ଯାଜପୁର: ରସୁଲପୁର ସମ୍ବାଦ ସାହିତ୍ୟଘର ର ଦଶମ ବାର୍ଷିକ ଉତ୍ସବ ରେ ଯୋଗଦେଲେ ବହୁ କବି ଓ ସାହିତିକ ।।
#ପ୍ରତିମାଟିଭିଓଡ଼ିଆ
#pratimatvodia
କୁଆଖିଆ ର ପ୍ରସିଦ୍ଧ ଲକ୍ଷ୍ମୀନାରାୟଣ ପୂଜାର ଆଜି ହେଉଚି ଭସାଣୀ ଉତ୍ସବ।।
ଦୀର୍ଘ କୋଡ଼ିଏ ଦିନ ପରେ ପ୍ରଭୁ ଲକ୍ଷ୍ମୀ ନାରାୟଣ ବିସର୍ଜନ ପାଇଁ ବିଦାୟ ନେଲେ।
ଦୁଲ ଦୁଲ୍ ହେଉଚି ଯାଜପୁର କୁଅଖିଆର ପ୍ରସିଦ୍ଧ ଲକ୍ଷ୍ମୀନାରାୟଣ ମଞ୍ଚ।।
ମହାବୀର ଡ୍ୟନ୍ସ ଏକାଡେମୀ ଦ୍ଵାରା ପ୍ରସ୍ତୁତ ଏକାଡେମୀର ଛାତ୍ରୀ ଙ୍କ ଦ୍ଵାରା ପରିବେଷଣ ଦେଶ ରଙ୍ଗିଲା ରଙ୍ଗିଲା ।।
ପ୍ରତିମା ଟିଭି ଓଡ଼ିଆ।।
#pratimatvodia
#ପ୍ରତିମାଟିଭିଓଡ଼ିଆ
#kuakhialaxminarayan
#Mahaveer_dance_ecadami
ଗଞ୍ଜାମ ରୁ ଯାଜପୁର
#Shyamteribansi
#Gemini orkesta
#pratimatvodia #ପ୍ରତିମାଟିଭିଓଡ଼ିଆ
ସୂର୍ଯ୍ୟାସ୍ତ ନିଉଜ୍ ର ଅଷ୍ଟାଦଶ ସ୍ଵର୍ଣ୍ଣକ୍ଷେତ୍ର ଅବସରରେ ଧର୍ମଶାଳା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ କାର୍ଯକ୍ରମରେ କୃଷ୍ଣପଡା ସରକାରୀ ବିଦ୍ୟାଳୟର ପିଲାମାନେ ସ୍ବାଗତନୃତ୍ୟ ପରିବେଷଣ କରି ଅତିଥି ମାନଂକ ଠାରୁ ପାଇଛନ୍ତି ଅଜଶ୍ର ପ୍ରଶଂସା ।।
#pratimatvodia
#ପ୍ରତିମାଟିଭିଓଡ଼ିଆ
#ସୂର୍ଯ୍ୟାସ୍ତନିଉଜ୍
ଯାଜପୁର: କୁଆଖିଆର ପ୍ରସିଦ୍ଧ ଲକ୍ଷ୍ମୀନାରାୟଣ ପୂଜାର ପଞ୍ଚମ ସନ୍ଧ୍ୟା।।@ପ୍ରତିମା ଟିଭି ଓଡ଼ିଆ।।
ଏହିପରି ନୂଆ ନୂଆ ଭିଡ଼ିଓ ଦେଖିବାକୁ ଆମ ପ୍ରତିମା ଟିଭି ଓଡ଼ିଆ କୁ like, share,& fallow କରନ୍ତୁ।।
#pratimatvodia
#ପ୍ରତିମାଟିଭିଓଡ଼ିଆ
ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ନଠୁଆବର ପଞ୍ଚାୟତ ନଗୁଆଁ ଗ୍ରାମରେ ମା ତାରିଣୀ ଙ୍କ ତିନିଦିନ ଧରି ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ।।
#ପ୍ରତିମାଟିଭିଓଡ଼ିଆ
#pratimatvodia
#jajpurnews
ମହାଲକ୍ଷ୍ମୀ ନାଟ୍ୟ ସଂସଦ ଓଡିଶୋ ଦ୍ଵାରା ପ୍ରସ୍ତୁତ ନାଟକ।।
।।କାହାଣୀ କାନ୍ଦୁଚି ଆଖି ଲୁଚାଇ।।ଦୃଶ୍ୟ:- ଦ୍ୱିତୀୟ
ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ଓଡ଼ିଶୋ ଗ୍ରାମବାସୀଙ୍କ ପ୍ରଚେଷ୍ଟା ରେ ଦୁଇଦିନ ନାଟକ ପରିବେଷଣ।।
#ପ୍ରତିମାଟିଭିଓଡ଼ିଆ
#pratimatvodia
#ଆମଡ୍ରାମାଆମସଂସ୍କୃତି
Pls , follow,share & subscribe Pratima TV Odia
ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାର ପ୍ରତୁଷରୁ ଡ଼ଙ୍ଗା ଭସାଇବାର କଣ ରହିଛି ତାତ୍ପର୍ଯ୍ୟ।। ଦେଖନ୍ତୁ ପ୍ରତିମା ଟିଭି ଓଡ଼ିଆର ଏହି ସ୍ୱତନ୍ତ୍ର ରିପୋର୍ଟ ରେ।।
#ପ୍ରତିମାଟିଭିଓଡ଼ିଆ
#pratimatvodia
#କାର୍ତ୍ତିକମହାତ୍ମ୍ୟ
Pls follow & subscribe our channel Pratima TV Odia
ମହାଲକ୍ଷ୍ମୀ ନାଟ୍ୟ ସଂସଦ ଓଡ଼ିଶୋ ଦ୍ଵାରା ପ୍ରସ୍ତୁତ ନାଟକ କାହାଣୀ କାନ୍ଦୁଛି ଆଖି ଲୁଚାଇ।।
ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ଓଡ଼ିଶୋ ଗ୍ରାମର ବ୍ୟକ୍ତି ବିଶେଷ ଙ୍କ ପ୍ରଚେଷ୍ଟା ରେ ଦୁଇଦିନ ଧରି ନାଟକ ପରିବେଷଣ ହୋଇଥିଲା ।।
#pratimatvodia
#ପ୍ରତିମାଟିଭିଓଡ଼ିଆ
#odishodramajajpur
#ଆମଡ୍ରାମାଆମସଂସ୍କୃତି
ଦୃଶ୍ୟ -:ପ୍ରଥମ
#ଦୁଃଖ_ଦେଇଗଲା_ଦରଦିବନ୍ଧୁ
ପୀତବାସ କର ଗାଇଲେ ଦୁଃଖ ଦେଇଗଲା ଦରଦୀ ବନ୍ଧୁ ନିଜ ଗାଁ ଯାତ୍ରା ମଞ୍ଚ ରେ।।
ପ୍ରତିମା ଟିଭି ଓଡ଼ିଆ।।
ନିଖିଳ ଉତ୍କଳ ପାଚକ ପାଚିକା ମାନଙ୍କୁନେଇ ଏକ ପ୍ରସ୍ତୁତି ବୈଠକ ଯାଜପୁର ଜିଲ୍ଳା ବରୁଆଁ ଛକ ନିକଟ କାଳୀ ମନ୍ଦିର ପରିସରରେ ଅନୁଷ୍ଠିତ।।
#ପ୍ରତିମାଟିଭିଓଡ଼ିଆ
#pratimatvodia
ନିଜଗାଁ ଯାତ୍ରା ମଞ୍ଚରେ ଗାଇଲେ କଣ୍ଠଶିଳ୍ପୀ ପୀତବାସ କର।।
ପ୍ରତିମା ଟିଭି ଓଡ଼ିଆ।।
#pratimatvodia #ପୀତବାସକର
ଜୟ ଦୁର୍ଗା ରିକ୍ରିଏସନ କ୍ଲବ କରଞ୍ଜିଆରୀ ଦ୍ଵାରା ପ୍ରସ୍ତୁତ କିଏ ପୋଛିଦେବ ଆଖିର ଲୁହ।।
ଦୃଶ୍ୟ: ପ୍ରଥମ
କେବଳ ପ୍ରତିମା ଟିଭି ଓଡ଼ିଆ ରେ.....
#pratimatvodia #ପ୍ରତିମାଟିଭିଓଡ଼ିଆ
#ଆମଗାଁଆମଯାତ୍ରା
#ପ୍ରତିମାଟିଭିଓଡ଼ିଆ
#ଯିଏବାହାହେବସିଏମରିବ।।
ଦୃଶ୍ୟ:୧
ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ଓଡ଼ିଶୋ ପଞ୍ଚାୟତ ର କରଞ୍ଜିଆରି ଗ୍ରାମର ଯୁବକ ମାନଙ୍କ ଦ୍ଵାରା ନାଟକ ପରିବେଷଣ ଯିଏ ବାହା ହେବ ସିଏ ମରିବ।।
# ଆମ ଗାଁ ଆମ ଯାତ୍ରା।।
ଯିଏ ବାହା ହେବ ସିଏ ମରିବ ।।
ଅଞ୍ଚଳର ସର୍ବ ପୁରାତନ ପୁଜା ମଣ୍ଡପ ବଙ୍ଗୀୟ ରୀତିନୀତି ଅନୁଯାୟୀ ଏଠି ପୂଜାପାଆନ୍ତି ଜଗତ ଜନନୀ ମାଦୁର୍ଗା।। ପ୍ରତିମା ଟିଭି ଓଡ଼ିଆରେ ଦେଖନ୍ତୁ ଏହି ସ୍ୱତନ୍ତ୍ର ରିପୋର୍ଟ।।ମେଳକ,ରସୁଲପୁର,ଯାଜପୁର।।
#melakadurgapuja
#ପ୍ରତିମାଟିଭିଓଡ଼ିଆ
#DurgaPuja2023
#pratimatvodia
Pls share video pratima tv odia
ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବାହାଦଲା ପୁର ଗ୍ରାମରେ ଥିବା ମାଧବ ବାବାଙ୍କ ଆଶ୍ରମରେ ହୋଇଥିବା କଳି କଲ୍ମୁଶ ନାସନ ମହାଯଜ୍ଞ ରେ ଝୁଲ ରେ ମାଧବ ଝୂଲ୍ ଗୀତ ଗାଇ ନୃତ୍ୟ ପରିବେଷଣ।।
#ପ୍ରତିମାଟିଭିଓଡ଼ିଆ
#pratimatvodia
pls like, share and fallow