Debasish Kumar

Debasish  Kumar Civil contractor

ଲଢ଼ିବୁ ଜିତିବୁ ✊🏻✊🏻
06/12/2023

ଲଢ଼ିବୁ ଜିତିବୁ ✊🏻✊🏻

ରେଳ ମନ୍ତ୍ରୀ ତମେ ମନ୍ତ୍ରୀ ହେବାର ପାଇଁ  ଜୋଗ୍ୟ ନୁଁହ ପୂର୍ବରୁ ଗୁଟିଏ ରେଳ ଦୁର୍ଘଟଣା ରେ ସହ ସହ ଲୋକଙ୍କର ଜୀବନ ଯାଇଛି  ସେ ଦୁଃଖ ନସରୁଣୁ ଆଉ...
29/10/2023

ରେଳ ମନ୍ତ୍ରୀ ତମେ ମନ୍ତ୍ରୀ ହେବାର ପାଇଁ ଜୋଗ୍ୟ ନୁଁହ ପୂର୍ବରୁ ଗୁଟିଏ ରେଳ ଦୁର୍ଘଟଣା ରେ ସହ ସହ ଲୋକଙ୍କର ଜୀବନ ଯାଇଛି ସେ ଦୁଃଖ ନସରୁଣୁ ଆଉ ଗୋଟିଏ ଦୁର୍ଘଟଣା ଗୋଟିଏ ମନ୍ତ୍ରୀ ପାଦ ଲୋଭ ରେ କେତେ ଲୋକଙ୍କ ଜୀବନ ନେବ ତୁରନ୍ତ ଇସ୍ତଫା ଦିଅ

ଆଜି ମ .ରାମପୁର ବ୍ଲକ  ରେ ଓଡିଶା ପ୍ରଦେଶ କଂଗ୍ରେସ  ସଭାପତି ଶରତ ପଟନାୟକ ଙ୍କ ଆହ୍ୱାନ କ୍ରମେ  ଓ କଳାହାଣ୍ଡି କଂଗ୍ରେସ ସଭାପତି ଭାରତ ଭୂଷଣ ବେ...
16/10/2023

ଆଜି ମ .ରାମପୁର ବ୍ଲକ ରେ ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟନାୟକ ଙ୍କ ଆହ୍ୱାନ କ୍ରମେ ଓ କଳାହାଣ୍ଡି କଂଗ୍ରେସ ସଭାପତି ଭାରତ ଭୂଷଣ ବେମାଳ ଙ୍କ ନେତୃତ୍ୱ ରେ ଘରେ ଘରେ କଂଗ୍ରେସ ଘରେ ଘରେ ହାତ କାର୍ଯ୍ୟକ୍ରମ ରେ ମ .ରାମପୁର -ବୁରାଟ ରୁ ଅଁଳପାଳି ପର୍ଯ୍ୟନ୍ତ ପଦ ଯାତ୍ରା ସମୟ ର କିଛି ଦୃଶ୍ୟ


✊🏻✊🏻

Jana kayak
08/07/2023

Jana kayak

Congratulations 𝓑𝖍𝖆𝖎 💐💐💐
04/07/2023

Congratulations 𝓑𝖍𝖆𝖎 💐💐💐

Congratulations champion’s
04/07/2023

Congratulations champion’s

Happy birthday to you
19/06/2023

Happy birthday to you

😊
17/06/2023

😊

03/06/2023
❤️
01/06/2023

❤️

01/06/2023

ଆମ ଓଡିଶା ର ସରକାରୀ ଦଳ ଗୋଟିଏ ସରକାରୀ କର୍ମଚାରି କୁ ମୁଖ୍ୟମନ୍ତ୍ରୀ ଭାବୁଛନ୍ତି 🤦🏻‍♂️

Shri Rahul Gandhi's interactive session at Stanford University. Rahul Gandhi
01/06/2023

Shri Rahul Gandhi's interactive session at Stanford University. Rahul Gandhi

31/05/2023

ଆଜିଠୁ ପାଣ୍ଡିଆନ ବାବୁ ମୁଖ୍ୟମନ୍ତ୍ରୀ ହେଇଗଲେ ଲଜ୍ୟା 😂😂

31/05/2023

31/05/2023
13/04/2023

Jay sambidhan jay bhim ✊🏻✊🏻

10/02/2023
 ✊🏻✊🏻✊🏻✊🏻Jay congress ✊🏻✊🏻✊🏻Jay bhim✊🏻✊🏻✊🏻
10/02/2023

✊🏻✊🏻✊🏻✊🏻
Jay congress ✊🏻✊🏻✊🏻
Jay bhim✊🏻✊🏻✊🏻

21/01/2023
01/01/2023

HAPPY NEW YEAR TO ALL🙏🏻🙏🏻🙏🏻

18/11/2022

କେକେ ବେଲେ ଭାତ୍ ଦେବ ଯେ ଖାଇ କିନା ତମକୁ ଜିତାବେ 😂😂

10/11/2022


06/11/2022

ମାନ୍ୟବର୍ କଳାହାଣ୍ଡି ସାଂସଦ ଶ୍ରୀଯୁକ୍ତ ବସନ୍ତ ପଣ୍ଡା ଙ୍କୁ କଳାହାଣ୍ଡି ବାସି ଙ୍କ ପାଇଁ ସମୟ ନାହିଁ. ଯଦି ଆପଣଙ୍କ ପାଖରେ କଳାହାଣ୍ଡି ବାସିଙ୍କ ପାଇଁ ସମାୟ ନାହିଁ ତୋ ନିଜ ପଦ ଛାଡ଼ିଦିଅ ମହାଶୟ

ମ ରାମପୁର ମହାବିଦ୍ୟାଳୟରେ ଛାତ୍ର କଂଗ୍ରେସର ବିକ୍ଷୋଭଛାତ୍ର କଂଗ୍ରେସ ସଭାପତି ସୁଶାନ୍ତ କୁମାର ପ୍ରଧାନୀଙ୍କ ନେତୃତ୍ୱରେ ଗତ 22/10/22 ଦିନ କାଲ...
26/10/2022

ମ ରାମପୁର ମହାବିଦ୍ୟାଳୟରେ ଛାତ୍ର କଂଗ୍ରେସର ବିକ୍ଷୋଭ

ଛାତ୍ର କଂଗ୍ରେସ ସଭାପତି ସୁଶାନ୍ତ କୁମାର ପ୍ରଧାନୀଙ୍କ ନେତୃତ୍ୱରେ ଗତ 22/10/22 ଦିନ କାଲେଜ ପରିସରରେ ବିଜେଡି ଦଳର ସ୍ଥାନିୟ ବିଧାୟକ, ଜିଲ୍ଲା ପରିଷଦ ଅଧକ୍ଷ୍ୟ ଏବଂ ଦଳୀୟ ନୃତୃବୃନ୍ଦ ମାନେ ଯାଇ ମନୋନୀତ କ୍ୟାମ୍ପସ କମିଟିର ସଦସ୍ୟ ମାନଙ୍କୁ ସମ୍ବୋର୍ଧନ ଜଣାଇଥିବା କାଯ୍ୟକ୍ରମକୁ ଛାତ୍ର କଂଗ୍ରେସ ଆଜି କଲେଜରେ ପ୍ରତିବାଦ କରି କଲେଜ ଅଧ୍ୟକ୍ଷଙ୍କକୁ ଦାବିପତ୍ର ପ୍ରଦାନ କରିଥିଲେ l ଗୋଟିଏ ଶିକ୍ଷାନୁଷ୍ଠାନରେ ଶାସକ ଦଳର ନେତାମାନେ ଦଳୀୟ କାର୍ଯ୍ୟକ୍ରମ କରିବା କେତେ ଦୁର ଯୁକ୍ତି ଯୁକ୍ତ? ଶାସନ ଗଦି ରେ ବସିଛନ୍ତି ବୋଲି କଣ ଯାହା ଇଛା ତାହା କରିବେ? ଏହା କଣ ନବୀନ ସରକାରଙ୍କ ସୁଶାସନ ର ନିତି? ଏହି ପରି ରାଜନୈତିକ ଦଳ ର ଶିକ୍ଷ୍ୟାନୁଷ୍ଠାନ ମାନଙ୍କରେ ସିଧାସଳଖ ଦଳୀୟ ପ୍ରଚାର ପ୍ରସାର ଏବଂ ଏହି କାଯ୍ୟକୁ ପ୍ରୋତ୍ସାହନ ଦେଇଥିଵା କଲେଜ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ କୁ ଆମେ ଦୃଢ଼ ନିନ୍ଦା କରୁଛୁ l ଏହି କାର୍ଯ୍ୟକ୍ରମରେ ଛାତ୍ର କଂଗ୍ରେସ ଉପସଭାପତି ଦେବାଶିଷ କୁମାର, ମନୋଜ କରୁଅଁ, ମାନସ ମହାନନ୍ଦ,ସୁମନ୍ତ ରଣା, ଅମିତ ନିଆଲ,ଜୟରାମ ଗୌଡ଼, ଲାକ୍ସମାନ ଗୌଡ଼ ରାମପୁର ବ୍ଲକ ସଭାପତି ରୁଦ୍ର ପ୍ରତାପ ସିଂହ ପ୍ରମୁଖ ଉପସ୍ଥିତ ଥିଲେ l

23/10/2022

କଳାହାଣ୍ଡି ମାଟିରେ ସଦା ସର୍ବଦା ହକ୍କ ଓ ଅଧିକାର ପାଇଁ ଲଢେଇ କରୁଥିବା ସଂଗ୍ରାମୀ ଯୁବନେତା ତଥା ମୋର ବଡ ଭାଇ ରାଜ୍ୟ ଯୁବକଂଗ୍ରେସ ଉପସଭାପତି, ଜିଲ୍ଲା କଂଗ୍ରେସ କର୍ମୀ ସମ୍ବିଳନୀରେ ଉଦବୋଧନ ଦେଉଥିବା ମୁହୂର୍ତ

10/10/2022

ଉଠିବା ହାତ ଫାଟିବ ଶଙ୍ଖ
Jay congress

10/10/2022

ବଦଳିବ ସରକାର ବଦଳିବ ଓଡିଶା
ଜାଗି ଉଠା ଓଡିଶା ବାସି ଆସିଛି ପରିବର୍ତନ ର ସମୟ
ଂଗ୍ରେସ
ିନ୍ଦାବାଦ
jindabad

Congratulations  Sir ଶ୍ରୀ ଭକ୍ତ ଚରଣ ଦାସ ଜୀ 💐🙏ଓଡିଶା ଟେଲିଭିଜନ (OTV) ଓଡିଶା ସିଟିଜେନ୍ସ ଆୱାର୍ଡ 2022 ର ରାଜନୀତି ଓ ସମାଜ ସେବା କ୍ଷେତ...
08/10/2022

Congratulations Sir ଶ୍ରୀ ଭକ୍ତ ଚରଣ ଦାସ ଜୀ 💐🙏ଓଡିଶା ଟେଲିଭିଜନ (OTV) ଓଡିଶା ସିଟିଜେନ୍ସ ଆୱାର୍ଡ 2022 ର ରାଜନୀତି ଓ ସମାଜ ସେବା କ୍ଷେତ୍ର ରେ ଶ୍ରେଷ୍ଠ ଅବଦାନ ରଖି ବିଜେତା ହୋଇ ଥିବାରୁ ଆପଣଙ୍କୁ ଅନେକ ଅନେକ ଶୁବେଚ୍ଛା ଓ ଶୁଭକାମନା ….

08/10/2022




MLA Adhiraj panigrahi & MLA Ramesh Jena💐💐
07/10/2022

MLA Adhiraj panigrahi & MLA Ramesh Jena💐💐

With R.k rock star Riku suna❤️
07/10/2022

With R.k rock star Riku suna❤️

19/10/2021

for mamita meher

30/08/2021
25/07/2021

Jai koshal🙏🙏

24/04/2021

Hellow

Address

Jaykaypur

Alerts

Be the first to know and let us send you an email when Debasish Kumar posts news and promotions. Your email address will not be used for any other purpose, and you can unsubscribe at any time.

Videos

Share


Other Digital creator in Jaykaypur

Show All