Utkal Samachar

Utkal Samachar This is a great place to express your feelings

11/06/2024

୧୨ ଜୁନରୁ ଦଶପଲ୍ଲାରୁ ଭୁବନେଶ୍ୱର ମଧ୍ୟରେ ଆଉ ଏକ ନୂତନ ମେମୁ ଟ୍ରେନ

ନୂତନ ରୂପରେ ନୟାଗଡ଼ ପଠାଣି ସାମନ୍ତ ସଂସ୍କୃତି ଭବନ
19/01/2024

ନୂତନ ରୂପରେ ନୟାଗଡ଼ ପଠାଣି ସାମନ୍ତ ସଂସ୍କୃତି ଭବନ

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ପୁନଃ ନବୀକରଣ ହୋଇ ଅତ୍ୟାଧୁନିକ ପ୍ରେକ୍ଷାଳୟରେ ପରିଣତ ହୋଇଥିବା ପଠାଣି ସାମନ୍ତ ସଂସ୍କୃତି ଭବନଆଜି ଲୋକ....

https://shasakprashasak.com/index.php/state/38516-2024-01-17-16-06-06
17/01/2024

https://shasakprashasak.com/index.php/state/38516-2024-01-17-16-06-06

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଶୁଭ ଉଦଘାଟନ ଅବସରରେ ନୟାଗଡ଼ ବୋଇତ ବନ୍ଦାଣ ମଞ୍ଚରେ ନାଟକ 'ପତିତପାବନ ବ.....

https://shasakprashasak.com/index.php/state/38497-2024-01-17-09-14-32
17/01/2024

https://shasakprashasak.com/index.php/state/38497-2024-01-17-09-14-32

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଶୁଭ ଉଦଘାଟନ ଅବସରରେ ନୟାଗଡ଼ ବୋଇତ ବନ୍ଦାଣ ମଞ୍ଚରେ ଆଜି ସନ୍ଧ୍ୟାରେ ମଞ...

11/01/2024

ବ୍ରଜେନ୍ଦ୍ର ହାଇସ୍କୁଲର ପୂର୍ବତନ ବିଜ୍ଞାନ ଶିକ୍ଷକ ତଥା ସ୍ୱନାମଧନ୍ୟ ପ୍ରଧାନ ଶିକ୍ଷକ ବାଳକୃଷ୍ଣ ମିଶ୍ରଙ୍କ ପରଲୋକ।

02/01/2024

ଜାନୁଆରୀ ୬ରେ ଉଦଘାଟିତ ହେବ ଦଶପଲ୍ଲା ରେଳ ଷ୍ଟେସନ

19/12/2023

ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ଦଶପଲ୍ଲାକୁ ରେଳ ଚଳାଚଳ ଦାବିରେ ଚଳିତ ମାସ ୨୦ ତାରିଖରେ ହେବାକୁ ଥିବା ଆନ୍ଦୋଳନ କୁ ୨୨ ତାରିଖକୁ ଘୁଞ୍ଚାଇ ଦିଆଗଲା।

Daspalla residents are getting anxious over running of trains from their town. They want Daspalla to get inaugurated lat...
29/09/2023

Daspalla residents are getting anxious over running of trains from their town. They want Daspalla to get inaugurated latest before Durga Puja.
Please inaugurate this section as soon as possible.

18/09/2023

ନିଜ ସିଙ୍ଘରେ ନିଜେ ମାଟି ନତାଡ଼ିଲେ ଏଇ ଅବସ୍ଥା ହୁଏ

Felicitated as Nation builder by Rotary Club, Nayagarh on the eve of World Literacy Day.
09/09/2023

Felicitated as Nation builder by Rotary Club, Nayagarh on the eve of World Literacy Day.

ପବିତ୍ର ଗୁରୁଦିବସ ଅବସରରେ ମୋର ସମସ୍ତ ଗୁରୁଜନଙ୍କୁ ପ୍ରଣାମ
05/09/2023

ପବିତ୍ର ଗୁରୁଦିବସ ଅବସରରେ ମୋର ସମସ୍ତ ଗୁରୁଜନଙ୍କୁ ପ୍ରଣାମ

02/09/2023
ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନ ଧମକ
20/10/2022

ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନ ଧମକ

Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'S...

ନୟାଗଡ଼ ଜିଲ୍ଲାକୁ ବାରମ୍ବାର ଉପେକ୍ଷା କରି ଚାଲିଛି ରେଳ ବିଭାଗ। ଜିଲ୍ଲାକୁ ଅନେକ ଟ୍ରେନ ଚଳାଚଳ ବନ୍ଦ ରହିଥିବା ବେଳେ ଏବେ ମାତ୍ର ୪ଟି ବଗିରେ ଚ...
19/09/2022

ନୟାଗଡ଼ ଜିଲ୍ଲାକୁ ବାରମ୍ବାର ଉପେକ୍ଷା କରି ଚାଲିଛି ରେଳ ବିଭାଗ। ଜିଲ୍ଲାକୁ ଅନେକ ଟ୍ରେନ ଚଳାଚଳ ବନ୍ଦ ରହିଥିବା ବେଳେ ଏବେ ମାତ୍ର ୪ଟି ବଗିରେ ଚାଲିଛି ନୂଆଗାଁ ପୁରୀ ପାସେଞ୍ଜର ଟ୍ରେନ ।

ତୃତୀୟ ରାଜ୍ୟସ୍ତରୀୟ ନାଟ୍ୟମେଳା-୨୦୨୨ ପାଇଁ ପ୍ରସ୍ତୁତି ବୈଠକନୟାଗଡ଼ ଜିଲ୍ଲାର ଅଗ୍ରଣୀ ତଥା ପଞ୍ଜିକୃତ ନାଟ୍ୟାନୁଷ୍ଠାନ ‘ନାଟ୍ୟଧାରା’ ଏବଂ ଜିଲ୍...
13/02/2022

ତୃତୀୟ ରାଜ୍ୟସ୍ତରୀୟ ନାଟ୍ୟମେଳା-୨୦୨୨ ପାଇଁ ପ୍ରସ୍ତୁତି ବୈଠକ

ନୟାଗଡ଼ ଜିଲ୍ଲାର ଅଗ୍ରଣୀ ତଥା ପଞ୍ଜିକୃତ ନାଟ୍ୟାନୁଷ୍ଠାନ ‘ନାଟ୍ୟଧାରା’ ଏବଂ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୁଲ୍ୟରେ ଆସନ୍ତା ମାର୍ଚ୍ଚ ୧ ତାରିଖରୁ ୮ ତାରିଖ ଦୀର୍ଘ ୮ଦିନ ବ୍ୟାପି ରାଜ୍ୟସ୍ତରୀୟ ନାଟ୍ୟମେଳା ସ୍ଥାନୀୟ ପଠାଣି ସାମନ୍ତ ଅଡିଟୋରିୟମ ଠାରେ ପ୍ରତ୍ୟହ ସନ୍ଧ୍ୟାରେ ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଶୁଭମ ଫାର୍ମ ହାଉସ,ମୁକ୍ତାପୁରଠାରେ ଅନୁଷ୍ଠିତ ହୋଇଯାଇଛି । ନାଟ୍ୟଧାରା ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଆସନ୍ତା ମାର୍ଚ୍ଚ ୧ ତାରିଖରୁ ୮ ଦିନଧରି ପ୍ରତ୍ୟେହ ସଂଧ୍ୟାରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ନାଟକମାନ ଅନୁଷ୍ଠିତ ହେବ । ଏହି କ୍ରମରେ ମାର୍ଚ୍ଚ ୧ତାରିଖରେ ନାଟ୍ୟ ଚେତନା ନାଟ୍ୟଗ୍ରାମ,ଖୋର୍ଦ୍ଧା ପକ୍ଷରୁ ନାଟକ ‘କୁଆଁକୁଆଁ’,ନବୀନ ବର୍ଣ୍ଣାଳୀ ଭୁବନେଶ୍ୱର ପକ୍ଷରୁ ନାଟକ ‘ଭିନ୍ନ ଏକ ଗଳ୍ପ’,ଓଡ଼ିଶା ନାଟକ ସମାରୋହ ବ୍ରହ୍ମପୁର ପକ୍ଷରୁ ନାଟକ ‘ସାଉଁଟା କଇଁ’ ,ପଞ୍ଚଧ୍ୱନୀ ନାଟ୍ୟ ପରିଷଦ,ଭୁବନେଶ୍ୱର ପକ୍ଷରୁ ‘ଗୋଟିଏ କାହାଣୀ’, ସୂତ୍ରଧର ଖୋର୍ଦ୍ଧା ପକ୍ଷରୁ ନାଟକ ‘ଆଉରଙ୍ଗଜେବ’,ମିରର ଥିଏଟର ବେଲପାହାଡ ପକ୍ଷରୁ ‘ଦୂର ଆକାଶ’,ରଙ୍ଗଶାଳା ପୁରୀ ପକ୍ଷରୁ ନାଟକ ‘ଶବ ବାହକମାନେ’ ଏବଂ ଶେଷରେ ନୟାଗଡ଼ ଚମତ୍କାର ନାଟ୍ୟାନୁଷ୍ଠାନ ପକ୍ଷରୁ ନାଟକ ‘ନିଧି ବାବୁ ଘରେ ଅଛ’ ମଞ୍ଚସ୍ଥ ହେବ । ଗତ ୨ବର୍ଷ ଧରି ନାଟ୍ୟଧାରା ଦ୍ୱାରା ଆୟୋଜିତ ସପ୍ତାହବ୍ୟାପୀ ନାଟକ କାର୍ଯ୍ୟକ୍ରମର ବିପୁଳ ସଫଳତା ଚଳିତବର୍ଷ ପୁନର୍ବାର ନାଟକ ମହୋତ୍ସବ ଆୟୋଜନ କରିବା ପାଇଁ ପ୍ରେରଣା ଯୋଗାଇଛି ବୋଲି ନାଟ୍ୟଧାରା ପକ୍ଷରୁ ନାଟ୍ୟ ନିର୍ଦ୍ଦେଶକ ଡ.ବିଜୟ କୁମାର ଚୌଧୁରୀ ପ୍ରକାଶ କରିବା ସହ ଚଳିତବର୍ଷ ନାଟକ କାର୍ଯ୍ୟକ୍ରମର ସଂପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିଲେ । ଅନୁଷ୍ଠାନର ସଂପାଦକ ଲକ୍ଷ୍ମୀଧର ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ନାଟ୍ୟ ନିର୍ଦ୍ଦେଶକ ଡ.ଆଶୁତୋଷ ମିଶ୍ର,ସାହିତ୍ୟିକ ନିର୍ମଳ ଶୂରଦେଓ,କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ,ଶେଖ ଅବଦୁଲ ଖାଲିକ, ଅଶୋକ ମଲ୍ଲ,ଲକ୍ଷ୍ମୀଧର ସାହୁ,ଉମାକାନ୍ତ ମିଶ୍ର,କଣ୍ଠଶିଳ୍ପୀ ନବକିଶୋର ମିଶ୍ର,ଅଧ୍ୟାପକ ଗଣେଶ ମିଶ୍ର,ସୁଧାଶୁଂ ଶେଖର ପଣ୍ଡା,ରଜତ ପଟ୍ଟନାୟକ,ସରୋଜ ସାହୁ,ଗୋକୁଳ ଷଡ଼ଙ୍ଗୀ ,ରଂଜନ ରଶ୍ମୀ ଜେନା ପ୍ରମୁଖ କର୍ମକର୍ତ୍ତା ଏବଂ ସଦସ୍ୟମାନେ ଯୋଗଦାନ କରିଥିଲେ ।

ଓଡ଼ିଆ ବୈଷ୍ଣବ ସାହିତ୍ୟର ଅନନ୍ୟ ସ୍ରଷ୍ଟା,ଓଡ଼ିଶା ସହିତ୍ୟାକାଶର ଉଜ୍ଜ୍ୱଳ ତାରକା  ତଥା ନୟାଗଡ଼ ମାଟିର ଗର୍ଵ ଓ ଗୌରବ କବିସୂର୍ଯ୍ୟ ସଦାନନ୍ଦ ବ୍...
28/01/2022

ଓଡ଼ିଆ ବୈଷ୍ଣବ ସାହିତ୍ୟର ଅନନ୍ୟ ସ୍ରଷ୍ଟା,ଓଡ଼ିଶା ସହିତ୍ୟାକାଶର ଉଜ୍ଜ୍ୱଳ ତାରକା ତଥା ନୟାଗଡ଼ ମାଟିର ଗର୍ଵ ଓ ଗୌରବ କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମାଙ୍କ ୨୮୪ତମ ଜନ୍ମ ଜୟନ୍ତୀରେ ଦୈନିକ ଖବର କାଗଜ *ପ୍ରଗତିବାଦୀ* ରେ ପ୍ରକାଶିତ ମୋର ଆଲେଖ୍ୟ..

Address

Nayagarh

Website

Alerts

Be the first to know and let us send you an email when Utkal Samachar posts news and promotions. Your email address will not be used for any other purpose, and you can unsubscribe at any time.

Share