Sashi bhusan behera

  • Home
  • Sashi bhusan behera

Sashi bhusan behera Kendrapara MLA

10/01/2022

I have been tested positive for Covid 19 and I request all the people who came within my contact since last three days to get tested for the same.And to isolate themselves if they have any symptoms

27/12/2021

ଆଜି କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ରେ ବିଜୁ ଜନତା ଦଳ ର ୨୫ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଅଭିଭାଷଣ..

Sashi Bhusan Behera
CMO Odisha
Naveen Patnaik
BJD Kendrapara

ଆଜି ନବ ନିର୍ବାଚିତ ହେଇଥିବା ପାରାଦ୍ୱୀପ ଟ୍ରକ ମାଲିକ ସଂଘ ତରଫରୁ  ଶପଥ ପାଠ ଉତ୍ସବ ରେ ଯୋଗଦାନ କରିଥିଲି llSashi bhusan beheraCMO Odisha...
15/12/2021

ଆଜି ନବ ନିର୍ବାଚିତ ହେଇଥିବା ପାରାଦ୍ୱୀପ ଟ୍ରକ ମାଲିକ ସଂଘ ତରଫରୁ ଶପଥ ପାଠ ଉତ୍ସବ ରେ ଯୋଗଦାନ କରିଥିଲି ll

Sashi bhusan behera
CMO Odisha
Naveen Patnaik
BJD Kendrapara

 #ପ୍ରତିଟି_ଜୀବନ_ଆମ_ପାଇଁ_ମୂଲ୍ୟବାନପବିତ୍ର ତୁଳସୀକ୍ଷେତ୍ର ତଥା ବିଜୁ ବାବୁଙ୍କ କର୍ମଭୂମି କେନ୍ଦ୍ରାପଡାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍...
15/12/2021

#ପ୍ରତିଟି_ଜୀବନ_ଆମ_ପାଇଁ_ମୂଲ୍ୟବାନ

ପବିତ୍ର ତୁଳସୀକ୍ଷେତ୍ର ତଥା ବିଜୁ ବାବୁଙ୍କ କର୍ମଭୂମି କେନ୍ଦ୍ରାପଡାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ କରକମଳରେ ଭର୍ଚୁଆଲ ମାଧ୍ୟମରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ ଏବଂ ବିଭିନ୍ନ ଜନ କଲ୍ୟାଣକାରୀ ପ୍ରକଳ୍ପର ଶୁଭ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ମୋ ସହ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ନବ କିଶୋର ଦାସ, ଜଳ ସମ୍ପଦ ମନ୍ତ୍ରୀ ଶ୍ରୀଯୁକ୍ତ ରଘୁ ନନ୍ଦନ ଦାସ ଯୋଗଦାନ କରିଥିଲେ ll

Sashi bhusan behera
CMO Odisha
Naveen Patnaik
BJD Kendrapara

08/12/2021
 #ମୁଖ୍ୟମନ୍ତ୍ରୀଙ୍କୁ_ଶୁଭେଛା_ଓ_ଧନ୍ୟବାଦ୍ #କେନ୍ଦ୍ରାପଡ଼ା_ପୌରାଞ୍ଚଳ #ମୁକ୍ତା ଯୋଜନାରେ କେନ୍ଦ୍ରାପଡ଼ା ସହରାଞ୍ଚଳ କୁ ୪୭ ପକଳ୍ପ ନିମନ୍ତେ ୨ ...
22/11/2021

#ମୁଖ୍ୟମନ୍ତ୍ରୀଙ୍କୁ_ଶୁଭେଛା_ଓ_ଧନ୍ୟବାଦ୍

#କେନ୍ଦ୍ରାପଡ଼ା_ପୌରାଞ୍ଚଳ

#ମୁକ୍ତା ଯୋଜନାରେ କେନ୍ଦ୍ରାପଡ଼ା ସହରାଞ୍ଚଳ କୁ ୪୭ ପକଳ୍ପ ନିମନ୍ତେ ୨ କୋଟି ୬୩ ଲକ୍ଷ ଟଙ୍କା ଅନୁମୋଦନ କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କୁ କେନ୍ଦ୍ରାପଡ଼ା ପୌରପାଳିକା ବାସୀଙ୍କ ତରଫରୁ ଏବଂ ମୋ ତରଫରୁ ଆନ୍ତରିକ କୃତଜ୍ଞତା ଓ ଧନ୍ୟବାଦ୍ ଜ୍ଞାପନ।🙏

Sashi bhusan behera
CMO Odisha
Naveen Patnaik
BJD Kendrapara

ଆଜି କେନ୍ଦ୍ର ସରକାରଙ୍କ ଅହେତୁକ ଗ୍ୟାସ ବୃଦ୍ଧି ପ୍ରତିବାଦରେ ବ୍ଲକ ଏବଂ ପୌରପାଳିକ ଠାରେ ବିରୋଧ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା, ଏଥିରେ ...
22/11/2021

ଆଜି କେନ୍ଦ୍ର ସରକାରଙ୍କ ଅହେତୁକ ଗ୍ୟାସ ବୃଦ୍ଧି ପ୍ରତିବାଦରେ ବ୍ଲକ ଏବଂ ପୌରପାଳିକ ଠାରେ ବିରୋଧ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା, ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲି ll

Sashi bhusan behera
CMO Odisha
Naveen Patnaik
BJD Kendrapara

   #ଉପକ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରଥମ ପ୍ରଯ୍ୟାୟରେ ୩୦ ଟି ରୂପାନ୍ତରିତ ସ୍କୁଲ୍ ର ଲୋକାର୍ପିତ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ  #ଶ୍ରୀ  ...
20/11/2021

#ଉପକ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରଥମ ପ୍ରଯ୍ୟାୟରେ ୩୦ ଟି ରୂପାନ୍ତରିତ ସ୍କୁଲ୍ ର ଲୋକାର୍ପିତ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ #ଶ୍ରୀ #ନବୀନ #ପଟ୍ଟନାୟକ, ଏହି ଲୋକାର୍ପଣ ଉତ୍ସବରେ ଯୋଗଦାନ କରିଥିଲି ll

Sashi bhusan behera
CMO Odisha
Naveen Patnaik
BJD Kendrapara

ଆମ ଓଡ଼ିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଆହ୍ବାନ କ୍ରମେ ବିଜୁ ଛାତ୍ର ଜନତା ଦଳ ତରଫରୁ କେନ୍ଦ୍ରାପଡ଼ା ଜିଲ୍ଲା ତୁଳସ...
29/10/2021

ଆମ ଓଡ଼ିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଆହ୍ବାନ କ୍ରମେ ବିଜୁ ଛାତ୍ର ଜନତା ଦଳ ତରଫରୁ କେନ୍ଦ୍ରାପଡ଼ା ଜିଲ୍ଲା ତୁଳସୀ ମହିଳା ମହାବିଦ୍ୟାଳୟ ଠାରେ କ୍ୟାମ୍ପସ ସଫେଇ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ଯୋଗ ଦେବା ସହ ପିଲା ଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲି ll

Sashi bhusan behera
CMO Odisha
Naveen Patnaik
BJD Kendrapara

ଆଜି ରବୀନ୍ଦ୍ର ମଣ୍ଡପ ଠାରେ ରାଜଶ୍ରୀ କଳା ଓ ସାହିତ୍ୟ ସଂସଦ  ସଂଗଠନର  ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ରେ  ଯୋଗଦାନ  କରିଥିଲି llSashi bhusan...
24/10/2021

ଆଜି ରବୀନ୍ଦ୍ର ମଣ୍ଡପ ଠାରେ ରାଜଶ୍ରୀ କଳା ଓ ସାହିତ୍ୟ ସଂସଦ ସଂଗଠନର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲି ll

Sashi bhusan behera
CMO Odisha
Naveen Patnaik
BJD Kendrapara

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ Naveen Patnaik ଙ୍କ ୭୬ତମ ଜନ୍ମଦିନ ଅବସରରେ କେନ୍ଦ୍ରାପଡ଼ା ବିଜୁ ଛାତ୍ର ଜନତା ଦଳ ପକ୍ଷରୁ କେନ୍ଦ୍ରାପଡ଼...
16/10/2021

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ Naveen Patnaik ଙ୍କ ୭୬ତମ ଜନ୍ମଦିନ ଅବସରରେ କେନ୍ଦ୍ରାପଡ଼ା ବିଜୁ ଛାତ୍ର ଜନତା ଦଳ ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲା ସ୍ୱଂୟଶାସିତ ମହାବିଦ୍ୟାଳୟ ଠାରେ ବୃକ୍ଷରୋପଣ, କ୍ୟାମ୍ପସ ସଫେଇ, ମାସ୍କ ବଣ୍ଟନ, ଓ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଫଳ ବଣ୍ଟନ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲି ll

Sashi bhusan behera
CMO Odisha
Naveen Patnaik
BJD Kendrapara

ଆଜି ବିଜୁ ଛାତ୍ର ଜନତା ଦଳ ତରଫରୁ ଇନ୍ଦୁପୁର ଗ୍ରାମ ପଞ୍ଚାୟତର ଚଣ୍ଡୀଦେବୀ ମନ୍ଦିର ପାଖରେ ବିଜେପି ଓ କଂଗ୍ରେସର ଛାତ୍ରନେତା ଆଉ କିଛି ମହିଳା କର...
11/10/2021

ଆଜି ବିଜୁ ଛାତ୍ର ଜନତା ଦଳ ତରଫରୁ ଇନ୍ଦୁପୁର ଗ୍ରାମ ପଞ୍ଚାୟତର ଚଣ୍ଡୀଦେବୀ ମନ୍ଦିର ପାଖରେ ବିଜେପି ଓ କଂଗ୍ରେସର ଛାତ୍ରନେତା ଆଉ କିଛି ମହିଳା କର୍ମୀ ଦଳତ୍ୟାଗ କରି ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗଦାନ କରିବା ସହ ବିରୂପା କଲେଜ ର ସଫେଇ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲି ll

Sashi bhusan behera
CMO Odisha
Naveen Patnaik
BJD Kendrapara

ସେବା ଓ ତ୍ୟାଗର ପ୍ରତୀକ ଉତ୍କଳ ମଣି ଗୋପବନ୍ଧୁ ଦାସ ଙ୍କ ୧୪୪ତମ ଜନ୍ମ ଜୟନ୍ତୀ ଅବସରରେ ଗୋପବନ୍ଧୁ ପାଠ୍ୟା ଗାର ଠାରେ ଗୋପବନ୍ଧୁ ଙ୍କ ପ୍ରତିମୂର୍...
09/10/2021

ସେବା ଓ ତ୍ୟାଗର ପ୍ରତୀକ ଉତ୍କଳ ମଣି ଗୋପବନ୍ଧୁ ଦାସ ଙ୍କ ୧୪୪ତମ ଜନ୍ମ ଜୟନ୍ତୀ ଅବସରରେ ଗୋପବନ୍ଧୁ ପାଠ୍ୟା ଗାର ଠାରେ ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହେବା ସହ ନିଜସ୍ୱ ଉନ୍ନୟନ ପାଣ୍ଠି ରୁ ଭେଣ୍ଟି ଲେଟର ଯୁକ୍ତ ଆମ୍ବୁଲାନ୍ସ ଲୋକାର୍ପିତ କରିଥିଲି ll

Sashi bhusan behera
CMO Odisha
Naveen Patnaik
BJD Kendrapara

ସତ୍ୟ ଓ ଅହିଂସା ର ପୂଜାରୀ ଜାତିର ଜନକ ବିଶ୍ୱ ବରେଣ୍ୟ ମହାତ୍ମାଗାନ୍ଧୀଙ୍କ ପବିତ୍ର ଜନ୍ମତିଥିରେ....ପେଣ୍ଠପାଳ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାର...
02/10/2021

ସତ୍ୟ ଓ ଅହିଂସା ର ପୂଜାରୀ ଜାତିର ଜନକ ବିଶ୍ୱ ବରେଣ୍ୟ ମହାତ୍ମାଗାନ୍ଧୀଙ୍କ ପବିତ୍ର ଜନ୍ମତିଥିରେ....ପେଣ୍ଠପାଳ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ରେ ଯୋଗଦାନ କରିଥିଲି ll

Sashi Bhusan Behera
CMO Odisha
Naveen Patnaik
BJD Kendrapara

ଆଜି କେନ୍ଦ୍ରାପଡ଼ା ସ୍ଥିତ ମୁନସିପାଲଟି ଟାଉନ ହଲ ଠାରେ କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠ...
26/09/2021

ଆଜି କେନ୍ଦ୍ରାପଡ଼ା ସ୍ଥିତ ମୁନସିପାଲଟି ଟାଉନ ହଲ ଠାରେ କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ କର୍ତ୍ତବ୍ୟ ନିଷ୍ଠ , ଦୁଃସାହାସିକ ସାମ୍ବାଦିକ ଅରିନ୍ଦମ ଦାସ ଏବଂ କାର୍ଯ୍ୟରତ ନିର୍ଭୀକ ଓଡ୍ରାଫ୍ କର୍ମଚାରୀ ସୀତାରାମ ମୁର୍ମୁ ଙ୍କ ବିୟୋଗରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ ଜଣାଇଥିଲୁ । ଜିଲ୍ଲା ପର୍ଯ୍ୟାବକ୍ଷକ ମୋର ବନ୍ଧୁ ଦେବାଶିଷ ସାମନ୍ତରାୟଙ୍କ ଉପସ୍ଥିତ ଏବଂ ସମସ୍ତ ଦଳିଅ କର୍ମୀ ସଭାରେ ବିକାଶ ମୂଳକ କାର୍ଯ୍ୟ ର ଆଲୋଚନା ସହ ଆଗାମୀ ପଞ୍ଚାୟତ ନିର୍ବାଚନ କିପରି ବିଜୁ ଜନତା ଦଳ ଅଧିକ ରୁ ଅଧିକ ବିଜୟୀ ହେବ ସେ ବିଷୟରେ ଆଲୋଚନା କରାଯାଇଥିଲା ll

Sashi bhusan behera
CMO Odisha
Naveen Patnaik
BJD Kendrapara

ଆଜି ପଟ୍ଟାମୁଣ୍ଡେଇ ବ୍ଲକ ସଭାଗୃହ ରେ ବଳରାମ ଯୋଜନା ର ଗୋଷ୍ଠୀ ମାଧ୍ୟମରେ କୃଷି ଙ୍କୁ ସହାୟତା ରାଶି ବଣ୍ଟନ ମେଳା ରେ ଯୋଗ ଦେଇଥିଲି llSashi bh...
11/09/2021

ଆଜି ପଟ୍ଟାମୁଣ୍ଡେଇ ବ୍ଲକ ସଭାଗୃହ ରେ ବଳରାମ ଯୋଜନା ର ଗୋଷ୍ଠୀ ମାଧ୍ୟମରେ କୃଷି ଙ୍କୁ ସହାୟତା ରାଶି ବଣ୍ଟନ ମେଳା ରେ ଯୋଗ ଦେଇଥିଲି ll

Sashi bhusan behera
CMO Odisha
Naveen Patnaik
BJD Kendrapara

ବକ୍ରତୁ୍‌ଣ୍ଡ ମହାକାୟ, ସୂର୍ଯ୍ୟକୋଟି ସମପ୍ରଭ,ନିର୍ବିଘ୍ନଂ କୁରୁମେ ଦେବ, ସର୍ବ କାର୍ଯ୍ୟେସୁ ସର୍ବଦା ।  ପବିତ୍ର ଗଣେଶ ଚତୁର୍ଥୀ ଉପଲକ୍ଷେ ସମସ୍...
10/09/2021

ବକ୍ରତୁ୍‌ଣ୍ଡ ମହାକାୟ,
ସୂର୍ଯ୍ୟକୋଟି ସମପ୍ରଭ,
ନିର୍ବିଘ୍ନଂ କୁରୁମେ ଦେବ,
ସର୍ବ କାର୍ଯ୍ୟେସୁ ସର୍ବଦା ।
ପବିତ୍ର ଗଣେଶ ଚତୁର୍ଥୀ ଉପଲକ୍ଷେ ସମସ୍ତ ଓଡିଶା ବାସୀଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ଆସନ୍ତୁ ମିଳିମିଶି ସମସ୍ତେ କୋଭିଡ଼ ନିୟମ ମାନି ଗଣେଶ ଚତୁର୍ଥୀ ପାଳନ କରିବା .🙏🙏🙏

ଆମ ଅଞ୍ଚଳ ବାସୀ ପାଇଁ ଖୁସି ର ବିଷୟ ଜିଲ୍ଲା ଯୋଜନା ବୋର୍ଡ ସଭା ରେ ଯୋଜନା ବୋର୍ଡ ର ଅଧକ୍ଷ ତଥା ସମବାୟ ମନ୍ତ୍ରୀ ଶ୍ରୀଯୁକ୍ତ ରଣେନ୍ଦ୍ର ପ୍ରତାପ...
06/09/2021

ଆମ ଅଞ୍ଚଳ ବାସୀ ପାଇଁ ଖୁସି ର ବିଷୟ ଜିଲ୍ଲା ଯୋଜନା ବୋର୍ଡ
ସଭା ରେ ଯୋଜନା ବୋର୍ଡ ର ଅଧକ୍ଷ ତଥା ସମବାୟ ମନ୍ତ୍ରୀ ଶ୍ରୀଯୁକ୍ତ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଙ୍କୁ କେନ୍ଦ୍ରାପଡ଼ା ଅଞ୍ଚଳ ରେ ଏକ ଶୀତଲ ଭଣ୍ଡାର କରିବା ପାଇଁ ପ୍ରସ୍ତାବ ଦେଇଥିଲି , ଆଜି
ମାନ୍ୟବର ମନ୍ତ୍ରୀ କେନ୍ଦ୍ରାପଡ଼ା ଅଞ୍ଚଳ ର ହଜାର ହଜାର କୃଷକ ଙ୍କର ଦୀର୍ଘ ଦିନ ର ଦାବି କୁ ପୁରଣ କରି ପାଞ୍ଚଶହ ଟନ ବିଶିଷ୍ଟ ଏକ ଶୀତଳ ଭଣ୍ଡାର ପାଇଁ ପ୍ରାୟ ଏକ କୋଟି ଟଙ୍କା ବ୍ୟୟ ରେ ଅନୁମୋଦନ କରିଛନ୍ତି l ଏଥି ପାଇଁ ମୋ ତରଫରୁ ଏବଂକେନ୍ଦ୍ରାପଡ଼ା ଜିଲ୍ଲା ର ସମସ୍ତ ଜନସାଧାରଣ ଙ୍କ ତରଫରୁ
ମନ୍ତ୍ରୀ ଙ୍କୁ ଅଶେଷ ଅଶେଷ କୃତଜ୍ଞତା ଜ୍ଞାପନ କରୁଛୁ ll

Sashi bhusan behera
CMO Odisha
Naveen Patnaik
BJD Kendrapara

Address


Opening Hours

Monday 09:00 - 17:00
Wednesday 09:00 - 17:00
Thursday 09:00 - 17:00
Saturday 09:00 - 17:00
Sunday 09:00 - 17:00

Website

Alerts

Be the first to know and let us send you an email when Sashi bhusan behera posts news and promotions. Your email address will not be used for any other purpose, and you can unsubscribe at any time.

Videos

Shortcuts

  • Address
  • Opening Hours
  • Alerts
  • Videos
  • Claim ownership or report listing
  • Want your business to be the top-listed Media Company?

Share