![କିଏ କହିଲା ମୁଁ ଏକା ଅଛି ଵୋଲି ମୋ ପଛରେ 🙏ମୋ ପ୍ରଭୁ ଶ୍ରୀରାମ ❤ ଅଛି ଯାହା କରିବାର ଅଛି କରିଚାଲ ସମୟ ଆସିଲେ ସମୟ ଆସିଲେ ଉଚିତ୍ ଜଵାଵ୍ ମିଳିବ ...](https://img3.medioq.com/110/466/677259241104668.jpg)
14/07/2023
କିଏ କହିଲା ମୁଁ ଏକା ଅଛି ଵୋଲି
ମୋ ପଛରେ 🙏ମୋ ପ୍ରଭୁ ଶ୍ରୀରାମ ❤ ଅଛି
ଯାହା କରିବାର ଅଛି କରିଚାଲ ସମୟ ଆସିଲେ
ସମୟ ଆସିଲେ ଉଚିତ୍ ଜଵାଵ୍ ମିଳିବ ମୋ ସମୟ ଖରାପ ଚାଲିଛି ମୋ ଭାଗ୍ୟ ନୁହେଁ
🙏 ଜୟ ଶ୍ରୀ ରାମ 🙏ଜୟ ଗୋ ମାତା 🙏