30/06/2021
ରାଉରକେଲା ସରକାରୀ ଚିକିତ୍ସାଳୟରେ ରୋଗୀମାନଙ୍କୁ ମାଗଣାରେ ସିଟି ସ୍କାନ ସୁବିଧା ଯୋଗାଇ ଦିଆଯାଉଛି। ୨୦୨୦ ଡିସେମ୍ବର ୨୮ରୁ ଜୁନ ମାସ ଶେଷ ସୁଦ୍ଧା ୩, ୩୦୦ ରୋଗୀ ଏଥିରେ ଉପକୃତ ହୋଇଛନ୍ତି। ସିଟି ସ୍କାନ ବାବଦରେ ସମସ୍ତ ଖର୍ଚ୍ଚ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପକ୍ଷରୁ ଭରଣା କରାଯାଉଛି। ସରକାରୀ-ଘରୋଇ ସହଭାଗିତାରେ ଏହି ସେବା ଚାଲିଛି।
Free CT scan service is available at Rourkela Government Hospital. 3,300 patients have benefited from this initiative from December 28 till June 2021. All expenditure for the same is being borne by the District Mineral Foundation, DMF Sundargarh.
PMO India CMO Odisha Naveen Patnaik Information & Public Relations Department, Government of Odisha Health & Family Welfare Department, Government of Odisha Mo Sarkar 5T NITI Aayog IAS Association Special Relief Commissioner, Odisha DMF Watch: people, environment and mining