PRIME News

PRIME News ପ୍ରତିଟି ଖବର ଆମ ପାଇଁ ଗୁରୁତ୍ବପୂର୍ଣ୍ଣ

13/10/2023

ବିଜେଡିରୁ ବହିଷ୍କାର ପରେ ଶକ୍ତି ପ୍ରଦର୍ଶନ ଦେଖାଇଲେ ଜଳେଶ୍ବରର ପୂର୍ବତନ ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ ିଶା

12/10/2023

ବିଜେଡ଼ି ରୁ ବହିଷ୍କାର ହେବାପରେ ଶଙ୍ଖ ଚିହ୍ନ ବେନର ହଟାଇ ନବୀନ ଓ ବିଜୁ ପଟ୍ଟନାୟକ ରଖି ଅଶ୍ବିନୀ ଙ୍କୁ ଟାର୍ଗେଟ କଲେ ବ୍ରଜ ପ୍ରଧାନ ଓ କାଳିଚରଣ

01/09/2023

#ପ୍ରଶାସନ_ର_ମିଥ୍ୟା_କେଶକୁ_ନେ_ତହସିଲଦାର_ଙ୍କୁ ଘେରିଲେ_ସାଧାରଣ_ଜନତା ିଶା

30/07/2023

ଜଳେଶ୍ୱର ଭାଇଚାରା ସହର ହୋଇଥିବା ରୁ ହିନ୍ଦୁ ମାନେ ମଧ୍ୟ ମହରମ ପର୍ବ ରେ ସେମାନଙ୍କ ସହ ସାମିଲ ହୋଇ ନିଜକୁ ଗର୍ବିତ ଅନୁଭବ କରିଥାନ୍ତି ିଶା

30/07/2023

ଜଳେଶ୍ୱର ରେ ମୁସଲମାନ ସମ୍ପ୍ରଦାୟର ଯୁବକ ମାନେ ସନ୍ଧ୍ୟା ସମୟରେ ସୁସଜ୍ଜିତ ତାଜିଆ ବାହାର କରି ସହର ପରିକ୍ରମା କରିଥିଲେ। ିଶା

30/07/2023

ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବ୍ଲକ ରେ ଥିବା ଅନେକ ମୁସଲିମ ସମ୍ପ୍ରଦାୟ ପକ୍ଷରୁ ମହରମ ପର୍ବ ଧୁମଧାମରେ ପାଳିତ ହୋଇଯାଇଛି। ିଶା ିଶା

30/07/2023

ଜଳେଶ୍ଵର ରେ ନିଆରା ଢଙ୍ଗରେ ମହରମ ପାଳିତ ହୋଇଯାଇଛି. ିଶା

20/07/2023

ସ୍କୁଲ ଭିତରେ ପଶି ଶିକ୍ଷୟିତ୍ରୀ ଙ୍କୁ ମରଣାନ୍ତକ ଆକ୍ରମଣ. ିଶା

18/06/2023

ଭି,କେ,ପାଣ୍ଡିଆନ ସାହେବ ଙ୍କ ଜଳେଶ୍ୱର ଗସ୍ତ ରେ ରାଇବଣିଆ ଅଞ୍ଚଳର ବିଭିନ୍ନ ସମସ୍ୟା କୁ ନେଇ ଦାବି ରଖିବେ ବିଜୁଯୁବ ଛାତ୍ର ଜନତା ଦଳ | ିଶା

18/06/2023

ଭି,କେ,ପାଣ୍ଡିଆନ ଙ୍କ ଜଳେଶ୍ଵର ଗସ୍ତ ରେ ରାଇବଣିଆ ଅଞ୍ଚଳର ବିଭିନ୍ନ ସମସ୍ୟା କୁ ସଚିବ ଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଙ୍କୁ ଜଣାଇବେ ସତ୍ୟ ଶୁଭନ ମିଶ୍ର | (ବିଜେଡି ସଭାପତି, ଖୁଦିଆ ମାଝିସାହି ଗ୍ରାମ ପଞ୍ଚାୟତ ) ିଶା

18/06/2023

ଭି,କେ,ପାଣ୍ଡିଆନ ଙ୍କ ଜଳେଶ୍ଵର ଗସ୍ତ କୁ ସଫଳ କରିବା ପାଇଁ ବିଜୂଯୁବଛାତ୍ର ଜନତା ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ। ିଶା

10/06/2023

କମର୍ଦ୍ଦା ୟୁନିକ୍ ଏଜୁକେସନ ପକ୍ଷରୁ +2 କଳା ବିଜ୍ଞାନ ର କୃତି ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ. ିଶା

25/05/2023

ଜଳେଶ୍ୱର ରେ ମନ୍ତ୍ରୀ ଲକ୍ଷ ପତି ରୁ କୋଟି ପତି ହୋଇଛନ୍ତି ମାତ୍ର ନିଜ ଅଞ୍ଚଳରେ ବିକାଶ କରିବାରେ ସଫଳ ହୋଇପାରି ନାହାନ୍ତି | ିଶା

22/05/2023

ଜଳେଶ୍ୱର କୁ ସବଡ଼ିଭିଜନ ମାନ୍ୟତା ନେଇ 40 ଡିଗ୍ରୀ ଖରା ରେ ବନ୍ଦ କୁ ସଫଳ କଲେ ଯୁବ ଛାତ୍ର ସଂଗଠନ | ିଶା

22/05/2023

ଜଳେଶ୍ୱର ସବଡିଭିଜନ ଦାବି ନେଇ ଜଳେଶ୍ୱର ଯୁବଛାତ୍ର ସଂଗଠନ ପକ୍ଷରୁ ଅଖ,ଚକ ବନ୍ଦ ହେଲା ସଫଳ | ିଶା

22/05/2023

ଜଳେଶ୍ୱର ସବଡିଭିଜନ ଦାବି ନେଇ ଜଳେଶ୍ୱର ଯୁବଛାତ୍ର ସଂଗଠନ ପକ୍ଷରୁ ଅଖ,ଚକ ବନ୍ଦ ସଫଳ | ଓଡିଶା

22/05/2023

ସବଡିଭିଜନ ଦାବି କାହାରି ବ୍ୟକ୍ତିଗତ ସ୍ୱାର୍ଥ ନୁହଁ ଏହା ସମୂହ ସ୍ୱାର୍ଥ ହୋଇଥିବାରୁ ଦଳ ଗତ ନିର୍ବିଶେଷରେ ସମସ୍ତଙ୍କୁ ଏହାକୁ ସହଯୋଗ କରିବା ପାଇଁ ଜଳେଶ୍ୱର ଯୁବ ଛାତ୍ର ସଂଗଠନ ପକ୍ଷରୁ ଆହ୍ୱାନ | ିଶା

22/05/2023

ଜଳେଶ୍ୱର ସବଡିଭିଜନ ଦାବି ନେଇ ଜଳେଶ୍ୱର ଯୁବଛାତ୍ର ସଂଗଠନ ପକ୍ଷରୁ ଅଖ,ଚକ ବନ୍ଦ ଡାକରା ିଶା

18/05/2023

ବନ୍ଦେ ଭାରତ ଏକ୍ସପ୍ରେସ ଶୁଭାରମ୍ଭ ଅବସରରେ ପୁରୀ ରୁ ସିଧାପ୍ରସାରଣ ଓଡିଶା

13/05/2023

ଜଳେଶ୍ୱରକୁ ରାଜସ୍ୱ ସବଡିଭିଜନ ଦାବିରେ ମେ-୨୨ରେ ହେବାକୁ ଥିବା ଜଳେଶ୍ୱର ବନ୍ଦକୁ ସମର୍ଥନ କରନ୍ତୁ : ଯୁବ ଛାତ୍ର ସଂଗଠନ.

27/04/2023

ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଚାଲନ୍ତି ରେଳ ଲେଭେଲ କ୍ରସିଂ ଉପରେ ନୂତନ ଓଭର ବ୍ରିଜ ର ଶୁଭ ଉଦଘାଟନ. ିଶା

18/04/2023

ସିଧାସଳଖ ମନ୍ତ୍ରୀ ଙ୍କ ଉପରେ ବର୍ଷିଲେ ପୃବର୍ତନ ସରପଞ୍ଚ ସତ୍ୟାଶିବନ ମିଶ୍ର

18/04/2023

2024 ମହାଭାରତ ଯୁଦ୍ଧ ରେ ପଞ୍ଚୁ ପାଣ୍ଡଵ ମାନଙ୍କର ବିଜୟ ହେବ କୌରବ ମାନଙ୍କର ଧ୍ୱଂସ ହେବ | ିଶା

18/04/2023

ଆମକୁ ଶାସନ କଳ ଲଗେଇ ବିଜୁ ବାବୁ ଙ୍କ ଷ୍ଟେଚୁ ସ୍ଥାପନ କରିବାକୁ ଦେଲେ ନାହିଁ ବୋଲି ପ୍ରତିକ୍ରିୟା ରଖିଲେ କାଳିଚରଣ ଦାସ |

15/04/2023

ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କର 26 ତମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଶାଳୀକୋଠା କାଳୀ ପୂଜା ପଡିଆ ରେ ସୃତି ସଭା କୁ ବିପୁଳ ସଂଖ୍ୟା ରେ ଯୋଗ ଦେବାପାଇଁ ଅନୁରୋଧ କଲେ #କାଳିଚରଣ_ଦାସ ିଶା

14/04/2023

ଓଡ଼ିଆ ନବବର୍ଷ ଓ ପବିତ୍ର ପଣା ସଂକ୍ରାନ୍ତି ଏବଂ ମହାନ୍ କ୍ରାନ୍ତିକାରୀ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ।🙏

06/04/2023

ମନ୍ତ୍ରୀ ଙ୍କୁ ଜିତେଇଲୁ କିନ୍ତୁ ଏବେ ଶୁଣୁନାହାନ୍ତି ଆମ କଥା | ିଶା

06/04/2023

ଦଳର ଶୃଙ୍ଖଳା ଭଙ୍ଗ କରିଛନ୍ତି ମନ୍ତ୍ରୀ ବୋଲି ପ୍ରତିକ୍ରିୟା ରଖିଲେ ଜଳେଶ୍ୱର ବ୍ଲକ ( ପଞ୍ଚାୟତ ସଭାପତି) ସତ୍ଯଶୋଭନ ମିଶ୍ର ିଶା

06/04/2023

ନବୀନ ବାବୁଙ୍କ ଶୁଭ ଶଙ୍ଖ ବଜେଇବା ପାଇଁ ନବୀନ ବାବୁ ଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ଆଜି ର କର୍ମୀ ବୈଠକ କରାଯାଇଥିଲା ବୋଲି ପ୍ରତିକ୍ରିୟା ରଖିଲେ ବିଜେଡି ନେତା ବ୍ରଜମୋହନ ପ୍ରଧାନ. ିଶା

06/04/2023

ବିଜେଡି ର ମିଶ୍ରଣ ପର୍ବ ନେଇ ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର. ିଶା

05/04/2023

ଜଳେଶ୍ୱର ରେ ଆହୁରି ଉନ୍ନତି ମୂଳକ କାର୍ଯ୍ୟ ହେବ :ଜିଲ୍ଲାପାଳ ବାଲେଶ୍ବର

05/04/2023

ଜଳେଶ୍ଵର ମ୍ଯୂନସିପାଲଟି ପରିସରରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭ ଉଦ୍ଘାଟନ ିଶା

01/04/2023

ଭୋଗରାଇ ମୋ ପରିବାର ପକ୍ଷରୁ ନିଆରା ଢ଼ଙ୍ଗରେ ଉତ୍କଳ ଦିବସ ପାଳନ । ିଶା

30/03/2023

ଜଳେଶ୍ବର ରେ ବିଶାଳ ରାଲି । ଧୁମଧାମରେ ପାଳନ ହେଲା ରାମ ନବମୀ

28/03/2023

ଭୋଗରାଇ ବ୍ଲକ ବଡ଼ମନ୍ଦାରୁଣୀ ଗାଁରେ କ୍ରିକେଟ ମେଳା ିଶା

28/03/2023

ଭୋଗରାଇ ବ୍ଲକ ନହରା ପଞ୍ଚାୟତ ବଡ଼ମନ୍ଦାରୁଣୀ ଗାଁରେ କ୍ରିକେଟ ମେଳା ିଶା

26/03/2023

ସ୍ବର୍ଗତ ଗୌରଗୋପାଳ ଦାସ ଙ୍କୁ ମନେପକେଇ ଆଜି ବି ଝୁରୁଛନ୍ତି ଲୋକେ ିଶା

Address

Jaleswar
Jaleswar
756032

Website

Alerts

Be the first to know and let us send you an email when PRIME News posts news and promotions. Your email address will not be used for any other purpose, and you can unsubscribe at any time.

Videos

Share


Other Media/News Companies in Jaleswar

Show All