ କାର୍ଯ୍ୟ ପାଇଁ ପୂର୍ବରୁ ରେମୁଆଁ ଗ୍ରାମ୍ୟ କମିଟି ତରଫରୁ ଦିଆଯାଇଥିବା ଦାବୀ ଗୁଡ଼ିକ ସମ୍ବନ୍ଧେ ଦାବୀପତ୍ର । ଆଜି ଉପ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି l
ଯଥା - ଏହି କୋଇଲା ଖଣି ଯୋଗୁଁ ରେମୁଆଁ ଅଞ୍ଚଳଟି ଅତି ଧୂଳିଧୂଆଁ ଖାଇବା ପାଣି ଠାରୁ ଗାଧୋଇବା ପାଣି ପର୍ଯ୍ୟନ୍ତ ଏବଂ ଘରେ ପରିବାର ରହିବା ବହୁତ କଷ୍ଟକର ହୋଇପଡୁଛି l ବିଭିନ୍ନ ପ୍ରକାର ଦୁଃସାଧ୍ୟ ରୋଗବ୍ୟାଧିର ଶିକାର ହେଉଛନ୍ତି l ଲିଙ୍ଗରାଜ କୋଲ ଟ୍ରାନ୍ସପୋର୍ଟ ଯୋଗୁଁ ବାଙ୍କଧରା ଠାରୁ ବାଇପାସ ପର୍ଯ୍ୟନ୍ତ ରାସ୍ତା ମରଣ ଯନ୍ତା ପାଲଟିଛି ଏବଂ ବହୁ ଦୁର୍ଘଟଣାର ଶିକାର ହୋଇ ବହୁ ଧନଜୀବନ ନଷ୍ଟ ହେଉଥିବା ଯୋଗୁଁ ଏକ ସ୍ଥାୟୀ ପ୍ରତିକାର ଦିଗରେ ସମସ୍ୟା ସମାଧାନ ପାଇଁ ଦାବିପତ୍ର ପ୍ରଦାନ
ରେଣୁବାଳା ସାହୁ,ସମ୍ପାଦିକା ପୁଣ୍ୟାଶ୍ରମ ନକୁଳଚନ୍ଦ୍ର ସ୍ୱତନ୍ତ୍ର ମୁକ ବଧିର ବିଦ୍ୟାଳୟ ବଳରାମପ୍ରସାଦ ବଅଁରପାଳ ଅନୁଗୋଳ l
ମା କୁ ଇଲେକ୍ଟ୍ରି ଖୁଣ୍ଟରେ ବାନ୍ଧି ପିଟିଲା ପୁଅ
ବିଧବା ଭତ୍ତା ରୁ ବଞ୍ଚିତ କୁସୁମା ମଝି କେବେ ପଡିବ କାହା ନଜର
🙏ଜୟ ଜଗନ୍ନାଥ ମୋ ତାଳଚେର ବହୁତ ଶୀଘ୍ର ତାଲଚେର ହେବ ଜିଲ୍ଲା, ଏଥିପାଇଁ ଆମ୍ ସାଥିରେ ସମସ୍ତେ ବିଜେପି ବିଜେଡ଼ି କଂଗ୍ରେସ ସମସ୍ତେ କଥା ଦେଇଛନ୍ତି ଜୟ ମାଁ ହିଙ୍ଗୁଳା ତୁମେ ଭରସା,🙏🙏
ଓଡ଼ିଶାରେ ଦରକାର କଂଗ୍ରେସ ସରକାର...... ମାଡିଚାଲ
ତାଳଚେର ଖବର (କଳିଙ୍ଗ ଫୋକସ )
କପାସପଡାରେ ବାଇକ ବୋଲେରୋ ମୁହାଁମୁହିଁ ଧକ୍କା ଜଣେ ଗୁରୁତର
ଟ୍ରାକ୍ଟର ନ୍ୟୁଜ ବାହାର କରିଦେଲ କହି ସାମ୍ବାଦିକ ଙ୍କୁ ଧମକ
ଘଟଗାଁ ତହସିଲ ଅଞ୍ଚଳରେ ବେଆଇନ ବାଲି ପଥର ପରିବହନ ସହିତ ବିନା ଇନ୍ସୁରାନ୍ସ ଡ୍ରାଇଭର ଲାଇସେନ୍ସ ରେ ଚାଲିଛି ଟ୍ରାକ୍ଟର ପ୍ରଶାସନ ପୋଲିସ ସାମ୍ବାଦିକ କାଳେ ଟ୍ରାକ୍ଟର ମାଲିକଙ୍କ ଦୟାରେ ଦେଖନ୍ତୁ l
#5T_ସଚିବଙ୍କୁ_କାଳିମାଡ଼
5T ସଚିବ ଭି. କେ ପାଣ୍ଡିଆନଙ୍କ ଉପରକୁ କାଳିମାଡ଼ । ପୁରୀ ଜିଲ୍ଲା ସତ୍ୟବାଦୀରେ ଥିବା ୟୁଜିଏସ୍ କଲେଜ ସଭାରେ ପାଣ୍ଡିଆନଙ୍କୁ କାଳିମାଡ଼ ହୋଇଛି। ଏହା ସହିତ ପୁରୀ ଜିଲ୍ଲାପାଳଙ୍କ ମୁହଁରେ ମଧ୍ୟ କାଳି ପଡ଼ିଥିଲା। କାଳିମାଡ଼ କରିଥିବା ବ୍ୟକ୍ତିକୁ ପୁଲିସ ଗିରଫ କରିଛି।
HAPPY INDEPENDENCE DAY
ତାଳଚେର ସ୍ଥିତ ମଣ୍ଡାପାଳ ଚିକିତ୍ସାଳୟ ରେ ଫଳ ବଣ୍ଟନ।
HAPPY INDEPENDENCE DAY
ନଗରପାଳ ଙ୍କ ପକ୍ଷରୁ ମିଷ୍ଟାନ୍ନ ବଣ୍ଟନ।
HAPPY INDEPENDENCE DAY AT TALCHER AUTONOMOUS COLLEGE GROUND.
ଲଗାଣ ବର୍ଷାରେ ତାଳଚେର ମୟୁରଭଞ୍ଜ ବେହାଲ ଲୋକେ ହନ୍ତସନ୍ତ ସାହାଯ୍ୟର ହାତ ବଢ଼ାଇଲେ ବିଭୁତି ସାହୁ